୫ ହଜାର କୋଟି ସମ୍ପତ୍ତିର ମାଲିକ, ପିଲାମାନେ ପାଇବେନି କିଛି…

ଚଣ୍ଡିଗଡ଼,୨୭।୧୦: ବଲିଉଡ ଅଭିନେତା ସୈଫ ଅଲି ଖାଁ ହେଉଛନ୍ତି ପଟୌଦିର ନବାବ ଏବଂ ତାଙ୍କୁ ବଲିଉଡର ନବାବ ମଧ୍ୟ କୁହାଯାଏ। ସେ ରୟାଲ ପରିବାର ସହିତ ତାଙ୍କର ସମ୍ପର୍କ। ସୈଫ୍‌ ଗୋଟିଏ ବର୍ଷରେ ଚଳଚ୍ଚିତ୍ର ଏବଂ ବିଜ୍ଞାପନରେ ଅଭିନୟ କରି ବହୁ ଅର୍ଥ ଉପାର୍ଜନ କରନ୍ତି। ତାଙ୍କର ପୂର୍ବଜଙ୍କ ବହୁ ସମ୍ପତ୍ତି ମଧ୍ୟ ଅଛି।

ଖବର ଅନୁଯାୟୀ, ହରିୟାଣାର ପଟୌଦି ପ୍ୟାଲେସ ଏବଂ ଭୋପାଳରେ ପୈତୃକ ସମ୍ପତ୍ତିକୁ ମିଶାଇ ସୈଫଙ୍କର ୫ ହଜାର କୋଟି ମୂଲ୍ୟର ସମ୍ପତ୍ତି ରହିଛି। କିନ୍ତୁ ଏଥିରେ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ ଏତେ ବଡ ସମ୍ପତ୍ତିର ମାଲିକ ହେବା ପରେ ମଧ୍ୟ ସୈଫ ଏହାକୁ ନିଜ ପିଲାମାନଙ୍କୁ ଦେଇ ପାରିବେ ନାହିଁ। ଏହା ପଛର କାରଣ ହେଉଛି ଯେ ସୈଫଙ୍କର ସମସ୍ତ ପୈତୃକ ସମ୍ପତ୍ତି ସରକାରଙ୍କ ଶତ୍ରୁ ବିବାଦ ଅଧିନିୟମ (ଏନ୍‌ମି ଡିସ୍‌ପୁଟ୍‌ ଆକ୍ଟ) ଅଧୀନରେ ରହିିଛି।

ଭାରତର ଏହି କାର୍ଯ୍ୟ ଆଇନ ଅନୁଯାୟୀ, କୌଣସି ବ୍ୟକ୍ତି ସମ୍ପତ୍ତି ଉପରେ ଦାବି କରିପାରିବେ ନାହିଁ। ଯଦି କୌଣସି ବ୍ୟକ୍ତି ଏହାକୁ ବିରୋଧ କରନ୍ତି ଏବଂ ଏହାକୁ ତାଙ୍କର ସମ୍ପତ୍ତି ବୋଲି ବିବେଚନା କରନ୍ତି, ତେବେ ସେମାନଙ୍କୁ ହାଇକୋର୍ଟଙ୍କ ନିକଟକୁ ଯିବାକୁ ପଡ଼ିବ। ଯଦି ହାଇକୋର୍ଟ ଏହି ମାମଲା ସମାଧାନ କରି ନ ପାରନ୍ତି, ତେବେ ବ୍ୟକ୍ତି ସୁପ୍ରିମକୋର୍ଟ ଯାଇପାରିବେ। ଯଦି ସୁପ୍ରିମକୋର୍ଟରେ ଏହି ମାମଲାର ଫଇସଲା ହୋଇ ନ ପାରେ ତେବେ କେବଳ ଦେଶର ରାଷ୍ଟ୍ରପତିଙ୍କର ଏହି ମାମଲା ଉପରେ ନିଷ୍ପତ୍ତି ନେବାର ଅଧିକାର ରହିଛି।

ସୈଫ୍‌ଙ୍କ ପର ଦାଦା ହମିଦୁଲ୍ଳା ଖାଁ ବ୍ରିଟିଶ ସମୟର ନବାବ ଥିଲେ। ସେ ତାଙ୍କ ସମ୍ପତ୍ତିର କୌଣସି ଉତ୍ତରାଧିକାରୀଙ୍କ ସମ୍ପର୍କରେ ଉଲ୍ଲେଖ କରି ନ ଥିଲେ।
ସୈଫ୍‌ ପ୍ରଥମେ ଅମୃତା ସିଂଙ୍କୁ ବିବାହ କରିଥିଲେ। ପରେ ସେମାନଙ୍କ ଛାଡପତ୍ର ହୋଇଥିଲାା। ଏହି ବିବାହରୁ ତାଙ୍କର ସାରା ଅଲି ଖାଁ ଏବଂ ଇବ୍ରାହିମ ଅଲି ଖାଁ ଦୁଇ ସନ୍ତାନ ଅଛନ୍ତି। କରୀନା କପୁର ଖାଁଙ୍କୁ ଦ୍ୱିତୀୟ ବିବାହ କରିବା ପରେ ସେମାନଙ୍କର ତୈମୁର ଏବଂ ଜେହ ଦୁଇ ପୁଅ ଅଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଲୋୟର ସୁକ୍‌ତେଲ ଜଳଭଣ୍ଡାର: ବଢୁଛି ଜଳସ୍ତର, ଲୋକେ ଅଟଳ

ବଲାଙ୍ଗୀର,୯ା୭(ବୀରେନ୍ଦ୍ର କୁମାର ଝାଙ୍କର):ଗତ କିଛି ଦିନର ଲଗାଣ ବର୍ଷା ଫଳରେ ବଲାଙ୍ଗୀର ଜିଲାର ଲୋୟର ସୁକ୍‌ତେଲ ଡ୍ୟାମ୍‌ରେ କ୍ଷୀପ୍ର ଗତିରେ ଜଳସ୍ତର ବଢ଼ିବାରେ ଲାଗିଛି। ଜଳସ୍ତର ବଢ଼ିବା…

ମାଙ୍କଡ଼ କାମୁଡାରେ ୫ ଆହତ: ବନବିଭାଗକୁ ଚିଠି ଲେଖିଲେ ସମିତି ସଭ୍ୟ ଧ୍ରୁବ

ଗଞ୍ଜାମ,୯।୭(ବିଦ୍ୟାଧର ସାହୁ ): ହୁମା ଓ ଆଖପାଖ ଅଞ୍ଚଳରେ ପାତି ମାଙ୍କଡ଼ଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଘର ଉପକରଣ ପାଇଁ ଜଙ୍ଗଲ ସଫା…

ମଝି ଚିଲିକାରେ ଦୋହଲିଲା ଯାତ୍ରୀବାହୀ ଲଞ୍ଚ୍‌: ହୋହଲ୍ଲା ପରେ…

କୃଷ୍ଣପ୍ରସାଦ,୯।୭(କୈଳାଶ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ଜିଲା ବାଲୁଗାଁଠାରୁ ପୁରୀ ଜିଲା କୃଷ୍ଣପ୍ରସାଦ ଗଡ଼ ଯାଏ ଓଡିଶା ବନ୍ଦର ଅନ୍ତରଦେଶୀୟ ଜଳପଥ ପରିବହନ ବିଭାଗ ତରଫରୁ ପ୍ରତିଦିନ ଯାତ୍ରୀବାହୀ ଲଞ୍ଚ…

ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠନ: ସଭାପତି, ଉପସଭାନେତ୍ରୀ ଭାବେ ମନୋନୀତ ହେଲେ ଏମାନେ…

ଲାଞ୍ଜିଗଡ,୯।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟି ଗଠନ ବୁଧବାର ଅନୁଷ୍ଠିତ ହୋଇଯାଇଛିI ବିଦ୍ୟାଳୟର…

ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ: ଉଭୟ ପକ୍ଷ ମଧ୍ୟରେ ମାଡ଼ ପିଟ

ମହାକାଳପଡ଼ା,୯ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ କଣ୍ଡରାପାଟିଆ ଗ୍ରାମର ୭୭ ପରିବାର ଦୀର୍ଘ ବର୍ଷ ଧରି ୧୭୦ ଏକର ସରକାରୀ…

ମରିବୁ ପଛେ ଛାଡିବୁ ନାହିଁ : ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ମତ୍ସ୍ୟଜୀବୀ, ସମାଧାନ ନ ହେଲେ…

ଛତ୍ରପୁର,୯।୭ (ଦିଲ୍ଲୀପ ସାମଲ): ମରିବୁ ପଛେ ଛାଡିବୁ ନାହିଁ। ପ୍ରଶାସନ ଓ ପୋର୍ଟ କର୍ତ୍ତୃପକ୍ଷ ଆମକୁ ଦିନକୁ ଦିନ ଧୋକା ଦେବାରେ ଲାଗିଛନ୍ତି । ଏନେଇ ଆନ୍ଦୋଳନ…

ଇରାନ ଉପରେ ଆମେରିକାର ଜୋରଦାର ଆକ୍ରମଣ: ଚାରିଆଡ଼େ ଧୂଆଁଧୂଆଁ

ଓ୍ବାଶିଂଟନ୍‌,୯।୭: ପଶ୍ଚିମ ଏସିଆରେ ଉତ୍ତେଜନା ପୁଣି ଥରେ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଆମେରିକା ଇରାନ ଉପରେ ଘନ ଘନ ଆକ୍ରମଣ କରୁଛି। ଦକ୍ଷିଣପୂର୍ବ ଇରାନର ଇରାନଶାହରରେ ଅବସ୍ଥିତ…

ଏସ.ଆଇ.ଆର୍‌ ନେଇ ସଚେତନ ହେବା ଜରୁରୀ: ଛାତ୍ରୀଛାତ୍ରଙ୍କ ମଧ୍ୟରେ କୁଇଜ-ଚିତ୍ରାଙ୍କନ ପ୍ରତିଯୋଗିତା

ଭଞ୍ଜନଗର,୯।୭(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏସ.ଆଇ.ଆର୍‌ ୨୦୨୬ ଉପରେ ଅଧିକରୁ ଅଧିକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏହାଦ୍ୱାରା ଲୋକେ ଭୋଟର ତାଲିକା ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri