ରିୟଲ ଲଭ୍‌ ଷ୍ଟୋରି

ଏକ ଭିନ୍ନ ଧରଣର ପ୍ରେମ କାହାଣୀକୁ ଆଧାର କରି ନିର୍ମିତ ହେବାକୁ ଯାଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ରିୟଲ ଲଭ୍‌ ଷ୍ଟୋରି’। ଶ୍ରୀ ବୀରବଲ ଏଣ୍ଟରଟେନମେଣ୍ଟ ବ୍ୟାନରରେ ଏବଂ ଏଲ.ଟି. ପ୍ରଡକ୍ସନ ସହଯୋଗିତାରେ ଏହାର ମହୁରତ ନିକଟରେ ଅନୁଷ୍ଠିତ ହୋଇଯାଇଛି। ନବାଗତ ରୋହନ ଗର୍ଗ ଏହାର ପ୍ରଯୋଜନା କରୁଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି କୋରିଓଗ୍ରାଫର-କମ୍‌-ନିର୍ଦ୍ଦେଶକ ଯୋଡ଼ି ଲୁବୁନ୍‌-ଟୁବୁନ୍‌। ଗଣେଶରାମ ଅଗ୍ରଓ୍ବାଲଙ୍କ କାହାଣୀକୁ ଆଧାର କରି ସଂଳାପ ସହ ଗୀତ ରଚନା କରିଛନ୍ତି ଡ. ନିର୍ମଳ ନାୟକ। ସଂଯୋଜିତ ଗୀତଗୁଡ଼ିକୁ ସ୍ବର ଦେଇଛନ୍ତି ବୈଦନାଥ ଦାଶ। ଏହି ଫିଲ୍ମରେ ନୂଆ ଯୋଡ଼ି ରୋହନ୍‌-ତନୁଶ୍ରୀଙ୍କୁ ବ୍ରେକ୍‌ ଦେଉଛନ୍ତି ପ୍ରଯୋଜକ। ଅନ୍ୟପକ୍ଷରେ ଶ୍ରୀତମ ଦାସ, ପିଙ୍କି ପ୍ରଧାନ, ସରୋଜ ଦାସ, ଟନିଆ, ପ୍ରୀତିରାଜ, ପ୍ରଭାତୀ ସାହୁ, ବାବୁ ପ୍ରଧାନ ଏବଂ ଇଲୁ ବାନାର୍ଜୀ ପ୍ରମୁଖ କଳାକାର ଅଭିନୟ କରିବେ। ଚିତ୍ରର କ୍ରିଏଟିଭ ହେଡ୍‌ ଅଛନ୍ତି ପ୍ରଣୟ ଜେଠୀ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଟିମେଟ୍‌ ସିନ୍‌ ପାଇଁ ସର୍ତ୍ତ ରଖିଥିଲେ ଏହି ଅଭିନେତ୍ରୀ…

ମୁମ୍ବାଇ,୨୯।୫: ନିଜ ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖି ପାରିଥିବା ଅନୁପ୍ରିୟା ଗୋଏଙ୍କାଙ୍କୁ ଶନିବାର ୩୪ ବର୍ଷ ପୂରଣ ହୋଇଛି। ୧୯୮୭ ମେ’ ୨୯ରେ କାନପୁରଠାରେ ଜନ୍ମଗ୍ରହଣ...

ପ୍ରେମଦିବସରେ ରୋମାଣ୍ଟିକ ହେଲେ ସୋନମ-ଆନନ୍ଦ

ବମ୍ବେ: ଭ୍ୟାଲେଣ୍ଟାଇନ୍ସ ଡେ’ ଅଥବା ପ୍ରେମଦିବସକୁ ନେଇ ଯୁବପୀଢ଼ୀଙ୍କ ମଧ୍ୟରେ ଭିନ୍ନ କ୍ରେଜ। ଏଥିରୁ ବା ବଲିଉଡ ଅଭିନେତା/ଅଭିନେତ୍ରୀ ବାଦ ପଡ଼ିବେ କିଭଳି। ନିଜ ନିଜ...

ରିଲିଜ୍‌ ହେବ ଫିଲ୍ମ ‘ବୈକୁଣ୍ଠପୁରମ୍‌’ର ହିନ୍ଦୀ ଭର୍ସନ

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଫିଲ୍ମକୁ ନେଇ ଚର୍ଚ୍ଚାରେ ରୁହନ୍ତି। ନିକଟରେ ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା’କୁ ନେଇ ଦର୍ଶକଙ୍କ ମଧ୍ୟରେ କ୍ରେଜ୍‌...

୨୪ ବର୍ଷ ପରେ ‘ରାଜା ହିନ୍ଦୁସ୍ତାନୀ’ ନିର୍ଦ୍ଦେଶକଙ୍କ ଖୁଲାସା: ଛୋଟ କରାଯାଇଥିଲା ଆମିର-କରିସ୍ମାଙ୍କ ଚୁମ୍ବନ ଦୃଶ୍ୟ

ବମ୍ବେ: ନିକଟରେ ଆମିର ଖାନ୍‌ଙ୍କ ଫିଲ୍ମ ‘ରାଜା ହିନ୍ଦୁସ୍ତାନୀ’କୁ ପୁରିଛି ଚବିଶ ବର୍ଷ। ୧୯୯୬ ମସିହା ନଭେମ୍ବର ୬ ତାରିଖରେ ରିଲିଜ ହୋଇଥିଲା ଏହି ଫିଲ୍ମ।...

ମିକାଙ୍କ ହୃଦୟ ଜିତିଲେ ଆକାଂକ୍ଷା, ସାଜିବେ ବଧୂ

ମୁମ୍ବାଇ: ଛୋଟପରଦାର ଅଭିନେତ୍ରୀ ଆକାଂକ୍ଷା ପୁରୀ ପ୍ରସିଦ୍ଧ ପଞ୍ଜାବୀ ଗାୟକ ମିକା ସିଂଙ୍କ ହୃଦୟ ଜିତିଛନ୍ତି। ମିକାଙ୍କ ସ୍ବୟଂମ୍ବର ଶୋ’ ‘ମିକା ଦି ବୋତି’ର ବିଜେତା...

୬୫ ବର୍ଷରେ ପାଦ ଦେଲେ ଅନିଲ

ମୁମ୍ବାଇ: ବୟସ ଯାହାଙ୍କ ପାଇଁ କେବଳ ଏକ ନମ୍ବର । ସେ ହେଉଛନ୍ତି ବଲିଉଡର ମୋଷ୍ଟ ଟ୍ୟାଲେଣ୍ଟେଡ ଏଭରଗ୍ରୀନ୍ ନାୟକ ଅନିଲ କପୁର । ୬୫...

ଭାଇ ଅର୍ଜୁନଙ୍କୁ ମା’ ଦେଇଥିବା ସୁନ୍ଦର ଉପହାର କହିଲେ ଅଂଶୁଲା

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅର୍ଜୁନ କପୁରଙ୍କ ଜୁନ୍‌ ୨୬ ଅର୍ଥାତ୍‌ ଆଜି ଜନ୍ମଦିନ। ଏହି ଅବସରରେ ସୋସିଆଲ ମିଡିଆରେ ଭଉଣୀ ଅଂଶୁଲା କପୁର ଅର୍ଜୁନଙ୍କୁ ସ୍ବତନ୍ତ୍ର...

ପୂର୍ବ ପ୍ରେମ ସମ୍ପର୍କ କଥା ଜାଣି ଏହି ଅଭିନେତାଙ୍କ ସ୍ତ୍ରୀ କରିଥିଲେ…

ଫିଲ୍ମ ଷ୍ଟାର ମାନଙ୍କ ଜୀବନ ଅନେକ ଉତ୍ଥାନ-ପତ୍ତନ ଦେଇ ଗତି କରିଥାଏ। ଯେଉଁଥିପାଇଁ ଅନେକ ଷ୍ଟାରଙ୍କ ବୈବାହିକ ସମ୍ପର୍କ ଛାଡପତ୍ର ଯାଏ ଯାଇଛି। ତଥାପି, ଏପରି...

Advertisement
Archives

Model This Week