୩-୪ ପିଲା ଜନ୍ମ କରିବାକୁ ଚାହାନ୍ତି ଏହି ଅଭିନେତ୍ରୀ, ମାତ୍ର ବିବାହ ପ୍ରଶ୍ନ କରିବାରୁ…

ମୁମ୍ବାଇ: ଅଭିନେତ୍ରୀ ଭୂମି ପେଡେନକର ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଭୂମି ୬ ବର୍ଷର କ୍ୟାରିୟର ମଧ୍ୟରେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି। ଭୂମି ବ୍ୟକ୍ତିଗତ ଜୀବନକୁ ନେଇ ଯେତିକି ଚର୍ଚ୍ଚାରେ ରୁହନ୍ତିନି ଫିଲ୍ମକୁ ନେଇ ତା’ଠୁ ଅଧିକ ଚର୍ଚ୍ଚାରେ ରୁହନ୍ତି।

ଏକ ସାକ୍ଷାତକାରରେ ଭୂମି କହିଛନ୍ତି, ମୁଁ ବହୁତ ରୋମାଣ୍ଟିକ୍‌। ଏହା ସହିତ ମୋତେ ପିଲା ବହୁତ ପସନ୍ଦ। ବିବାହ ପ୍ରଶ୍ନ ପଚରାଯିବାରୁ ଭୂମି କହିଛନ୍ତି, ମୋତେ ବିବାହ ଉପରେ ଭରସା ଅଛି। ମୁଁ ଚାହିଁବି ଗୋଟିଏ ଦିନରେ ବିବାହ କରିବି ଆଉ ମୋର ୩-୪ ପିଲା ବି ହେବେ। ଯେତେବେଳେ ପରଫେକ୍ଟ ବିବାହ କଥା ଉଠିବ ସେତେବେଳେ ମୁଁ ଫିଲ୍ମ ହୋଇଯିବି। ମୁଁ ଭାବୁଛି ବିବାହ ବିଷୟରେ କିଛି କଥା ଅଛି, ଯାହାକୁ ନେଇ ମୁଁ ବୁଝାଇ ପାରିବି ନାହିଁ। ଯଦି ମୋ ପସନ୍ଦର ସାଥୀ ମିଳନ୍ତି ମୁଁ ନିଶ୍ଚିତ ବିବାହ କରିବି। ବିବାହ ପାଇଁ ପ୍ରଥମେ କମ୍ପାନିୟନଶିପ୍‌କୁ ଦେଖିବି।

ମୋ ମାତାପିତା ବହୁତ ପ୍ରୋଗ୍ରେସିଭ୍‌। ବିବାହ ଆମ ମଧ୍ୟରେ ଏକ ଅଂଶ ହୋଇନାହିଁ। ମୋ ଉପରେ ଏବଂ ମୋ ଭଉଣୀ ଉପରେ ମାତାପିତାଙ୍କର ଯଥେଷ୍ଟ ଭରସା ଅଛି। ଆମେ ଗର୍ବିତ ଯେ ଆମେ ସମାଜରେ ଦାୟିତ୍ୱବାନ ନାଗରିକ।

ଆହୁରି ମଧ୍ୟ ଭୂମି କହିଛନ୍ତି, ଆମ ଘରେ ମୋ’ ମା ହେଉଛନ୍ତି ବସ୍‌। ଘରେ ଥିବା ବେଳେ ବହୁତ ମଜା କରନ୍ତି ବୋଲି ଭୂମି କହିଛନ୍ତି। ଅମିର ଖାନ୍‌, ଶାହାରୁଖ୍‌ ଖାନ୍‌ ଏବଂ ଶାହିଦ କପୁରଙ୍କ ସହିତ ଭୂମି କାମ କରିବାକୁ ଚାହାନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ: ପ୍ରଶଂସକଙ୍କୁ କରିନାଙ୍କ ଏପରି ଉପହାର

ଅଭିନେତ୍ରୀ କରିନା କପୁର ଖାନ ଏବଂ ଅଭିନେତା ସୈଫ ଅଲ୍ଲୀ ଖାନ ଫେବୃଆରୀରେ ଦ୍ୱିତୀୟ ଥର ପାଇଁ ମାତାପିତା ହୋଇଥିଲେ। କରିନା ଏକ ପୁତ୍ର ସନ୍ତାନ...

୧୮ ବର୍ଷ ପୂରଣ ହେବା ପୂର୍ବରୁ ମା’ ହୋଇଥିଲେ ଏହି ସୁନ୍ଦରୀ ବଲିଉଡ୍‌ ଅଭିନେତ୍ରୀ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମୌସୁମୀ ଚାଟାର୍ଜୀଙ୍କୁ ସୋମବାର ୭୩ ବର୍ଷ ପୂରଣ ହୋଇଛି। ୧୯୪୮ ଏପ୍ରିଲ ୨୬ରେ କୋଲକାତାଠାରେ ସେ ଜନ୍ମଗ୍ରହଣ କରିଥିଲେ। ଅତି କମ...

ଖାସ୍‌ ଘୋଷଣା କଲେ ଶାହରୁଖ

ବଲିଉଡ୍‌ ଅଭିନେତା ଶାହରୁଖ ଖାନ୍‌ ଆଗାମୀ ଫିଲ୍ମ ‘ପଠାନ’କୁ ନେଇ ବିବାଦ ବଢିବାରେ ଲାଗିଛି। ଏହି ବିବାଦ ମଧ୍ୟରେ ଶାହରୁଖ ତାଙ୍କ ଫିଲ୍ମକୁ ଫିଫା ବିଶ୍ୱକପ୍‌...

କେବେ ବି ଏକାଠି କାମ କରିନାହାନ୍ତି ତିନି ଖାନ୍‌

ମୁମ୍ବାଇ: ଯେତେବେଳେ ବି ବଲିଉଡ୍‌ ସୁପରଷ୍ଟାରଙ୍କ ବିଷୟରେ ଆଲୋଚନା ହୁଏ, ସେତେବେଳେ ୩ ଖାନ୍‌ଙ୍କ ନାଁ ପ୍ରଥମେ ଆସେ। ସଲମାନ ଖାନ,ଅମିର ଖାନ ଏବଂ ଶାହାରୁଖ...

ଟ୍ରମ୍ପଙ୍କ ସହ ଡିନର୍‌ କଲେ ଏହି ସେଲିବ୍ରିଟି, ଭାଇରାଲ ହେଉଛି ଫଟୋ

ବମ୍ବେ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଭବନରେ ମଙ୍ଗଳବାର ଡିନର୍‌(ରାତ୍ରଭୋଜନ)ର ଆୟୋଜନ କରାଯାଇଥିଲା। ଏଥିରେ ସାମିଲ ହୋଇଥିଲେ କିଛି ସେଲିବ୍ରିଟି। ସେମାନଙ୍କ ମଧ୍ୟରେ...

ଆୟୁଷ୍ମାନ କହିଦେଲେ ଗୁମର

ବମ୍ବେ: କଥାରେ ଅଛି ସତ କେବେ ଲୁଚି ରହେନା। ସେପରି କିଛି ଘଟିଛି ଅଭିନେତା ବିକ୍କି କୌଶଲଙ୍କ କ୍ଷେତ୍ରରେ। କିଛିଦିନ ଧରି ବିକ୍କିଙ୍କ ଅଭିନେତ୍ରୀ କଟ୍ରିନା...

ପରୋକ୍ଷରେ ପ୍ରିୟଙ୍କାଙ୍କୁ ଟାର୍ଗେଟ କଲେ ତସଲିମା, ସରୋଗେସୀକୁ କହିଲେ ‘ରେଡିମେଡ୍‌ ଛୁଆ’

ବମ୍ବେ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ପରୋକ୍ଷରେ କଟାକ୍ଷ କରିଛନ୍ତି ଲୋକପ୍ରିୟ ଲେଖିକା ତସଲିମା ନସରିନ୍‌। ନିକଟରେ ପିସି ମା’ ହୋଇଛନ୍ତି। ସରୋଗେସୀ ଜରିଆରେ ପିସିଙ୍କ ଏକ...

ଆଥିୟା ସେଟ୍ଟି-କେଏଲ୍ ରାହୁଲଙ୍କ ବିବାହକୁ ନେଇ ମୁହଁ ଖୋଲିଲେ ସୁନିଲ

ମୁମ୍ବାଇ: ଅଭିନେତା ସୁନିଲ ସେଟ୍ଟିଙ୍କ ଝିଅ ଆଥିୟା ସେଟ୍ଟି ଓ କ୍ରିକେଟର କେଏଲ ରାହୁଲଙ୍କ ଆଫେୟାର୍ସକୁ ନେଇ ବହୁ ଆଗରୁ ଚର୍ଚ୍ଚା ଲାଗି ରହିଛି ।...

Advertisement
Archives

Model This Week