ମନୋରଞ୍ଜନ

ପ୍ରେମ ପାଇଁ…

ପ୍ରେମରେ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବାକୁ ବେଳେବେଳେ ବାଧାବିଘ୍ନର ସାମ୍‌ନା କରିବାକୁ ପଡ଼ିଥାଏ। ଏକ ସତ ଘଟଣା ଉପରେ ଆଧାରିତ ପ୍ରେମ କାହାଣୀ, ଯେଉଁଥିରେ କେବଳ ଲଭ୍‌ ନୁହେଁ, ପ୍ରତିଶୋଧ ଏବଂ ଭାବପ୍ରବଣତା ମଧ୍ୟ ରହିଛି। ଏହାକୁ ନେଇ ନିର୍ମିତ ହୋଇଛି ନୂଆ…

ବିବାହ ପରେ ଫିଲ୍ମ ଛାଡ଼ିବେ କାଟ୍ରିନା!

ମୁମ୍ବାଇ: ବଲିଉଡ୍‌ର ବାର୍ବି ଡଲ୍‌ କୁହାଯାଉଥିବା କାଟ୍ରିନା କୈଫ୍‌-ଭିକି କୌଶଲଙ୍କ ବିବାହକୁ ନେଇ ଆଜିକାଲି ଜୋର୍‌ ଚର୍ଚ୍ଚା ଚାଲିଛି। କୁହାଯାଉଛି, ଡିସେମ୍ବର ୯ରେ ଏହି ଯୋଡ଼ି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେମାନଙ୍କ ବିବାହ ସମ୍ବନ୍ଧୀୟ ଖବର ଚାରିଆଡ଼େ ଚର୍ଚ୍ଚା।…

ତୋ ନା ରେ ମୋର ହଁ

ଚଳିତ ବର୍ଷର ନୂଆ ଓଡ଼ିଆ ସିନେମା ତାଲିକାରେ ଆଉ ଏକ ଟାଇଟଲ ସାମିଲ ହୋଇଛି। ତାହା ହେଲା ‘ତୋ ନା ରେ ମୋର ହଁ’। ଜୋକର ପ୍ଲସ ଏଣ୍ଟରଟେନମେଣ୍ଟ ବ୍ୟାନରରେ ଏହାର ମହୁରତ ନିକଟରେ ଅନୁଷ୍ଠିତ ହେବା ସହ ଶୁଟିଂ ମଧ୍ୟ…

ବଲିଉଡ୍‌ରେ ଏଣ୍ଟ୍ରି କରିବେ ନିକ୍‌!

ମୁମ୍ବାଇ: ବଲିଉଡ୍‌ର ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ନିକ୍‌ ଜୋନାସ ଖୁବ୍‌ଶୀଘ୍ର ବଲିଉଡ୍‌ରେ ପ୍ରବେଶ କରିବେ । ନିକଟରେ ଏକ ସାକ୍ଷାତକାରରେ ନିକ୍‌ ବଲିଉଡ ଫିଲ୍ମର ବେଶ୍‌ ପ୍ରଶଂସା କରିଛନ୍ତି। ଆଉ ସେ କହିଛନ୍ତି ଯେ, ଏଠାକାର ଫିଲ୍ମ ବେଶ୍‌ ପ୍ରେରଣାଦାୟକ।…

କାଟ୍ରିନା-ଭିକିଙ୍କ ମଧ୍ୟରୁ କାହା ରୋଜଗାର ଅଧିକ

ବଲିଉଡ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଭିକି କୌଶଲଙ୍କ ବିବାହ ଖବର ଆଜିକାଲି ଗଣମାଧ୍ୟମରେ ଖୁବ ଚର୍ଚ୍ଚାରେ ରହିଛି। ଉଭୟ ଡିସେମ୍ବର ୯ରେ ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି କୁହାଯାଉଛି। ସେମାନଙ୍କ ବିବାହ ପାଇଁ ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି।…

ଅଧୁରା ରହିଲା ଆଶା

ବେଳେବେଳେ ଏ ମନ ଯାହା ଚାହେଁ ତାହା ପୂରଣ ହୋଇ ନ ଥାଏ। ଠିକ୍‌ ସେମିତି ପାଠ ପଢ଼ିବା ସମୟରେ ୟାମି ଗୌତମ ଭବଷ୍ୟତରେ କ’ଣ କରିବାକୁ ଲକ୍ଷ୍ୟ ରଖିଥିଲେ ଜାଣନ୍ତି ? ଓକିଲାତି ପଢ଼ିବାକୁ ତାଙ୍କର ଆଶା ଥିଲା। କିନ୍ତୁ…

ତୋ ପ୍ରେମରେ..

ଓଡ଼ିଆ ମ୍ୟୁଜିକ ଆଲବମ୍‌ ‘ତୋ ପ୍ରେମରେ’କୁ ନେଇ ଚର୍ଚ୍ଚା। ଜିତ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନରରେ ନିର୍ମିତ ଏହି ବ୍ୟୟବହୁଳ ମ୍ୟୁଜିକ୍‌ ଭିଡିଓ ନଭେମ୍ବର ଶେଷ ସପ୍ତାହରେ ୟୁଟ୍ୟୁବ୍‌ ମାଧ୍ୟମରେ ରିଲିଜ୍‌ ହୋଇ ସାଉଁଟିଛି ଅନେକ ପ୍ରଶଂସା। ଏହାର ଭିଜୁଆଲରେ ଅଭିନୟ କରିଛନ୍ତି ଆକ୍ଟର-କମ୍‌-ଆଙ୍କରର୍‌…

ଅଡୁଆ କରିଛି ବୋଲ୍ଡ ଶଟ୍‌

ମହେଶ ତନୟା ଆଲିୟା ଭଟ୍ଟ ଦୋଛକିରେ ପଡ଼ିଯାଇଛନ୍ତି। କାରଣ କ’ଣ ଜାଣନ୍ତି ? ନିକଟରେ ତାଙ୍କୁ ଏକ ନୂଆ ସିନେମା ଅଫର ମିଳିଛି। ପୁଣି ଏହି ଫିଲ୍ମ ପାଇଁ ତାଙ୍କୁ ଅଧିକ ପାରିଶ୍ରମିକ ମିଳିବ ବୋଲି ଶୁଣାଯାଉଛି। ହେଲେ ଏଥିରେ ଗୋଟିଏ…

ପ୍ରଥମଥର ହାତ ଧରାଧରି ହୋଇ ଆସିଲେ ଆଥିଆ-ରାହୁଲ

ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ତଥା ଅଭିନେତ୍ରୀ ଆଥିଆ ସେଟ୍ଟି ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥା’ନ୍ତି। ସେ କ୍ରିକେଟର କେ.ଏଲ ରାହୁଲଙ୍କ ସହ ସୋସିଆଲ ମିଡିଆରେ ଫଟୋ ଶେୟାର କରନ୍ତି। କେବଳ ଏତିକି ନୁହେଁ,…

କଙ୍ଗନାଙ୍କ ମଜା ଉଡ଼ାଇ ଫସିଲେ ୟୁଟ୍ୟୁବର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ଙ୍କ ମିମିକ୍ରି କରୁଥିବା ୟୁଟ୍ୟୁବର ସଲୋନି ଗୌର ଏଥର ଲୋକଙ୍କୁ ହସାଇବାକୁ ଯାଇ ଅସୁବିଧାରେ ପଡ଼ିଛନ୍ତି। କଙ୍ଗନାଙ୍କୁ ଟାର୍ଗେଟ କରି ୟୁଜରମାନେ ସଲୋନିଙ୍କୁ କଡ଼ା ସମାଲୋଚନା କରୁଛନ୍ତି। ସଲୋନି ତାଙ୍କର ସଦ୍ୟତମ ମିମିକ୍ରି ଭିଡିଓରେ କଙ୍ଗନାଙ୍କ…

ଅଭିନେତ୍ରୀ ହୋଇ ନ ଥିଲେ..

ଅଭିନୟ କରିବା ପୂର୍ବରୁ ଅନେକ କଳାକାର ଅନ୍ୟ ବିଷୟରେ ନିଜକୁ ପରିଚିତ କରାଇ ସାରିଥାଆନ୍ତି। କ୍ରିତି ସାନନ୍‌ ବା ସେଥିରୁ ବାଦ୍‌ ପଡ଼ନ୍ତେ କିପରି ? ପାଠପଢ଼ିବା ସମୟରେ ସେ ବକ୍ସିଂ ସହ ଜଡ଼ିତ ଥିଲେ। ଏପରି କି ରାଜ୍ୟସ୍ତରୀୟ ବକ୍ସିଂ…

ଏବେ ପରିଣୀତି କରୁଛନ୍ତି କ’ଣ

ପରିଣୀତି ଚୋପ୍ରାଙ୍କ ମୁଣ୍ଡକୁ ଏକ ନୂଆ ଆଇଡିଆ ଜୁଟିଛି। ଏଣିକି ସେ ଗାର୍ଡେନିଂ ପ୍ରତି କୁଆଡେ ମନୋନିବେଶ କରିବେ। କେବଳ ସେତିକି ନୁହେଁ, ପରିବେଶ ସୁରକ୍ଷା କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବେ। ଏ ନେଇ ପରିଣୀତି କହନ୍ତି, ‘ପିଲାଟି ଦିନରୁ ମୋର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?