ବବି ଡାର୍ଲିଂ ଏବେ ପାଖି ଶର୍ମା; କହିଲେ- ମୁଁ ଜଣେ ମହିଳା

ବମ୍ବେ: ବଡ଼ ପରଦା ହେଉ ଅବା ଛୋଟ ପରଦା, ବବି ଡାର୍ଲିଂ ଏକ ପରିଚିତ ନାମ। ଏକ ସମୟରେ ସେ ବିଭିନ୍ନ ଚଳଚ୍ଚିତ୍ରରେ ନଜର ଆସୁଥିଲେ। ହେଲେ ଏବେ ସେ ଲାଇମ୍‌ଲାଇଟ୍‌ରୁ ଦୂରରେ। ଯଦି ବି ସୁଯୋଗ ମିଳେ ସେ ଆଉ ପୂର୍ବ ଭଳି ଚରିତ୍ର ଚାହୁଁନାହାନ୍ତି। ଜଣେ ମହିଳା ହୋଇଥିବାରୁ ସେ ସେଭଳି ଚରିତ୍ର ଚାହୁଁଥିବା ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି।

୨୦୦୫-୦୬ରେ ବବିଙ୍କ ପାଖରେ କାମର ଅଭାବ ନ ଥିଲା। ଏବେ କିନ୍ତୁ ସେଭଳି ନୁହେଁ। ଫିଲ୍ମନିର୍ମାତାମାନେ ତାଙ୍କୁ ଗେ’ ଚରିତ୍ରର ଅଫର୍‌ ଦେଉଛନ୍ତି। ହେଲେ ସେ ତାହା ଚାହୁଁନାହାନ୍ତି। ଟ୍ରାନ୍ସଓମ୍ୟାନ୍‌ ବୋଲି ନିଜକୁ ଜାଣିବା ପରେ ସେ ସର୍ଜରୀ କରାଇଛନ୍ତି। ଏବେ ତାଙ୍କ ଶରୀର ଜଣେ ମହିଳାଙ୍କ ଭଳି। ଏଣୁ ନିଜକୁ ଅପମାନିତ କଲା ଭଳି କିଛି ବି କାମ କରିବାକୁ ଚାହୁଁନାହାନ୍ତି ବୋଲି ସେ କୁହନ୍ତି।

ପ୍ରଥମେ ବବିଙ୍କ ନାମ ପଙ୍କଜ ଶର୍ମା ଥିଲା। ଏହାକୁ ସେ ବଦଳାଇ ପାଖି ଶର୍ମା କରିଦେଇଛନ୍ତି। କମ୍‌ ବୟସରୁ ସେ ଜଣେ ଟ୍ରାନ୍ସଜେଣ୍ଡର ଥିବା ଜାଣିବାକୁ ପାଇଥିଲେ। ପରେ ସେ ନିଜକୁ ମହିଳା କରିଥିଲେ। ୨୦୧୫ରେ ବ୍ୟବସାୟୀ ରମନିକ ଶର୍ମାଙ୍କୁ ବିବାହ କରିବାକୁ ନେଇ ସେ ଆସିଥିଲେ ଚର୍ଚ୍ଚାକୁ। ୨୦୧୬ରେ ଉଭୟ ବିବାହ କରିଥିଲେ ମଧ୍ୟ। ଏହାର ଗୋଟିଏ ବର୍ଷ ପରେ କିନ୍ତୁ ଘରୋଇ ହିଂସା ଅଭିଯୋଗ କରି ବବି ସ୍ବାମୀଙ୍କୁ ଗିରଫ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଳପଡ଼ା ବିଡିଓ ଓ ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି: ଆମରଣ ଅନଶନରେ ସରପଞ୍ଚ ଚାମେଲୀ ଓଝା

ଭୁବନେଶ୍ୱର,୧୨।୭: କେନ୍ଦ୍ରାପଡ଼ା ଜିଲା  ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ତିଖିରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଚାମେଲୀ ଓଝା ନିଜର ବିଭିନ୍ନ ଦାବି ପୂରଣ ଦାବିରେ ଭୁବନେଶ୍ୱର ଲୋୟର ପିଏମଜିଠାରେ…

ବିବାହ ପାଇଁ ଭାରତୀୟଙ୍କ ନୂଆ ପସନ୍ଦ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୩ା୭(ପି.ଟି.): ଭାରତୀୟମାନଙ୍କ ମଧ୍ୟରେ ବିଦେଶରେ ବିବାହ ଉତ୍ସବ ବା ଡେଷ୍ଟିନେଶନ ୱେଡିଂ କରିବାର ଆଗ୍ରହ ବଢ଼ୁଥିବା ବେଳେ ଏହି ଦୌଡ଼ରେ ଶ୍ରୀଲଙ୍କା ନୂଆ ପସନ୍ଦର ସ୍ଥାନ ପାଲଟିଛି। ୨୦୨୫ରେ…

ମଦ ନିଶା ଛାଡ଼ିବାର ସରଳ ଚିକିତ୍ସା, ବିନା କଷ୍ଟରେ…

ମଦ ଛାଡ଼ିଲେ ଯେଉଁ କଷ୍ଟଦାୟକ ଲକ୍ଷଣମାନ ଦେଖା ଦେଇଥାଏ, ସେଗୁଡିକୁ ରୋକିବା ପାଇଁ କେତେକ ନିର୍ଦ୍ଦିଷ୍ଟ ମେଡିସିନ୍‌ ବ୍ୟବହାର କରାଯାଇଥାଏ। ଏହାଦ୍ୱାରା ରୋଗୀ ବିନା କଷ୍ଟରେ ବା…

୧୮ ବର୍ଷ ପରେ CSKର ହାତ ଛାଡିଲେ ଏହି ଖେଳାଳି, ପାରସ୍ପରିକ ସହମତିରେ ଦଳରୁ ହେଲେ ଅଲଗା

ନୂଆଦିଲ୍ଲୀ,୧୩।୭: ୧୮ ବର୍ଷର ସହଭାଗିତା ପରେ ଚେନ୍ନାଇ ସୁପର କିଙ୍ଗସ ଏବଂ ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ ଫ୍ଲେମିଂ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ସୋମବାର ଇଣ୍ଡିଆନ ପ୍ରିମିୟର…

ଦାନ୍ତବିନ୍ଧା ତାଲିକାରେ ଯୋଡ଼ା ହେଲା ଆଉ ଏକ କାରଣ…

ସାଧାରଣତଃ ଥଣ୍ଡାଜନିତ ସମସ୍ୟା କିମ୍ବା ଦାନ୍ତ ମୂଳରେ ସଂକ୍ରମଣ ହେଲେ ଦାନ୍ତ ବିନ୍ଧିଥାଏ। ତେବେ ଏହି ତାଲିକାରେ ଏବେ ଆଉ ଏକ କାରଣକୁ ଯୋଡ଼ାଯାଇଛି। ଦାନ୍ତ ବିନ୍ଧା…

ବିଡିଓଙ୍କ ବିରୋଧରେ ଅଭିଯୋଗ ଆଣିଲେ ଗ୍ରାମବାସୀ, ଦାବିପତ୍ର ପ୍ରଦାନ କରି…

କର୍ଲାମୁଣ୍ଡା:୧୩।୭,(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ଗ୍ରାମ ପଞ୍ଚାୟତ ସିଲେଟପଡ଼ା ଗ୍ରାମରେ, ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ଗାଁର ଜନୈକ ବ୍ୟକ୍ତି…

କୂଅରୁ ମିଳିଲା ଯୁବକଙ୍କ ମୃତଦେହ: ଗାଁରେ ପଡିଛି ଚହଳ…

ଦିଗପହଣ୍ଡି,୧୩।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗାଁ ମା’ ମାଣିକେଶରୀ ମନ୍ଦିର ନିକଟ ଶ୍ରୀ ମଦନ ମୋହନ ମନ୍ଦିର ପରିସରରେ ଥିବା କୂଅରୁ…

ଦୋକାନରେ ପିଉଥିଲେ ଚା’, ମୁଣ୍ଡରେ ପଡିଲା ଗଛ ଡ଼ାଳ, ତା’ପରେ…

ଦିଗପହଣ୍ଡି,୧୩।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ସୋମବାର ଭୋରରେ ଏକ ଅଭାବନୀୟ ଘଟଣା ଘଟିଛି। ଆଡ଼ପଡ଼ା ଗ୍ରାମରେ ରହୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri