ମନୋରଞ୍ଜନ

ଦୁଇଥର ବିବାହ କରିବେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ ନାୟିକା କ୍ୟାଟ୍ରିନା କୈଫ ଓ ନାୟକ ଭିକ୍କି କୌଶଲଙ୍କ ବିବାହ ସମୟ ଧୀରେ ଧୀରେ ନିକଟତର ହୋଇଛି । ଆଉ ମାତ୍ର ଗୋଟିଏ ଦିନ ପରେ ଉଭୟ ବିବାହ ବନ୍ଧନରେ ବାନ୍ଧିହେବ । ଏମାନଙ୍କ ବିବାହକୁ ନେଇ ପ୍ରଶଂସକମାନେ…

ବିବାହ ପୂର୍ବରୁ ଭିକିଙ୍କ ଘରେ କାଟ୍ରିନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଭିକି କୌଶଲଙ୍କର ବିବାହ ଉତ୍ସବ ଆସନ୍ତା କାଲିଠୁ ଆରମ୍ଭ ହୋଇଯିବ। କିନ୍ତୁ ସେମାନଙ୍କ ବିବାହକୁ ନେଇ ସେମାନେ ନିଜେ ଏ ବିଷୟରେ କୌଣସି ସୂଚନା ଦେଇନାହାନ୍ତି। ନିକଟରେ କାଟ୍ରିନା ରବିବାର ରାତିରେ ତାଙ୍କ…

କପିଲଙ୍କ ପ୍ରଶ୍ନ ଶୁଣି ଲାଜେଇ ଗଲେ ଭିକି

ବଲିଉଡ୍‌ ଅଭିନେତା ଭିକି କୌଶଲ ଏବଂ କାଟ୍ରିନା କୈଫ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଏହି ସମୟରେ ଭିକିଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ କମେଡି କିଙ୍ଗ୍‌ କପିଲ ଶର୍ମା ଭିକିଙ୍କୁ…

ଏବେ ଟେନ୍‌ସନ୍‌ରେ କାଟ୍ରିନା

ମୁମ୍ବାଇ: ଆଜିକାଲି କାଟ୍ରିନା କୈଫ୍‌-ଭିକି କୌଶଲଙ୍କ ବିବାହକୁ ନେଇ ଜୋରଦାର୍‌ ଚର୍ଚ୍ଚା ଚାଲିଛି। ପ୍ରତିଦିନ ବିବାହକୁ ନେଇ କିଛି ନା କିଛି ନୂଆ ଖବର ସାମ୍ନାକୁ ଆସୁଛି। ପ୍ରଶଂସକମାନେ ମଧ୍ୟ କାଟ୍ରିନାଙ୍କ ବଧୂବେଶ ଦେଖିବା ପାଇଁ ଉତ୍ସାହର ସହ ଚାହିଁ ରହିଛନ୍ତି।…

ବିବାଦୀୟ ବାର ଡ୍ୟାନ୍ସର ସ୍ୱିଟିଙ୍କ ବାୟୋପିକ୍ ନିର୍ମାଣ କରିବେ ସଞ୍ଜୟ ଗୁପ୍ତା!

ମୁମ୍ବାଇ: ଫରଦିନ ଖାଁ ଓ ରିତେଶ ଦେଶମୁଖଙ୍କ ଅଭିନୀତ ଫିଲ୍ମ ‘ବିସ୍ଫୋଟ’ର କାମ ଶେଷ ହେବା ପରେ ଏବେ ସଞ୍ଜୟ ଗୁପ୍ତା ଆଉ ଏକ ଫିଲ୍ମ ନିର୍ମାଣ କରିବାକୁ ସଜବାଜ ହେଉଥିବା ଶୁଣିବାକୁ ମିଳିଛି । ଏହା ହେଉଛି ମୁମ୍ବାଇର ଟୋପାଜ…

ଫିଟୁଛି ଜାକଲିନ୍‌ଙ୍କ ଗୁମର

ବଲିଉଡ୍‌ ଅଭିନେତ୍ରୀ ଜାକଲିନ୍‌ ଫର୍ନାଡିଜ୍‌ ଅଡୁଆରେ ଫସିଯାଇଛନ୍ତି। ୨୦୦ କୋଟି ଟଙ୍କା ଠକେଇ ମାମଲାରେ ସେ ଇଡି ସ୍କାନରରେ ଅଛନ୍ତି। ପୂର୍ବରୁ ଅକ୍ଟୋବର ମାସରେ ଏହି ମନି ଲଣ୍ଡରିଂ ମାମଲାରେ ଜାକଲିନ ଫର୍ଣ୍ଣାଡିଜ ଏବଂ ଅଭିନେତ୍ରୀ ନୋରା ଫତେହି ଜେରାର ସମ୍ମୁଖୀନ…

କିସିଂ ସିନ୍‌କୁ ଆଲିଆଙ୍କ ନାଁ

ମୁମ୍ବାଇ: ବଲିଉଡ୍ ନାୟିକା ଆଲିଆ ଭଟ୍ଟ ଏବେ ତାଙ୍କ ଆଗାମୀ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । ‘ରକି ଔର ରାନି କି ପ୍ରେମ କାହାନି’ର ଶୁଟିଂ ଏବେ ଦିଲ୍ଲୀରେ ଚାଲିଥିବା ବେଳେ ତାଙ୍କ ଅପୋଜିଟରେ ଅଛନ୍ତି ନାୟକ ରଣବୀର ସିଂ…

କାଟ୍ରିନାଙ୍କ ବିବାହ ସମୟରେ ବିଦେଶ ଯିବେ ସଲମାନ

ବଲିଉଡ ଅଭିନେତ୍ରୀ କାଟ୍ରିନା କୈଫଙ୍କ ଖୁବଶୀଘ୍ର ବାଜିବ ସାହାନାଇ। ବୟଫ୍ରେଣ୍ଡ ଭିକି କୌଶଲଙ୍କୁ ସେ ଆସନ୍ତା ଡିସେମ୍ବର ୯ରେ ବିବାହ କରିବାକୁ ଯାଉଛନ୍ତି। ଏନେଇ ବିଭିନ୍ନ ଗଣମାଧ୍ୟମରେ ଜୋରସୋରରେ ଚର୍ଚ୍ଚା ଚାଲିଛି। ଏହି ଦମ୍ପତି ରାଜସ୍ଥାନର ସୱାଇ ମାଧୋପୁରର ରିଜର୍ଟର ସିକ୍ସ…

ଅପେକ୍ଷାର ଫଳ ମିଠା

ଅଭିନେତା ଦୀପକଙ୍କ ଅଭିନୀତ ତିନୋଟି ସିନେମା ପରଦା ଉପରକୁ ଆସିବାକୁ ପ୍ରସ୍ତୁତ ହୋଇ ରହିଛି। ପୁଣି ଏପରି ସଂଯୋଗ ତିନୋଟି ସିନେମାର ନିର୍ଦ୍ଦେଶକ ଜଣେ। ସେ ହେଉଛନ୍ତି କୋରିଓଗ୍ରାଫର-କମ୍‌-ଡାଇରେକ୍ଟର ସୁଧାକର ବସନ୍ତ। ‘ଏଇ ବୋଧେ ଭଲ ପାଇବା’ରେ ତାଙ୍କ ନାୟିକା ସାଜିଛନ୍ତି…

ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ଯୁବରାଜ ସିଂ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଏବଂ କ୍ରିକେଟରଙ୍କ ମଧ୍ୟରେ ସମ୍ପର୍କ କଛି ନୂଆ କଥା ନୁହେଁ। ବଲିଉଡ୍‌ ଏବଂ କ୍ରିକେଟ ଦୁନିଆର ଏପରି ଅନେକ ଯୋଡ଼ି ଥିଲେ, ଯାହାଙ୍କ ପ୍ରେମ ସମ୍ପର୍କକୁ ନେଇ ବହୁ ଚର୍ଚ୍ଚା ହୋଇଥିଲା। ଏହି ଯୋଡ଼ିମାନଙ୍କ ମଧ୍ୟରୁ ଅନେକ…

ଭିକ୍କି-କ୍ୟାଟ୍ରିନାଙ୍କ ବିବାହରେ ପରଫର୍ମ କରିବେ ନେହା-ରୋହନପ୍ରିତ!

ମୁମ୍ବାଇ: ଏବେ ବଲିଉଡରେ ଗୋଟିଏ ଖବର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ତାହା ହେଲା ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ବିବାହ ଖବର । ଆଉ ମାତ୍ର କେଇଟା ଦିନ ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବେ…

ଲିଭ ଇନ୍ ରିଲେସନଶିପକୁ ପସନ୍ଦ କରନ୍ତି ନାହିଁ କ୍ରିତି

ମୁମ୍ବାଇ: ଏବେ ଲିଭ ଇନ୍ ରିଲେସନଶିପ ଏକ ଫ୍ୟାଶନ ହୋଇଯାଇଛି କହିଲେ କିଛି ଭୁଲ ହେବନାହିଁ ବୋଧହୁଏ । ସେଲିବ୍ରିଟି ତ ସେଲିବ୍ରିଟି ଏବେ ସାଧାରଣ ଲୋକେ ବି ଏହାକୁ ବେଶ ପସନ୍ଦ କରୁଛନ୍ତି । ଆଉ ଏମିତି କେତେଜଣ ମାତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?