ଏୟାର ଲାଇନ୍ସ କମ୍ପାନୀର ମାଲିକ ରାମ ଚରଣ
ମୁମ୍ବାଇ: ସାଉଥ୍ ସୁପରଷ୍ଟାର ରାମ ଚରଣ ଜଣେ ଭଲ ଅଭିନେତା ସହ ତାଙ୍କର ଲକ୍ଜିୟସ ଲାଇଫ୍ ଷ୍ଟାଇଲକୁ ନେଇ ସେ ବେଶ୍ ପରିଚିତ । ତାଙ୍କର କେବଳ ସାଇଥରେ ନୁହେଁ ବରଂ ସାରା ଦେଶରେ ରହିଛନ୍ତି ବହୁ ଫ୍ୟାନ୍ ଫଲୋଇଙ୍ଗସ ।…
ଆସିବ କମେଡି କିଙ୍ଗ କପିଲ ଶର୍ମାଙ୍କ ବାୟୋପିକ୍
ମୁମ୍ବାଇ: ବଡ ପରଦାରେ ଆସିବ କମେଡି କିଙ୍ଗ କପିଲ ଶର୍ମାଙ୍କ ବାୟୋପିକ୍ । କପିଲଙ୍କ ପପୁଲାରିଟି କେବଳ ଦେଶ କାହିଁକି ବିଦେଶରେ ବି ରହିଛି । ଲୋକଙ୍କ ମଧ୍ୟରେ ତାଙ୍କର ପପୁଲାରିଟିକୁ ଦେଖି ଏବେ ମେକର୍ସ ତାଙ୍କର ବାୟୋପିକ୍ ନିର୍ମାଣ ପାଇଁ…
୨୭ରେ ବିବାହ କରିବେ ମୌନୀ ରୟ, ଜାଣନ୍ତୁ କ’ଣ କରନ୍ତି ଭାବି ସ୍ବାମୀ
ଅଭିନେତ୍ରୀ ମୌନୀ ରୟ ଖୁବ୍ଶୀଘ୍ର ପ୍ରେମିକ ସୁରଜ ନାମ୍ବିଆର୍ଙ୍କୁ ବିବାହ କରିବେ। ଅଭିନେତ୍ରୀ ୨୭ ଜାନୁୟାରୀ ୨୦୨୨ରେ ଗୋଆରେ ଏକ ସମୁଦ୍ରକୂଳରେ ବିବାହ କରିବେ। କରୋନାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମରେ କେବଳ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟ ଯୋଗ…
ବିଳାସପୂର୍ଣ୍ଣ ଫାର୍ମହାଉସର ମାଲିକାଣୀ ଭାରତୀ, ଛାଡ଼ିଲେ ମୁମ୍ବାଇ ଘର…
ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ବର୍ତ୍ତମାନ ମା’ ହେବାକୁ ଯାଉଥିବାରୁ ନେଇ ଚର୍ଚ୍ଚାରେ ଅଛନ୍ତି। ମୁମ୍ବାଇରେ କୋଭିଡ୍ ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ସେ କିଛ ଦିନ ପାଇଁ ସ୍ବାମୀ ହର୍ଷ ଲିମ୍ବାଚିଆଙ୍କ କରଜାତ ଫାର୍ମ ହାଉସ୍କୁ ରହିବା ପାଇଁ…
ବିବାହ ପରେ ପ୍ରଥମ
ବମ୍ବେ: ନୂଆ ନୂଆ ବିବାହ, ଏଣୁ ମନ ଉଡୁଛି ଆକାଶରେ। ଆମେ କଥା ହେଉଛୁ ବଲିଉଡ୍ ଅଭିନେତ୍ରୀ କଟ୍ରିନା କୈଫ୍ ଏବଂ ଭିକ୍କି କୌଶଲଙ୍କ କଥା। ମାସେ ତଳେ ହାତକୁ ଦୁଇ ହାତ ହୋଇଥିଲେ ଉଭୟେ। ସେବେଠାରୁ ଉଭୟ ପ୍ରତିଟି ଉତ୍ସବକୁ…
ହ୍ରିତିକ୍ଙ୍କୁ ଛାଡ଼ିବା ପରେ ୧୦ ବର୍ଷ ସାନ ଏହି ବ୍ୟକ୍ତିଙ୍କ ପ୍ରେମରେ ସୁଜୈନ୍; ଏବେ କହିଲେ…
ବମ୍ବେ: ପ୍ରେମରେ ପଡ଼ିଛନ୍ତି ସୁଜୈନ ଖାନ୍। ଅଭିନେତା ତଥା ସ୍ବାମୀ ହ୍ରିତିକ୍ ରୋଶନଙ୍କଠାରୁ ଅଲଗା ହେବା ପରେ ସେ ନିଜଠାରୁ ୧୦ ବର୍ଷ ସାନ ଅର୍ସଲାନ ଗୋନିଙ୍କୁ ମନ ଦେଇଛନ୍ତି। ଏପରି କିଛି ଚର୍ଚ୍ଚା ଏବେ ବଲିଉଡ୍ର ଗଳିକନ୍ଦିରେ ହେଉଛି। ଉଭୟ…
ସୁଜୈନଙ୍କ ପରେ ଏବେ ହ୍ରିତିକ୍ଙ୍କୁ କରୋନା; ହୋମ୍ କ୍ୱାରାଣ୍ଟାଇନ୍ରେ ବିତୁଛି…
ବମ୍ବେ: ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସାଧାରଣ ଲୋକଠାରୁ ଆରମ୍ଭ କରି ବଡ଼ ବଡ଼ ସେଲିବ୍ରିଟି ଏଥିରୁ ରକ୍ଷା ପାଇ ପାରୁନାହାନ୍ତି। ଏବେ ଅଭିନେତା ହ୍ରିତିକ ରୋଶନ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି। ସେ ହୋମ୍ ଆଇସୋଲେଶନରେ…
ଆଇଟମ ଗୀତରେ ଡ୍ୟାନ୍ସ କରିଛନ୍ତି ନାମୀଦାମୀ ଅଭିନେତ୍ରୀ
ମୁମ୍ବାଇ: ବଲିଉଡ୍ର ଅନେକ ଲୋକପ୍ରିୟ ଅଭିନେତ୍ରୀ ଅଭିନୟ କରିବା ବ୍ୟତୀତ ଆଇଟମ୍ ଗୀତରେ ମଧ୍ୟ ଡ୍ୟାନ୍ସ କରିଛନ୍ତି। ସେ ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ହୁଅନ୍ତୁ କି କ୍ୟାଟ୍ରିନା କୈଫ୍, ଆଇଟମ ସଙ୍ଗ୍ରେ ତାଙ୍କ ଡ୍ୟାନ୍ସରେ ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି। ଦେଶୀ ଗର୍ଲ…
ଖୁବ୍ଶୀଘ୍ର ସନ୍ତାନ ଚାହୁଁଛନ୍ତି ପ୍ରିୟଙ୍କା-ନିକ୍
ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା-ନିକ୍ ଜୋନାସ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ଦୁହେଁ ୨୦୧୮ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ନୂଆ ନୂଆ ଫଟୋ, ଭିଡିଓ ଶେୟାର କରି ସେମାନେ ଫ୍ୟାନ୍ସଙ୍କୁ ବାନ୍ଧି ରଖିଥାନ୍ତି। ନିକଟରେ ମାତୃତ୍ୱ…
ଗୁଜରାଟରେ ଆଉ ଥରେ ରିଲିଜ୍ ହେଲା ଫିଲ୍ମ ‘ସୂର୍ଯ୍ୟବଂଶୀ’
ମୁମ୍ବାଇ: ବଲିଉଡ୍ ଅଭିନେତା ଅକ୍ଷୟ କୁମାର-କ୍ୟାଟ୍ରିନା କୈଫଙ୍କ ଅଭିନୀତ ଫିଲ୍ମ ‘ସୂର୍ଯ୍ୟବଂଶୀ’ ସର୍ବାଧିକ ଆୟ କରିଥିବା ଫିଲ୍ମ ମଧ୍ୟରୁ ଏକ, ଯାହାକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ କ୍ରେଜ୍ ରହିଛି। ଏହି ଫିଲ୍କଟି ନଭେମ୍ବର ୫ରେ ପ୍ରେକ୍ଷାଳୟରେ ରିଲିଜ୍ ହୋଇଥିଲା। ତେବେ…
ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ ଫିଲ୍ମ ‘ପୁଷ୍ପା’ର ହିନ୍ଦୀ ଭର୍ସନ
ମୁମ୍ବାଇ: ସାଉଥ ସୁପରଷ୍ଟାର ଆଲ୍ଲୁ ଅର୍ଜୁନ-ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା’ଦେଖିବାକୁ ଦର୍ଶକଙ୍କ ମଧ୍ୟରେ କ୍ରେଜ୍ ବଢିଛି। ଏମାନଙ୍କ ଯୋଡିକୁ ଦର୍ଶକ ମଧ୍ୟ ବେଶ୍ ପ୍ରଶଂସା କରିଛନ୍ତି। ଡିସେମ୍ବର ୧୭ରେ ଫିଲ୍ମଟି ପ୍ରେକ୍ଷାଳୟରେ ମୁକ୍ତି ଲାଭ କରିଥିଲା। ତେବେ ଏହାର ହିନ୍ଦୀ…
ଭଉଣୀଙ୍କ ହାତ ଛାଡିଲେ ସୋନୁ!
ମୁମ୍ବାଇ: ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ଭଉଣୀ ମାଳବିକା ସୁଦ ସଚ୍ଚର ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି । ମଙ୍ଗଳବାର ସେ କଂଗ୍ରେସରେ ଯୋଗ ଦେଇଛନ୍ତି । ପଞ୍ଜାବ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ସେଠାରେ ରାଜନୀତି ହାଇଛି ସରଗରମ…
Archives


