ମନୋରଞ୍ଜନ

ଅନନ୍ୟାଙ୍କୁ ପସନ୍ଦ ନୁହେଁ ଧଳା ପୋଷାକ

ମୁମ୍ବାଇ: ବଲିଉଡ୍ ଷ୍ଟାର କିଡ୍ ତଥା ନବାଗତା ନାୟିକା ଅନନ୍ୟା ପାଣ୍ଡେ । ଶୀତରେ ବି ଝାଳ ବୋହିବାର ତାକତ ଅଛି ଏହି ନାୟିକାଙ୍କର । ତାଙ୍କ ଷ୍ଟାଇଲ ସବୁଠାରୁ ନିଆରା । ହେଲେ ଚଙ୍କି ପାଣ୍ଡେଙ୍କ ଏହି ଅଲିଅଳି କନ୍ୟା…

ସୈଫଙ୍କ ମୁଣ୍ଡ ଫ୍ରାଇଂ ପ୍ୟାନ୍‌ରେ ଫଟାଇ ଦେବାକୁ ଚାହୁଁଥିଲେ ଅମୃତା, କାରଣ ଜାଣିଲେ…

ବମ୍ବେ: ଏକ ସମୟରେ ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ଅମୃତା ସିଂହ ଜଣେ ଥିଲେ। ଅନେକ ସୁପରହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି ସେ। ହେଲେ ନିଜଠାରୁ ବୟସରେ କମ୍‌ ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କୁ ବିବାହ କରି ସେ ଚର୍ଚ୍ଚାର ବିଷୟ…

କାମକୁ ଫେରିଲେ କ୍ୟାଟ୍ରିନା

ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫ ତାଙ୍କ ବିବାହ ଉତ୍ସବ ପାଇଁ କିଛି ଦିନ ହେବ କାମରୁ ବିରତି ନେଇଥିଲେ। ତେବେ ନିକଟରେ କ୍ୟାଟ୍ରିନା ତାଙ୍କ ଶୁଟିଂ ସେଟ୍‌କୁ ଫେରି ପୁଣି କାମ ଆରମ୍ଭ କରିଦେଇଛନ୍ତି। ଗୁରୁବାର ସେ ଶୁଟିଂ ସେଟ୍‌ରେ ନଜର…

୧୪ ହଜାର ଫୁଟ ଉଚ୍ଚରେ ଦେଶଭକ୍ତି ଗୀତ ଗାଇ ଚହଳ ପକାଇଥିଲେ ଏହି ପ୍ରସିଦ୍ଧ ଗାୟକ

ବଲିଉଡ୍‌ର ପ୍ରସିଦ୍ଧ ଗାୟକ ମହମ୍ମଦ ରଫିଙ୍କ ଆଜି ଜନ୍ମଦିନ। ୧୯୨୪ ଡିସେମ୍ବର ୨୪ ତାରିଖରେ ପଞ୍ଜାବର କୋଟଲ ସୁଲତାନ ସିଂହ ଗ୍ରାମରେ ହୋଇଥିଲା। ପିତା ହାଜି ଅଲ୍ଲୀ ମହମ୍ମଦଙ୍କର ଛଅଟି ସନ୍ତାନଙ୍କ ଭିତରୁ ରଫି ଥିଲେ ଦ୍ୱିତୀୟ। ତେଙ୍କୁ ଘରେ ସମସ୍ତେ…

ବାହା ହେବେ ଅନିଲ!

ମୁମ୍ବାଇ: ବଲିଉଡ୍ ସେଲିବ୍ରିଟିଙ୍କ ବିବାହ ବିଚ୍ଛେଦକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳିଥାଏ । କେବେ କେବେ ଏହା ସତ ହୋଇଥିବା ବେଳେ କେବେ କେବେ ଏହା କେବଳ ଗସିପ୍ ହୋଇଥାଏ । ନିକଟରେ ବଲିଉଡ୍‌ର ମିଷ୍ଟର…

ସ୍କ୍ରିନ୍‌ରେ ଅବିବାହିତ, ଅସଲରେ ତିନି ସନ୍ତାନର ପିତା

ବମ୍ବେ: ପରଦାରେ ବାଡୁଅ ଯୁବକଙ୍କ ଭୂମିକା। ହେଲେ ବ୍ୟକ୍ତିଗତ ଜୀବନରେ ସେ ତିନୋଟି ସନ୍ତାନର ବାପା। ଆମେ କଥା ହେଉଛୁ ଲୋକପ୍ରିୟ ଧାରାବାହିକ ‘ତାରକ ମେହେତା କା ଉଲଟା ଚଷମା’ ଜରିଆରେ ଘରେ ଘରେ ପରିଚିତ ହୋଇଥିବା ପତ୍ରକାର ପୋପଟଲାଲ। ଟେଲିଭିଜନ…

ନକୁଲଙ୍କ ରିପୋର୍ଟ ପଜିଟିଭ୍‌

ବମ୍ବେ: ଲୋକପ୍ରିୟ ଧାରାବାହିକ ‘ବଡେ ଅଚ୍ଛେ ଲଗତେ ହୈ’ରେ ରାମ କପୁର ଭୂମିକାରେ ନଜର ଆସୁଥିବା ନକୁଲ ମେହେଟାଙ୍କୁ କରୋନା। ତାଙ୍କର ରିପୋର୍ଟ ପଜିଟିଭ୍‌ ଆସିଛି। ଏନେଇ ନକୁଲ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ନକୁଲ ପ୍ରଶଂସକଙ୍କୁ…

ହିରୋଇନ୍‌ଙ୍କୁ ପଛରେ ପକାଇବେ ବାହୁବଲୀର କଟପ୍ପାଙ୍କ ଝିଅ

ବମ୍ବେ: ବଲିଉଡ୍‌ରେ ଅନେକ ସିନେମା ରିଲିଜ ହୋଇଥାଏ। ହେଲେ ସେଥିରୁ କିଛି ଫିଲ୍ମ ଏପରି ଥାଏ ଯାହା ସବୁଦିନ ପାଇଁ ମନେ ରୁହେ। ଯେମିତି କି ‘ବାହୁବଲୀ’। ଏହି ଫିଲ୍ମରେ ଅନ୍ୟତମ ପ୍ରମୁଖ ଭୂମିକା ଥିଲା ‘କଟପ୍ପା’ଙ୍କର। ଅଭିନେତା ସତ୍ୟରାଜ ଏହି…

ଦୀର୍ଘଦିନ ପରେ ଫଟୋ ଶେୟାର କଲେ ଐଶ୍ୱର୍ଯ୍ୟା, ଲେଖିଲେ…

ମୁମ୍ବାଇ: ବିଶ୍ୱସୁନ୍ଦରୀ ତଥା ନୀଳନୟନା ତାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି। ଏବେ ସେ ଏକ ଫଟୋ ପୋଷ୍ଟ କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହେବାରେ ଲାଗିଛି। ନିକଟରେ ଐଶ୍ୱର୍ଯ୍ୟା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ…

ଯେବେ ରିଲ୍‌-ରିୟଲ୍‌ କପିଳ ଦେବ ହେଲେ ଭେଟ: ଘଟିଲା ଏମିତି

ଡିସେମ୍ବର ୨୪ରେ ରଣବୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘୮୩’ ମୁକ୍ତିଲାଭ କରିବାକୁ ଯାଉଛି। ଏହା ପୂର୍ବରୁ ସେଲିବ୍ରିଟି ଏବଂ ମିଡିଆ ପାଇଁ ଫିଲ୍ମର ସ୍କ୍ରିନିଂ କରାଯାଇଥିଲା। ୧୯୮୩ ବିଶ୍ୱକପ ବିଜେତା ଅଧିନାୟକ କପିଲ ଦେବଙ୍କୁ ମଧ୍ୟ ଏହି…

ପ୍ରେମରେ ପୂର୍ଣ୍ଣଚ୍ଛେଦ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌- ରେହମାନ ଶଲ୍‌ଙ୍କ ପ୍ରେମରେ ପୂର୍ଣ୍ଣଚ୍ଛେଦ ପଡ଼ିଥିବା ଏବେ ସୋସିଆଲ ମିଡିଆରେ ଜୋର୍‌ଦାର ଚର୍ଚ୍ଚା ହେଉଛି। ରେହମାନ ସୁସ୍ମିତାଙ୍କ ଘର ଛାଡ଼ି ନିଜର ଜିନିଷପତ୍ର ନେଇ ଆସିଛନ୍ତି। ବର୍ତ୍ତମାନ ସେ ତାଙ୍କ ବନ୍ଧୁଙ୍କ ଘରେ ରହୁଛନ୍ତି।…

ଗୀତକୁ ନେଇ ବିବାଦରେ ସନ୍ନି ଲିଓନି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସନ୍ନି ଲିଓନି ପୁଣି ଚର୍ଚ୍ଚାରେ। ଏବେ ସେ ଆଉ ତାଙ୍କ ନୂଆ ରିଲିଜ୍‌ ଗୀତକୁ ନେଇ ବିବାଦ ଘେରକୁ ଆସିଛନ୍ତି। ସୋସିଆଲ ମିଡିଆରେ ସନ୍ନିଙ୍କ ଏହି ଗୀତକୁ ନେଇ ଟ୍ରୋଲ କରାଯାଉଛି। ଏପରିକି ବ୍ୟାନ କରିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?