ସ୍ବାମୀଙ୍କଠାରୁ ୧୦୦ କୋଟି ଟଙ୍କାର ଉପହାର ପାଇବା ପରେ ଶିଳ୍ପା ସେଟ୍ଟୀଙ୍କ ଥିଲା ଏମିତି ପ୍ରତିକ୍ରିୟା

ଆଜିକାଲି ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ବିବାଦ ଘେରକୁ ଆସିଛନ୍ତି। ୨୦୦୯ ମସିହାରେ ରାଜ କୁନ୍ଦ୍ରା ଶିଳ୍ପା ସେଟ୍ଟୀଙ୍କୁ ୧୦୦ କୋଟି ଟଙ୍କାରେ ଆଇପିଏଲ ଦଳ କିଣି ଭାଲେଣ୍ଟାଇନ୍ସ ଡେ’ ଉପହାର ଭାବରେ ଦେଇଥିଲେ। ୨୦୦୯ରେ, ରାଜ ଏବଂ ଶିଳ୍ପା ରାଜସ୍ଥାନ ରୟାଲ୍ସ ଦଳର ସହ-ମାଲିକ ହୋଇଥିଲେ। ଶିଳ୍ପାଙ୍କୁ ଭାଲେଣ୍ଟାଇନ୍ସ ଡେ’ ଉପହାର ରୂପେ ଦେବା ପାଇଁ ରାଜ ଏହି ଦଳ କିଣିଥିଲେ। ସେତେବେଳେ ଶିଳ୍ପା ଏକ ମିଡିଆ ସାକ୍ଷାତକାରରେ କହିଥିଲେ ଯେ, ଏହା ରାଜଙ୍କ ବୁଦ୍ଧିମାନ ବ୍ୟବସାୟ ରଣନୀତିର ଏକ ଅଂଶ। ରାଜସ୍ଥାନ ରୟାଲ୍ସ ଶିଳ୍ପାଙ୍କ ପାଇଁ ଭାଲେଣ୍ଟାଇନ୍ସ ଡେ ଉପହାର ଏବଂ ସେ ଏହି ଉପହାରରେ ଖୁସି ଅଛନ୍ତି କି? ଏହି ପ୍ରଶ୍ନର ଉତ୍ତରରେ ଶିଳ୍ପା କହିଥିଲେ, ଏହା ଏକ ମହଙ୍ଗା ଉପହାର, ମୁଁ ବହୁତ ଖୁସି ହେବା ଉଚିତ୍‌। ଏହା କହି ଅଭିନେତ୍ରୀ ଜୋରରେ ହସିବାକୁ ଲାଗିଲେ। ଏଥି ସହିତ ରାଜ ମଧ୍ୟ କହିଥିଲେ ଯେ ଉପହାର ମୋ ପକ୍ଷରୁ ନୁହେଁ, ଏହା ମଧ୍ୟ ତାଙ୍କ (ଶିଳ୍ପା) ପକ୍ଷରୁ ଆସିଛି। ତେଣୁ ଏହା ଆମ ଦୁହିଁଙ୍କ ପାଇଁ ପାରସ୍ପରିକ ଉପହାର ଏବଂ ମୁଁ ନିଶ୍ଚିତ ଯେ ଭାଲେଣ୍ଟାଇନ୍ସ ଡେ’ରେ ଆମ ଦୁହିଁଙ୍କ ପାଇଁ ଏହା ସବୁଠାରୁ ମହଙ୍ଗା ଉପହାର।


Enter your email to get our daily news in your inbox.

All Right Reserved By Dharitri.Com

କିଲି ପଲଙ୍କ ମୁଣ୍ଡରେ ଚଢିଲା ‘କେଜିଏଫ୍‌-୨’ର ଭୁତ

ମୁମ୍ବାଇ: ସୋସିଆଲ ମିଡିଆରେ ତାଞ୍ଜାନିଆର ଇଣ୍ଟରନେଟ ସେନସେଶନ କିଲି ପଲ ବଲିଉଡ ଫିଲ୍ମ ସହ ସାଉଥ ଇଣ୍ଡିଆନ ଫିଲ୍ମ ଗୀତର ଡାଏଲଗରେ ଲିପ ସିଙ୍କ ଭିଡିଓ...

ରଣବୀରଙ୍କ ପରେ ନ୍ୟୁଡ୍‌ ଫଟୋ ଶେୟାର କଲେ ନକୁଲ, ଧାର ନେଲେ କି କାର୍ପେଟ

ବଲିଉଡ ଅଭିନେତା ରଣଭୀର ସିଂଙ୍କ ନ୍ୟୁଡ୍‌ ଫଟୋଶୁଟ୍‌କୁ ନେଇ ବିବାଦ ଥମି ନ ଥିବା ବେଳେ ବର୍ତ୍ତମାନ ଅଭିନେତା ନକୁଲ ମେହେଟ୍ଟା ରଣଭୀରଙ୍କ ପରି ସୋସିଆଲ...

ରାଜୀବ ଗାନ୍ଧୀଙ୍କ ବିବାହ ରାଜ କପୁରଙ୍କ ଝିଅ ସହିତ କରାଇବାକୁ ଚାହୁଁଥିଲେ ଇନ୍ଦିରା ଗାନ୍ଧୀ: ରାହୁଲଙ୍କୁ ବି ପସନ୍ଦ କରୁଥିଲେ କରିନା

ମୁମ୍ବାଇ: ରାଜୀବ ଗାନ୍ଧୀଙ୍କ ବିବାହ ରାଜ କପୁରଙ୍କ ଝିଅ ରିତୁ କପୁରଙ୍କ ସହିତ କରାଇବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଚାହୁଁଥିଲେ। ଗଣମାଧ୍ୟମ ପ୍ରତିନିଧି...

ଟେଲି ଅଭିନେତ୍ରୀଙ୍କ ପିଛା କଲେ ମଦ୍ୟପ, ଆଉ ତା ପରେ..

ନୂଆଦିଲ୍ଲୀ,୨।୨: ପରିବାର ସହ ରାତ୍ରିଭୋଜନ କରି ସ୍ବାମୀଙ୍କ ସହ ଫେରୁଥିବା ଜଣେ ଜଣାଶୁଣା ଟେଲି ଅଭିନେତ୍ରୀଙ୍କ ପଛରେ ପଡ଼ିଗଲେ ୪ ମଦ୍ୟପ ବ୍ୟକ୍ତି। ଅଭିନେତ୍ରୀଙ୍କ ଘର...

ରୋମାନିୟା ନୁହେଁ ମୁମ୍ବାଇରେ ହେବ ‘ସଡ଼କ ୨’ର ଶୁଟିଂ

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ ମହେଶ୍‌ ଭଟ୍ଟ ବେଶ୍‌ କିଛି ସମୟ ପରେ ପୁଣି ଥରେ ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି। ଯେଉଁଥିରେ ‘କଳଙ୍କ’ର ଯୋଡି ସିଦ୍ଧାର୍ଥ ରୟ...

୩୫ ବର୍ଷ ପରେ ତେଲୁଗୁ ଫିଲ୍ମରେ କାମ କରିବେ ଅନୁପମ

ମୁମ୍ବାଇ: ନିଜର ନିଖୁଣ ଅଭିନୟକୁ ନେଇ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି ଅଭିନେତା ଅନୁପମ ଖେର । ଏବେ ସେ ତାଙ୍କର...

ଆକ୍ସନ ଫିଲ୍ମ ଆଶାରେ ଅନନ୍ୟା

ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର-୨’ରୁ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିଲେ ଅଭିନେତ୍ରୀ ଅନନ୍ୟା ପଣ୍ଡେ। ଇତିମଧ୍ୟରେ ସେ ‘ପତି ପତ୍ନି ଓ୍ବର ଓ୍ବ’ ରେ...

୨୩ ବର୍ଷ ପରେ…

ବଲିଉଡ୍‌ର ଏଲିଜିବୁଲ ବ୍ୟାଚେଲର ସଲ୍ଲୁ ମିଅଁ। ଓରଫ ସଲ୍‌ମାନ ଖଁ।। ରାଜଶ୍ରୀ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ‘ମୈନେ ପ୍ୟାର୍‌ କିୟା’ରେ ତାଙ୍କୁ ନାୟକ ଭାବରେ ବ୍ରେକ୍‌...

Advertisement
Archives

Model This Week