ମନୋରଞ୍ଜନ

ଗୁରୁ ଦତ୍ତଙ୍କ ବୈବାହିକ ଜୀବନରେ ଏହି ଅଭିନେତ୍ରୀଙ୍କ ଯୋଗୁ ଆସିଥିଲା ଝଡ଼, ସ୍ତ୍ରୀଙ୍କଠାରୁ ଅଲଗା କରି ନିଜେ ବି ଛାଡ଼ିଦେଲେ ହାତ

ବଲିଉଡ୍‌ ଅଭିନେତା ଗୁରୁ ଦତ୍ତ ହିନ୍ଦୀ ସିନେମାକୁ ଅଧିକ ଆଗକୁ ନେଇଥିଲେ। ସେ ଅନେକ ହିଟ ଫିଲ୍ମ ଦେଇଥିଲେ। ସେ ଖୁବ କମ ସମୟ ମଧ୍ୟରେ ସିନେମା ଜଗତରେ ନିଜକୁ ପ୍ରତିଷ୍ଠିତ କରିଥିଲେ । ଗୁରୁ ୯ ଜୁଲାଇ ୧୯୨୫ରେ ବେଙ୍ଗାଲୁରୁରେ…

ଚଳନ୍ତା ଟ୍ରେନ୍‌ରେ ପ୍ରେମିକାଙ୍କୁ ପ୍ରପୋଜ୍‌ କରିଥିଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ ଅଭିନେତା ଶତ୍ରୁଘ୍ନ ସିହ୍ନା ଚଳଚ୍ଚିତ୍ର ଜଗତରେ ଏପରି ଏକ ନାମ, ଯାହାଙ୍କୁ ଉଭୟ ଭିଲେନ ଏବଂ ହିରୋ ଭୂମିକାରେ ଦର୍ଶକ ବହୁତ ପସନ୍ଦ କରନ୍ତି। ତାଙ୍କୁ ବଲିଉଡର ଶଟଗନ ଆଖ୍ୟା ମଧ୍ୟ ଦିଆଯାଇଥିଲା। ୯ ଡିସେମ୍ବର ୧୯୪୫ରେ ପାଟନାର କଦମକୁଆଁରେ…

ଟ୍ରାଫିକ ପୋଲିସଙ୍କ ସହ ଫଟୋ ଉଠାଇ ଟ୍ରୋଲ ହେଲେ ମଲାଇକା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ଫିଟ୍‌ନେସ୍ କୁଇନ୍ ମଲାଇକା ଆରୋରା କିଛି ନା କିଛି କାରଣ ପାଇଁ ଅନେକ ସମୟରେ ଆସିଯାଆନ୍ତି ଚର୍ଚ୍ଚାକୁ । ସୋସିଆଲ ମିଡିଆରେ ଆକ୍ଟିଭ ଥିବା ଏହି ନାୟିକା କେବେ କେବେ ଫଟୋ ତ ପୁଣି କେବେ…

‘ମିମି’ର ଫାଷ୍ଟ ଲୁକ୍ ଶେୟାର କଲେ କ୍ରିତି

ମୁମ୍ବାଇ: କରୋନା ସଂକ୍ରମଣ ପାଇଁ ଏବେ ବଲିଉଡ୍ ଇଣ୍ଡଷ୍ଟ୍ରି ସବୁଠାରୁ କ୍ଷତିରେ ଚାଲିଛି ବୋଲି କୁହାଯାଉଛି । ଏହି ସମୟର ଅଧିକାଂଶ ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେଉଛି । ନିକଟରେ କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ମିମି’ ବି ଓଟିଟି…

କାହା ସହ ଟାଇମ୍‌ ପାସ୍‌ କରିବାକୁ ଚାହୁଁନାହିଁ, କହିଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ହସିନ ଦିଲ୍‌ରୁବା’ ପାଇଁ ଚର୍ଚ୍ଚାରେ ଅଛନ୍ତି। ତାପସୀ ଏବେ ତାଙ୍କ ବିବାହ ଏବଂ ଜୀବନସାଥୀ ବିଷୟରେ ଖୁଲାସା କରିଛନ୍ତି। ମୁଁ ଏପରି ବ୍ୟକ୍ତିଙ୍କୁ ବିବାହ କରିବି ନାହିଁ, ଯାହାଙ୍କ ସହ…

ଅଭିନେତ୍ରୀଙ୍କୁ ୩ ବର୍ଷ ଜେଲ୍‌: ମହିଳାଙ୍କୁ ଏହି କାମ ପାଇଁ ପକାଉଥିଲେ ଚାପ

ଆମେରିକାର ପ୍ରସିଦ୍ଧ ଅଭିନେତ୍ରୀ ଆଲିସନ ମ୍ୟାକଙ୍କୁ ତିନି ବର୍ଷ ଜେଲ୍‌ ହୋଇଛି। ଝିଅମାନଙ୍କୁ ଜବରଦସ୍ତ ଯୌନ ସମ୍ପର୍କ ରଖିବାକୁ ଚାପ ପକାଉଥିବା ଆଲିସାନଙ୍କ ନାଁରେ ଅଭିଯୋଗ ହୋଇଥିଲା। ବ୍ରୁକଲିନ୍‌ର ଫେଡେରାଲ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା। ସେପ୍ଟେମ୍ବର ୨୯ରୁ ତାଙ୍କ…

ମା’ଙ୍କୁ କନ୍ଦାଇଲେ କାଜୋଲ

ବିଗତ ଦିନର ପ୍ରସିଦ୍ଧ ଅଭିନେତ୍ରୀ ତଥା କାଜୋଲଙ୍କ ମା’ ତନୁଜା ନିକଟରେ ଭାବପ୍ରବଣ ହୋଇପଡିଛନ୍ତି। ଝିଅ କାଜୋଲଙ୍କ କଥା ଶୁଣି ତନୁଜାଙ୍କ ଆଖିରେ ଲୁହ ଆସିଯାଇଛି। ତନୁଜା ଏହି ସପ୍ତାହରେ ସୁପର ଡ୍ୟାନ୍ସର ଅଧ୍ୟାୟ ୩ ମୁଖ୍ୟ ଅତିଥି ଭାବରେ ଆସୁଛନ୍ତି।…

୧୨ ବର୍ଷ ସାନ ଯୁବତୀଙ୍କୁ ବିବାହ କରିଥିଲେ ଶାହିଦ୍‌ କପୁର: ହାତଗଣ୍ଠି ପୂର୍ବରୁ ସ୍ତ୍ରୀ ରଖିଥିଲେ ଏମିତି ସର୍ତ୍ତ

ବଲିଉଡ୍‌ ଅଭିନେତା ଶାହିଦ କପୁର ଏବଂ ମୀରା ରାଜପୁତଙ୍କ ବିବାହକୁ ଆଜି ୬ ବର୍ଷ ପୂରଣ ହୋଇଛି। ଶାହିଦ ୨୦୧୫ ମସିହାରେ ଦିଲ୍ଲୀ ଝିଅ ମୀରଙ୍କୁ ବିବାହ କରିଥିଲେ। ଏହି ବିବାହ ଦ୍ୱାରା ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଶାହିଦ୍‌ ପ୍ରେମ…

ପ୍ରତିଯୋଗିତା ବିହୀନ ଇଣ୍ଡଷ୍ଟ୍ରୀ ନାହିଁ

ନୂଆଦିଲ୍ଲୀ: ଏମିତି କୌଣସି ଇଣ୍ଡଷ୍ଟ୍ରୀ ନାହିଁ ଯେଉଁଠି ପ୍ରତିଯୋଗିତା ନାହିଁ। ଏଥିଯୋଗୁ ବହୁତ ଚାପଗ୍ରସ୍ତ ଅଛି ବୋଲି କହିଛନ୍ତି ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ। ବଲିଉଡ୍‌ରେ ଜୀବନ କେତେ ଦ୍ରୁତଗାମୀ ଏବଂ କିପରି ଏହା ସମାଲୋଚନାରେ ଭରପୂର ସେ ଉପରେ ନିଜ…

ଏକଦା ପ୍ରେମିକାଙ୍କ ପାଇଁ ସୁନିଲ ସେଟ୍ଟୀଙ୍କୁ ହାତ ଯୋଡ଼ି କ୍ଷମା ମାଗିଥିଲେ ସଲମାନ୍‌; ଜାଣନ୍ତୁ ପୁରା ଘଟଣା

ବମ୍ବେ: ବଲିଉଡ୍‌ ଅଭିନେତା ସୁନିଲ ସେଟ୍ଟୀଙ୍କୁ ଇଣ୍ଡଷ୍ଟ୍ରୀର ଅନ୍ନା ବୋଲି କୁହାଯାଏ। ହେଲେ ଯଦି ତାଙ୍କର ବିତୃଷ୍ଣା ଭାବ ଆସେ ତେବେ ସେ କାହା ସହ କଥା ହୁଅନ୍ତି ନାହିଁ। ସୁପରଷ୍ଟାର ସଲମାନଙ୍କ ସହ ତାଙ୍କ ସମ୍ପର୍କ ବେଶ୍‌ ଭଲ। ହେଲେ…

ଦିଲୀପ କୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, କହିଲେ…

ଇସ୍‌ଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜି ଟୁଇଟର୍‌ରେ ଏକ ପୋଷ୍ଟ କରି ଭେଟେରାନ ଅଭିନେତା ଦିଲୀପ କୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ବୁଧବାର ସକାଳେ ଦିଲୀପଙ୍କ ପରଲୋକ ଘଟିଛି।…

ସାନ ଭଉଣୀକୁ ଛାଡ଼ି ଚାଲିଗଲେ ୟୁସୁଫ ଭାଇ

ମୁମ୍ବାଇ: ବଲିଉଡ୍‌ରେ ଟ୍ରାଜେଡି କିଙ୍ଗ୍‌ ଭାବେ ନିଜର ପରିଚୟ ସୃଷ୍ଟି କରିଥିବା ଦିଲ୍ଲୀପ କୁମାରଙ୍କ ୯୮ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ବିୟୋଗ ପରେ ହିନ୍ଦୀ ସିନେମାର ଏକ ଯୁଗର ଅବସାନ ଘଟିଛି। ବୁଧବାର ସକାଳ ସାଢ଼େ ୭ଟାରେ ମୁମ୍ବାଇର ହିନ୍ଦୁଜା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri