ମନୋରଞ୍ଜନ

ଗୁଜବକୁ ଖାତିର କରେନି: ଲିପି ମହାପାତ୍ର

ପାଠରେ ଶାଠରେ ପ୍ରେମରେ, ଝିଅ ମୁଁ ଏକ ନମ୍ବର…। ବାସ୍ତବରେ ପାଠରେ ଯେମିତି, ନୃତ୍ୟ ଏବଂ ଅଭିନୟରେ ମଧ୍ୟ ସେପରି ଦକ୍ଷତା ରଖୁଥିବା ବ୍ୟକ୍ତିତ୍ୱ ହେଉଛନ୍ତି ଅଭିନେତ୍ରୀ ଲିପି। ପୂରା ନାଁ ସୁଶ୍ରୀ ସଙ୍ଗୀତା ମହାପାତ୍ର, ମାତ୍ର ଦର୍ଶକଙ୍କ ପାଖରେ ସେ…

ହିନାଙ୍କ ଗ୍ୟାଙ୍ଗଷ୍ଟର ଲୁକ୍‌

ମୁମ୍ବାଇ: ଟେଲିଭିଜନ ଧାରାବାହିକ ‘ୟେ ରିସ୍ତା କ୍ୟା କେହେଲାତା’ରୁ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ହିନା ଖାଁ ଏବେ ଖୁବ୍ ଚର୍ଚ୍ଚାରେ । ଟେଲିଭିଜନ ଦୁନିଆ ଅପେକ୍ଷା ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ଏହି ଅଭିନେତ୍ରୀ ।…

ଭଡାଘରେ ରୁହନ୍ତି ଜ୍ୟାକଲିନ!

ମୁମ୍ବାଇ: ବଲିଉଡ୍ ସେଲିବ୍ରିଟିମାନେ ଗୋଟିଏ ଗୋଟିଏ ଫିଲ୍ମରେ କାମ କରିବା ପାଇଁ କୋଟିକୋଟି ଟଙ୍କା ପାରିଶ୍ରମିକ ନେଇଥାଆନ୍ତି । ଆଉ ଏମାନେ ବେଶ୍ ଲକ୍‌ଜରିୟସ ଲାଇଫ୍ ମେଣ୍ଟେନ୍ କରନ୍ତି ବୋଲି ସମସ୍ତଙ୍କୁ ଜଣା । ଆଉ ଏମାନଙ୍କର ମୁମ୍ବାଇରେ ରହିଛି ଲକ୍ଷାଧିକ…

ଜନ୍ମଦିନରେ ବଡ଼ ଘୋଷଣା କଲେ ଏହି ପ୍ରସିଦ୍ଧ ଅଭିନେତା

ମେଗାଷ୍ଟାର ଚିରଞ୍ଜୀବୀ ଆଜି ୫୬ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସେ ତାଙ୍କ ଆଗାମୀ ଚଳଚ୍ଚିତ୍ରର ନାଁ ଘୋଷଣା କରିଛନ୍ତି। ଚିରୁ ୧୫୩ ନାମକ ତେଲୁଗୁ ଚଳଚ୍ଚିତ୍ରରେ ଗଡଫାଦର ଭାବରେ ନଜର ଆସିବେ ଚିରଞ୍ଜୀବୀ। ଏହା ୨୦୧୯ ମାଲାୟାଲମ ଆକ୍ସନ…

ଏବେ ଏହି ଅଭିନେତାଙ୍କୁ ଚିହ୍ନିବା କଷ୍ଟକର

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ ବର୍ତ୍ତମାନ କ୍ୟାଟ୍ରିନା କୈଫ୍‌ଙ୍କ ସହ ରୁଷିଆରେ ଫିଲ୍ମ ‘ଟାଇଗର-୩’ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଗତ ସପ୍ତାହରେ ଦୁଇଜଣ ଯାକ ଏହି ଫିଲ୍ମ ଶୁଟିଂ ପାଇଁ ରୁଷିଆ ଯାଇଥିଲେ। ଏବେ ଶୁଟିଂଶେଟ୍‌ରୁ ସଲମାନ କିଛି ଲାଟେଷ୍ଟ…

ଟିଆର୍‌ପି ପାଇଁ ପ୍ରେମର ଡ୍ରାମା କରିଥିଲେ ଏହି ଯୋଡ଼ି; ଏବେ ପାଖାପାଖି ଫ୍ଲାଟ୍‌ କିଣି ଚର୍ଚ୍ଚାରେ…

ବମ୍ବେ: ଇଣ୍ଡିଆନ ଆଇଡଲ-୧୨ରେ ଚର୍ଚ୍ଚିତ ଯୋଡ଼ି ପାଲଟିଥିଲେ ଅରୁଣୀତା କାଞ୍ଜିଲାଲ ଏବଂ ପଓ୍ବନଦୀପ ରାଜନ। ପ୍ରଥମେ ଏମାନେ ପ୍ରେମରେ ପଡ଼ିଥିବା କୁହାଯାଉଥିବା ବେଳେ ଉଭୟ ଭଲ ବନ୍ଧୁ ବୋଲି ସ୍ପଷ୍ଟ କରିଥିଲେ। ଏହାକୁ ନେଇ ପ୍ରଶଂସକମାନେ ଶୋ’ ନିର୍ମାତାଙ୍କ ଉପରେ ଖପ୍ପା…

ଅକ୍ଷୟଙ୍କ ସହ ମନ୍ଦିରରେ ନିର୍ବନ୍ଧ, ଅଜୟ ଦେବଗନଙ୍କୁ ରକ୍ତରେ ଚିଠି ଲେଖିଥିଲେ ଏହି ଅଭିନେତ୍ରୀ; ହେଲେ…

ବମ୍ବେ: ୧୯୯୧ରେ ଫିଲ୍ମ ‘ପଥର କେ ଫୁଲ’ ରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ରବିନା ଟଣ୍ଡନ। ଫିଲ୍ମରେ ତାଙ୍କର ନାୟକ ସାଜିଥିଲେ ସଲମାନ୍‌ ଖାନ। ଉଭୟଙ୍କ ଯୋଡ଼ିକୁ ବେଶ୍‌ ପସନ୍ଦ କରାଯାଇଥିଲା। ଏବେ ସେ ଫିଲ୍ମଜଗତରୁ ଦୂରେଇ ଯାଇଥିଲେ ହେଁ…

ଲୋକପ୍ରିୟ ଧାରାବାହିକ ‘ୟେ ରିସ୍ତା କ୍ୟା କେହଲାତା ହେ’ ଛାଡ଼ିବେ ମୋହସିନ! ଏପରି ହେଉଛି ଚର୍ଚ୍ଚା…

ବମ୍ବେ: ଦୀର୍ଘ ବର୍ଷ ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛି ଟେଲି ଧାରାବାହିକ ‘ୟେ ରିସ୍ତା କ୍ୟା କହଲାତା ହେ’। ଆଜି ବି ରେଟିଂ ଚାର୍ଟରେ ଏହା ଶୀର୍ଷରେ ରହୁଛି। ପାରିବାରିକ କାହାଣୀକୁ ନେଇ ଧାରାବାହିକ ଚାଲିଥିବା ବେଳେ ଶୋ’ରେ ମୁଖ୍ୟ ଭୂମିକାରେ…

୩-୪ ପିଲା ଜନ୍ମ କରିବାକୁ ଚାହାନ୍ତି ଏହି ଅଭିନେତ୍ରୀ, ମାତ୍ର ବିବାହ ପ୍ରଶ୍ନ କରିବାରୁ…

ମୁମ୍ବାଇ: ଅଭିନେତ୍ରୀ ଭୂମି ପେଡେନକର ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଭୂମି ୬ ବର୍ଷର କ୍ୟାରିୟର ମଧ୍ୟରେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି। ଭୂମି ବ୍ୟକ୍ତିଗତ ଜୀବନକୁ ନେଇ ଯେତିକି ଚର୍ଚ୍ଚାରେ ରୁହନ୍ତିନି ଫିଲ୍ମକୁ ନେଇ…

ଏୟାର ଫୋର୍ସ ଅଫିସର ପୋଷାକରେ କଙ୍ଗନା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ‘ଧାକଡ’ ଫିଲ୍ମର ଶୁଟିଂ ଶେଷ କରିବା ପରେ କିଛି ଫଟୋକୁ ନେଇ ଆସିଥିଲେ ଚର୍ଚ୍ଚାକୁ । ଏବେ ସେ ତାଙ୍କର ଆଉ ଏକ ଫିଲ୍ମ ‘ତେଜସ’ ପାଇଁ ପ୍ରସ୍ତୁତ ହୋଇ ଗଲେଣି । ସେ…

ଭାରତ ପାଇଁ ଖୁବ୍‌ଶୀଘ୍ର ଶତକ ମାରିବେ ଏହି କ୍ରିକେଟର: ଗାଭାସ୍କର

ନୂଆଦିଲ୍ଲୀ,୨୧।୮: ଇଂଲଣ୍ଡ ବିପକ୍ଷରେ ଲର୍ଡସ ଟେଷ୍ଟରେ ଟିମ ଇଣ୍ଡିଆର ଓପନର୍‌ ରୋହିତ ଶର୍ମା ଉଲ୍ଲେଖନୀୟ ଇନିଂସ ଖେଳିଥିଲେ। ଏଥିଯୋଗୁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଇଂଲଣ୍ଡଙ୍କୁ ୧୫୧ ରନ୍‌ରେ ପରାସ୍ତ କରି ସିରିଜରେ ୧-୦ ଅଗ୍ରଣୀ ହାସଲ କରିଥିଲା। ଲଣ୍ଡନରେ…

ହୃଦ୍‌ଘାତରେ ଚାଲିଗଲେ ଏହି ଅଭିନେତ୍ରୀ

ମୁମ୍ବାଇ: ତାମିଲ ଫିଲ୍ମରେ ଅଭିନୟ କରିଥିବା ମାଲାୟାଲମ ଅଭିନେତ୍ରୀ ଚିତ୍ରାଙ୍କର ଶନିବାର ସକାଳେ ହୃଦ୍‌ଘାତରେ ଚେନ୍ନାଇସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା। ବହୁମୁଖୀ ପ୍ରତିଭା ଥିବା ଅଭିନେତ୍ରୀଙ୍କ ହଠାତ୍‌ ଦେହାନ୍ତ ହେବା ଫିଲ୍ମ ଇଣ୍ଡଷ୍ଟ୍ରିକୁ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?