କୋଟିଏ ଟଙ୍କାରୁ ଗୋଟିଏ ଜୀବନ ମୂଲ୍ୟବାନ: ସୋନୁ ସୁଦ

ମୁମ୍ବାଇ: ଅଭିନେତା ସୋନୁ ସୁଦ କରୋନା ମହାମାରୀ ସମୟରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି। ଟୁଇଟରରେ ସୋନୁ ଖୁବ୍‌ ଆକ୍ଟିଭ୍‌ ରହୁଛନ୍ତି। ଯେଉଁ ଲୋକ ଅସୁବିଧାରେ ପଡ଼ି ତାଙ୍କ ସହାୟତା ମାଗୁଛନ୍ତି ସେ ସଙ୍ଗେ ସଙ୍ଗେ ସେମାନଙ୍କୁ ସହାୟତାର ହାତ ବଢ଼ାଉଛନ୍ତି। ଏଥିପାଇଁ ସୋନୁଙ୍କୁ ଲୋକେ ଭଗବାନ ମନେ କରୁଛନ୍ତି। ଏବେ ସୋନୁ ଏମିତି ଏକ କଥା କହିଛନ୍ତି, ଯାହାକୁ ଲୋକେ ଖୁବ୍‌ ପ୍ରଶଂସା କରୁଛନ୍ତି। ତାଙ୍କର ଏହି ଟୁଇଟ୍‌ ଏବେ ବେଶ୍‌ ଭାଇରାଲ ହେଉଛି।

ସେ ତାଙ୍କ ଟୁଇଟର ପେଜ୍‌ରେ କହିଛନ୍ତି, ‘ବିଳମ୍ବିତ ରାତିରେ ମୋ’ ପାଖକୁ ସହାୟତା ପାଇଁ କଲ୍‌ ଆସୁଛି। କରୋନା ରୋଗୀ ବିଛଣାରେ ପଡ଼ି ମୋତେ ଅକ୍ସିଜେନ୍‌ ପାଇଁ ଅନୁରୋଧ କରୁଛନ୍ତି। ସେତେବେଳେ ମୋତେ ବହୁତ ଖୁସି ଲାଗେ। କାରଣ ଫିଲ୍ମରୁ ୧୦୦ କୋଟି ଟଙ୍କା ମିଳିଲେ ବି ସେତିକି ଖୁସି ମିଳେ ନାହିଁ। ଯେତିକି ଗୋଟିଏ ଅକ୍ସିଜେନ ଦେବାରୁ ମିଳୁଛି। ସୋନୁଙ୍କ ଏହି ଟୁଇଟ୍‌ ଏବେ ଖୁବ୍‌ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆରେ ଭାଇରାଲ ହେଉଛି ମାଧୁରୀଙ୍କ ଡ୍ୟାନ୍ସ

ମୁମ୍ବାଇ: ବଲିଉଡ୍‌ର ଧକ୍‌ଧକ୍‌ ଗାର୍ଲ ମାଧୁରୀ ଦୀକ୍ଷିତ ଜବରଦସ୍ତ ଡ୍ୟାନ୍ସ କୌଶଳ ପାଇଁ ବେଶ୍‌ ଜଣାଶୁଣା। ଏବେ ସୋସିଆଲ ମିଡିଆରେ ମାଧୁରୀଙ୍କ ଫିଲ୍ମ ‘ତେଜାବ୍‌’ର ଏକ...

ରିଲିଜ୍‌ ହେଲା ଦିବଂଗତ ଅଭିନେତା ପୁନୀତଙ୍କ ଶେଷ ଫିଲ୍ମ

ଦିବଂଗତ କନ୍ନଡ ଅଭିନେତା ପୁନୀତ ରାଜକୁମାରଙ୍କ ଶେଷ ଫିଲ୍ମ ଜେମ୍ସ ରିଲିଜ୍‌ ହୋଇଯାଇଛି। ଗୁରୁବାର ୪୦୦ ସ୍କ୍ରିନରେ ମୁକ୍ତିଲାଭ କରିଛି ଜେମ୍ସ । ଫିଲ୍ମଟି ଗୋଟିଏ...

ରାଧେ ଶ୍ୟାମ’ ରିଲିଜର ପ୍ରଥମ ଦିନରେ ମିଳିଲା ଏଭିଳି ପ୍ରତିକ୍ରିୟା, ୟୁଜର୍ସ କହିଲେ ଡିଜାଷ୍ଟର…

ସାଉଥ ଇଣ୍ଡଷ୍ଟ୍ରି ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେ ଶ୍ୟାମ’ ଆଜି ମୁକ୍ତିଲାଭ କରିଛି। ଏହି ଫିଲ୍ମକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥିବା...

ଏହି ଦିନ ବିବାହ କରିବେ ନେହା କକ୍କର!

ପ୍ରସିଦ୍ଧ ଗାୟିକା ନେହା କକ୍କର ଏବଂ ରୋହନପ୍ରୀତ ସିଂ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଜଣାପଡିଛି। ଦୁହିଁଙ୍କ ବିବାହ କାର୍ଡ ସୋସିଆଲ ମିଡିଆରେ...

‘ବିଗ୍‌ ବସ୍‌’ ପରେ ନିଜ ପାଇଁ ବର ଖୋଜିବେ ଶେହନାଜ!

ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ ବସ୍‌ର ଚଳିତ ସିଜନ୍‌ରେ ଲୋକପ୍ରିୟ ପ୍ରତିଯୋଗୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପଞ୍ଜାବର କଟ୍ରିନା ଓରଫ ଶେହନାଜ ଗିଲ। ସେ ନିଜର...

କରୀନାଙ୍କ ଏହି ନଣଦ ସମ୍ଭାଳନ୍ତି ପଟୌଦୀ ଖାନ୍‌ଦାନ୍‌ର ସମ୍ପତ୍ତି

ପଟୌଦୀ ଖାନଦାନର ପ୍ରାୟ ସମସ୍ତ ସଦସ୍ୟ ବଲିଉଡ୍‌ରେ ବେଶ୍‌ ପରିଚିତ। ଶର୍ମିଲା ଟାଗୋରଙ୍କଠାରୁ ଆରମ୍ଭ କରି ସୈଫ୍‌ ଅଲ୍ଲୀ ଖାନ୍‌, ସୋହା ଅଲ୍ଲୀ ଖାନ୍‌, କରୀନା...

କେଆର୍‌କେଙ୍କ ସର୍ଭେ: ଆସିମ୍‌ ଜିତିବେ ବିଗ୍‌ବସ୍‌ !

ବମ୍ବେ: ଆଉ ଚାରିଦିନ ପରେ ଶେଷ ହେବ ବିଗ୍‌ବସ୍‌ ସିଜିନ-୧୩। ପ୍ରତିଯୋଗୀଙ୍କଠାରୁ ଆରମ୍ଭ କରି ଦର୍ଶକମାନଙ୍କ ମଧ୍ୟରେ ଏହାକୁ ନେଇ ଉତ୍କଣ୍ଠା। କିଏ ଜିତିବ ବିଗ୍‌ବସ...

କରନ ଜୋହରଙ୍କ ଅଫିସରେ ରଶ୍ମିକା

ମୁମ୍ବାଇ,୨୫।୧: ‘ପୁଷ୍ପା: ଦ ରାଇଜ୍‌’ର ହିନ୍ଦୀ ଭସର୍ନ ରିଲିଜ ପରେ ରଶ୍ମିକା ମନ୍ଦାନାଙ୍କ ହିନ୍ଦୀ ଭାଷାଭାଷି ଅଞ୍ଚଳରେ ଲୋକପ୍ରିୟତା ଢ଼େର ବୃଦ୍ଧି ପାଇଛି। ଏହି ଅଭିନେତ୍ରୀଙ୍କୁ...

Advertisement
Archives

Model This Week