ବିବାହ ପୂର୍ବରୁ ଭିକିଙ୍କ ଘରେ କାଟ୍ରିନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଭିକି କୌଶଲଙ୍କର ବିବାହ ଉତ୍ସବ ଆସନ୍ତା କାଲିଠୁ ଆରମ୍ଭ ହୋଇଯିବ।  କିନ୍ତୁ ସେମାନଙ୍କ ବିବାହକୁ ନେଇ ସେମାନେ ନିଜେ ଏ ବିଷୟରେ କୌଣସି ସୂଚନା ଦେଇନାହାନ୍ତି। ନିକଟରେ କାଟ୍ରିନା ରବିବାର ରାତିରେ ତାଙ୍କ ମା’ ଏବଂ ଭଉଣୀ ସହ ଭିକିଙ୍କ ଘରକୁ ଯାଇଥିଲେ। ତେବେ କାଟ୍ରିନା ଧଳା ରଙ୍ଗର ପିଷ୍ଟାଇନ୍‌ ଶାଢିରେ ନଜର ଆସୁଥିବା ବେଳେ ତାଙ୍କ ମା’ ସବୁଜ ରଙ୍ଗର କୁର୍ତ୍ତା ଏବଂ ଭଉଣୀ ବ୍ଲୁ ଡ୍ରେସରେ ଦେଖିବାକୁ ମିଳିଥିଲା। କାଟ୍ରିନା ଖୁବ୍‌ ସୁନ୍ଦର ଦେଖାଯାଉଥିଲେ। ସେ ଖୁସିରେ ଘର ବାହାରେ ପୋଜ୍‌ ଦେଉଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଛାଇ ଯାଇଛି।

କାଟ୍ରିନା ଏବଂ ଭିକି ତାଙ୍କ ବିବାହ ପାଇଁ ସବୁ ପ୍ରକାର ଆୟୋଜନ କରିସାରିଥିବା ଜଣାପଡିଛି। ସେ ତାଙ୍କ ବିବାହ ପାଇଁ ମଧ୍ୟ ଏସ୍‌ଓପି ଜାରି କରିଛନ୍ତି। ଫୋନ୍‌ ଆଉ ମିଡିଆକୁ ଅନୁମତି ନାହିଁ ବୋଲି ସେ ପୂର୍ବରୁ କହିଥିଲେ। ତେବେ ତାଙ୍କ ବିବାହ ଆସନ୍ତା ୯ରେ ହେବା ନେଇ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ଧକ୍କା ମାରି କାର୍‌ରୁ ବାହାର କରିଦେଲେ ପ୍ରିୟଙ୍କା ଚୋପ୍ରା

ଗ୍ଲୋବାଲ ଷ୍ଟାର ଦମ୍ପତି ନିକ୍‌ ଜୋନାସ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ବିବାହକୁ ଇତିମଧ୍ୟରେ ଦୁଇ ବର୍ଷ ପୂରଣ ହୋଇଛି। ଏହି ଅବସରରେ ଉଭୟ ନିଜ ରାଜକୀୟ...

ଏହି କାରଣରୁ ଅମିତାଭଙ୍କ ପ୍ରତି ଆକର୍ଷିତ ଥିଲେ ରେଖା

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଏବଂ ରେଖାଙ୍କ ପ୍ରେମ କାହାଣୀ କାହାକୁ ଅଛପା ନାହିଁ। ଏକ ସମୟରେ ଏହି ଯୋଡି ନିଜର ପ୍ରେମ କାହାଣୀ ପାଇଁ...

ଟ୍ୱିଙ୍କଲ ଶେୟାର କଲେ ଟ୍ରକ ପଛରେ ଲାଗିଥିବା ‘ମେଲା’ ଫିଲ୍ମର ପୋଷ୍ଟର

ମୁମ୍ବାଇ: ବଲିଉଡ୍‌ର ବିଗତ ଦିନର ନାୟିକା ଟ୍ୱିଙ୍କଲ ଖାନ୍ନା ଏବେ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ଆସିଛନ୍ତି ଚର୍ଚ୍ଚାକୁ । ତାଙ୍କ ଅଭିନୀତ...

ମୋ’ ଟିମ୍‌ ପାଇଁ ମୁଁ ଗର୍ବିତ- ଶାହରୁଖ

କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ଦେଶବାସୀ ତଥା ସରକାରଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଅନେକ ବଲିଉଡ ତାରକା। ଏଥିମଧ୍ୟରେ ସୁପରଷ୍ଟାର୍‌ ଶାହରୁଖ ଖାନ...

ସ୍ପାଇଡରମ୍ୟାନ୍‌ଙ୍କ ଆଗରେ ହାତ ଯୋଡିଲେ ଶିଳ୍ପା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରୁହନ୍ତି। ନିକଟରେ ସେ ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର...

କାଜଲଙ୍କ ରୂପରେ ଏହି ଗୀତରେ ନାଚୁଛନ୍ତି କରଣ, ଭିଡିଓ ଭାଇରାଲ

ମୁମ୍ବାଇ: ଫିଲ୍ମ ନିର୍ମାତା କରଣ ଜୋହର ଆଜିକାଲି ଚର୍ଚ୍ଚାରେ ରହୁଛନ୍ତି। ନିକଟରେ ସେ କହିଥିଲେ, ପିଲାମାନଙ୍କ ଉପରେ ତାଙ୍କର ପ୍ରଥମ ପୁସ୍ତକ ଲେଖିବାକୁ ଯାଉଛନ୍ତି। କରଣଙ୍କ...

ଛୁଟି କାଟିବାକୁ ଯାଇ ବଲିଉଡ୍ ‌ବାଦଶାହଙ୍କର ହେଲା ଏମିତି ଅବସ୍ଥା

ବଲିଉଡ୍‌ର ପ୍ରସିଦ୍ଧ ରାପର ବାଦଶାହଙ୍କ ଏକ ଫଟୋ ପ୍ରଶଂସକଙ୍କ ଚିନ୍ତା ବଢ଼ାଇଦେଇଛି। ଫଟୋଟିକୁ ବାଦ୍‌ଶାହ ନିଜେ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେୟାର କରିଛନ୍ତି। ଏହି ଫଟୋରେ...

ଅନୁଷ୍କା ଶର୍ମା ପ୍ରଯୋଜିତ ‘ବୁଲ୍‌ବୁଲ’ର ଟ୍ରେଲର ରିଲିଜ୍‌: ଅପରାଧ, ସସ୍‌ପେନ୍ସ, ପ୍ରେମରେ ଭରପୂର

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଦ୍ୱିତୀୟ ଓ୍ବେବ୍‌ ସିରିଜ୍‌ ‘ବୁଲବୁଲ’ର ଟ୍ରେଲର ରିଲିଜ୍‌ ହୋଇଛି। ଏଥିରେ ଅଭିନେତ୍ରୀ ତୃପ୍ତି ଡିମରୀଙ୍କୁ ବଙ୍ଗାଳୀ...

Advertisement
Archives

Model This Week