ପେଟା ଇଣ୍ଡିଆ ୨୦୨୧ର ‘ପର୍ସନ ଅଫ୍ ଦ ଇୟର’ ଆଲିଆ

ମୁମ୍ବଇ: ବଲିଉଡ୍ ନାୟିକା ଆଲିଆ ଭଟ୍ଟଙ୍କୁ ପେଟା ଇଣ୍ଡିଆ ୨୦୨୧ର ‘ପର୍ସନ ଅଫ୍ ଦ ଇୟର’ ଭାବେ ବାଛିଛି । ଆଲିଆ ଜଣେ ଆଗଧାଡିର ଅଭିନେତ୍ରୀ ସହ ଜଣେ ଆନିମଲ ଲଭର ବୋଲି ଅନେକେ ହୁଏତ ଜାଣିଥିବେ । ସେ ଆନିମଲଙ୍କ ପକ୍ଷରେ ଅଧିକାଂଶ ସମୟରେ ଆଲୋଚନା କରୁଥିବା ବେଳେ ଆନିମଲ ଫ୍ରେଣ୍ଡଲି ଫ୍ୟାଶନ ବାଛିବାକୁ ଲୋକଙ୍କୁ ପ୍ରୋତ୍ସାହିତ କରିଥାଆନ୍ତି । ନିକଟରେ ଆଲିଆ କୁକୁର ଓ ବିଲେଇଙ୍କ ପାଇଁ ତାଙ୍କର ଓକିଲାତି ଓ ଆନିମଲ ଫ୍ରେଣ୍ଡଲି ଫ୍ୟାଶନ ଇଣ୍ଡଷ୍ଟ୍ରିର ସପୋର୍ଟରେ କାମ କରିଥିବା ବେଳେ ତାଙ୍କୁ ସମ୍ମାନୀତ କରାଯାଇଥିଲା । ପିପୁଲ ଫର ଦ ଏଥିକାଲ ଟ୍ରିଟମେଣ୍ଟ ଅଫ୍ ଆନିମଲ୍ସ(ପେଟା) ଇଣ୍ଡିଆ ନିଜର ୨୦୨୧ ପାଇଁ ଆଲିଆଙ୍କୁ ‘ପର୍ସନ ଅଫ୍ ଦ ଇୟର’ ଭାବେ ବାଛିଛି । ସୂଚନାଯୋଗ୍ୟ୍ର, ଆଲିଆ ଭଟ୍ଟ ଶାକାହାରି ଫ୍ୟାଶନକୁ ଆଗକୁ ବଢାଇବା ଦିଗରେ ସାହାଯ୍ୟ କରିବା ସହ ଅଗାମୀ ପିଢିକୁ ପ୍ରାଣୀଙ୍କ ପ୍ରତି ଦୟାଳୁ ହେବାଲାଗି ପ୍ରୋତ୍ସାହିତ କରୁଛନ୍ତି । ଆଲିଆ ସବୁବେଳେ କୁକୁର ବା ବିଲେଇଙ୍କୁ ପୋଷ୍ୟଭାବେ ଗ୍ରହଣ କରିବା ହେଉ କି ଏମାନଙ୍କୁ ନେଇ କ୍ରାଇମ କରୁଥିବା ବ୍ୟକ୍ତିଙ୍କ ଉପରେ ଆକ୍ସନ ନେବାକୁ ପସନ୍ଦ କରି ଥାଆନ୍ତି । ପ୍ରାଣୀଙ୍କ ପ୍ରତି ଥିବା ତାଙ୍କର ଉଦାରକୁ ନେଇ ସେ ‘କୋଏକଜିଷ୍ଟ’ ନାମକ ଏକ ପ୍ରୋଗ୍ରାମ ଆରମ୍ଭ କରିଥଲେ । ଏହା ଏମିତି ଏକ ମଞ୍ଚ ଯେଉଁଠି ଜୀବ ଓ ଇକୋଲୋଜି ୱେଲଫେୟାର ପାଇଁ କାମ କରାଯାଏ ଓ ସେମାନଙ୍କର ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଏ । ଆଲିଆଙ୍କର ମିଶନ କମ୍ୟୁନିଟି ଏମିତି ଏକ ଭବିଷ୍ୟତର ନିର୍ଣ୍ଣୟ କରେ ଯେଉଁଠାରେ ଲୋକଙ୍କୁ ପ୍ରକୃତି ଓ ବ୍ୟକ୍ତି ଏକାଠି ରହିବାର ଶିକ୍ଷା ଦିଏ ।


Enter your email to get our daily news in your inbox.

All Right Reserved By Dharitri.Com

ଏୟାର ବ୍ୟାଗରେ ଗଞ୍ଜେଇ: ବଲାଙ୍ଗୀର ରେଲୱେ ଷ୍ଟେଶନରେ ଅପେକ୍ଷା କରିଥିବା ଯୁବକଙ୍କୁ…

ବଲାଙ୍ଗୀର, ୨୪/୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଲୱେ ଷ୍ଟେଶନରୁ ୧୦ କେଜି ଗଞ୍ଜେଇ ରେଲୱେ ସୁରକ୍ଷା ବଳ (ଆରପିଏଫ) ଜବତ କରିଛି। ଏହି ଘଟଣାରେ ଜଣେ…

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଚନ୍ଦ୍ରିକାଙ୍କ ପଦଚ୍ୟୁତ ପରେ ସରପଞ୍ଚ ଦାୟିତ୍ୱ ନେଲେ ଦୀପକ: ମୌଳିକ ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡି, ୨୪।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକଙ୍କ ଅନାସ୍ଥା ପରେ ନିଜ ପଦ ହରାଇ ବସିଥିଲେ। ତାଙ୍କ ସ୍ଥାନରେ ସୋମବାର…

ରାଜନୀତିରେ ହଲଚଲ! ସନ୍ନ୍ୟାସ ନେବେ କି ଗଡ଼କରୀ? ଏଭଳି ବୟାନକୁ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କ ଏକ ବୟାନକୁ ନେଇ ରାଜନୈତିକ ମହଲରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ନାଗପୁରର…

କର୍ଲାମୁଣ୍ଡାରେ ଯୁଗ୍ମ ଜନଶୁଣାଣି: ଜିଲାପାଳ ସଚିନ୍ ପାୱାରଙ୍କ ଅଧ୍ୟକ୍ଷତାରେ ୮୨ଟି ଅଭିଯୋଗ

କର୍ଲାମୁଣ୍ଡା, ୨୪।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପରିସରସ୍ଥିତ ରାଜୀବ ଗାନ୍ଧୀ ସେବା ଭବନରେ ସୋମବାର ଏକ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ…

୨ ମାସ ହେବ ବଲକି ଗାଁ ଅନ୍ଧାର: ବିଦ୍ୟୁତ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ତୁମୁଡ଼ିବନ୍ଧ, ୨୪।୮ (ଦୀପକ କୁମାର ପରାସେଠ): ଦୁଇ ମାସ ହେବ ବଲକି ଗାଁ ଅନ୍ଧାରରେ। ଟ୍ରାନ୍ସଫର୍ମର ଖରାପ ହୋଇଯିବା ପରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସେବା ସ୍ୱାଭାବିକ…

ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ସବୁଠୁ ସଫଳ…

ନୂଆଦିଲ୍ଲୀ,୨୪।୮: ଭାରତର ଉଇକେଟକିପର-ବ୍ୟାଟସମ୍ୟାନ ରିଷଭ ପନ୍ତ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କର ଶେଷ ଚାରୋଟି ଟେଷ୍ଟ ଇନିଂସରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ସେ କଲମ୍ବୋ ଟେଷ୍ଟରେ…

ପୂର୍ବତନ SRAଙ୍କ ଦୁଇମହଲା କୋଠା, ଟେଣ୍ଟ ହାଉସ୍‌ ଠାବ

ଜଗତସିଂହପୁର, ୨୪।୮: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ତିର୍ତ୍ତୋଲର ପୂର୍ବତନ SRA ଭଞ୍ଜକିଶୋର ବେହେରାଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri