ମନୋରଞ୍ଜନ

ମେହେନ୍ଦୀ ଫଟୋ ଶେୟାର କଲେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲଙ୍କ ବିବାହ ଡିସେମ୍ବର ୯ରେ ରାଜସ୍ଥାନର ସୱାଇ ମାଧୋପୁରର ସିକ୍ସ ସେନ୍ସ ଫୋର୍ଟ ବାରୱାରାରେ ହୋଇଥିଲା। ବିବାହ ପରେ ସେମାନେ ହନିମୁନ ଯାଇଥିଲେ। ପରେ ମୁମ୍ବାଇ ଫେରିଆସିଥିଲେ। ମୁମ୍ବାଇ ଏୟାରପୋର୍ଟରେ ଦୁହେଁ…

ନିର୍ମାଣ ହେବ ‘ବଜରଙ୍ଗି ଭାଇଜାନ’ର ସିକ୍ୱିଏଲ’

ମୁମ୍ବାଇ: ଦୀର୍ଘ ୬ ବର୍ଷ ତଳେ ରିଲିଜ୍ ହୋଇଥିବା ସୁପରହିଟ୍ ଫିଲ୍ମ ‘ବଜରଙ୍ଗି ଭାଇଜାନ’ ସଲମାନ ଖାଁଙ୍କ କ୍ୟାରିୟରରେ ଆଣିଥିଲା ଏକ ନୂଆ ମୋଡ । ଏଥିରେ ସଲମାନଙ୍କ ଅଭିନୟକୁ ଦର୍ଶକେ ବେଶ୍ ପ୍ରଶଂସା କରିଥିଲେ । ଏବେ ଏହି ଫିଲ୍ମର…

ଏହି ଫିଲ୍ମରେ ଥିଲା ବଲିଉଡ୍‌ର ପ୍ରଥମ ଚୁମ୍ବନ ଦୃଶ୍ୟ

ହିନ୍ଦୀ ସିନେମା ଇତିହାସ ବେଶ୍‌ ସମୃଦ୍ଧଶାଳୀ। ଆଜିର ସମୟରେ, ବଲିଉଡରେ ଅନ୍ତରଙ୍ଗ ଦୃଶ୍ୟ ରହିବା ଏକ ସାଧାରଣ କଥା ହୋଇଗଲାଣି, କିନ୍ତୁ ଏକ ସମୟ ଥିଲା ଯେତେବେଳେ ହିରୋ ଏବଂ ହିରୋଇନଙ୍କ ମଧ୍ୟରେ ରୋମାନ୍ସ ଦୃଶ୍ୟ ମଧ୍ୟ ଭାବିଚିନ୍ତି ଶୁଟିଂ କରାଯାଉଥିଲା।…

୧୦୦ କୋଟି କ୍ଲବ୍‌ରେ ପୁଷ୍ପା

ସାଉଥ ଫିଲ୍ମ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦନ୍ନାଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପୁଷ୍ପା: ଦି ରାଇଜ’ ପରଦାରେ ଧମାଲ୍‌ କରିଛି। ଡିସେମ୍ବର ୧୭ରେ ପରଦା ଉପରକୁ ଆସିଥିବା ଏହି ଫିଲ୍ମ ଦୁଇ ଦିନରେ ୧୦୦ କୋଟି ଟଙ୍କା ରୋଜଗାର…

ଘର ଭଡା ଦେଲେ କାଜୋଲ

ବଲିଉଡର ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରୁ କାଜୋଲ ଅନ୍ୟତମ। ସେ ତାଙ୍କ ସ୍ବାମୀ ତଥା ଅଭିନେତା ଅଜୟ ଦେବଗନଙ୍କ ସହ ଜୁହୁର ଏକ ବିଳାସପୂର୍ଣ୍ଣ ବଙ୍ଗଳାରେ ରୁହନ୍ତି। ମୁମ୍ବାଇର ପୋୱାଇରେ ଏହି ଦମ୍ପତିଙ୍କର ଆଉ ଏକ ଆପାର୍ଟମେଣ୍ଟ ଅଛି। ଏବେ କାଜୋଲ ଏହି…

ବକ୍ସ ଅଫିସରେ ଧମାଲ କରୁଛି ‘ପୁଷ୍ପା’

ମୁମ୍ବାଇ,୧୯।୧୨: ବକ୍ସ ଅଫିସରେ ଧମାଲ ମଚାଉଛି ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’। ଶୁକ୍ରବାର ୫ଟି ଭାଷାରେ ରିଲିଜ ହୋଇଥିବା ଫିଲ୍ମ ‘ପୁଷ୍ପା: ଦ ରାଇଜ’ ୨ଦିନ ମଧ୍ୟରେ ୧୦୦ କୋଟି କ୍ଲବରେ ସାମିଲ ହୋଇଛି। ଟ୍ରେଡ ଆନାଲିଷ୍ଟ ରମେଶ…

ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ନ ଦେଇ ରାକ୍ଷୀଙ୍କୁ ବିବାହ କରିଛନ୍ତି ରିତେଶ, ପୁଣି ଚର୍ଚ୍ଚାରେ…

ବମ୍ବେ: ପୁଣି ଚର୍ଚ୍ଚାରେ ରାକ୍ଷୀ ସାଓ୍ବନ୍ତ। ବିଗ୍‌ ବସ୍‌ ୧୫ ଘରେ ସ୍ବାମୀ ରିତେଶ ସିଂହଙ୍କ ସହ ଏଣ୍ଟ୍ରି ନେଇଥିଲେ ସେ। ସେବେଯାଏ ସେ ସମସ୍ତଙ୍କଠାରୁ ରିତେଶଙ୍କ ପରିଚୟ ଲୁଚାଇ ରଖିଥିଲେ। ଏବେ କିନ୍ତୁ ରିତେଶଙ୍କ ସହ ତାଙ୍କର ସମ୍ପର୍କ ସତ…

ନେତାଙ୍କ ପୁଅ ବାହାଘରରେ ଧୂମ୍‌ ନାଚିଲେ ଅଭିନେତା

ମୁମ୍ବାଇ: ଏନ୍‌ସିପି ନେତା ତଥା ରାଜ୍ୟସଭା ଏମ୍‌ପି ପ୍ରଫୁଲ୍ଲ ପଟେଲଙ୍କ ପୁଅ ଜୟପୁରରେ ବିବାହ କରୁଛନ୍ତି। ଏହି ବିବାହ ଉତ୍ସବରେ ଯୋଗଦେବାକୁ ଆସିଥିବା ‘ଜୁମ୍ମେ କି ରାତ୍‌’ ଗୀତରେ ସଲମାନ ଖାନ୍‌ଙ୍କ ଧୂମ ନାଚୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ…

ବୋଲ୍ଡ ଲୁକ୍‌ରେ ଦୀପିକା

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଡିମ୍ପଲ ଗର୍ଲ ଦୀପିକା ପାଦୁକୋନ କେବଳ ତାଙ୍କ ଅଭିନୟ ପାଇଁ ନୁହେଁ ବରଂ ଷ୍ଟାଇଲ ପାଇଁ ମଧ୍ୟ ଜଣାଶୁଣା। ସେ ଯାହା ବି ପିନ୍ଧନ୍ତି ତାହା ଏକ ଷ୍ଟାଇଲ୍‌ ଷ୍ଟେଟ୍‌ମେଣ୍ଟ ହୋଇଯାଏ। ସୋସିଆଲ ମିଡିଆରେ ଦୀପିକା…

ବୁର୍ଜ ଖଲିଫାରେ ‘୮୩’ର ଟ୍ରେଲର, ଖୁସିରେ କାନ୍ଦି ପକାଇଲେ ଦୀପିକା

ମୁମ୍ବାଇ: କବିର ଖାଁଙ୍କ ନିର୍ଦ୍ଦେଶିତ ଫିଲ୍ମ ‘୮୩’ର ଟ୍ରେଲର ଦର୍ଶକଙ୍କ ଏକ୍ସସାଇଟମେଣ୍ଟକୁ ବଢାଇ ଦେଇଛି । ସମସ୍ତେ ଟ୍ରେଲର ଦେଖିବା ପରେ ଫିଲ୍ମ ନିଶ୍ଚୟ ହିଟ ହେବ ବୋଲି ମତ ଦେଉଛନ୍ତି । ଫିଲ୍ମର ଷ୍ଟାର କାଷ୍ଟ ଦୀପିକା ପାଦୁକୋନ, ରଣବୀର…

ବାହା ହେଲେ ଆମିର!

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି । ଗୋଟିଏ ପଟେ ସେ ତାଙ୍କ ଅପକମିଂ ଫିଲ୍ମ ‘ଲାଲ ସିଂ ଚଡ୍ଡା’କୁ ନେଇ ଚର୍ଚ୍ଚାରେ ଥିବା ବେଳେ ଅନ୍ୟପଟେ ବିବାହ ଖବର ତାଙ୍କ…

ବୋଲ୍ଡ ଲୁକ୍‌ରେ ନଜର ଆସିଲେ ରାମାନନ୍ଦ ସାଗରଙ୍କ ଅଣନାତୁଣୀ

ବମ୍ବେ: ଚର୍ଚ୍ଚାରେ ରାମାନନ୍ଦ ସାଗରଙ୍କ ଅଣନାତୁଣୀ ସାକ୍ଷୀ ଚୋପ୍ରା। ବମ୍ବେର ରାସ୍ତାରେ ଗୋଲାପୀ ରଙ୍ଗର ହଟ୍‌ ପୋଷାକ ପିନ୍ଧିଥିବା ନଜର ଆସିଥିଲେ ସେ। ଏହାର କିଛି ଫଟୋ ଏବେ ଭାଇରାଲ ହେଉଛି। ସାକ୍ଷୀ ଓ୍ବାନ୍‌ ସୋଲ୍ଡର ଷ୍ଟ୍ରେଟ୍‌ ଟପ୍‌ ସହ ଥାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?