‘ବାଗୀ’ କଥା ମନେପଡୁଛି

ଟାଇଗର ଶ୍ରଫଙ୍କ ଅଭିନୀତ ‘ବାଗୀ’କୁ ଏବେ ମଧ୍ୟ ମନେ ପକାଉଛନ୍ତି ଦିଶା ପଟାନି। ହେଲେ କାରଣ କ’ଣ ? ଏହି ଫିଲ୍ମରେ ତ ସେ ଅଭିନୟ କରି ନ ଥିଲେ। ତେବେ ସେହି ଚିତ୍ରକୁ ମନେ ପକାଇଲେ ଉଦାସ ହୋଇଯାଉଛନ୍ତି ଦିଶା। କଥା କ’ଣ କି ଯେତେବେଳେ ଏହି ଫିଲ୍ମର କାଷ୍ଟିଂ ଚାଲିଥିଲା, ସେତେବେଳେ ପ୍ରଥମେ ଏହାର ନାୟିକା ଭୂମିକାରେ ଅଭିନୟ କରିବା ଲାଗି ଦିଶାଙ୍କୁ ଅଫର ଦିଆଯାଇଥିଲା। କିନ୍ତୁ ପରେ ଚକ ଏମିତି ବୁଲିଗଲା ଯେ ଦେଖିଲା ବେଳକୁ ଶ୍ରଦ୍ଧା କପୁରଙ୍କୁ ଏହି ରୋଲ୍‌ ପାଇଁ ସାଇନ୍‌ କରାଯାଇଛି। ”ସେତେବେଳେ ‘ବାଗୀ’ ଫିଲ୍ମର ପ୍ରଯୋଜକ ମୋତେ ଏଥିରେ ଅଭିନୟ କରିବାକୁ ଅଫର ଦେଇଥିଲେ। ସେହି ସମୟରେ ମୁଁ ମିସ୍‌ ଇଣ୍ଡିଆ ଇନ୍ଦୋର’ରେ ରନର୍ସ ଅପ୍‌ ହୋଇଥିଲି ଏବଂ କେତୋଟି ବିଜ୍ଞାପନ ପାଇଁ କାମ କରିସାରିଥିଲି। ହେଲେ ଦେଖିଲା ବେଳକୁ କାଷ୍ଟିଂରୁ ମୋ ନାମକୁ ବାଦ୍‌ ଦିଆଯାଇଛି ଏବଂ ଏଥିପାଇଁ ଶ୍ରଦ୍ଧାଙ୍କୁ ସାଇନ୍‌ କରାଯାଇଛି। ଅବଶ୍ୟ ସେତେବେଳେ ତାହାକୁ ମୁଁ ଗୁରୁତ୍ୱ ଦେଇ ନ ଥିଲି। ହେଲେ ଯଦି ମୋତେ ସେହି ସୁଯୋଗ ମିଳିଥାଆନ୍ତା ତେବେ ଫିଲ୍ମଟି ମୋ କ୍ୟାରିୟର ପାଇଁ ମାଇଲେଜ ସାବ୍ୟସ୍ତ ହୋଇପାରିଥାଆନ୍ତା ବୋଲି କହନ୍ତି ଦିଶା।“ ଲକ୍ଷ୍ନୋସ୍ଥିତ ଆମିଟି ୟୁନିଭର୍ସିଟିରୁ ଦିଶା କମ୍ପ୍ୟୁଟର ସାଇନ୍ସରେ ବି.ଟେକ୍‌ ଡିଗ୍ରୀ ହାସଲ କରିଛନ୍ତି। ତାଙ୍କର ମନ ପସନ୍ଦୀୟ ଫିଲ୍ମଟି ହେଲା ‘ବର୍ଫି’। ଅବସର ମିଳିଲେ ସେ ମନ ପସନ୍ଦର ଖାଦ୍ୟ ଖାଆନ୍ତି ଏବଂ ଡ୍ୟାନ୍ସ ପ୍ରାକ୍ଟିସ କରନ୍ତି। ତାଙ୍କର ବେଷ୍ଟ ଫ୍ରେଣ୍ଡ ହେଉଛନ୍ତି ନୋରା ଫତେହି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କାର୍ଯ୍ୟରେ ଅନ୍ୟ ସମ୍ପ୍ରଦାୟକୁ ଯାଇ ବାସନ୍ଦର ଶିକାର ହେଲେ ଆଶାକର୍ମୀ

ପାରଳାଖେମୁଣ୍ଡି,୯ା୭(ଗିରିଧାରୀ ପରିଚ୍ଛା):ସରକାରୀ ସ୍ବାସ୍ଥ୍ୟସେବା ଓ କଲ୍ୟାଣମୂଳକ ଯୋଜନା ସମସ୍ତଙ୍କ ପାଖରେ ପହଞ୍ଚାଇବାରେ ଆଶାକର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ହେଲେ ସେହି ଦାୟିତ୍ୱ ପାଳନ କରିବାକୁ ଯାଇ ଜଣେ…

ବାଇକରେ ଯାଉଥିବାବେଳେ ଧକ୍କା ଦେଲା କାର୍‌, ଘଟଣାସ୍ଥଳରେ ଚାଲିଗଲା ତ୍ରିଲୋଚନଙ୍କ ଜୀବନ

ବଲାଙ୍ଗୀର, ୯।୭( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ବିଜାଖମନ ବ୍ରିଜ ନିକଟରେ ବୁଧବାର ଜଣେ ମୋଟର ସାଇକେଲ ଆରୋହୀଙ୍କୁ ଏକ କାର୍‌…

ସଞ୍ଜୁ ସାମସନଙ୍କ ପ୍ରତ୍ୟାବର୍ତ୍ତନ ପକ୍କା! ଚତୁର୍ଥ ଟି-୨୦ରେ ଏହି ୩ ଖେଳାଳିଙ୍କ ସ୍ଥାନ ଉପରେ ଝୁଲୁଛି ଖଣ୍ଡା

ନୂଆଦିଲ୍ଲୀ,୯।୭ : ଇଂଲଣ୍ଡ ଗସ୍ତରେ ଏପର୍ଯ୍ୟନ୍ତ ଭାରତୀୟ ଦଳର ପ୍ରଦର୍ଶନ ବେଶ ନିରାଶାଜନକ ରହିଛି। ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ତିନୋଟି ମ୍ୟାଚ ମଧ୍ୟରୁ…

ଟ୍ରେକିଂ ପାଇଁ ଯାଇ ମାଲ୍ୟଗିରି ପାହାଡ଼ରେ ଫସିଯାଇଥିଲେ ୩ ଯୁବକ, ୨୫ ଫୁଟ ଘାଇରୁ….

ପାଳଲହଡା,୯ା୭(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଳଲହଡା ମାଲ୍ୟଗିରି ପାହାଡକୁ ଟ୍ରେକିଂ କରିବାକୁ ଯାଇ ଫସି ରହିଥିବା ୩ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଅଗ୍ନିଶମ ବାହିନୀ…

‘We Will Kill Trump…’,ପ୍ରତିଶୋଧର ନିଆଁ! ଖାମେନେଇଙ୍କ ଅନ୍ତିମ ସଂସ୍କାର ଭୂମିରୁ ଟ୍ରମ୍ପଙ୍କୁ ମୃତ୍ୟୁ ଧମକ

ତେହରାନ,୯ା୭: ଆମେରିକା ଇରାନର ଆଠଟି ସହର ଉପରେ ଆକ୍ରମଣ କରିଛି । ପ୍ରତିଶୋଧ ସ୍ୱରୂପ, ତେହରାନ ବାହାରିନ ଏବଂ କୁୱେତରେ ଥିବା ଅନେକ ସାମରିକ ଘାଟିକୁ ଟାର୍ଗେଟ…

ଝିଆରୀଙ୍କୁ ବଳାତ୍କାର କଲେ ଦାଦା: ଘରେ କେହି ନ ଥିବାବେଳେ…

ଭଦ୍ରକ,୯ା୭(ସନାତନ ରାଉତ): ନାବାଳିକା ଝିଆରୀଙ୍କୁ ବଳାତ୍କାର ଅଭିଯୋଗରେ ସମ୍ପର୍କୀୟ ଦାଦାଙ୍କୁ ପୋଲିସ ଗିରଫ କରିଛି। ଏପରି ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅଞ୍ଚଳରେ। ରଜ ସମୟରେ…

ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ: ଖୋଲିଲା ୪ ସ୍ଲୁଇସ ଗେଟ

ସମ୍ବଲପୁର,୯।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି! ଶସ୍ତା ହେବ ମୋବାଇଲ୍-ଲାପ୍‌ଟପ୍‌, ସରକାର ନେଲେ ଏହି ପଦକ୍ଷେପ

ନୂଆଦିଲ୍ଲୀ,୯।୭: କେନ୍ଦ୍ର ସରକାର ସ୍ମାର୍ଟଫୋନ୍, ୱାୟାରଲେସ୍ ଚାର୍ଜର୍, କମ୍ପ୍ୟୁଟର, ଲାପଟପ୍, ସ୍ମାର୍ଟ ଟିଭି, ସ୍ମାର୍ଟୱାଚ୍ ଏବଂ ଫିଟନେସ୍ ବ୍ୟାଣ୍ଡ ଭଳି ଇଲେକ୍ଟ୍ରୋନିକ୍ ଜିନିଷରେ ବ୍ୟବହୃତ ଉପାଦାନଗୁଡ଼ିକ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri