ମନୋରଞ୍ଜନ

କାହିଁକି ସୋସିଆଲ୍‌ ମିଡିଆରୁ ସ୍ବାମୀଙ୍କ ସର୍‌ନେମ୍‌ ହଟାଇଲେ ପ୍ରିୟଙ୍କା: କଲେ ଖୁଲାସା

ସୋସିଆଲ ମିଡିଆରୁ ତାଙ୍କ ସ୍ବାମୀ ନିକ ଜୋନାସଙ୍କ ସରନେମ୍‌କୁ ହଟାଇ ଦେଇଥିବା ପ୍ରିୟଙ୍କା ଚୋପ୍ରା ଏହି ପ୍ରସଙ୍ଗରେ ପ୍ରଥମ ଥର ମୁହଁ ଖୋଲିଛନ୍ତି। ମୁଁ ମୋର ୟୁଜରନେମ୍‌ ମୋ ଟୁଇଟର୍‌ ସହିତ ସମାନ୍‌ କରିବାକୁ ଚାହୁଁଥିଲି ସେଥିପାଇଁ ଏପରି କଲି। କିନ୍ତୁ…

‘ଦୟାଳୁ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ’

ମୁମ୍ବାଇ: ଅଭିନେତ୍ରୀ ଆଥିଆ ଶେଟ୍ଟୀ ନିଜର ଲୁକ୍‌କୁ ନେଇ ଚର୍ଚ୍ଚାରେ ରୁହନ୍ତି। ସେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। ନିକଟରେ ସେ ଏକ ସାକ୍ଷାତକାରରେ ନଜର ଆସିଥିଲେ। କିଶୋର ଅବସ୍ଥାରେ ତାଙ୍କୁ ତାଙ୍କ ଦେହର ରଙ୍ଗ ପାଇଁ ଟ୍ରୋଲ କରାଯାଇଥିଲା ବୋଲି…

ପୁଣି ପ୍ରେମରେ ପଡିଲେ ହ୍ରିତିକ ରୋଶନଙ୍କ ପୂର୍ବତନ ସ୍ତ୍ରୀ

ବଲିଉଡ ଅଭିନେତା ହ୍ରିତିକ ରୋଶନ ସୁଜାନେ ଖାନଙ୍କଠାରୁ ଛାଡପତ୍ର ନେଇଛନ୍ତି। ସୁଜାନେ ଏବେ ପୁଣିଥରେ ପ୍ରେମରେ ପଡିଛନ୍ତି। ହ୍ରିତିକ୍‌ଙ୍କ ଠାରୁ ଅଲଗା ହେବାପରେ ସୁଜାନେ ଆଜିକାଲି ଟିଭି ଅଭିନେତା ଅଲି ଗୋନିଙ୍କ ଭାଇ ଆର୍ସଲାନ ଗୋନିଙ୍କୁ ଡେଟ୍‌ କରୁଛନ୍ତି। ଉଭୟଙ୍କୁ ଅନେକ…

ଏକାଥରକେ ୫୦ ଫିଲ୍ମ ସାଇନ୍‌ କରିଥିଲେ ଏହି ପ୍ରସିଦ୍ଧ ଅଭିନେତା

ହିରୋ ନମ୍ବର ଗୋବିନ୍ଦା ଆଜି ୫୮ ବର୍ଷରେ ପଦାର୍ପଣ କରିଛନ୍ତି। ୯୦ ଦଶକରେ ସେ ଅନେକ କମେଡି ଫିଲରେ ଅଭିନୟ କରି ରାତାରାତି ଷ୍ଟାର ପାଲଟିଥିଲେ। ଫିଲ୍ମ ‘କୁଲି ନଂ ୧’ ହେଉ କିମ୍ବା ‘ହଦ କର ଦି ଆପ୍ନେ’ ଭଳି…

ମାତ୍ର ୧୫ ବର୍ଷ ବୟସରୁ ଅଭିନୟ ଦୁନିଆରେ ଏଣ୍ଟ୍ରି କରିଥିଲେ ତମନ୍ନା

ମୁମ୍ବାଇ: ୟଙ୍ଗଷ୍ଟରଙ୍କ ପ୍ରଥମ ପସନ୍ଦ ନାୟିକା ତମନ୍ନା ଭାଟିଆ ଚଳିତ ବର୍ଷ ତାଙ୍କର ୩୧ ତମ ଜନ୍ମଦିନ ପାଳନ କରୁଛନ୍ତି । ୨୧ ଡିସେମ୍ବର ୧୯୮୯ରେ ଜନ୍ମନେଇଥିବା ତମନ୍ନା ମାତ୍ର ୧୫ ବର୍ଷ ବୟସରେ ଅଭିନୟ ଦୁନିଆରେ ପାଦ ରଖିଥିଲେ ।…

ବିଜ୍ଞାପନରୁ କ୍ୟାରିୟର ଆରମ୍ଭ କରି ଗୋଟିଏ ବର୍ଷରେ ସାଇନ୍ କରିଥିଲେ ୪୦ ଫିଲ୍ମ

ମୁମ୍ବାଇ: ହିରୋ ନମ୍ବର ୱାନ, କୁଲି ନମ୍ବର ୱାନ । ଏହି ନମ୍ବର ୱାନ ନାୟକ ଜଣକ ହେଉଛନ୍ତି ବଲିଉଡର ବହୁ ପରିଚିତ ନାୟକ ଗୋବିନ୍ଦା । ଯାହା ଅଣ୍ଟା ହଲିଗଲେ ଦୋହଲିଯାଏ ଷ୍ଟେଜ । ଗୋବିନ୍ଦା ୫୮ ବର୍ଷରେ ପଦାର୍ପଣ…

ମା’ହେବେ କାଜଲ!

ମୁମ୍ବାଇ: ସାଉଥ୍ ସୁନ୍ଦରୀ କାଜଲ ଅଗ୍ରୱାଲ ମା’ ହେବା ଖବର କିଛିଦିନ ହେଲା ଚର୍ଚ୍ଚାରେ ରହୁଛି । ହେଲେ ଏହା କେତେ ସତ ତାହା ଏପଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏବେ କାଜଲ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ଏକ…

ଗଣମାଧ୍ୟମ, ଫଟୋଗ୍ରାଫରଙ୍କୁ ଧନ୍ୟବାଦ ଜଣାଇଲେ ଅନୁଷ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଅନ୍ୟ ଅଭିନେତ୍ରୀମାନଙ୍କ ଅପେକ୍ଷା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌। ଅନୁଷ୍କା ସବୁବେଳେ ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ତାଙ୍କ ଫଟୋ ଏବଂ ଭିଡିଓ ଶେୟାର କରିଥାନ୍ତି। ଏବେ ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ…

ଇଡିରେ ହାଜର ହେଲେ ଐଶ୍ୱର୍ଯ୍ୟା

ମୁମ୍ବାଇ,୨୦ା୧୨: ବହୁ ଚର୍ଚ୍ଚିତ ପାନାମା ପେପର୍ସ ମାମଲାରେ ବଚ୍ଚନ ପରିବାର ପାଇଁ ଅଡୁଆ ବଢ଼ିଛି। ବଲିଉଡ୍‌ ଅଭିନେତ୍ରୀ ତଥା ବଚ୍ଚନ ପରିବାରର ବୋହୂ ଐଶ୍ୱର୍ଯ୍ୟା ରାୟ ଇଡିରେ ହାଜର ହୋଇଛନ୍ତି। ଦିଲ୍ଲୀର ଲୋକନାୟକ ଭବନରେ ସେ ସୋମବାର ପୂର୍ବାହ୍ନରେ ପହଞ୍ଚିଛନ୍ତି। ସୂଚନାନୁସାରେ,…

ଆଗାମୀ ଫିଲ୍ମର ନାମ ଘୋଷଣା କଲେ କରଣ

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ନିର୍ମାତା କରଣ ଜୋହର ତାଙ୍କର ଆଗାମୀ ଫିଲ୍ମର ନାମ ଘୋଷଣା କରିଛନ୍ତି। ତେବେ ଏହି ଫିଲ୍ମର ନାମ ହେଉଛି ଗେହରାଇୟାଁ। ଏଥିରେ ଅଭିନେତ୍ରୀ ଦୀପିକା ପାଦୁକୋନ, ସିଦ୍ଧାନ୍ତ ଚର୍ତୁବେଦୀ ଏବଂ ଅନନ୍ୟା ପାଣ୍ଡେ ଅଭିନୟ କରିବେ। ଏହି…

ପ୍ରେମ ପାଇଁ ସମୟ ପାଇନି

ଶିଶୁ କଳାକାର ଓ ପରେ ଚଳଚ୍ଚିତ୍ର ନାୟିକା ସାଜି ଅଗଣିତ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଥିବା ଅଭିନେତ୍ରୀ ହେଉଛନ୍ତି ଭୂମିକା ଦାଶ। ପିଲାଟି ଦିନରୁ ଓଡ଼ିଶୀ ନୃତ୍ୟ ପ୍ରତି ଆଗ୍ରହୀ ଥିଲେ। ପ୍ରଥମ ଚଳଚ୍ଚିତ୍ର ‘ରୁମ୍‌କୁ ଝୁମାନା’ରେ ଶିଶୁ କଳାକାର ଭାବେ…

ଫଶିଲେ ଐଶ୍ୱର୍ଯ୍ୟା

ମୁମ୍ବାଇ,୨୦।୧୨: ବହୁ ଚର୍ଚ୍ଚିତ ପାନାମା ପେପର ଲିକ ମାମଲାରେ ବଚ୍ଚନ ପରିବାରର ବୋହୂ ଏବଂ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ସୋମବାର ଦିଲ୍ଲୀର ଲୋକନାୟକ ଭବନରେ ଇଡିରେ ହାଜର ହେବେ। ଇଡି ତାଙ୍କୁ ପଚରାଉଚରା ପାଇଁ ଡାକିଛି। ଦୀର୍ଘ ଦିନ ଧରି ପାନାମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?