ମନୋରଞ୍ଜନ

ସାତ ବର୍ଷ ପରେ ଅଲଗା

ମୁମ୍ବାଇ: ଅଲଗା ହୋଇଛନ୍ତି ଟେଲିଭିଜନ ଦୁନିଆର ଲୋକପ୍ରିୟ ଯୋଡି ଭିଭିଆନ୍‌ ଡିସେନା-ବାହ୍‌ବିଜ୍‌। ଛାଡପତ୍ର ପରେ ଭାଙ୍ଗଛି ସାତ ବର୍ଷର ସମ୍ପର୍କ। ଏନେଇ ଦୁହେଁ ସୋସିଆଲ ମିଡିଆରେ ଏକ ବୟାନ ଜାରି କରି ସୂଚନା ଦେଇଛନ୍ତି। ସାତ ବର୍ଷ ପୂର୍ବେ ଉଭୟେ ବିବାହ…

ନାଁ ବଦଳିଲା; ଏବେ ବଡ଼ ପରଦାକୁ ଆସିବ ‘ମାଇଣ୍ଡ ଗେମ୍‌’

ଭୁବନେଶ୍ୱର: ଖୁବଶୀଘ୍ର ବଡ଼ ପରଦାରେ ରିଲିଜ ହେବ ବହୁଚର୍ଚ୍ଚିତ ପାଟଣାଗଡ଼ ବୋମା ବିସ୍ଫୋରଣକୁ ନେଇ ନିର୍ମିତ ଚଳଚ୍ଚିତ୍ର ‘ମାଇଣ୍ଡ ଗେମ’। ବିବାଦ ପରେ କେବଳ ଏହାର ଟାଇଟଲ୍‌ ବଦଳିଛି। ଏ ନେଇ ପ୍ରଯୋଜନା ସଂସ୍ଥା ପକ୍ଷରୁ ଦିଆଯାଇଛି ସୂଚନା। ପ୍ରଯୋଜକ ଶ୍ରୀଧର…

୨୦୨୨ରେ ବିବାହ କରିବେ ବଲିଉଡ୍‌ର ଏହିସବୁ ଯୋଡ଼ି

ମୁମ୍ବାଇ: ୨୦୨୨ରେ ବଲିଉଡ୍‌ର କିଛି ଯୋଡ଼ି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ଆଲିଆ-ରଣବୀର,ଅର୍ଜୁନ-ମଲାଇକା,ଆଦର-ତାରା,କିଆରା-ସିଦ୍ଧାର୍ଥ, ରାହୁଲ-ଆଥିଆ। ଆଲିଆ-ରଣବୀର: ୨୦୧୮ରୁ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ମଧ୍ୟରେ ପ୍ରେମସମ୍ପର୍କ ଚାଲିଆସୁଛି। ତେବେ ଏହି ଯୋଡ଼ି ୨୦୨୨ରେ…

ଏହି ଅଭିନେତ୍ରୀଙ୍କୁ ଏକତରଫା ପ୍ରେମ କରୁଥିଲେ କରନ୍‌ ଜୋହର; ଏଭଳି କହିଥିଲେ ମନକଥା

ବମ୍ବେ: ନିଜ ସମୟର ସଫଳ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଥିଲେ ଟ୍ବିଙ୍କଲ ଖନ୍ନା। ‘ବରସାତ’ ଚଳଚ୍ଚିତ୍ରରୁ କ୍ୟାରିୟର ଆରମ୍ଭ କରି ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି ସେ। ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା ‘ଲଭ୍‌ କେ ଲିଏ କୁଛ ଭି…

ଏହି ଅଭିନେତାଙ୍କ ପାଇଁ ଯୁବତୀମାନେ ରକ୍ତରେ ଲେଖୁଥିଲେ ଚିଠି

ଆଜି ହିନ୍ଦୀ ସିନେମାର ପ୍ରଥମ ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ଜନ୍ମଦିନ। ଡିସେମ୍ବର ୨୯, ୧୯୪୨ରେ ଅମୃତସରରେ ଜନ୍ମଗ୍ରହଣ କରିଥିବା ରାଜେଶ ଖାନ୍ନା ‘ଆଖିର୍‌ ଖତ୍‌’ ଫିଲ୍ମରୁ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ। ୍ଏହା ପରେ ଅନେକ ସୁପରହିଟ ଫିଲ୍ମରେ କାମ କରିଥିଲେ।…

‘ବଚପନ୍‌ କା ପ୍ୟାର’ ଫେମ୍‌ ସହଦେବଙ୍କ ଚେତା ଫେରିଲା…

ନୂଆଦିଲ୍ଲୀ, ୨୯।୧୨: ‘ଜାନେ ମେରୀ ଜାନେମନ, ବଚପନ୍‌ କା ପ୍ୟାର’ ଗୀତରେ ବେଶ୍‌ ପରିଚିତି ହାସଲ କରିଥିବା ସହଦେବ ଦିର୍ଦୋଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଦାର ଆସିଛି। ତାଙ୍କର ଚେତା ଫେରିଛି। କୁହାଯାଉଛି ଯେ ମଙ୍ଗଳବାର ରାତି ପ୍ରାୟ ୧୦ଟାରେ ସହଦେବଙ୍କ ଚେତା ଫେରିଛି।…

ଘୁଞ୍ଚିଲା ‘ଜର୍ସି’ ରିଲିଜ ତାରିଖ

ମୁମ୍ବାଇ: ସାହିଦ କପୁରଙ୍କ ଏ ପର୍ଯ୍ୟନ୍ତ ଶେଷ ଚଳଚ୍ଚିତ୍ର କବୀର ସିଂ ଯାହାକି ୨ ବର୍ଷ ପୂର୍ବେ ପରଦାକୁ ଆସିଥିଲା। ସିନେମାଟି ଲୋକଙ୍କ ଦ୍ୱାରା ବହୁ ଆଦୃତ ପାଇଥିଲା। ତା ପରଠୁ ସେ ଆଉ କୌଣସି ସିନେମା କରିନାହାନ୍ତି। ଚଳଚ୍ଚିତ୍ର ନିର୍ଦ୍ଦେଶକ…

ପୁଣି ଘୁଞ୍ଚିଲା ରିଲିଜ୍‌ ତାରିଖ

ମୁମ୍ବାଇ,୨୮।୧୨: ଶାହିଦ କାପୁର ଓ ମ୍ରୁନାଲ ଠାକୁର ଏବେ ନୂଆ ଫିଲ୍ମ ‘ଜର୍ସି’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଅନେକ ଥର ରିଲିଜ ତାରିଖ ଘୁଞ୍ଚିବା ପରେ ଫିଲ୍ମଟି ଆସନ୍ତା ୩୧ ତାରିଖରେ ରିଲିଜ୍‌ ହେବାର ଥିଲା। କିନ୍ତୁ ଦେଶରେ କୋଭିଡ୍‌ ଏବଂ…

କେବେ ସ୍କୁଲ ଯାଇ ନାହାନ୍ତି କ୍ୟାଟ୍ରିନା!

ମୁମ୍ବାଇ: ବଲିଉଡର ଆଗଧାଡିର ନାୟକି କ୍ୟାଟ୍ରିନା କୈଫ ନିକଟରେ ଅଭିନେତା ଭିକ୍କି କୌଶଲଙ୍କୁ ବିବାହ କରିଛନ୍ତି । ଏବେ ସେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ । ବଲିଉଡର ଆଗଧାଡିର ତଥା ଦର୍ଶକଙ୍କୁ ଆକର୍ଷିତ କଲାଭଳି ନାୟିକା ତାଲିକାରେ ଅନ୍ୟତମ ଅଭିନେତ୍ରୀ…

ପେଟା ଇଣ୍ଡିଆ ୨୦୨୧ର ‘ପର୍ସନ ଅଫ୍ ଦ ଇୟର’ ଆଲିଆ

ମୁମ୍ବଇ: ବଲିଉଡ୍ ନାୟିକା ଆଲିଆ ଭଟ୍ଟଙ୍କୁ ପେଟା ଇଣ୍ଡିଆ ୨୦୨୧ର ‘ପର୍ସନ ଅଫ୍ ଦ ଇୟର’ ଭାବେ ବାଛିଛି । ଆଲିଆ ଜଣେ ଆଗଧାଡିର ଅଭିନେତ୍ରୀ ସହ ଜଣେ ଆନିମଲ ଲଭର ବୋଲି ଅନେକେ ହୁଏତ ଜାଣିଥିବେ । ସେ ଆନିମଲଙ୍କ…

‘ସୀତା ଔର ଗୀତା’ ଅଭିନେତା ମୁସ୍ତାକ୍‌ ମର୍ଚ୍ଚାଣ୍ଟଙ୍କ ପରଲୋକ

ମୁମ୍ବାଇ, ୨୮ା୧୨: ବଲିଉଡ୍‌ ଅଭିନେତା ତଥା କମେଡିଆନ ମୁସ୍ତାକ ମର୍ଚ୍ଚାଣ୍ଟଙ୍କ ସୋମବାର ପରଲୋକ ଘଟିଛି। ତାଙ୍କୁ ୬୭ ବର୍ଷ ହୋଇଥିଲା। ଦୀର୍ଘଦିନରୁ ସେ ମଧୁମେହରେ ପୀଡ଼ିତ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ମୁମ୍ବାଇର ହୋଲି ଫ୍ୟାମିଲି ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

କ୍ୟାଟ୍ରିନାଙ୍କ ଡ୍ରେସ୍‌କୁ ନେଇ ହେଉଛି ଚର୍ଚ୍ଚା: ଦାମ୍‌ ରହିଛି…

ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସ୍ବାମୀ ତଥା ଅଭିନେତା ବିକି କୌଶଲଙ୍କ ସହ ପ୍ରଥମ ଖ୍ରୀଷ୍ଟମାସ ପାଳନ କରିଛନ୍ତି। ଖ୍ରୀଷ୍ଟମାସ ଅବସରରେ ଦୁହେଁ ପରସ୍ପରକୁ ରୋମାଣ୍ଟିକ ଅଭିନନ୍ଦନ ଜଣାଇଛନ୍ତି। ଏହାର ଫଟୋ ସେ ସୋସିଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?