ମନୋରଞ୍ଜନ

କଙ୍ଗନାଙ୍କ ଟୁଇଟର୍‌ ଆକାଉଣ୍ଟ ସସ୍‌ପେଣ୍ଡ୍‌

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ । ସେ ଦେଶ ତଥା ବିଦେଶ ପ୍ରସଙ୍ଗରେ ନିଜର ମତ ରଖନ୍ତି। ନିକଟରେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପାର୍ଟି ଜିତିବା ପରେ କଙ୍ଗନା ଅନେକ ଟୁଇଟ୍‌ କରିଥିଲେ। ତାଙ୍କ ପୋଷ୍ଟରେ…

ଭଉଣୀଙ୍କ ସହ ରୋମାନ୍ସ କରୁଥିବା ଏହି ଅଭିନେତା ହିରୋଙ୍କଠାରୁ ପାଉଥିଲେ ଅଧିକ ପାରିଶ୍ରମିକ

ହିନ୍ଦୀ ସିନେମା ଜଗତରେ ଏପରି ଜଣେ ହାସ୍ୟ ଅଭିନେତା ଯିଏ ଫିଲ୍ମରେ ହିରୋଙ୍କ ଅପେକ୍ଷା ଅଧିକ ପାରିଶ୍ରମିକ ପାଉଥିଲେ। ସେ ହେଉଛନ୍ତି ମହମୁଦ୍‌ । ତାଙ୍କର ପ୍ରାୟ ସମସ୍ତ ପରିବାର ଚଳଚ୍ଚିତ୍ରର ଥିଲେ। ଖୁବ କମ ଲୋକ ଜାଣିଥିବେ ଯେ ମହମୁଦଙ୍କ…

ପଶ୍ଚିମବଙ୍ଗରେ ‘ଖେଳ ହେଲା’ କହିଲେ ଏହି ଅଭିନେତ୍ରୀ

କୋଲକାତା,୩।୫: ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତେବେ ଏହିସବୁ ରାଜ୍ୟରେ କିଏ ସରକାର ଗଢ଼ିବେ ସେନେଇ ଲୋକେ ବେଶ୍‌ ଉତ୍ସାହର ସହ ଚାହିଁଛନ୍ତି। ସବୁଠୁ ଚର୍ଚ୍ଚାରେ ଥିଲା ପଶ୍ଚିବମଙ୍ଗ ନିର୍ବାଚନ। କାରଣ ଏଠାରେ…

୧୦୮ ବର୍ଷରେ ଭାରତୀୟ ସିନେମା: ପ୍ରଥମ ଫିଲ୍ମ ବିଷୟରେ ରୋଚକ ତଥ୍ୟ ଜାଣନ୍ତୁ

ଆଜି ହିନ୍ଦୀ ସିନେମାକୁ ଆଜି ୧୦୮ ବର୍ଷ ପୂରିଛି। ପ୍ରଥମ ଭାରତୀୟ ଫିଚର ଚଳଚ୍ଚିତ୍ର ରାଜା ହରିଶ୍ଚନ୍ଦ୍ର ୧୯୧୩ ମସିହାରେ ଆଜିର ଦିନରେ ମୁକ୍ତିଲାଭ କରିଥିଲା। ସେବେଠାରୁ ସିନେମାରେ ଅନେକ ପରିବର୍ତ୍ତନ ଆସିଛି। ଲଣ୍ଡନରୁ ଫେରିବା ପରେ ଦାଦା ସାହେବ ଫାଲକେ…

କିଶୋର କୁମାରଙ୍କ ତୃତୀୟ ସ୍ତ୍ରୀଙ୍କୁ କାହିଁକି ବିବାହ କରିଥିଲେ ମିଥୁନ ଚକ୍ରବର୍ତ୍ତୀ, କାରଣ ଜାଣିଲେ…

ବଲିଉଡ ଅଭିନେତ୍ରୀ ଯୋଗିତା ବାଲି ନିଜର ସୌନ୍ଦର୍ଯ୍ୟ ସହ ଅଭିନୟ ପାଇଁ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ସେ ୧୯୭୧ ମସିହାରେ ଫିଲ୍ମ ‘ପାର୍ବନା’ରୁ କ୍ୟାରିୟର ଆରମ୍ଭ କରିଥିଲେ। ପରେ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ…

ଦେଶ ପାଇଁ ଆଗେଇ ଆସିଲେ ଅନୁଷ୍କା

ଆଜିକାଲି ଦେଶରେ କରୋନାର ଦ୍ୱିତୀୟ ଲହର ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି। ଏହି ମହାମାରୀରେ ସଂକ୍ରମିତ ଓ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି ଏବଂ…

କରୋନା ପଜିଟିଭ୍‌ ଚିହ୍ନଟ ହେଲେ ଏହି ଅଭିନେତ୍ରୀ: ନ ଡ଼ରି କହିଲେ ‘ମାସେ ପରେ କରିବି ପ୍ଲାଜମା ଦାନ’

ବମ୍ବେ: ଭାରତରେ ଆତଙ୍କ ଖେଳାଉଛି କରୋନାର ଦ୍ୱିତୀୟ ଲହର। କେବଳ ଯେ ସାଧାରଣଜନତା ତାହା ନୁହେଁ ସେଲିବ୍ରିଟିମାନେ ମଧ୍ୟ ସାବଧାନତା ସତ୍ତ୍ୱେ ମହାମାରୀର ଶିକାର ପାଲଟୁଛନ୍ତି। କିଛି ଦିନ ମଧ୍ୟରେ ବଲିଉଡ୍‌ ଏବଂ ଟେଲିଜଗତର ଅନେକ କଳାକାର କରୋନା ସଂକ୍ରମିତ ହୋଇଛନ୍ତି।…

ଲଣ୍ଡନ ଯାତ୍ରାରୁ ଫିଲ୍ମ ନିର୍ଦ୍ଦେଶକ : ଇଚ୍ଛା ନ ଥିଲେ ବି ଏମିତି ବଦଳିଥିଲା ଭାଗ୍ୟ

ଦାଦା ସାହେବ ଫାଲକେଙ୍କ ପରେ ଭାରତୀୟ ସିନେମାରେ ସବୁଠାରୁ ବଡ ନାମ ସତ୍ୟଜିତ ରାୟଙ୍କର । କୁହାଯାଏ ଯଦି ସେ ନ ଥାନ୍ତେ, ନା ହିନ୍ଦୀ ସିନେମା ଅଗ୍ରଗତି କରିଥାନ୍ତା, ନା ଆଜି ଆମେ ସିନେମାକୁ ଏତେ ଗଭୀର ଭାବରେ ଜାଣିଥାନ୍ତୁ…

ହସ୍ପିଟାଲରେ ଭର୍ତ୍ତି ହେଲେ ଏହି ପ୍ରସିଦ୍ଧ ଅଭିନେତା

ମୁମ୍ବାଇ: ଭେଟେରାନ ଅଭିନେତା ଦିଲ୍ଲୀପ କୁମାର ରବିବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନିୟମିତ ଚେକଅପ୍‌ ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ସାଇରା ବାନୁ ଏହି ସୂଚନା ଦେଇଛନ୍ତି। ଦିଲ୍ଲୀପଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତ୍ତି ଆସିଥିବା ସାଇରା…

ବଲିଉଡ୍‌ର ଏହି ପ୍ରସିଦ୍ଧ ଗାୟକମାନେ କରିଛନ୍ତି ଦ୍ୱିତୀୟ ବିବାହ

ମୁମ୍ବାଇ: କୁହାଯାଏ, ଯୋଡ଼ି ଭଗବାନ ତିଆରି କରିଥାନ୍ତି। ଏହି କାରଣରୁ କେତେକ ସମ୍ପର୍କ ବହୁ ଚେଷ୍ଟା କରି ମଧ୍ୟ ସଫଳ ହୋଇ ନ ଥାଏ। ଏମିତି ବି ବଲିଉଡ୍‌ର କିଛି ଗାୟକଙ୍କ କ୍ଷେତ୍ରରେ ଘଟିଛି। ଆସନ୍ତୁ ଜାଣିବା ଏ ସମ୍ପର୍କରେ… ହିମେଶ…

ଏକଦା ଦିଲ୍ଲୀରେ ମାଡ଼ ଖାଇଥିଲେ ଶାହାରୁଖ: ସ୍ତ୍ରୀ ଗୌରୀଙ୍କୁ ଆଜି ବି କୁହନ୍ତି ଭାଉଜ, କାରଣ ଜାଣିଲେ..

ବମ୍ବେ: ସଂଘର୍ଷର ଅନ୍ୟନାମ ସଫଳତା। ଜୀବନରେ ଯିଏ ସଂଘର୍ଷ କରିଛି ସେ ଦିନେ ନା ଦିନେ ସଫଳତାର ସ୍ବାଦ ଚାଖିଛି। ସେଭଳି ଜଣେ ବଲିଉଡ ସୁପରଷ୍ଟାର ହେଲେ ଶାହରୁଖ ଖାନ୍‌। ସେ କିଙ୍ଗ ଖାନ୍‌, ରୋମାନ୍ସ କିଙ୍ଗ ଭାବେ ପ୍ରଶଂସକଙ୍କ ଗହଣରେ…

ବୋଲ୍ଡ ଲୁକ୍‌ରେ ନଜର ଆସିଲେ ଏହି ଅଭିନେତ୍ରୀ

ମୁମ୍ବାଇ: କରୋନା ସମୟରେ ସେଲିବ୍ରିଟିଙ୍କ ପାଇଁ ମାଳଦ୍ୱୀପ ସବୁଠୁ ଉତ୍ତମ ସ୍ଥାନ ପାଲଟିଛି। ଗତ ବର୍ଷକ ମଧ୍ୟରେ ଅନେକ ଅଭିନେତ୍ରୀ, ଅଭିନେତା ମାଳଦ୍ୱୀପରେ ଛୁଟି ମନାଇ ଫେରିଛନ୍ତି। କିଛି କିଛି କଳାକାର ଦୁଇ ଦୁଇଥର ମଧ୍ୟ ଏଠାକୁ ଯାଇସାରିଲେଣି। ଏଠାକୁ ଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?