ମନୋରଞ୍ଜନ

ଖୁବଶୀଘ୍ର ଆସିବ ସିଂଘମ ୩!

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନ ୨୦୧୧ରେ ନିର୍ଦ୍ଦେଶକ ରୋହିତ ସେଟ୍ଟିଙ୍କ ଆକ୍ସନ ଫିଲ୍ମ ‘ସିଂଘମ’ ଫିଲ୍ମରେ ସେ ବାଜିରାଓ ସିଂଘମ ଭୂମିକାରେ ଦର୍ଶକଙ୍କ ମନ ଜିଣିଥିଲେ । ଏହାପରେ ସିଂଘମ ଫିଲ୍ମର ସଫଳତାକୁ ଦେଖି ମେକର୍ସ ୨୦୧୪ରେ ଏହାର ସିକ୍ୱିଏଲ…

ମଧୁବାଲା-ଦିଲୀପ କୁମାରଙ୍କ ପ୍ରେମ ସମ୍ପର୍କକୁ ନେଇ ଏମିତି କହିଲେ ଭଉଣୀ

ମୁମ୍ବାଇ: ବଲିଉଡ୍‌ର ଭେଟେରାନ ଅଭିନେତା ଦିଲୀପ କୁମାର ଏବଂ କିମ୍ବଦନ୍ତୀ ଅଭିନେତ୍ରୀ ମଧୁବାଲାଙ୍କ ଫିଲ୍ମ ‘ମୋଗଲ-ଏ-ଆଜମ’ ଭାରତୀୟ ଫିଲ୍ମର ୍‌ବ୍ଲକବଷ୍ଟର ଫିଲ୍ମ ମଧ୍ୟରୁ ଅନ୍ୟତମ। ଫିଲ୍ମରେ ତାଙ୍କର ପ୍ରେମ କାହାଣୀ ଯେତିକି ଦୁଃଖଦ ଥିଲା ବାସ୍ତବ ଜୀବନର ପ୍ରେମ କାହାଣୀ ମଧ୍ୟ…

ଡେବ୍ୟୁ ଫିଲ୍ମ ପରେ ଇଣ୍ଡଷ୍ଟ୍ରି ଛାଡିବାକୁ ଚାହୁଁଥିଲେ ‘ପୁଷ୍ପା’ ଅଭିନେତ୍ରୀ

ସାଉଥ ଇଣ୍ଡଷ୍ଟ୍ରିର ସୁପରହିଟ ଅଭିନେତ୍ରୀ ରଶ୍ମିକା ମନ୍ଦନା ଏବେ ଚର୍ଚ୍ଚାରେ ଅଛନ୍ତି। ସେ ଅନେକ ଫିଲ୍ମରେ ଅଭିନୟ କରିଥିଲେ, କିନ୍ତୁ ନିକଟରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ପୁଷ୍ପା: ଦି ରାଇଜ’ ତାଙ୍କୁ ଲୋକପ୍ରିୟତାର ଶିଖରରେ ପହଞ୍ଚାଇଛି। ଏହି ଫିଲ୍ମରେ ରଶ୍ମିକା ‘ଶ୍ରୀବଲି’…

ପଲକଙ୍କ ଫଟୋରେ ଏମିତି କମେଣ୍ଟ ଦେଲେ ସଲମାନଙ୍କ ଏକ୍ସ-ଗର୍ଲଫ୍ରେଣ୍ଡ

ମୁମ୍ବାଇ: ଅଭିନେତ୍ରୀ ଶ୍ୱେତା ତିଓ୍ବାରୀଙ୍କ ଝିଅ ପଲକ ତିଓ୍ବାରୀଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି। ଯାହା ପ୍ରଶଂସକଙ୍କ ହୃଦୟକୁ ଛୁଇଁଯାଇଛି। ଏକ ପିଚ୍‌ କଲରର ଶର୍ଟ ବଡିକନ ଡ୍ରେସ ସହିତ ଧଳା ରଙ୍ଗର ବ୍ଲେଜର ପିନ୍ଧିଛନ୍ତି ପଲକ।…

ଆମ ପାଇଁ ସବୁଦିନ ଭାଲେଣ୍ଟାଇନ୍ସ ଡେ’: ଜ୍ୟାଙ୍କଲିନ୍‌-ଅରବିନ୍ଦ

ଓଡ଼ିଆ ଟେଲି ଇଣ୍ଡଷ୍ଟ୍ରୀର ଏମାନେ ଏକ ଚର୍ଚ୍ଚିତ ଯୋଡ଼ି । ଖୋଲାଖୋଲି ଭାବେ ଭଲ ପାଇଥିଲେ । ବିବାହ ବି କଲେ। ଏବେ ଏକ ସୁନ୍ଦର ଭବିଷ୍ୟତ ଗଢ଼ିବାର ସ୍ବପ୍ନ ନେଇ ଆଗେଇ ଚାଲିଛନ୍ତି । ସେ ହେଉଛନ୍ତି ଅରବିନ୍ଦ- ଜ୍ୟାଙ୍କଲିନ୍‌,…

ଚର୍ଚ୍ଚାରେ କୁନି ଗଙ୍ଗୁବାଇଙ୍କ ଭିଡିଓ, ଯିଏ ଦେଖୁଛି…

ବମ୍ବେ: ରିଲିଜ ପୂର୍ବରୁ ଚର୍ଚ୍ଚାରେ ରହିଛି ଅଭିନେତ୍ରୀ ଆଲିଆ ଭଟ୍ଟ ଅଭିନୀତ ଫିଲ୍ମ ‘ଗଙ୍ଗୁବାଇ କାଠିଆଓ୍ବାଡି’। ନିକଟରେ ଏହାର ଟ୍ରେଲର ରିଲିଜ ହୋଇଥିଲା। ସେଥିରେ ଡାଏଲଗ ସାଙ୍ଗକୁ ଆଲିଆଙ୍କ ଅଭିନୟ ସମସ୍ତଙ୍କ ମନ କିଣିବାରେ ହୋଇଛି ସଫଳ। କ୍ରେଜ୍‌ ଏପରି ଯେ…

ଫିଲ୍ମରେ ପୁତୁରାଙ୍କ କିସ୍‌ ସିନ୍‌ ଦେଖି ଫୋନ୍‌ କଲେ ଦାଦା: କହିଲେ ଏମିତି…

ଦୀପିକା ପାଦୁକୋନଙ୍କ ରୋମାନ୍ସ ଫିଲ୍ମ ଗେହରାଇୟାଁ ରିଲିଜ ହୋଇଛି ।ନିକଟରେ ଫିଲ୍ମର କାଷ୍ଟ କପିଲ ଶର୍ମାଙ୍କ ଶୋ’ରେ ପହଞ୍ଚିଥିଲେ। ଶୋରେ ସେ ଫିଲ୍ମ ସହିତ ଜଡିତ ଅନେକ ଜିନିଷ ଶେୟାର କରିଥିଲେ । ଏଥି ସହିତ କପିଲ ମଧ୍ୟ ସମସ୍ତଙ୍କ ସହ…

ଦୀପିକାଙ୍କ ରୋମାନ୍ସ ଫିଲ୍ମ‘ଗେହରାଇୟାଁ’କୁ ନେଇ ବର୍ଷିଲେ ଏହି ଅଭିନେତ୍ରୀ

ନିକଟରେ ଦୀପିକା ପାଦୁକୋନ, ଅନନ୍ୟା ପାଣ୍ଡେ ଏବଂ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ଫିଲ୍ମ ଗେହରାଇୟାଁ ରିଲିଜ ହୋଇଛି । ଏହା ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିଛି। ଫିଲ୍ମର କାହାଣୀ ନୂଆ ପିଢିରେ ଥିବା ପ୍ରେମ ସମ୍ପର୍କକୁ ନେଇ ଦେଖାଯାଇଛି…

ଦ୍ୱିତୀୟ ବିବାହ କରିବେ ନାହିଁ ବୋଲି ପ୍ରତିଜ୍ଞା କରିଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ର କିଛି ଅଭିନେତ୍ରୀ ବିବାହ ପରେ ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେଇଛନ୍ତି। କିଛି ଅଭିନେତ୍ରୀ ଦ୍ୱିତୀୟ ବିବାହ ମଧ୍ୟ କରିସାରିଛନ୍ତି। ମାତ୍ର ଅଭିନେତ୍ରୀ କରିସ୍ମା କପୁର ତାଙ୍କ ସ୍ବାମୀ ତଥା ବିଶିଷ୍ଟ ଶିଳ୍ପପତି ସଞ୍ଜୟ କପୁରଙ୍କଠାରୁ ଅଲଗା ହେବାର ଅନେକ ବର୍ଷ…

ନିଜ ଗୀତ ନିଜେ ଶୁଣୁ ନ ଥିଲେ ଲତା

ବମ୍ବେ: ନାଁ କୋକିଳକଣ୍ଠୀ। ଗାଇଛନ୍ତି ତିନି ହଜାରରୁ ଅଧିକ ଗୀତ। ନାମରେ ଅଛି ଅନେକ ରେକର୍ଡ। ହେଲେ ନିଜେ ଗାଇଥିବା ଗୀତ ନିଜେ ଶୁଣନ୍ତି ନାହିଁ। ଆମେ କହୁଛୁ ଲତା ମଙ୍ଗେସରକଙ୍କ କଥା। ଅନେକଙ୍କୁ ଆଶ୍ଚର୍ଯ୍ୟ କଲେ ହେଁ କଥାଟି ଏକଦମ୍‌…

ଆଇପିଏଲ୍‌ ନିଲାମୀରେ କିଙ୍ଗ ଖାନଙ୍କ ପୁଅ, ୟୁଜର୍ସ କହିଲେ…

୨୦୨୧ ବଲିଉଡର କିଙ୍ଗ ଖାନ ତଥା ଶାହାରୁଖ ଖାନଙ୍କ ପାଇଁ ବହୁତ କଷ୍ଟକର ଦିନ ଥିଲା । ଡ୍ରଗ୍ସ ମାମଲାରେ ତାଙ୍କ ପୁଅ ଆର୍ୟନଙ୍କୁ ଗିରଫ କରାଯାଇ ଜେଲରେ ରଖାଯାଇଥିଲା। ଆର୍ୟନ ଜାମିନ ପାଇବା ପରେ ବାପା ଶାହାରୁଖ ଖୁସି ହୋଇଯାଇଥିଲେ।…

ଫେରୁଛନ୍ତି ରିଆ

ମୁମ୍ବାଇ: ଦୀର୍ଘ ପ୍ରାୟ ଦୁଇ ବର୍ଷ ପରେ ପୁଣିଥରେ ଗ୍ଲାମରସ ଦୁନିଆକୁ ଫେରିଛନ୍ତି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତି । ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଏହି ମାମଲାରେ ରିଆ ସମ୍ପୃକ୍ତ ଥିବା ଜଣାପଡିଥିଲା । ଏହାପରଠାରୁ ତାଙ୍କୁ ଆଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?