ଆରମ୍ଭରୁ ୧୦

ପରିଣିତି ଚୋପ୍ରାଙ୍କ ପ୍ରଥମ ହିନ୍ଦୀ ସିନେମା ଥିଲା ‘ଲେଡିଜ୍‌ ଭର୍ସେସ ରିକି ବହଲ’। କିନ୍ତୁ ବକ୍ସ ଅଫିସରେ ଫିଲ୍ମଟି ଆଶାନୁରୂପ ବିଜ୍‌ନେସ କରି ନ ଥିଲା। ଅନ୍ୟପକ୍ଷରେ ଏହି ଚିତ୍ରଟି ତାଙ୍କ ପାଇଁ ଶୁଭପ୍ରଦ ସାବ୍ୟସ୍ତ ହୋଇଥିଲା। ପ୍ରଥମ ସିନେମାରେ ତାଙ୍କର ଅଭିନୟକୁ ଭୁରି ଭୁରି ପ୍ରଶଂସା କରାଯାଇଥିଲା। କେବଳ ସେତିକି ନୁହେଁ, ଏହି ଫିଲ୍ମ ପାଇଁ ପରିଣିତି ଶ୍ରେଷ୍ଠ ନବାଗତା ଅଭିନେତ୍ରୀ ଭାବରେ ୧୦ଟି ପୁରସ୍କାର ହାସଲ କରିଥିଲେ। ଏ ସମ୍ପର୍କରେ ସେ କହନ୍ତି, ‘ମୋର ପ୍ରଥମ ସିନେମା ବକ୍ସ ଅଫିସରେ ଫ୍ଲପ୍‌ ହୋଇଥିଲା। କିନ୍ତୁ ଏଥିରେ ମୋର ଅଭିନୟ ମୋ ପାଇଁ ବେଶ୍‌ ପ୍ରେରଣାଦାୟକ ଥିଲା। ଏଥିପାଇଁ ମୋତେ ବେଷ୍ଟ ଡେବ୍ୟୁଡ୍ୟାଣ୍ଟ ଆକ୍ଟ୍ରେସ ଭାବରେ ୧୦ଟି ପୁରସ୍କାର ମିଳିଥିଲା, ଯାହାକୁ ମୁଁ କଦାପି ଭୁଲିପାରିବି ନାହିଁ।’


Enter your email to get our daily news in your inbox.

All Right Reserved By Dharitri.Com

ଶର୍ଟଲେସ୍‌ ହେଲେ ରଣବୀର

ମୁମ୍ବାଇ: ବଲିଉଡ୍‌ର ମୋଷ୍ଟ ହ୍ୟାଣ୍ଡସମ ଏବଂ ଏନର୍ଜେଟିକ୍‌ ଅଭିନେତା ରଣବୀର ସିଂହ ନୂଆବର୍ଷର ପ୍ରଥମ ଦିନଟି ବେଶ୍‌ ଭଲରେ କାଟିଛନ୍ତି। ଲେଡି ଲଭ୍‌ ଦୀପିକା ପାଦୁକୋନଙ୍କ...

ଲଣ୍ଡନରେ ପହଞ୍ଚିଲେ ଏହି ଦମ୍ପତି, ପାଳନ କରିବେ ପ୍ରଥମ ବିବାହ ବାର୍ଷିକୀ

ମୁମ୍ବାଇ: ଅଭିନେତ୍ରୀ ଦିଶା ପରମାର, ସ୍ବାମୀ ତଥା ଗାୟକ ରାହୁଲ ବୈଦଙ୍କ ବିବାହକୁ ଜୁଲାଇ ୧୬ରେ ବର୍ଷେ ପୂରିବ। ସେଥିପାଇଁ ଏହି ଦମ୍ପତି ଲଣ୍ଡନରେ ପହଞ୍ଚିଛନ୍ତି।...

ସୋନାକ୍ଷୀଙ୍କ ପାଖରେ ସଲମାନ, ଆଲିଆଙ୍କ ପାଖରେ କରନ୍‌ ଅଛନ୍ତି କହିଲେ ଶ୍ରଦ୍ଧା

ମୁମ୍ବାଇ,୪।୫: କରନ ଜୋହରଙ୍କ ଲୋକପ୍ରିୟ ଶୋ କଫି ଓ୍ବିଥ୍‌ କରନ୍‌ରେ ସେଲିବ୍ରେଟିଙ୍କ ବହୁ ସିକ୍ରେଟ୍‌ କଥା ଭାଇରାଲ ହୋଇଥାଏ। ଏହି ଶୋ ରେ ସେଲିବ୍ରେଟିମାନେ ଏପରି...

ଐଶ୍ୱର୍ଯ୍ୟାଙ୍କ ଗହଣା ଚୋରଙ୍କୁ ଧରିଲା ପୋଲିସ

ଦକ୍ଷିଣ ସିନେମାର ଭେଟେରାନ ଅଭିନେତା ରଜନୀକାନ୍ତଙ୍କ ବଡ ଝିଅ ଐଶ୍ୱର୍ଯ୍ୟା ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ଚଳଚ୍ଚିତ୍ର ନିର୍ମାତା ତଥା ଅଭିନେତ୍ରୀ ଐଶ୍ୱର୍ଯ୍ୟା ଲକରରୁ ଲକ୍ଷ...

ଚାକିରି ସହ ଘର ଯୋଗାଇଦେବେ ସୋନୁ

  ମୁମ୍ବାଇ: ରିୟଲ ଲାଇଫର ହିରୋ ପାଲଟିଥିବା ବଲିଉଡ୍‌ ଖଳନାୟକ ସୋନୁ ସୁଦ ଏବେ ପୁଣି ଚର୍ଚ୍ଚାରେ। ସାରା ଦେଶରେ କରୋନା ଭାଇରସ ମହାମାରୀ ଅନେକଙ୍କ...

ଭାରତ ପ୍ରଥମ ଅଭିନେତ୍ରୀ ଭାବେ ଟାଇମ୍‌ ମାଗାଜିନ୍‌ରେ ସ୍ଥାନ ପାଇଥିଲେ ପରବୀନ

ବଲିଉଡରେ ଏମିତି କିଛି ଅଭିନେତ୍ରୀ ଥିଲେ, ଯିଏ କି ନିଜ ବୋଲ୍ଡ ଅନ୍ଦାଜ ଯୋଗୁ ବେଶ୍‌ ପରିଚିତି ହାସଲ କରିଥିଲେ। ଏମିତି ଜଣେ ଅଭିନେତ୍ରୀ ହେଲେ...

ଆଇସିୟୁରେ ଇର୍ଫାନ୍‌ ଖାନ୍‌

ମୁମ୍ବାଇ,୨୯ା୪: ବଲିଉଡ୍‌ ଅଭିନେତା ଇର୍ଫାନ୍‌ ଖାନ୍‌ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ମଙ୍ଗଳବାର ମୁମ୍ବାଇର କୋକିଳାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି। ପେଟ...

ଆର୍ୟନଙ୍କ ପାଇଁ ବଢୁଛି ଅଡୁଆ, ପୁଣି ରିମାଣ୍ଡରେ ନେବାକୁ ଏନ୍‌ସିବିର ଆବେଦନ

ମୁମ୍ବାଇ: ଡ୍ରଗ୍ସ କାରବାର ମାମଲାରେ କିଙ୍ଗ୍‌ଖାନ୍‌ ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କ ସମସ୍ୟା ସୁଧୁରିବାର ନାଁ ନେଉନି। ଦିନକୁ ଦିନ ଏହି ଅଡୁଆ ବଢ଼ି ଚାଲିଛି।...

Advertisement
Archives

Model This Week