ଏବେ ଟେନ୍‌ସନ୍‌ରେ କାଟ୍ରିନା

ମୁମ୍ବାଇ: ଆଜିକାଲି କାଟ୍ରିନା କୈଫ୍‌-ଭିକି କୌଶଲଙ୍କ ବିବାହକୁ ନେଇ ଜୋରଦାର୍‌ ଚର୍ଚ୍ଚା ଚାଲିଛି। ପ୍ରତିଦିନ ବିବାହକୁ ନେଇ କିଛି ନା କିଛି ନୂଆ ଖବର ସାମ୍ନାକୁ ଆସୁଛି। ପ୍ରଶଂସକମାନେ ମଧ୍ୟ କାଟ୍ରିନାଙ୍କ ବଧୂବେଶ ଦେଖିବା ପାଇଁ ଉତ୍ସାହର ସହ ଚାହିଁ ରହିଛନ୍ତି। ବିବାହକୁ ନେଇ ସମସ୍ତ ପ୍ରସ୍ତୁତି ବି ଶେଷ ହେବା ଉପରେ। ଆସନ୍ତା ୯ ତାରିଖରେ ଭିକିଙ୍କ ସହ ସାତଫେରା ନେବେ କାଟ୍ରିନା।

ଏକ ସାକ୍ଷାତକାରରେ କାଟ୍ରିନା କହିଥିଲେ, ଦୀପିକା ଏବଂ ପ୍ରିୟଙ୍କାଙ୍କ ବିବାହ ପରେ ସେ ସିଙ୍ଗଲ ଅଛନ୍ତି। ସେ କହିଥିଲେ, ସମସ୍ତେ ବିବାହ କରୁଛନ୍ତି, ମୁଁ ବି ପଛରେ ପଡ଼ିବି ନାହିଁ। ଏବେ କିନ୍ତୁ ବିବାହ ପାଖେଇ ଆସୁଥିବା ବେଳେ କାଟ୍ରିନାଙ୍କ ଟେନ୍‌ସନ ବଢ଼ି ଯାଉଛି। ବିବାହରେ ସେ କେମିତି ସୁନ୍ଦର ଦେଖାଯିବେ, କ’ଣ ଡାଏଟ୍‌ କରିବେ ଏହାକୁ ନେଇ ଚିନ୍ତାରେ ବଢ଼ିଯାଇଛନ୍ତି। ଏହା ସହିତ ସେ ବ୍ୟାୟାମ ପ୍ରତି ମଧ୍ୟ ଧ୍ୟାନ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେଣ୍ଡି ଲୁକ୍‌ ପାଇଁ ହେୟାର୍‌ କଟ୍‌

  ରାଉଣ୍ଡ ଫେସ୍‌: ଯେଉଁମାନଙ୍କ ମୁହଁ ଗୋଲ୍‌ ବା ରାଉଣ୍ଡ ସେମାନଙ୍କୁ ଷ୍ଟ୍ରେଟ୍‌ ଏବଂ ଲଙ୍ଗ୍‌ ହେୟାର କଟ୍‌ ବିଶେଷ କରି ଲଙ୍ଗ ଲେୟାର ବ୍ୟାଙ୍ଗ୍‌...

ନେହା ଯେଉଁ ସ୍କୁଲରେ ପଢୁଥିଲେ, ସେହି ସ୍କୁଲ ବାହାରେ ସିଙ୍ଗଡା ବିକୁଥିଲେ ତାଙ୍କ ବାପା: ଏମିତି ହେଲେ ଟପ୍‌ ସିଙ୍ଗର୍‌

ବଲିଉଡର ସୁନ୍ଦରୀ ଗାୟିକା ନେହା କକ୍କରଙ୍କ ଆଜି ଜନ୍ମଦିନ। ୧୯୮୮, ଜୁନ ୬ରେ ଉତ୍ତରାଖଣ୍ଡର ହୃଷିକେଶରେ ଜନ୍ମଗ୍ରହଣ କରିଥିଲେ ନେହା। ମାତ୍ର ୪ ବର୍ଷ ବୟସରେ...

ସ୍ବାମୀ, ପୁଅଙ୍କ ସହ ମିଶି ଘରେ ଗଣେଶ ପୂଜା କଲେ କରୀନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ସ୍ବାମୀ ସୈଫ ଅଲ୍ଲୀ ଖାନ୍‌ ଏବଂ ପୁଅ ତୈମୁରଙ୍କ ସହ ମିଶି ପ୍ରଭୁ ଗଣେଶଙ୍କ ପୂଜା କରିଛନ୍ତି। ନିଜ...

ବର୍ଲିନରେ ହେବ ଆଲିଆଙ୍କ ‘ଗଙ୍ଗୁବାଇ କାଠିଆଓ୍ବାଡି’ର ପ୍ରିମିୟର

ନୂଆଦିଲ୍ଲୀ,୧୬।୧୨: ଆସନ୍ତା ବର୍ଷ ଫେବୃୟାରୀରେ ହେବାକୁ ଥିବା ୭୨ତମ ବର୍ଲିନ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବରେ ସଞ୍ଜୟ ଲୀଲା ଭଂସାଲିଙ୍କ ‘ଗଙ୍ଗୁବାଇ କାଠିଆଓ୍ବାଡି’ର ପ୍ରିମିୟର ହେବ। ଏହି...

ଫିଲ୍ମ ‘ଦ କଶ୍ମୀର ଫାଇଲ’କୁ ନେଇ ଏମିତି କହିଲେ ହିନା

ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ସବୁଆଡେ ଏବେ ଚର୍ଚ୍ଚା ଜୋର ଧରିଛି। ଫିଲ୍ମଟି ରିଲିଜ୍‌ ହେବା ପରେ ଏହାକୁ ଦେଖିବା ପାଇଁ...

ଖୁବ୍‌ଶୀଘ୍ର ୧୦୦୦ କୋଟି ଛୁଇଁବ ‘କୋଜିଏଫ୍‌-୨’

ଫିଲ୍ମ ଷ୍ଟାର୍‌ ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କୋଜିଏଫ୍‌-୨’ ରିଲିଜ୍‌ ହେବା ପରେ ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିଛି। ଫିଲ୍ମକୁ ଦେଖିବାକୁ ଦର୍ଶକଙ୍କ...

ସ୍ତ୍ରୀଙ୍କ ଜନ୍ମଦିନରେ ଏପରିି ଦାମୀ ଉପହାର ଦେଲେ ଏହି ଅଭିନେତା, ମୂଲ୍ୟ ଜାଣିଲେ…

ବଲିଉଡ ଅଭିନେତା ଅନିଲ କପୁର ତାଙ୍କ ସ୍ତ୍ରୀ ସୁନିତା କପୁରଙ୍କୁ ଜନ୍ମଦିନରେ ଏକ ସୁନ୍ଦର ଉପହାର ଦେଇଛନ୍ତି। ସୁନିତାଙ୍କ ଜନ୍ମଦିନରେ ଏକ ନୂଆ ମର୍ସିଡିଜ କାର୍‌...

୧୩୦୦କୋଟିର ସମ୍ପତ୍ତି, ୯୦କୋଟିର ବିଳାସମୟ ଘର: ଏଭଳି ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି ଏହି ସାଉଥ ସୁପରଷ୍ଟାର

ମୁମ୍ବାଇ: ସାଉଥ ସୁପରଷ୍ଟାର ତଥା ଅଭିନେତା ଚିରଞ୍ଜୀବଙ୍କ ପୁଅ ରାମ ଚରଣ ତେଜା ବେଶ୍‌ ଷ୍ଟାଇଲିଷ୍ଟ ହେବା ସହ ବିଳାସପୂର୍ଣ୍ଣ ଜୀବନ ଯାପନ କରିଥାନ୍ତି। ରାମ...

Advertisement
Archives

Model This Week