ମନୋରଞ୍ଜନ

ଜଣେ ଝିଅ ପାଇଁ ଅଭିନେତା ହୋଇଥିଲେ କପିଲ ଶର୍ମା

କମେଡି କିଙ୍ଗ କପିଲ ଶର୍ମାଙ୍କ ପ୍ରସିଦ୍ଧ ଶୋ ‘ଦି କପିଲ ଶର୍ମା ଶୋ’ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। କପିଲ ଆଜି ଜଣେ ସଫଳ ଅଭିନେତା । ତାଙ୍କ ସଫଳତା ପଛରେ କଠିନ ପରିଶ୍ରମ ଏବଂ ପ୍ରତିଭା ଅଛି, କିନ୍ତୁ…

ଏହି ସବୁ ଅଭିନେତ୍ରୀ ବିବାହିତ କି ନାହିଁ ଜାଣନ୍ତିନି ପ୍ରଶଂସକ

ପ୍ରତ୍ୟେକ ପ୍ରଶଂସକ ସେମାନଙ୍କର ପ୍ରିୟ ଅଭିନେତ୍ରୀ, ଅଭିନେତାଙ୍କ ସମ୍ପର୍କରେ ଜାଣିବାକୁ ଆଗ୍ରହୀ। ସେମାନେ ତାଙ୍କ ବୃତ୍ତିଗତ ଜୀବନଠାରୁ ଆରମ୍ଭ କରି ବ୍ୟକ୍ତିଗତ ଜୀବନ ପର୍ଯ୍ୟନ୍ତ ଜାଣିବାକୁ ଚାହାନ୍ତି। କେବଳ ଷ୍ଟାରଙ୍କ ଖାଦ୍ୟପେୟ ନୁହେଁ ବରଂ ସେମାନଙ୍କର ସମ୍ପର୍କ ସ୍ଥିତି ବିଷୟରେ ମଧ୍ୟ…

ହନିମୁନ୍‌ ଯିବା ପୂର୍ବରୁ ସ୍ତ୍ରୀଙ୍କୁ ମିଛ କହିଥିଲେ ଶାହରୁଖ ଖାନ୍‌

ବଲିଉଡ୍‌ର ବାଦଶାହ ଶାହାରୁଖ ଖାନ ଏବଂ ତାଙ୍କ ସ୍ତ୍ରୀ ଗୌରୀ ଖାନଙ୍କ ଇଣ୍ଡଷ୍ଟ୍ରିର ସବୁଠାରୁ ସୁନ୍ଦର ଦମ୍ପତି ବୋଲି ବିବେଚନା କରାଯାଏ। ଶାହାରୁଖ ଏବଂ ଗୌରୀଙ୍କ ବିବାହ ଏକ ଚଳଚ୍ଚିତ୍ର କାହାଣୀଠାରୁ କମ ନୁହେଁ । ଉଭୟ ଅନେକ ଅସୁବିଧା ସମୟରେ…

ଅଡୁଆରେ ‘ୟୋ ୟୋ ହନି ସିଂହ’; କୋର୍ଟର ଦ୍ୱାରସ୍ଥ ହେଲେ ସ୍ତ୍ରୀ

ବମ୍ବେ: ଅଡୁଆରେ ବଲିଉଡ୍‌ ଗାୟକ ହିରଦେଶ ସିଂହ ଓରଫ ହନି ସିଂହ। ଘରୋଇ ହିଂସାର ଅଭିଯୋଗ କରି କୋର୍ଟରେ ପହଞ୍ଚିଛନ୍ତି ତାଙ୍କ ସ୍ତ୍ରୀ ଶାଳିନୀ ତଲଓ୍ବାର। କୋର୍ଟ ହନିଙ୍କୁ ଆସନ୍ତା ୨୮ ତାରିଖରେ ହାଜର ହେବାକୁ ନୋଟିସ ଜାରି କରିଛି। ଏଥିସହ…

ବିବାହ କରିବେ ଫରହାନ!

ମୁମ୍ବାଇ: ବଲିଉଡ୍ ଅଭିନେତା ଫରହାନ୍ ଅଖତର ଏବେ ତାଙ୍କ ଦ୍ୱିତୀୟ ବିବାହକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ । ଯେବେଠାରୁ ସେ ତାଙ୍କ ପ୍ରଥମ ପତ୍ନୀଙ୍କଠାରୁ ଅଲଗା ହେଲେଣି ସେବେଠାରୁ ସେ ଗର୍ଲଫ୍ରେଣ୍ଡ ଶିବାନୀ ଦାଣ୍ଡେକରଙ୍କ ସହ ରିଲେସନଶିପରେ ରହିଛନ୍ତି । ଏହା…

ନର୍ଗିସଙ୍କ ନୂଆ ଲୁକ୍‌

ମୁମ୍ବାଇ: ମନୋରଞ୍ଜନ ଦୁନିଆର ଆଉ ଜଣେ ଜଣାଶୁଣା ଚେହେରା ହେଲେ ନର୍ଗିସ ଫାଖରି । ଏବେ ସେ ଇଟାଲୀରେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଛୁଟି କଟାଇ ଆସିଛନ୍ତି ଚର୍ଚ୍ଚାକୁ । ସୋସିଆଲ ମିଡିଆରେ ନର୍ଗିସ ବେଳେ ବେଳେ ରୋଷେଇ କରୁଥିବାର…

ଭଉଣୀ ଶିଳ୍ପାଙ୍କ ବିବାହ ପରେ ମାସେ ଯାଏ ଅବସାଦଗ୍ରସ୍ତ ହୋଇଥିଲେ ସମିତା; ଛାଡ଼ି ଦେଇଥିଲେ ବିଗ୍‌ବସ୍‌…

ବମ୍ବେ: ପର୍ନ ଫିଲ୍ମ ମାମଲାରେ ଛନ୍ଦି ହୋଇ ଚର୍ଚ୍ଚାରେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା। ସେ ଏବେ ପୋଲିସ ହେପାଜତରେ ଅଛନ୍ତି। ତାଙ୍କ ଜାମିନ ଆବେଦନ ବାରମ୍ବାର ଖାରଜ ହେଉଥିବା ବେଳେ ପୋଲିସ ତାଙ୍କୁ ପଚରାଉଚରା ଜାରି…

କ’ଣ ପୁଣି ଏକାଠି ହେଲେ ଐଶ୍ୱର୍ଯ୍ୟା-ସଲମାନ୍‌? ଆଶିତାଙ୍କ ଭିଡିଓ ଦେଖି…

ବମ୍ବେ: ବଲିଉଡ୍‌ର କିଛି ସେଲିବ୍ରିଟିଙ୍କ ଭଳି ଅବିକଳ ଦେଖାଯାଉଥିବା ବ୍ୟକ୍ତିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ହେଲେ ସେମାନଙ୍କ ମଧ୍ୟରୁ ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏଭଳି ଜଣେ ଯାହାଙ୍କ ଭଳି ଦେଖାଯାଉଥିବା ଜଣେ କିମ୍ବା ଦୁଇଜଣ ନୁହେଁ ଅନେକ ଯୁବତୀ…

୫୬ବର୍ଷ ବୟସରେ ଆମିରଙ୍କ ଜବରଦସ୍ତ ଓ୍ବାର୍କଆଉଟ୍‌: ସାମ୍ନାକୁ ଆସିଲା ଆୟରାଙ୍କ ପ୍ରତିକ୍ରିୟା

ମୁମ୍ବାଇ: ବଲିଉଡ୍‌ ଫରଫେକ୍ଟନିଷ୍ଟ ଆମିର ଖାଁ ନିଜ ପର୍ସନାଲ ହେଉ କି ପ୍ରୋଫେସନାଲ ଲାଇଫ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଆମିର ନିଜର ପ୍ରୋଫେସନାଲ କାର୍ଯ୍ୟକୁ ବହୁ ନିଷ୍ଠାର ସହ କରିଥାନ୍ତି। ସେଥିପାଇଁ ତାଙ୍କୁ ପରଫେକ୍ଟନିଷ୍ଟ ନାମରେ ନାମିତ କରାଯାଇଛି। ଫିଲ୍ମକୁ…

ପ୍ରେମିକାଙ୍କ ଫଟୋ ଶେୟାର କରି ଅର୍ଜୁନ କହିଲେ ‘ଆଉ ଅପେକ୍ଷା କରିପାରିବି ନାହିଁ’

ଆଜିକାଲି ଅଭିନେତା ଅର୍ଜୁନ କପୁର ଏବଂ ମଲାଇକା ଆରୋରା ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଗତ କିଛି ବର୍ଷ ହେବ ଉଭୟ ପରସ୍ପରକୁ ଡେଟ କରୁଛନ୍ତି। ଦୁହେଁ ନିଜ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପରସ୍ପରର ଫଟୋ ଏବଂ ଭିଡିଓ ମଧ୍ୟ ଶେୟାର କରନ୍ତି।…

ସ୍ବାମୀଙ୍କଠାରୁ ୧୦୦ କୋଟି ଟଙ୍କାର ଉପହାର ପାଇବା ପରେ ଶିଳ୍ପା ସେଟ୍ଟୀଙ୍କ ଥିଲା ଏମିତି ପ୍ରତିକ୍ରିୟା

ଆଜିକାଲି ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ବିବାଦ ଘେରକୁ ଆସିଛନ୍ତି। ୨୦୦୯ ମସିହାରେ ରାଜ କୁନ୍ଦ୍ରା ଶିଳ୍ପା ସେଟ୍ଟୀଙ୍କୁ ୧୦୦ କୋଟି ଟଙ୍କାରେ ଆଇପିଏଲ ଦଳ କିଣି ଭାଲେଣ୍ଟାଇନ୍ସ ଡେ’ ଉପହାର ଭାବରେ ଦେଇଥିଲେ। ୨୦୦୯ରେ, ରାଜ ଏବଂ…

ନିଜ ସ୍ବାମୀଙ୍କୁ ‘ଅହଂକାରୀ’ କହିଲେ ଏହି ଅଭିନେତ୍ରୀ

ବିଗ ବସ ୧୪ରେ ନିଜର ଚମତ୍କାର ପ୍ରଦର୍ଶନ କରିଥିବା ରାକ୍ଷୀ ସାୱନ୍ତ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ରାଖୀ କହିଛନ୍ତି ଯେ ତାଙ୍କ ସ୍ବାମୀ ରିତେଶ ଜଣେ ଅହଂକାରୀ ବ୍ୟକ୍ତି ଏବଂ ସଲମାନ ଖାନ ତାଙ୍କ ମନକୁ ଠିକ କରିପାରିବେ। ମୁଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?