ମନୋରଞ୍ଜନ

ଆର୍ୟନଙ୍କୁ ଜାମିନ ମିଳିଲା ପରେ ଏମିିତି ଫଟୋ ଶେୟାର କଲେ ଭଉଣୀ

ମୁମ୍ବାଇ : କ୍ରୁଜ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଆର୍ୟନ ଖାନଙ୍କୁ ଗୁରୁବାର ବମ୍ବେ ହାଇକୋର୍ଟରୁ ଜାମିନ୍‌ ମିଳିଛି । ତେବେ ଆର୍ୟନଙ୍କୁ ଜାମିନ ମିଳିବା ପରେ ବେଶ୍‌ ଖୁସି ଅଛନ୍ତି ପରିବାର ଲୋକେ। ନିକଟରେ ଆର୍ୟନଙ୍କ ଭଉଣୀ ସୁହାନା ଇନଷ୍ଟାଗ୍ରାମରେ…

ଫଟୋ ଡିଲିଟ୍‌ କରୁଛନ୍ତି ସାମନ୍ଥା

ମୁମ୍ବାଇ: ଟଲିଉଡ୍‌ର ଲୋକପ୍ରିୟ ଯୋଡ଼ି ନାଗା ଚୈତନ୍ୟ ଓ ସାମନ୍ଥା ରୁଥ୍‌ ଅଲଗା ହୋଇଛନ୍ତି। ଉଭୟଙ୍କ ସମର୍ଥନରେ ଦାମ୍ପତ୍ୟ ଜୀବନରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଅଲଗା ହେବା ପରେ ସାମନ୍ଥା ନିଜ ଶୈଳୀରେ ଜୀବନ ବିତାଇବା ଆରମ୍ଭ କରିଦେଲେଣି। ନିକଟରେ ସେ ଚାରିଧାମ…

କ’ଣ ଏହି ଦୁଇ ଘଟଣାକୁ ନେଇ ଆଜି ବି ଅବିବାହିତ ସଲମାନ? ନିଜେ କହିଥିଲେ …

ବମ୍ବେ: କାହିଁକି ଅବିବାହିତ ଅଛନ୍ତି ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନ। କେବେ ହାତକୁ ଦୁଇହାତ ହେବେ ସେ? ଅନେକ ଥର ଏହି ପ୍ରଶ୍ନ ଉଠିଥିଲେ ହେଁ ଉତ୍ତର କାହାକୁ ମିଳେନା। ପ୍ରକୃତ କଥା ଦେଖିଲେ ଦୁଇଟି କଥା ଲାଗି ଏଯାଏ ବିବାହ…

ଆର୍ୟନଙ୍କୁ ମିଳିଲା ଜାମିନ

ମୁମ୍ବାଇ,୨୮।୧୦: ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟ୍ୟନଙ୍କୁ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଶେଷରେ ଜାମିନ ମିଳିଛି। ଗୁରୁବାର ବମ୍ବେ ହାଇକୋର୍ଟ ଲଗାତର ୩ ଦିନ ଶୁଣାଣି ପରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହାସହ ଆର୍ୟନଙ୍କ ଦୁଇ ସାଙ୍ଗ ଅରବାଜ ମର୍ଚ୍ଚାଣ୍ଟ…

ବିବାହ ପରେ ଏବେ ଚର୍ଚ୍ଚାରେ ବିକ୍କି-କଟ୍ରିନାଙ୍କ କାର୍‌ ନମ୍ବର ପ୍ଲେଟ୍‌

ବମ୍ବେ: ମନ ମିଶିଲେ ସବୁ କିଛି ମିଶେ। ସେପରି କିଛି ଅଭିନେତା ବିକ୍କି କୌଶଲ-ଅଭିନେତ୍ରୀ କଟ୍ରିନା କୈଫଙ୍କ କ୍ଷେତ୍ରରେ। ଉଭୟ ବିବାହ କରିବାକୁ ଯାଉଥିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ଦୁହିଁଙ୍କ ଗାଡ଼ର ନମ୍ବର ପ୍ଲେଟ ଖବର ଶିରୋନାମା…

ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ପ୍ରଥମଥର ଏମିତି ପୋଷ୍ଟ କଲେ ଶେହନାଜ

ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଏହି ଦୁନିଆ ଛାଡିବାର ପ୍ରାୟ ମାସ ବିତିବାକୁ ଯାଉଛି, କିନ୍ତୁ ପ୍ରଶଂସକମାନେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ବିଗ ବସ ଘରେ ସିଦ୍ଧାର୍ଥଙ୍କ ସହ ଶେହନାଜ ଗିଲଙ୍କ ସହ ବନ୍ଧୁତା ବେଶ୍‌ ଚର୍ଚ୍ଚାରେ ଥିଲା। ଉଭୟଙ୍କ…

ଏହି ଅଭିନେତ୍ରୀଙ୍କ ସହ କାମ କରିବାକୁ ଚାହାନ୍ତିନି ସଲମାନ

ମୁମ୍ବାଇ: ନିକଟରେ ବଲିଉଡ୍‌ ଅଭିନେତ୍ରୀ ରବୀନା ଟଣ୍ଡନ ତାଙ୍କର ୪୭ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ସମୟରେ ସେ ତାଙ୍କର ଡେବ୍ୟୁ ଫିଲ୍ମ ଏବଂ ପ୍ରଥମ କୋ-ଷ୍ଟାରଙ୍କ ବିଷୟରେ କହିଛନ୍ତି। ତାଙ୍କର ପ୍ରଥମ କୋ-ଷ୍ଟୋର ଥିଲେ ସଲମାନ ଖାନ୍‌। ତାଙ୍କ ସହ…

ସାମ୍ନାକୁ ଆସିଲା ରାଜ କୌଶଲଙ୍କ ଶେଷ ଫିଲ୍ମର ରିଲିଜ୍‌ ଡେଟ୍‌

ମୁମ୍ବାଇ: ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ବାମୀ ରାଜ୍‌ କୌଶଲଙ୍କ ଶେଷ ଫିଲ୍ମ ନଭେମ୍ବରରେ ରିଲିଜ୍‌ ହେବାକୁ ଯାଉଛି। ରାଜ୍‌ ଆଉ ଏ ଦୁନିଁଆରେ ନାହାନ୍ତି। ତାଙ୍କର ଚଳିତ ବର୍ଷ ଜୁନରେ ଦେହାନ୍ତ ହୋଇଥିଲା। ତେବେ ରାଜ୍‌ଙ୍କ ଶେଷ ଫିଲ୍ମ ‘ଅକଡ ବକଡ…

‘ବାଗୀ’ କଥା ମନେପଡୁଛି

ଟାଇଗର ଶ୍ରଫଙ୍କ ଅଭିନୀତ ‘ବାଗୀ’କୁ ଏବେ ମଧ୍ୟ ମନେ ପକାଉଛନ୍ତି ଦିଶା ପଟାନି। ହେଲେ କାରଣ କ’ଣ ? ଏହି ଫିଲ୍ମରେ ତ ସେ ଅଭିନୟ କରି ନ ଥିଲେ। ତେବେ ସେହି ଚିତ୍ରକୁ ମନେ ପକାଇଲେ ଉଦାସ ହୋଇଯାଉଛନ୍ତି ଦିଶା।…

ଆମିରଙ୍କ ଶାଳୀ ହେଉଛନ୍ତି ଏହି ଅଭିନେତ୍ରୀ; ୨୧ ବର୍ଷରେ ହୋଇଥିଲା ବିବାହ ହେଲେ…

ବମ୍ବେ: ଅଦିତି ରାଓ ହୈଦରୀ, ବଲିଉଡ୍‌ଜଗତର ଜଣେ ଲୋକପ୍ରିୟ ଅଭିନେତ୍ରୀ। ଫିଲ୍ମ ‘ୟେ ସାଲୀ ଜିନ୍ଦେଗୀ’, ‘ପଦ୍ମାବତ’ ଭଳି ଫିଲ୍ମରେ ନିଜ ଅଭିନୟର ଚାତୁରୀରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି ସେ। ଆଜି ସେ ନିଜର ଜନ୍ମଦିନ ପାଳନ କରୁଥିବା ବେଳେ ତାଙ୍କ…

୨୦ ବର୍ଷ ପରେ…

ଅମୀଷା ପଟେଲଙ୍କ ଖୁସି କହିଲେ ନ ସରେ। କାହିଁକି ନା, ଯେଉଁ କଥା ସେ ଚିନ୍ତା କରୁଥିଲେ ତାହା ପୂରଣ ହୋଇଛି। ଅନିଲ ଶର୍ମାଙ୍କ ‘ଗଦ୍ଦର : ଏକ ପ୍ରେମ କଥା’ରେ ସନ୍ନି ଦେଓଲ ଏବଂ ଅମୀଷାଙ୍କୁ ଦେଖିବାକୁ ମିଳିଥିଲା। କେବଳ…

ଋଚାଙ୍କୁ ଜୀବନସାଥୀ କରିବେ ଏହି ବଲିଉଡ ଅଭିନେତା. ଖୁବ୍‌ଶଘ୍ର ବାଜିବ ଶାହାନାଇ

ବମ୍ବେ: ଦୀର୍ଘଦିନରୁ ଅଭିନେତା ଅଲି ଫଜଲଙ୍କୁ ଡେଟ୍‌ କରି ଆସୁଛନ୍ତି ବଲିଉଡ୍‌ ଅଭିନେତ୍ରୀ ଋଚା ଚଡ୍ଢା। ସମ୍ପର୍କକୁ ଗୋଟିଏ ପାଦ ଆଗକୁ ବଢ଼ାଇ ବିବାହ ଯାଏ ନେବାକୁ ଉଭୟ ଚାହୁଁଥିଲେ ହେଁ ଭାଗ୍ୟ ସାଥ୍‌ ଦେଉନାହିଁ। କେତେବେଳେ ନିଜର ବ୍ୟସ୍ତତା ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?