ମନୋରଞ୍ଜନ

ପ୍ରଶଂସକଙ୍କ ପାଇଁ ସମସ୍ତଙ୍କ ଆଗରେ ଶାହରୁଖ ଖାାନ୍‌ଙ୍କୁ ଫୋନ କଲେ ଅକ୍ଷୟ କୁମାର; ଆଉ ତା’ପରେ

ଅନେକ ଥର ପ୍ରଶଂସକମାନେ ଅଭିନେତା/ଅଭିନେତ୍ରୀଙ୍କ ନିକଟରେ ଅଜବ ଦାବି କରନ୍ତି। ଏହା ଶୁଣି ଅଭିନେତା/ଅଭିନେତ୍ରୀମାନେ ମଧ୍ୟ ତାହା ପୂରଣ କରିବାକୁ ଚେଷ୍ଟା କରନ୍ତି। ବଲିଉଡର ଖିଲାଡି କୁମାର ଅକ୍ଷୟ କୁମାରଙ୍କ ସହ ସମାନ ଘଟଣା ଘଟିଛି। ନିକଟରେ ଅକ୍ଷୟ ‘ଦି କପିଲ…

ସୋନୁ ସୁଦ୍‌ଙ୍କୁ ୧ କୋଟି ଟଙ୍କା ମାଗିଲେ ପ୍ରଶଂସକ; ଜବାବରେ ମିଳିଲା ଏମିତି

ଦେଶରେ କରୋନା ମହାମାରୀ ବ୍ୟାପିବା ଦିନରୁ ଅଭିନେତା ସୋନୁ ସୁଦ ଲୋକଙ୍କୁ ସାହାଯ୍ୟ କରିଆସୁଛନ୍ତି। ଆଜି ସମଗ୍ର ଦେଶ ତାଙ୍କୁ ପ୍ରକୃତ ହିରୋ ପରି ଦେଖୁଛି। ସେ ନିଃସ୍ବାର୍ଥପର ଭାବରେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ହଜାର ହଜାର…

ରଜନୀକାନ୍ତଙ୍କ ପାଇଁ ଏହି ଅଭିନେତ୍ରୀ ରଖିଥିଲେ ଉପବାସ

ଅଭିନେତା ରଜନୀକାନ୍ତ ଏବଂ ବଲିଉଡ୍‌ର ‘ଚାନ୍ଦ୍‌ନୀ’ ଭାବରେ ପରିଚିତ ଅଭିନେତ୍ରୀ ଶ୍ରୀଦେବୀ ଉଭୟ ଭଲ ବନ୍ଧୁ। ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତା ଥିଲା ବେଶ ନିବିଡ଼। ସେମାନେ ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି। ପ୍ରାୟ ୨୦ରୁ ଅଧିକ ଫିଲ୍ମରେ ଏକାଠି…

୧୩ ବର୍ଷ ବୟସରେ ମା’ ହୋଇଥିଲେ ଏହି ଅଭିନେତ୍ରୀ: ରଜନୀକାନ୍ତଙ୍କଠାରୁ ବି ନେଇଥିଲେ ଅଧିକ ପାରିଶ୍ରମିକ

ବଲିଉଡ୍‌ ‘ଚାନ୍ଦ୍‌ନୀ’ ଭାବରେ ପରିଚିତ ଅଭିନେତ୍ରୀ ଶ୍ରୀଦେବୀ ଏବେ ମଧ୍ୟ ଲୋକଙ୍କ ମନରେ ଜୀବିତ ଅଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରି ତାଙ୍କ ବଳିଷ୍ଠ ଅଭିନୟ ଯୋଗୁ ନୂତନ ପରିଚୟ ପାଇଥିଲା । ଫିଲ୍ମ ‘ଜୁଲି’ରେ ଶିଶୁ କଳାକାର ଭାବରେ ବଲିଉଡରେ କ୍ୟାରିଅର୍‌ ଆରମ୍ଭ…

ଛାଡପତ୍ର ପରେ ସ୍ବାମୀଙ୍କଠାରୁ ଭରଣପୋଷଣ ନେବାକୁ ଚାହୁଁନାହାନ୍ତି ଏହି ଅଭିନେତ୍ରୀ

ଦୁଇ ମାସ ପୂର୍ବେ ଟିଭି ଅଭିନେତ୍ରୀ ନିଶା ରାୱଲ ଏବଂ କରଣ ମେହେରାଙ୍କ ମଧ୍ୟରେ ବହୁତ ଝଗଡା ହୋଇଥିଲା ଏବଂ ଏହା ପରେ ଉଭୟ ଅଲଗା ହୋଇଯାଇଥିଲେ। ପାରିବାରିକ ହିଂସା ଏବଂ ପ୍ରତାରଣା ଅଭିଯୋଗରେ ନିଶା କରଣ ମେହେରାଙ୍କ ବିରୋଧରେ ମାମଲା…

ସୁସ୍ଥ ହୋଇ ଘରକୁ ଫେରିଛନ୍ତି ମହେଶ

ମୁମ୍ବାଇ,୨୩।୮: ବଲିଉଡ୍‌ ଅଭିନେତା ତଥା ଫିଲ୍ମ ନିର୍ମାତା ମହେଶ ମଞ୍ଜରେକର ୟୁରିନାରୀ ବ୍ଲାଡର କ୍ୟାନ୍ସରରେ(କର୍କଟ ରୋଗ) ଆକ୍ରାନ୍ତ । କିଛି ଦିନ ତଳେ ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କର ଅସ୍ତ୍ରୋପ୍ରଚାର ହୋଇଥିଲା। ଅସ୍ତ୍ରୋପ୍ରଚାର ସଫଳ ହେବା ପରେ ସେ ସୁସ୍ଥ ଅଛନ୍ତି।…

ଅଭିନୟ ପୂର୍ବରୁ ହୋଟେଲରେ କାମ କରୁଥିଲେ ବାଣୀ

ମୁମ୍ବାଇ: ଅଭିନୟ ଦୁନିଆରେ ଏବେ ଏକ ଚର୍ଚ୍ଚିତ ନାଁ ହେଉଛି ବାଣୀ କପୁର । ଅକ୍ଷୟ କୁମାରଙ୍କ ସହ ସେ ଅଭିୟନୟ କରିଥିବା ଫିଲ୍ମ ବେଲ ବଟମକୁ ନେଇ ସେ ଏବେ ଖୁବ୍ ଚର୍ଚ୍ଚାରେ । ୧୯୯୨ ଅଗଷ୍ଟ ୨୩ରେ ରାଜଧାନୀ…

କଙ୍ଗନାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର

ମୁମ୍ବାଇ: ବଲିଉଡ୍ କୁଇନ୍ କଙ୍ଗନା ରାନାୱତଙ୍କ ଅଭିନୀତ ବହୁ ପ୍ରତିକ୍ଷିତ ଫିଲ୍ମ ‘ଥଲାଇବି’ର ରିଲିଜ୍ ଡେଟ୍ ସାମ୍ନାକୁ ଆସିଛି । କଙ୍ଗନା ସୋସିଆଲ ମିଡିଆରେ ଏକ ପୋଷ୍ଟର ଶେୟାର କରି ଫିଲ୍ମର ରିଲିଜ୍ ଡେଟ୍ ସମ୍ପର୍କରେ କହିଛନ୍ତି । ସେପ୍ଟେମ୍ବର ୧୦ରେ…

ପାରାଲିମ୍ପିକ୍ସରେ ଭାଗ ନେଉଥିବା ଖେଲାଳିଙ୍କ ସମର୍ଥନରେ ବାହାରିଲେ ସଚିନ ତେନ୍ଦୁଲକର

ମୁମ୍ବାଇ,୨୩।୮: କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଟୋକିଓ ପାରାଲିମ୍ପିକ୍ସ ୨୦୨୦ ରେ ଅଂଶଗ୍ରହଣ କରୁଥିବା ଖେଳାଳିଙ୍କୁ ସମର୍ଥନ କରିବାକୁ ଦେଶବାସୀଙ୍କୁ ନିବେଦନ କରିଥିଲେ। ପାରା ଆଲିମ୍ପିକ୍ସରେ ଭାଗ ନେଉଥିବା ଖେଳାଳିଙ୍କୁ ସେ ‘ରିଅଲ ଲାଇଫ ହିରୋ’ ବୋଲି କହିଛନ୍ତି। ପାରାଲିମ୍ପିକ ଗେମ୍ସର…

ଐଶ୍ଚର୍ଯ୍ୟା ପିନ୍ଧିଥିବା ଏହି ଘଣ୍ଟାର ମୂଲ୍ୟ ଜାଣି ହେବେ ଆଶ୍ଚର୍ଯ୍ୟ

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଆଜିକାଲି ଫିଲ୍ମଠାରୁ ଦୂରରେ ଅଛନ୍ତି। କିନ୍ତୁ ସୋସିଆଲ ମିଡିଆରେ ସେ ତାଙ୍କ ପ୍ରଶଂସକଙ୍କ ପାଇଁ ସମୟ ସମୟରେ ଫଟୋ ଶେୟାର କରିବାକୁ ଆଦୌ ଭୁଲନ୍ତି ନାହିଁ। ତାଙ୍କର ପ୍ରତ୍ୟେକ ପୋଷ୍ଟ ଭାଇରାଲ ହୁଏ। ନିକଟରେ…

ଗାୟକ ହେବା ପାଇଁ ଭଲ ଚାକିରି ଛାଡିଦେଇ ଥିଲେ କେକେ: ଏହି ସୁପରହିଟ୍‌ ଗୀତ ବଦଳାଇ ଦେଇଥିଲା ଜୀବନର ଗତିପଥ

ବଲିଉଡର ପ୍ରସିଦ୍ଧ ପ୍ଲେ ବ୍ୟାକ୍‌ ସିଙ୍ଗର କୃଷ୍ଣକୁମାର କୁନ୍ନାଥ ୧୯୬୮ ମସିହା ୨୩ ଅଗଷ୍ଟରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଇଣ୍ଡଷ୍ଟ୍ରିରେ କେ.କେ. କେବଳ ହିନ୍ଦୀରେ ନୁହେଁ ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ, ମରାଠୀ, ବେଙ୍ଗଲୀ ଏବଂ ଗୁଜୁରାଟୀ ଫିଲ୍ମ ପାଇଁ ମଧ୍ୟ…

ଏମ୍‌ଟିଭି ରିଆଲିଟି ଶୋ’ରେ ଓଡ଼ିଆ ଝିଅ ସ୍ବପ୍ନା ପ୍ରିୟଦର୍ଶିନୀ

ଏମ୍‌ଟିଭିର ମଡେଲିଂ ରିଆଲିଟି ଶୋ’ରେ ଚମକିଛନ୍ତି ଢେଙ୍କାନାଳ କୁଞ୍ଜକାନ୍ତ ଅଞ୍ଚଳର ୧୯ ବର୍ଷୀୟା ସ୍ବପ୍ନା ପ୍ରିୟଦର୍ଶିନୀ। ସୁପର ମଡେଲ ଅଫ୍‌ ଦି ଇୟର ସିଜନ-୨ରେ ଓଡ଼ିଶାର ଏକମାତ୍ର ପ୍ରତିଯୋଗୀ ଭାବେ ସେ ଅଂଶଗ୍ରହଣ କରିଛନ୍ତି। ପ୍ରସିଦ୍ଧ ସମ୍ବଲପୁରୀ ଗୀତ ‘ରଙ୍ଗବତୀ’ର ତାଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?