ମନୋରଞ୍ଜନ

‘ନିକ ଜୋନାସଙ୍କ ସ୍ତ୍ରୀ’ କହିବାରୁ ପ୍ରବଳ ରାଗିଗଲେ ପ୍ରିୟଙ୍କା

ସୋସିଆଲ ମିଡିଆରୁ ତାଙ୍କ ସ୍ବାମୀ ନିକ ଜୋନାସଙ୍କ ସରନେମ୍‌କୁ ହଟାଇ ଦେଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ପୁଣି ଚର୍ଚ୍ଚାରେ ଅଛନ୍ତି। ତାଙ୍କୁ ‘ନିକ ଜୋନାସଙ୍କ ସ୍ତ୍ରୀ’ କୁହାଯାଉଥିବାରୁ ସେ ରାଗିଯାଇଛନ୍ତି। ସେ ଇନଷ୍ଟାଗ୍ରାମରେ କିଛି ନ୍ୟୁଜ ସ୍କ୍ରିନସଟ ଶେୟାର କରିଛନ୍ତି,ଯେଉଁଥିରେ…

ସ୍ପାଇଡରମ୍ୟାନ୍‌ଙ୍କ ଆଗରେ ହାତ ଯୋଡିଲେ ଶିଳ୍ପା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରୁହନ୍ତି। ନିକଟରେ ସେ ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ସେ ସେହି ଭିଡିଓରେ ଏକ ସ୍ପାଇଡରମ୍ୟାନ୍‌ଙ୍କ ଆଗରେ ହାତ ଯୋଡିଛନ୍ତି। ପ୍ରକୃତରେ ହଲିଉଡ…

କ୍ୟାଟ୍ରିନାଙ୍କ ଫଟୋକୁ ଜୁମ୍‌ କରି ଦେଖନ୍ତି ସଲମାନ୍‌

ବଲିଉଡ୍‌ ଅଭିନେତା ସଲମାନ୍‌ ଖାନଙ୍କ ନାମ ଅନେକ ଅଭିନେତ୍ରୀଙ୍କ ସହ ଜୋଡ଼ା ଯାଇଛି। ବାର୍ବୀ ଡଲ୍‌ କ୍ୟାଟ୍ରିନା କୈଫ୍‌ଙ୍କ ସହିତ ତାଙ୍କ ଘନିଷ୍ଠତା ଥିବା ସମସ୍ତେ ଜାଣନ୍ତି। ତାଙ୍କ ପାଇଁ ସଲମାନଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ରହିଛି । ଦେବଙ୍ଗ…

ବର୍ଲିନରେ ହେବ ଆଲିଆଙ୍କ ‘ଗଙ୍ଗୁବାଇ କାଠିଆଓ୍ବାଡି’ର ପ୍ରିମିୟର

ନୂଆଦିଲ୍ଲୀ,୧୬।୧୨: ଆସନ୍ତା ବର୍ଷ ଫେବୃୟାରୀରେ ହେବାକୁ ଥିବା ୭୨ତମ ବର୍ଲିନ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବରେ ସଞ୍ଜୟ ଲୀଲା ଭଂସାଲିଙ୍କ ‘ଗଙ୍ଗୁବାଇ କାଠିଆଓ୍ବାଡି’ର ପ୍ରିମିୟର ହେବ। ଏହି ଅନ୍ତର୍ଜାତୀୟ ଫିଲ୍ମ ଉତ୍ସବରେ ଏକମାତ୍ର ଭାରତୀୟ ଫିଲ୍ମ ଭାବେ ‘ଗଙ୍ଗୁବାଇ କାଠିଆଓ୍ବାଡି’ ପ୍ରଦର୍ଶିତ ହେବ।…

ନୂଆ ଲୁକ୍‌ରେ ଦେଶୀ ଗର୍ଲ

ମୁମ୍ବାଇ: ବଲିଉଡ୍ ଦେଶୀ ଗର୍ଲ ଅନେକ ସମୟରେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥାଆନ୍ତି । ଏବେ ସେ ହଲିଉଡ ମୁଭି ପାଇଁ ବ୍ୟସ୍ତଥିବା ବେଳେ ସୋସିଆଲ ମିଡିଆରେ କିନ୍ତୁ ଖୁବ୍ ଆକ୍ଟିଭ ଏହି ଅଭିନେତ୍ରୀ । ଅନେକ ସମୟରେ ସେ ତାଙ୍କର…

ଆରମ୍ଭରୁ ଫ୍ଲପ୍‌, ତା’ ପରେ..

ନୋରା ଫତେହି ୨୦୧୪ରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ଫିଲ୍ମଟି ଥିଲା ‘ରୋର୍‌ : ଟାଇଗର୍‌ସ ଅଫ୍‌ ଦ ସୁନ୍ଦରବନସ୍‌’। ହେଲେ ଏହାକୁ ନେଇ ତାଙ୍କର ଯେଉଁ ଆଶା ଥିଲା ତାହା ପାଣି ଫୋଟକା ପରି ମିଳେଇ ଯାଇଥିଲା। ଅର୍ଥାତ୍‌ ପ୍ରଥମ ଫିଲ୍ମଟି…

ଦୀପିକା-ରଣଭୀରଙ୍କ ମଧ୍ୟରୁ କିଏ କାହାକୁ ବେଶୀ ଡରନ୍ତି

୨୦୨୧ରେ ବଲିଉଡ୍‌ର ସବୁଠୁ ପାୱାର୍‌ଫୁଲ୍‌ ଦମ୍ପତି ତାଲିକାର ସର୍ବାଗ୍ରେ ଅଛନ୍ତି ଅଭିନେତା ରଣଭୀର ସିଂ ଏବଂ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଦୀପିକା ପାଦୁକୋନ। ଏକ ସର୍ଭେରେ ଏହି ଯୋଡି ଇଣ୍ଡଷ୍ଟ୍ରିରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଦୁହେଁ ସୋସିଆଲ ମିଡିଆରେ ମଧ୍ୟ…

ବୋଲ୍ଡ ଶଟ୍‌ ପାଇଁ..

ନୁସରତ ଭରୁଚାଙ୍କ ଆଇଡିଆକୁ ମାନିବାକୁ ପଡ଼ିବ। ନିକଟରେ ସେ ଅଭିନୟ କରୁଥିବା ସିନେମା ‘ଛୋଟେ ଛୋଟେ ପେଗ୍‌’ ଟାଇଟଲ ବିଶିଷ୍ଟ ଏକ ସିନେମାର ଶୁଟିଂ ସେଟ୍‌କୁ ନିଜ ପରିବାରକୁ ନେଇ ଯାଇଥିଲେ। କିନ୍ତୁ ଶୁଟିଂ ଅଧାରେ ତାଙ୍କ ପରିବାରକୁ ଘରକୁ ଫେରିବାକୁ…

ପରିବେଶ ଚିନ୍ତା

ମୌନି ରୟଙ୍କ ମୁଣ୍ଡକୁ ଏବେ ଏକ ନୂଆ କଥା ଜୁଟିଛି। ଅଭିନୟ ତ ଚାଲୁ ରହିବ, ତା’ ସହ ଆଉ ଏକ କ୍ଷେତ୍ରରେ ପାଦ ରଖୁଛନ୍ତି ସେ। ତାହା ହେଲା ପରିବେଶ ସୁରକ୍ଷା। କଥା କ’ଣ କି ନିକଟରେ ସେ ଏକ…

ଆଲିୟାଙ୍କ ଆକଳନ

କଥାରେ ଅଛି ଅପେକ୍ଷାର ଫଳ ମିଠା। ହେଲେ ଅପେକ୍ଷା କରିବାକୁ ଧୈର୍ଯ୍ୟର ଆବଶ୍ୟକତା ରହିଛି। ତେବେ ଏଥିପାଇଁ ମନ ଦୁଃଖ କରୁନାହାନ୍ତି ମହେଶ ତନୟା ଆଲିୟା ଭଟ୍ଟ। କାରଣ ତାଙ୍କ ଅଭିନୀତ ବିଗ୍‌ ବଜେଟ ଫିଲ୍ମ ‘ଆର୍‌ଆର୍‌ଆର୍‌’ ଆସନ୍ତା ବର୍ଷ ରିଲିଜ…

ପ୍ରଥମ ଫିଲ୍ମର ମିଟିଂ ବେଳେ ସୁରଭିନଙ୍କୁ ଏମିତି ପ୍ରଶ୍ନ…

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରି ହେଉ ଅବା ଟଲିଉଡ୍‌ ଇଣ୍ଡଷ୍ଟ୍ରି ସମସ୍ତେ କାଷ୍ଟିଂ କାଉଚ୍‌ରେ ଶିକାର ହୋଉଛନ୍ତି । ତେବେ ନିକଟରେ ଅଭିନେତ୍ରୀ ସୁରଭିନ ଚାୱଲା ମଧ୍ୟ କାଷ୍ଟିଂ କାଉଚ୍‌ର ଶିକାର ହୋଇଥିବା ନେଇ ମୁହଁ ଖୋଲିଛନ୍ତି। ଏକ ରେଡିଓ କାର୍ଯ୍ୟକ୍ରମର ସାକ୍ଷାତକାରରେ…

ହରନାଜଙ୍କୁ ଗ୍ରାଣ୍ଡ ୱେଲକମ୍‌

ମୁମ୍ବାଇ,୧୬ ।୧୨: ଚଳିତ ବର୍ଷର ମିସ୍ ୟୁନିଭର୍ସ ମୁକୁଟ ବିଜୟିନୀ ହରନାଜ ସାନ୍ଧୁ ବୁଧବାର ବିଳମ୍ବିତ ରାତିରେ ସ୍ୱଦେଶ ଫେରିଛନ୍ତି । ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଗ୍ରାଣ୍ଡ ୱେଲକମ୍ କରାଯାଇଛି । ଏହି ସମୟରେ ହରନାଜଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?