ପ୍ରାର୍ଥନା କରୁଛନ୍ତି ଆର୍ୟନଙ୍କ ସାଙ୍ଗ

ମୁମ୍ବାଇ: ମୁମ୍ବାଇ ଡ୍ରଗ୍ସ ମାମଲାରେ ଆର୍ୟନ ଖାନ୍‌ଙ୍କ ଜାମିନ ଆବେଦନ ଶୁଣାଣି ମଙ୍ଗଳବାର ସ୍ଥଗିତ ରଖାଯାଇଥିବା ବେଳେ ବୁଧବାର ପୁଣି ଏହାର ଶୁଣାଣି ହେବ। ଆର୍ୟନଙ୍କୁ ଜାମିନ ନ ମିଳୁଥିବାରୁ ଶାହାରୁଖ ଖାନ୍‌ ଓ ଗୌରୀ ଖାନ୍‌ ଚିନ୍ତାରେ ଅଛନ୍ତି। ଏହି ସମୟରେ ତାଙ୍କ ସାଙ୍ଗମାନେ ଜାମିନ ପାଇଁ ପ୍ରାର୍ଥନା କରୁଥିବା ଜଣାପଡ଼ିଛି। ସେ ଆମେରିକାର କାର୍ଲିଫର୍ଣ୍ଣିଆରେ ଫିଲ୍ମ ନିର୍ମାଣ ଅଧ୍ୟୟନ କରୁଥିବା ବେଳେ ସେଠାରେ ବହୁ ସମୟ ବିତାଇଥିଲେ। ତାଙ୍କର ସବୁ ସାଙ୍ଗ ପ୍ରାୟତଃ ଆମେରିକା ଓ ବ୍ରିଟେନ୍‌ର।
ବିଶେଷ ସୂତ୍ରରୁ ପ୍ରକାଶ ଯେ, ଆର୍ୟନଙ୍କ ସାଙ୍ଗମାନେ ନିକିରେନ ବୌଦ୍ଧ ଧର୍ମର ମନ୍ତ୍ର-ନାମ ମିହୋ ରେଙ୍ଗେ କିୟୋ ଜପ କରିଛନ୍ତି। ଏହି ମନ୍ତ୍ର ସାଧାରଣତଃ ବିଶ୍ୱର ମଙ୍ଗଳ କାମନା ପାଇଁ କରାଯାଏ ବୋଲି ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଚ ଶିକ୍ଷିତା ପରିଣିତି

ମୁମ୍ବାଇ: ବଲିଉଡ୍‌ର ଚୁଲ୍‌ବୁଲି ନାୟିକା ପରିଣିତି ଚୋପ୍ରା ୩୧ ବର୍ଷରେ ପଦାର୍ପଣ କରିଛନ୍ତି। ଏବେକାର ପ୍ରାୟ ସବୁ ନାୟିକାଙ୍କ ମଧ୍ୟରେ ପରିଣିତିଙ୍କ ଶିକ୍ଷାଗତ ଯୋଗ୍ୟତା ସବୁଠାରୁ...

ବଲିଉଡରେ ବର୍ଷେ ପୂରିଲା

ମୁମ୍ବାଇ: ବଲିଉଡରେ ଅଭିନୟ ଜୀବନର ୧ବର୍ଷ ପୂରଣ କରିଛନ୍ତି ଅଭିନେତ୍ରୀ ଜାହ୍ନବୀ କପୁର ଏବଂ ଅଭିନେତା ଇଶାନ ଖଟ୍ଟର। ଦୁହେଁ ଅଭିନୟ କରିଥିବା ଧଡକ ଫିଲ୍ମର...

ପ୍ରତିଦିନ ଗୋ-ମୂତ୍ର ପିଉଛନ୍ତି ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର

ନୂଆଦିଲ୍ଲୀ, ୧୦।୯: ବଲିଉଡ୍‌ର ଷ୍ଟାର୍‌ ଅଭିନେତା ଅକ୍ଷୟ କୁମାରଙ୍କ ସୁନ୍ଦର ଫିଟ୍‌ନେସ ଲାଗି ତାଙ୍କର କୋଟି କୋଟି ପ୍ରଶଂସକ ସୃଷ୍ଟି କରିପାରିଛନ୍ତି। ୫୩ ବର୍ଷରେ ମଧ୍ୟ...

ଗର୍ଭାବସ୍ଥାରେ ଡରିଗଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଅନେକ ହିଟ୍‌ ଟିଭି ଶୋ’ ଏବଂ ବଲିଉଡ୍‌ ଫିଲ୍ମରେ କାମ କରିସାରିଥିବା ପ୍ରସିଦ୍ଧ ଅଭିନେତ୍ରୀ ଅନୀତା ହସନନ୍ଦିନୀ ବର୍ତ୍ତମାନ ଗର୍ଭବତୀ ଅଛନ୍ତି। ଏହି ସମୟକୁ ଏବେ...

ନିର୍ବନ୍ଧ ପରେ ବି ଏହି ବ୍ୟକ୍ତିଙ୍କ ପାଇଁ କରିଶ୍ମା-ଅଭିଷେକଙ୍କ ଭାଙ୍ଗିଯାଇଥିଲା ସମ୍ପର୍କ

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିର ସେଲିବ୍ରିଟିଙ୍କ ପ୍ରୋଫେସନାଲ ହେଉ କି ପର୍ସନାଲ ଲାଇଫ୍‌ ବିଷୟରେ ଜାଣିବା ପାଇଁ ସମସ୍ତେ ଉତ୍ସୁକ ରହିଥାନ୍ତି। ବଲିଉଡ୍‌ରେ ଏଭଳି କିଛି ସେଲିବ୍ରିଟି...

ବିବାହ ପାଇଁ ଧର୍ମ ପରିବର୍ତ୍ତନ କରିଥିଲେ ବଲିଉଡର ଏହି ୫ ଲୋକପ୍ରିୟ ଅଭିନେତ୍ରୀ

ବଲିଉଡ ତାରକାମାନେ ସର୍ବଦା ସେମାନଙ୍କର ମୁକ୍ତ ଚିନ୍ତାଧାରା ପାଇଁ ଜଣାଶୁଣା। ପ୍ରେମ ଏବଂ ବିବାହ ଭଳି ପ୍ରସଙ୍ଗରେ ସେମାନେ ବୟସ ଏବଂ ଧର୍ମକୁ ଅତିକ୍ରମ କରିଛନ୍ତି।...

‘ଦୁଇ ବର୍ଷ ପର୍ଯ୍ୟନ୍ତ କାହାକୁ ପ୍ରେମ କରିବାର ନାହିଁ’

ମୁମ୍ବାଇ: ଅଭିନେତ୍ରୀ ଜାହ୍ନବୀ କପୁର ଏମିତି ଏକ ଶପଥ ନେଇଛନ୍ତି ଯାହାକି କୌଣସି ଯୁବତୀ ଯୁବକଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ପରେ ହିଁ ଦେଖିବାକୁ ମିଳିଥାଏ। ଜାହ୍ନବୀ...

ଦୀପିକାଙ୍କୁ ଟାଇମ୧୦୦ ଇଫେକ୍ଟ ଆୱାର୍ଡ

ମୁମ୍ବାଇ: ବଲିଉଡ୍‌ ନାୟିକା ଦୀପିକା ପାଦୁକୋନ ତାଙ୍କ ଅଭିନୟ ଦୁନିଆରେ ସଫଳ ଅଭିନେତ୍ରୀ ଭାବେ ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି। ତେବେ ଦିପିକାଙ୍କ ମାନସିକ ସ୍ବାସ୍ଥ୍ୟ ସଚେତନତା...

Advertisement
Archives

Model This Week