ଋଚାଙ୍କୁ ଜୀବନସାଥୀ କରିବେ ଏହି ବଲିଉଡ ଅଭିନେତା. ଖୁବ୍‌ଶଘ୍ର ବାଜିବ ଶାହାନାଇ

ବମ୍ବେ: ଦୀର୍ଘଦିନରୁ ଅଭିନେତା ଅଲି ଫଜଲଙ୍କୁ ଡେଟ୍‌ କରି ଆସୁଛନ୍ତି ବଲିଉଡ୍‌ ଅଭିନେତ୍ରୀ ଋଚା ଚଡ୍ଢା। ସମ୍ପର୍କକୁ ଗୋଟିଏ ପାଦ ଆଗକୁ ବଢ଼ାଇ ବିବାହ ଯାଏ ନେବାକୁ ଉଭୟ ଚାହୁଁଥିଲେ ହେଁ ଭାଗ୍ୟ ସାଥ୍‌ ଦେଉନାହିଁ। କେତେବେଳେ ନିଜର ବ୍ୟସ୍ତତା ତ କେତେବେଳେ ମହାମାରୀକୁ ନେଇ ବିବାହ କଥା ଟଳି ଯାଉଛି। ଚଳିତ ବର୍ଷ ଏପ୍ରିଲରେ ସେମାନେ ବିବାହ କରିବେ ବୋଲି ଶୁଣାଯାଉଥିଲା। ହେଲେ କରୋନା ସଂକ୍ରମଣ ବଢ଼ିବାରୁ ସେମାନେ ବିବାହ ଟାଳିଦେଇଥିଲେ। ଏବେ କିନ୍ତୁ ସବୁକିଛି ସାମାନ୍ୟ ହେଉଥିବା ନଜର ଆସୁଥିବାରୁ ଋଚା-ଅଲି ବିବାହ କରିବାକୁ ନିଶ୍ଚିତ କରିଛନ୍ତି। ଅଲି ନିଜେ ଏକ ସାକ୍ଷାତକାରରେ ଏହା ସ୍ପଷ୍ଟ କରିଛନ୍ତି।

ଦୁହେଁ ୨୦୨୨ ଫେବୃଆରୀ ଅଥବା ମାର୍ଚ୍ଚରେ ବିବାହ କରିବାକୁ ଯୋଜନା କରୁଛନ୍ତି। ନୂଆ ବର୍ଷ ନୂଆ ସମ୍ଭାବନା ଆଣି ଆସିବ ବୋଲି ଆଶା କରୁଥିବା ଅଲି କହିଛନ୍ତି। ସେହିଭଳି ଋଚା କହିଛନ୍ତି, ମୋତେ ଲାଗୁଛି କୋଭିଡ ଲହରର ଆମ ଯୋଜନା ସହ କିଛି ସମ୍ବନ୍ଧ ରହିଛି। ସବୁଥର ଆମେ କିଛି ପ୍ଲାନ କରୁ ହେଲେ ତାହା ହୁଏ ନାହିଁ। ମୁଁ କିନ୍ତୁ ବିବାହ ଧୁମ୍‌ଧାମରେ ହେଉ ବୋଲି ଚାହେଁ। କାରଣ ମୋତେ ପାର୍ଟି ଦରକାର। ମୋତେ ଲୋକ କ’ଣ କହିବେ ତାର ପରବାୟ ନାହିଁ। ମୁଁ ଭଲପାଇବାର ଉତ୍ସବ ପାଳିବାକୁ ଚାହେଁ।


Enter your email to get our daily news in your inbox.

All Right Reserved By Dharitri.Com

‘ଇନ୍‌-ଶା-ଆଲ୍ଲା’ରେ ସଲମାନ୍‌-ଆଲିଆ

ମୁମ୍ବାଇ: ନିର୍ମାଣ ହେବାକୁ ଯାଉଥିବା ଆଗାମୀ ଫିଲ୍ମ ‘ଇନ୍‌-ଶା-ଆଲ୍ଲା’ରେ ଅଭିନୟ କରିବେ ବଲିଉଡ ସୁପରଷ୍ଟାର ସଲମାନ୍‌ ଖାନ୍‌। ତାଙ୍କ ସହ ଆଲିଅ ଭଟ୍ଟଙ୍କ ଯୋଡି ବେଶ୍‌...

ବନ୍ଦ ହେବ କି କପିଲ ଶର୍ମା ଶୋ’

ହାସ୍ୟ ଅଭିନେତା କପିଲ ଶର୍ମା ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘କାଶ୍ମୀର ଫାଇଲ୍ସ’ର କାଷ୍ଟକୁ ପ୍ରମୋଶନ ପାଇଁ ଆମନ୍ତ୍ରଣ ନ...

ଭାଇଜାନଙ୍କୁ ଡ୍ୟାନ୍ସ ଶିଖାଉଛନ୍ତି ଏକ୍ସ-ଗର୍ଲଫ୍ରେଣ୍ଡ୍‌

ମୁମ୍ବାଇ: ଅଭିନେତା ସଲମାନ ଖାନ ବିଗ୍‌ବସ୍‌-୧୬ରେ ହୋଷ୍ଟ କରୁଛନ୍ତି। ତେବେ ବିଗ୍‌ବସ୍‌ ଆଗାମୀ ଏପିସୋଡର ଏକ ପ୍ରମୋ ସୋସିଆଲ ମିଡିଆରେ ଶେୟାର ହୋଇଛି। ସେହି ଏପିସୋଡରେ...

ହଟ୍‌ ଲୁକ୍‌ରେ ରୁବିନା

ମୁମ୍ବାଇ: ବିଗବସ ୧୪ ଜିତିବା ପରେ ଅଭିନେତ୍ରୀ ରୁବିନା ଦିଲୈକ କିଛି ନା କିଛି କାରଣକୁ ନେଇ ରହୁଛନ୍ତି ଚର୍ଚ୍ଚାରେ। ଶୋ’ ଜିତିବା ପରେ ତାଙ୍କର...

ଦେଶୀ ଗର୍ଲଙ୍କୁ ୩୯…

ମୁମ୍ବାଇ,୧୮।୭: ବଲିଉଡ୍‌ ଅଭିନେତ୍ରୀ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କୁ ରବିବାର ୩୯ ବର୍ଷ ପୂରଣ ହୋଇଛି। ସେ ୧୯୮୨ ଜୁଲାଇ ୧୮ରେ ଜାମସେଦ୍‌ପୁରରେ ଜନ୍ମ ଗ୍ରହଣ...

ପୁଣି ଅଜୟଙ୍କ ସହ ନଜର ଆସିବେ ରକୁଲ

ଭୂଷଣ କୁମାରଙ୍କ ଦ୍ୱାରା ନିର୍ମିତ ‘ଥ୍ୟାଙ୍କ ଗଡ’ ଭଳି ଏକ କମେଡି ଫିଲ୍ମ ରିଲିଜ ହେବାକୁ ଯାଉଛି । ଫିଲ୍ମରେ ଅଜୟ ଦେବଗନ, ରକୁଲପ୍ରୀତ ସିଂହଙ୍କ...

ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଚପଲରେ ମାଡ଼ ମାରି ଘରୁ ବାହାର କରିଦେଇଥିଲେ ମା’

ସୁପରହିଟ୍‌ ଫିଲ୍ମ ‘କହୋ ନା ପ୍ୟାର ହୈ’ ରୁ ବଲିଉଡ୍‌ରେ ଡେବ୍ୟ କରିଥିଲେ ଅଭିନେତା ହ୍ରିତିକ୍‌ ରୋଶନ ଏବଂ ଅଭିନେତ୍ରୀ ଅମିଷା ପଟେଲ। ମାତ୍ର ଏବେ...

ସୋନୁ ସୁଦଙ୍କୁ ଯୁବକ ମାଗିଲେ ଆଇଫୋନ୍‌, ଜବାବ ମିଳିଲା ଏମିତି

ବଲିଉଡ ଅଭିନେତା ସୋନୁ ସୁଦ ସୋସିଆଲ ମିଡିଆରେ ଏବେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଅସହାୟ ଲୋକଙ୍କୁ ସାହାଯ୍ୟ କରି ସେ ସମସ୍ତଙ୍କ ପାଇଁ ଦେବଦୂତ ପାଲଟିଛନ୍ତି।...

Advertisement
Archives

Model This Week