ମନୋରଞ୍ଜନ

ଶାହରୁଖଙ୍କୁ ଟ୍ରୋଲ କଲେ ସ୍ତ୍ରୀ

ବଲିଉଡର ପାୱାର୍‌ କପଲ୍‌ ଶାହରୁଖ ଖାନ ଏବଂ ଗୌରୀ ଖାନ ଗତ କିଛି ମାସ ଧରି ସୋସିଆଲ ମିଡିଆରେ ସକ୍ରିୟ ରହୁନାହାନ୍ତି। କିନ୍ତୁ ନୂଆ ବର୍ଷରେ ଖାନ ପରିବାର ଜୀବନରେ ଆଗକୁ ବଢିିବାକୁ ଚେଷ୍ଟା କରୁଛନ୍ତି। ନିକଟରେ ଶାହରୁଖ ଏବଂ ଗୌରୀ…

୯ ବର୍ଷ ପରେ ଅଲଗା ହେଲେ ଏହି ଲୋକପ୍ରିୟ ଯୋଡ଼ି; ଜାଣନ୍ତୁ କାହାକୁ ମିଳିଲା ଝିଅଙ୍କ କଷ୍ଟଡି

ବମ୍ବେ: ପ୍ରଥମେ ପ୍ରେମ, ପରେ ବିବାହ, ଆଉ ଏବେ ବିଚ୍ଛେଦ ନେଇ ଖବର। ଏଭଳି କିଛିକୁ ନେଇ ଚର୍ଚ୍ଚାରେ ଟେଲିଭିଜନଜଗତର ଲୋକପ୍ରିୟ ଯୋଡ଼ି ସଞ୍ଜିଦା ଶେଖ ଏବଂ ଆମିର ଅଲି। ଏକ ସମୟରେ ଦର୍ଶକଙ୍କ ଭଲପାଇବା ପାଉଥିବା ଏହି ଯୋଡ଼ି ଏବେ…

ଗ୍ରାମୀ ଆୱାର୍ଡ ସ୍ଥଗିତ

ନୂଆଦିଲ୍ଲୀ: ଆମେରିକାର ଲସ୍ ଆଞ୍ଜେଲସରେ ହେବାକୁ ଥିବା ୬୪ତମ ଗ୍ରାମୀ ଆୱାର୍ଡ ୨୦୨୨କୁ ସ୍ଥଗିତ କରି ଦିଆଯାଇଛି । ସାରା ବିଶ୍ୱରେ କରୋନା ଓ କରୋନାର ନୂଆ ଭାଇରସ ଓମିକ୍ରନ୍ ବ୍ୟାପୁଥିବାରୁ ଏହି ଆୱାର୍ଡ ସେରିମନିକୁ ସ୍ଥଗିତ ରଖାଯାଇଥିବା କୁହାଯାଇଛି ।…

ଫିଲ୍ମ ‘ଆର୍‌ଆର୍‌ଆର୍‌’କୁ ୧୦୦ କୋଟି କ୍ଷତି: ମେକର୍ସ ନିରାଶ

ମୁମ୍ବାଇ: ଦେଶରେ ବଢି ଚାଲିଛି କରୋନା ମହାମାରୀ ସହ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରମାନେ ବିଭିନ୍ନ ପ୍ରକାର କଟକଣା ଲାଗୁ କରିଛନ୍ତି । ଏବେ ସିମେନା ହଲ ନ ଖୋଲିବା ଅବା ୫୦ ପ୍ରତିଶତ…

ପୁଣି ଜଣେ ଅଭିନେତ୍ରୀଙ୍କୁ କରୋନା

ମୁମ୍ବାଇ: ଏବେ ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବଢ଼ିଚାଲିଛି। ଏହି ସମୟରେ ଅନେକ ସେଲିବ୍ରିଟି କରୋନା ଆକ୍ରାନ୍ତ ହେଉଥିବା ଖବର ଜାଣିବାକୁ ମିଳୁଛି। ବର୍ତ୍ତମାନ ଅଭିନେତ୍ରୀ ତଥା ଟିଏମ୍‌ସି ଏମ୍‌ପି ମିମି ଚକ୍ରବର୍ତ୍ତୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମିମି ତାଙ୍କ…

ବବି ଡାର୍ଲିଂ ଏବେ ପାଖି ଶର୍ମା; କହିଲେ- ମୁଁ ଜଣେ ମହିଳା

ବମ୍ବେ: ବଡ଼ ପରଦା ହେଉ ଅବା ଛୋଟ ପରଦା, ବବି ଡାର୍ଲିଂ ଏକ ପରିଚିତ ନାମ। ଏକ ସମୟରେ ସେ ବିଭିନ୍ନ ଚଳଚ୍ଚିତ୍ରରେ ନଜର ଆସୁଥିଲେ। ହେଲେ ଏବେ ସେ ଲାଇମ୍‌ଲାଇଟ୍‌ରୁ ଦୂରରେ। ଯଦି ବି ସୁଯୋଗ ମିଳେ ସେ ଆଉ…

ପୁଣି ଥରେ ବୋଲ୍ଡ ଫଟୋ ଶେୟାର କରି ଚର୍ଚ୍ଚାରେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନୀ ପୁଣି ଥରେ ଏକ ବୋଲ୍ଡ ଫଟୋ ଶେୟାର କରିଛନ୍ତି। ଗୁରୁବାର ସମସ୍ତ ସୀମା ଭାଙ୍ଗି ସେ ଇନ୍‌ଷ୍ଟାଗ୍ରାମରେ ଏପରି ଫଟୋ ଶେୟାର କରିଛନ୍ତି। ଯଦିଓ ଏହା ପ୍ରଥମ ଘଟଣା ନୁହେଁ, ଦିଶା ପୂର୍ବରୁ ବହୁବାର…

ଝୁଲନ୍‌ଙ୍କ ବାୟୋପିକ୍‌ ସହ ବଡ଼ ପରଦାକୁ ଫେରୁଛନ୍ତି ଅନୁଷ୍କା

ବମ୍ବେ: ଦୀର୍ଘଦିନର ବ୍ରେକ୍‌ ପରେ ବଡ଼ ପରଦାକୁ ଫେରିବାକୁ ସଜ ହେଲେଣି ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା। ଖୁବ୍‌ଶୀଘ୍ର ବିଶ୍ୱ କ୍ରିକେଟ ଇତିହାସର ସବୁଠାରୁ ଦ୍ରୁତ ମହିଳା ବୋଲର୍‌ଙ୍କ ମଧ୍ୟରୁ ଅନ୍ୟତମ ଝୁଲମ ଗୋସ୍ବାମୀଙ୍କ ବାୟୋପିକ୍‌ରେ ସେ ନଜର ଆସିବେ। ଏହାର…

ସଲମାନଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ଏହି ଅଭିନେତ୍ରୀ: ଜବାବରେ ମିଳିଥିଲା…

ବଲିଉଡ୍‌ ଅଭିନେତା ସଲମାନ ଖାନ ତାଙ୍କ ଫିଲ୍ମ ସହ ବ୍ୟକ୍ତିଗତ ଜୀବନକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି। ସଲ୍ଲୁଙ୍କ ନାଁ ଅନେକ ଅଭିନେତ୍ରୀଙ୍କ ସହ ଯୋଡା ଯାଇଛି। ସେମାନଙ୍କ ମଧ୍ୟରୁ ପାକିସ୍ତାନ-ଆମେରିକୀୟ ଅଭିନେତ୍ରୀ ସୋମି ଅଲି ଥିଲେ। ତାଙ୍କ ସହ…

ଫିଲ୍ମ‘ରାଧେ ଶ୍ୟାମ୍‌’ରିଲିଜ୍‌ ସ୍ଥଗିତ

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ‘ରାଧେ ଶ୍ୟାମ୍‌’ରିଲିଜ୍‌ ଡେଟ୍‌ ଘୁଞ୍ଚାଇ ଦିଆଯାଇଛି। କୋଭିଡ ସଂକ୍ରମଣ ବୃଦ୍ଧି ଯୋଗୁ ଏହି ଫିଲ୍ମ ରିଲିଜ୍‌କୁ ସ୍ଥଗିତ ରଖାଯାଇଛି। ଏ ନେଇ ଫିଲ୍ମ ନିର୍ମାତା ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ‘କରୋନା ସ୍ଥିତି ପାଇଁ…

ଦିନେ ଟଙ୍କା ପାଇଁ କୀର୍ତ୍ତନରେ ଗାଉଥିଲେ ଗୀତ, ଏବେ ବହୁ କୋଟି ଟଙ୍କାର ମାଲିକ

ଗାୟକ ତଥା ସ୍କ୍ରିପ୍ଟ ଲେଖକ ଦିଲଜିତ ଦୋସାଞ୍ଜଙ୍କୁ ଆଜି ୩୮ ବର୍ଷ ପଦାର୍ପଣ କରିଛନ୍ତି। ଆଜି ସେ କେବଳ ପଞ୍ଜାବୀ ଇଣ୍ଡଷ୍ଟ୍ରିର ନୁହେଁ ବରଂ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ମଧ୍ୟ ଏକ ବଡ ନାମ। ତାଙ୍କର କୋଟି କୋଟି ପ୍ରଶଂସକ ଅଛନ୍ତି।…

ରିୟଲ ଲଭ୍‌ ଷ୍ଟୋରି

ଏକ ଭିନ୍ନ ଧରଣର ପ୍ରେମ କାହାଣୀକୁ ଆଧାର କରି ନିର୍ମିତ ହେବାକୁ ଯାଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ରିୟଲ ଲଭ୍‌ ଷ୍ଟୋରି’। ଶ୍ରୀ ବୀରବଲ ଏଣ୍ଟରଟେନମେଣ୍ଟ ବ୍ୟାନରରେ ଏବଂ ଏଲ.ଟି. ପ୍ରଡକ୍ସନ ସହଯୋଗିତାରେ ଏହାର ମହୁରତ ନିକଟରେ ଅନୁଷ୍ଠିତ ହୋଇଯାଇଛି। ନବାଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?