ମନୋରଞ୍ଜନ

ଏହି କାରଣରୁ ବଡ଼ ଭଉଣୀଙ୍କ ଉପରେ ବହୁତ ରାଗିଥିଲେ ଅକ୍ଷୟ କୁମାର, ତା’ ପରେ ଘଟିଥିଲା…

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଦିଲ୍ଲୀର ଏକ ସାଧାରଣ ପରିବାରରେ ଜନ୍ମ ହୋଇଥିଲେ। ତାଙ୍କ ପିଲାଦିନ ଦିଲ୍ଲୀରେ ଅତିବାହିତ କଟିଥିଲା। ଅକ୍ଷୟଙ୍କର ଜଣେ ବଡ଼ ଭଉଣୀ ଅଛନ୍ତି, ତାଙ୍କ ନାମ ଅଳକା ଭାଟିଆ। ଖୁବ କମ ଲୋକ ତାଙ୍କୁ ଜାଣନ୍ତି। କିନ୍ତୁ…

ସୁଶାନ୍ତ ସିଂ ରାଜପୁତଙ୍କ ଫେସ୍‌ବୁକ ଆକାଉଣ୍ଟ ଆକ୍ଟିଭ୍‌: ଚକିତ ହେଲେ ପ୍ରଶଂସକ, କହିଲେ…

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ବର୍ଷେରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ସେ ଏବେ ବି ପ୍ରଶଂସକଙ୍କ ହୃଦୟରେ ଜୀବିତ ଅଛନ୍ତି। ସୁଶାନ୍ତଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ ହଠାତ୍‌ ଆକ୍ଟିଭ୍‌ ହୋଇଯିବାରୁ ପ୍ରଶଂସକମାନେ ଚକିତ ହୋଇଯାଇଛନ୍ତି। ଦୁଇଦିନ ତଳେ ସୁଶାନ୍ତଙ୍କ…

ତାଲିବାନର ଆତଙ୍କବାଦୀମାନଙ୍କୁ ରାଖୀ ବାନ୍ଧିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ; ଟୁଇଟ୍‌ କରି ମୋଦିଙ୍କୁ କହିଲେ…

ବମ୍ବେ: ଆଫଗାନିସ୍ତାନକୁ ନିଜ ଦଖଲକୁ ନେଇଛି ତାଲିବାନ। ଏହାକୁ ନେଇ ଦେଶରେ ସୃଷ୍ଟି ହୋଇଛି ଭୟର ବାତାବରଣ। ଲୋକମାନେ ପ୍ରାଣ ବଞ୍ଚାଇବାକୁ ଦେଶ ଛାଡ଼ି ଚାଲିଯିବାକୁ ଚାହୁଁଥିବା ବେଳେ ସେଠାକାର ମହିଳାମାନେ ବିଶେଷଭାବେ ପ୍ରଭାବିତ ହୋଇଛନ୍ତି। କାରଣ ତାଙ୍କ ଉପରେ ଅତ୍ୟାଚାର…

ତୁମ ହସ ମନେ ପଡ଼ୁଛି ଲେଖି ଏହି ଅଭିନେତ୍ରୀଙ୍କୁ ମେସେଜ୍‌ ପଠାଇଥିଲେ ଲୋକପ୍ରିୟ ଫିଲ୍ମନିର୍ମାତା; ରାଗିଯାଇ…

ବମ୍ବେ: ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ବ୍ଲାକ୍‌ ବିଉଟି ଭାବେ ବିପାଶା ବାସୁଙ୍କୁ କିଏ ବା ନଜାଣେ। ଦୁଇ ଦଶକ ଧରି ସିନେଜଗତରେ ରାଜ୍‌ କରିଥିବା ବିବାହ ପରେ ଅଭିନୟରୁ ଦୂରେଇ ଯାଇଥିଲେ। ଅଭିନୟରେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଥିବା ଏହି…

ସଲମାନଙ୍କ ସହ ଏହି ଅଭିନେତ୍ରୀଙ୍କ ଯୋଡ଼ି ଦେଖି ପାଗଳ ହୋଇଯାଇଥିଲେ ଦର୍ଶକ : ଗୋଟିଏ ପରେ ଗୋଟିଏ ଫିଲ୍ମ ଫ୍ଲପ ହେବା ପରେ…

ବଲିଉଡ୍‌ ଅଭିନେତ୍ରୀ ଭୂମିକା ଚାଓ୍ବଲା ୨୧ ଅଗଷ୍ଟ ୧୯୭୮ରେ ଦିଲ୍ଲୀର ଏକ ପଞ୍ଜାବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ସେନା ଅଧିକାରୀ ଏବଂ ମା’ ଜଣେ ଶିକ୍ଷକ। ଭୂମିକାଙ୍କ ପରିବାର ଫିଲ୍ମ ଜଗତର ନୁହେଁ କିନ୍ତୁ ତାଙ୍କର…

ବଲିଉଡ୍‌ରେ ଡେବ୍ୟୁ କରିବେ ଖୁସି କପୁର!

ମୁମ୍ବାଇ: ବିଟାଉନରେ ଚଳିତ ବର୍ଷ କେତେଜଣ ବଲିଉଡ୍ ସେଲିବ୍ରିଟିଙ୍କ କିଡ୍ସ ଡେବ୍ୟୁ କରିବେ ବୋଲି ଶୁଣିବାକୁ ମିଳୁଛି । ସେଥିମଧ୍ୟରୁ ସମସ୍ତଙ୍କ ଆଗରେ ରହିଛନ୍ତି ବୋନି କପୁର ଓ ଶ୍ରୀଦେବୀଙ୍କ ଲାଡଲି ଖୁସି କପୁର । ସେ କୁଆଡେ ଯୋୟା ଅଖତରଙ୍କ…

ଆରବ ଦେଶରେ ଅକ୍ଷୟଙ୍କ ‘ବେଲ ବଟମ’ ବ୍ୟାନ

ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ବେଲ ବଟମ’ ରିଲିଜ୍ ହେବା ପରେ ସବୁଠାରୁ ଏହାର ପ୍ରଶଂସା ଶୁଣିବାକୁ ମିଳୁଛି । କେହି କେହି ଏହାକୁ ବ୍ଲକ ବୁଷ୍ଟର କହୁଥିବା ବେଳେ ଏହା ଭଲ ବିଜନେସ୍ କରିବ…

ଦେଶ ଛାଡ଼ି ପଳାଇବାରେ ସଫଳ ହେଲେ ଆଫଗାନିସ୍ତାନର ଏହି ଲୋକପ୍ରିୟ ପପ୍‌ ଷ୍ଟାର୍‌; ସୋସିଆଲ ମିଡିଆରେ ଲେଖିଲେ…

କାବୁଲ: ଆଫଗାନିସ୍ତାନକୁ ତାଲିବାନ କ୍ଷମତା ଦଖଲ କରିବା ପରେ ସେଠାକାର ପରିସ୍ଥିତି ଚିନ୍ତାଜନକ ରହିଛି। ଏଭଳି ସ୍ଥିତିରେ ସାଧାରଣଜନତା ଦେଶ ଛାଡ଼ି ଅନ୍ୟତ୍ର ଚାଲିଯିବାକୁ ପ୍ରୟାସ କରୁଛନ୍ତି। ଜୀବନ ବଞ୍ଚାଇବା ପାଇଁ ଅନେକ ଲୋକ ଆଫଗାନିସ୍ତାନରୁ ବାହାରି ଯିବାରେ ସଫଳ ହୋଇଥିବା…

ବିମାବନ୍ଦରରେ ସଲମାନଙ୍କୁ ଅଟକାଇଦେଲେ ସିଆଇଏସ୍‌ଏଫ୍‌ ଅଧିକାରୀ; କହିଲେ…

ବମ୍ବେ: ବିମାନବନ୍ଦରରେ ଦବଙ୍ଗ ଖାନ୍‌ ସଲମାନଙ୍କୁ ରୋକିଲେ ସିଆଇଏସ୍‌ଏଫ୍‌ ଅଧିକାରୀ। ଏପରି କିଛି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅଭିନେତା ‘ଟାଇଗର ୩’ ଶୁଟିଂ ପାଇଁ ରୁଷିଆ ଯାଉଥିବା ବେଳେ ଘଟଣା ଘଟିଥିବା ଜଣାପଡ଼ିଛି। ବମ୍ବେରେ ଫିଲ୍ମର…

ଯେତେବେଳେ କାଟ୍ରିନାଙ୍କୁ କରୀନା କହିଥିଲେ ଭାଉଜ, ଏମିତି ଥିଲା ରଣବୀରଙ୍କ ଚେହେରା

ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ୍‌ ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। କାଟ୍ରିନାଙ୍କ ନାମ ଭିକି କୌଶଲଙ୍କ ସହ ଦୀର୍ଘ ସମୟ ଧରି ଯୋଡ଼ା ଯଇଥିବାବେଳେ ନିକଟରେ ଦୁହିଁଙ୍କ ନିର୍ବନ୍ଧ ହୋଇଥିବା ଚର୍ଚ୍ଚା ହେଉଛି। ତେବେ ପୂର୍ବରୁ ଏପରି…

ନାଁ ବଦଳାଇଲେ ୟାମି

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ୟାମି ଗୌତମ ଆଜିକାଲି ଖୁବ୍ ଚର୍ଚ୍ଚାରେ । ବିବାହ ପରଠାରୁ ଏହି ଅଭିନେତ୍ରୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ୟାମି ମଝିରେ ମଝିରେ ତାଙ୍କ ବିବାହ ବେଳର ଫଟୋ ଶେୟାର…

ଅକ୍ଷୟଙ୍କ ଫିଲ୍ମ ଦେଖିବାକୁ ଅପିଲ କଲେ ଟ୍ୱିଙ୍କଲ

ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାରଙ୍କ ମୋଷ୍ଟ ଏକ୍ସପେନସିଭ୍ ଫିଲ୍ମ ବେଲ୍ ବଟମ ରିଲିଜ୍ ହୋଇ ସାରିଛି । ଗୁରୁବାର ଅର୍ଥାତ୍ ୧୯ ଅଗଷ୍ଟ ରିଲିଜ୍ ହୋଇଥିବା ଏହି ଫିଲ୍ମ ଅନେକଙ୍କୁ ପସନ୍ଦ ଆସିଥିବା ଜଣାପଡିଛି । ଏମିତିକି କେଜେତଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?