ନିଜ ସ୍ବାମୀଙ୍କୁ ‘ଅହଂକାରୀ’ କହିଲେ ଏହି ଅଭିନେତ୍ରୀ

ବିଗ ବସ ୧୪ରେ ନିଜର ଚମତ୍କାର ପ୍ରଦର୍ଶନ କରିଥିବା ରାକ୍ଷୀ ସାୱନ୍ତ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ରାଖୀ କହିଛନ୍ତି ଯେ ତାଙ୍କ ସ୍ବାମୀ ରିତେଶ ଜଣେ ଅହଂକାରୀ ବ୍ୟକ୍ତି ଏବଂ ସଲମାନ ଖାନ ତାଙ୍କ ମନକୁ ଠିକ କରିପାରିବେ। ମୁଁ ବିଗ ବସ ନିର୍ମାତାମାନଙ୍କୁ ଅନୁରୋଧ କରୁଛି ଯେ ରିତେଶଙ୍କୁ କାନାଡାରୁ ଆଣିବା ଏବଂ ତାଙ୍କ ସହ ଏହି ଶୋରେ ଅଂଶଗ୍ରହଣ କରିବାର ସୁଯୋଗ ଦିଅନ୍ତୁ। ରାକ୍ଷୀ ସାୱନ୍ତଙ୍କୁ ବିଗ ବସର ୧୪ତମ ସିଜନରେ ଦେଖିବାକୁ ମିଳିଥିଲା ଏବଂ ସେ ଆସିବା ମାତ୍ରେ ଶୋ’ର ଟିଆରପି ବୃଦ୍ଧି ପାଇଥିଲା। ତେବେ, ରିତେଶ ବିଗ ବସ ଶୋ’ରେ ଭାଗ ନେବେ କି ନାହିଁ ପ୍ରଶ୍ନର ଉତ୍ତରରେ ରାକ୍ଷୀ କହିଛନ୍ତି, ସମସ୍ତେ ଟଙ୍କା ପାଇଁ କାମ କରନ୍ତି ଏବଂ ଯଦି ବିଗ ବସ ଭଲ ଟଙ୍କା ପ୍ରଦାନ କରିବେ ତେବେ ସେ ଶୋ’ରେ କାହିଁକି ଅଂଶଗ୍ରହଣ କରିବେ ନାହିଁ? ବିଗ ବସ ୧୪ ତମ ସିଜନରେ ରାକ୍ଷୀଙ୍କ ସ୍ବାମୀ ରିତେଶଙ୍କ ବିଷୟରେ ଅନେକ ଆଲୋଚନା ହୋଇଥିଲା। ତେବେ ଆଜି ପର୍ଯ୍ୟନ୍ତ ରିତେଶ କିଏ ଏବଂ ସେ କିପରି ଦେଖାଯାଉଛନ୍ତି ସେ ବିଷୟରେ କାହାରି ପାଖରେ କୌଣସି ସୂଚନା ନାହିଁ। ଯଦି ରାକ୍ଷୀଙ୍କ କହିବା କଥାକୁ ବିଶ୍ୱାସ କରାଯାଏ, ତେବେ ଜୁଲାଇ ୨୦୧୯ରେ ବିବାହ ପରେ ସେ ତାଙ୍କ ସ୍ବାମୀ ରିତେଶଙ୍କୁ ଭେଟି ନାହାଁନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇ ଛାଡି ହରିୟାଣାରେ ରହିବେ କରୀନା-ସୈଫ୍‌: ଜାଣନ୍ତୁ କାହିଁକି ନେଲେ ଏପରି ନିଷ୍ପତ୍ତି

କରୋନା ଭାଇରସ ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ଶେଷ ହେବାପରେ ଏବେ ସମସ୍ତେ ପୁଣିଥରେ କାମକୁ ଫେରିଛନ୍ତି। ବନ୍ଦ ରହିଥିବା ବଲିଉଡ୍‌ ଫିଲ୍ମର ଶୁଟିଂ ମଧ୍ୟ...

ପରଦାରେ ଅଜୟଙ୍କ ‘ଦେ ଦେ ପ୍ୟାର ଦେ’, କାହାଣୀ ଦର୍ଶକଙ୍କ ମନ କିଣୁଛି

ବମ୍ବେ: ଶୁକ୍ରବାର ପରଦାକୁ ଆସିଛି ବଲିଉଡ୍‌ ଫିଲ୍ମ ‘ଦେ ଦେ ପ୍ୟାର୍‌ ଦେ’। ଅଜୟ ଦେବଗନ, ରକୁଲପ୍ରିତ, ତବ୍ବୁ ଅଭିନିତ ଏହି ଚଳଚ୍ଚିତ୍ରଟି ଦର୍ଶକଙ୍କ ଭରପୂର...

ଜ୍ୟାକଲିନଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କଲେ ଅଭିନେତ୍ରୀ ନୋରା

ମୁମ୍ବାଇ,୧୨।୧୨: ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସମସ୍ୟାର ସମାଧାନ ହେବାର ନାଁ ନେଉନାହିଁ।...

ଯେଉଁ ଘରେ ଭଡା ରହୁଥିଲେ ସେହି ଫ୍ଲାଟର ମାଲିକ ଏବେ ଏହି ଅଭିନେତା

‘ପ୍ୟାର କା ପଞ୍ଚନାମା’ରୁ ବଲିଉଡରେ ଡେବ୍ୟୁ କରିଥିବା କାର୍ତ୍ତିକ ଆର୍ଯ୍ୟାନ ଅନେକ ହିଟ୍‌ ଫିଲ୍ମରେ ଅଭିନୟ କରିଛନ୍ତି। କାର୍ତ୍ତିକ ଗୋଟିଏ ପରେ ଗୋଟିଏ ଫିଲ୍ମ କରି...

ହାତକୁ ଦୁଇ ହାତ ହେଲେ ଏ ଆର୍‌ ରେହମାନଙ୍କ ଝିଅ: ଜାଣନ୍ତୁ କିଏ ହେଲେ ଏହି ମ୍ୟୁଜିକ୍‌ ଲିଜେଣ୍ଡଙ୍କ ଜ୍ୱାଇଁ…

ବମ୍ବେ: ବଲିଉଡ୍‌ର ଖ୍ୟାତନାମା ମ୍ୟୁଜିକ୍‌ ଲେଜେଣ୍ଡ ତଥା ଗାୟକ ଏ ଆର୍‌ ରେହମାନଙ୍କ ଘରେ ଏବେ ଖୁସିର ବାତାବରଣ। କାରଣ ତାଙ୍କ ଝିଅ ଖତିଜା ହାତକୁ...

ବାହା ହେବେ ଅନିଲ!

ମୁମ୍ବାଇ: ବଲିଉଡ୍ ସେଲିବ୍ରିଟିଙ୍କ ବିବାହ ବିଚ୍ଛେଦକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳିଥାଏ । କେବେ କେବେ ଏହା ସତ ହୋଇଥିବା...

ସୋସିଆଲ ମିଡିଆରେ ପାଣିପାଗ ସୂଚନା ଦେଲେ ବରୁଣ!

ମୁମ୍ବାଇ: ମାୟାନଗରୀ ମୁମ୍ବାଇରେ ଶନିବାର ସକାଳେ ବର୍ଷା ହୋଇଥିବା ବେଳେ ସାମାନ୍ୟ ପବନ ମଧ୍ୟ ବହିଥିଲା। ଏହି ସମୟରେ ବଲିଉଡ୍‌ ଅଭିନେତା ବରୁଣ ଧଓ୍ବନଙ୍କର ଏକ...

ଯମଜ ସନ୍ତାନ ନେଇ ମୁହଁ ଖୋଲିଲେ ଆଲିଆ

ବି ଟାଉନ୍‌ରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ପାଓ୍ବାରଫୁଲ୍‌ ଯୋଡି ଭାବେ ଜଣାଶୁଣା। ଖୁବ ଶୀଘ୍ର ଉଭୟ ନିଜର ପ୍ରଥମ ସନ୍ତାନକୁ ଏହି ଦୁନିଆକୁ...

Advertisement
Archives

Model This Week