ମନୋରଞ୍ଜନ

ଭାରତୀୟ ସେନା ଉପରେ ନିର୍ମାଣ ହୋଇଥିବା ଏହି ଫିଲ୍ମକୁ ମିଳି ନ ଥିଲା ଏନ୍‌ଓସି: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୨।୨: ବଲିଉଡ୍‌ରେ ଦେଶର ସେନା ଓ ଯବାନଙ୍କୁ ନେଇ ଅନେକ ଫିଲ୍ମ ତିଆରି କରାଯାଇଛି। ଆଉ ଏଭଳି ଫିଲ୍ମଗୁଡ଼ିକୁ ବଲିଉଡ୍‌ ପ୍ରଥମେ ଆଗ୍ରାଧିକାର ଦେଉଥିବା ବେଳେ ଦର୍ଶକ ମଧ୍ୟ ଏହାକୁ ବେଶ୍‌ ପସନ୍ଦ କରିଥାନ୍ତି। କିନ୍ତୁ ଜାଣିଛନ୍ତି କି, ଚଳିତ ଥର…

ସମୁଦ୍ର କୂଳରେ ରୋମାଣ୍ଟିକ୍‌ ହେଲେ ଦୀପ୍‌ବୀର

ବଲିଉଡ୍‌ର ସୁନ୍ଦର ଯୋଡିଙ୍କ ମଧ୍ୟରୁ ରଣବୀର ସିଂ ଏବଂ ଦୀପିକା ପାଦୁକୋନ ଅନ୍ୟତମ। ଦୁହେଁ ଅନସ୍କ୍ରିନରେ ଅନେକ ଥର ରୋମାନ୍ସ କରୁଥିବା ଦେଖିବାକୁ ମିଳିଛି। ପ୍ରଶଂସକମାନେ ସେମାନଙ୍କ କେମେଷ୍ଟ୍ରିକୁ ଖୁବ୍‌ ପସନ୍ଦ କରନ୍ତି। ରଣବୀର ରିଅଲ ଲାଇଫରେ ସ୍ତ୍ରୀ ଦୀପିକାଙ୍କ ପ୍ରତି…

ନ୍ୟାଶନାଲ ଟେଲିଭିଜନରେ ପ୍ରଥମ ଥର ହେଲା ଗୋଦ ଭରାଇ ରସମ

ମୁମ୍ବାଇ: କମେଡି କୁଇନ୍ ଭାରତି ସିଂ ଏବେ ଗର୍ଭବତୀ । କିଛିଦିନ ତଳେ ଏମିତି ଏକ ଖବରକୁ ବେଶ ଖୁସିର ସହ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଶେୟାର କରିଥିଲେ ଭାରତି ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆ । ଏମାନଙ୍କୁ ସରପ୍ରାଇଜ ଦେବାକୁ…

‘ଦ ଫେମ ଗେମ’ରେ ମାଧୁରୀ

ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଏବେ ଓଟିଟିରେ ଡେବ୍ୟୁ ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି । ନେଟଫ୍ଲିକ୍ସର ୱେବ ସିରିଜ ‘ଦ ଫେମ ଗେମ’ରେ ମାଧୁରୀଙ୍କୁ ଦେଖିବାକୁ ମିଳିବ। ନେଟ୍‌ଫ୍ଲିକ୍ସରେ ପ୍ରସାରିତ ହେବାକୁ ଥିବା ତାଙ୍କର ଆଗାମୀ ୱେବ ସିରିଜ…

ଘରକୁ ଫେରିବା ପରେ ଏଭଳି ଟୁଇଟ୍‌ କଲେ ସୁନୀଲ

ବମ୍ବେ: ଅଭିନେତା ତଥା କମେଡିଆନ୍‌ ସୁନୀଲ ଗ୍ରୋଭର ନିକଟରେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କର ହାର୍ଟ ସର୍ଜରୀ କରାଯାଇଥିଲା। ଏବେ ସେ ଘରକୁ ଫେରିଥିବା ବେଳେ ନିଜର ସ୍ବାସ୍ଥ୍ୟାବସ୍ଥା ନେଇ ପ୍ରଶଂସକଙ୍କୁ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ନିଜସ୍ବ ଶୈଳୀରେ ସୁନିଲ ଧନ୍ୟବାଦ…

ଦୁଃଖ ବଖାଣିଲେ ଅଭିନେତ୍ରୀ: ବିବାହ ଆଉ ମା’ ହେବା ପରେ…

ବମ୍ବେ: ଗ୍ଲାମର ଦୁନିଆ ଯେତିକି ଚାକଚକ୍ୟଭରା, ସେତିକି ସଂଘର୍ଷମୟ। ବିବାହ ପରେ ବି ଅଭିନେତାଟିଏ ପାଖରେ କାମର ଅଭାବ ନ ଥିବା ବେଳେ ଅଭିନେତ୍ରୀଟିଏ କିନ୍ତୁ କରିଥାଏ ସଂଘର୍ଷ। ସେଭଳି କିଛି ଘଟିଛି ଟେଲି ଅଭିନେତ୍ରୀ ଚାହତ ଖାନ୍ନାଙ୍କ କ୍ଷେତ୍ରରେ। ଏକଦା…

ବାନ୍ଦ୍ରା ସଡ଼କରେ ବୁଲେଟର ମଜା ନେଉଛନ୍ତି ଦବଙ୍ଗ ଗର୍ଲ

ମୁମ୍ବାଇ: ବଲିଉଡ ଦବଙ୍ଗଗର୍ଲ ଭାବେ ପରିଚିତ ସୋନାକ୍ଷୀ ସିହ୍ନାଙ୍କ ଭିନ୍ନରୂପ ଏବେ ଦେଖିବାକୁ ମିଳିଛି । ରୟାଲ ଏନଫିଲ୍ଡ ବୁଲେଟ ଚଢି ବାନ୍ଦ୍ରା ସଡ଼କ ଉପରେ ବୁଲୁଛନ୍ତି ଏହି ବଲିଉଡ୍ କୁଇନ୍ । ଭିନ୍ନ ଅନ୍ଦାଜରେ ତାଙ୍କୁ ଦେଖିବାକୁ ମିଳିଛି ।…

ପତ୍ନୀଙ୍କ ପାଦ ସେବା କଲେ ସଞ୍ଜୟ: ପ୍ରଂଶସକ କହିଲେ, ଲଗେ ରହୋ ମୁନ୍ନାଭାଇ

ମୁମ୍ବାଇ: ସଞ୍ଜୟ ଦତ୍ତ ଓ ପତ୍ନୀ ମାନ୍ୟତା ଦତ୍ତ ବଲିଉଡ୍‌ର କ୍ୟୁଟ କପଲ୍ସ ମଧ୍ୟରୁ ଅନ୍ୟତମ। ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ କୌଣସି ନା କୌଣସି କାରଣରୁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ମାନ୍ୟତା ମଧ୍ୟ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ।…

ଅଭିନେତ୍ରୀ ରବିନାଙ୍କ ବାପା ରବି ଟଣ୍ଡନଙ୍କ ପରଲୋକ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ବାପା ତଥା ନିର୍ମାତା ରବି ଟଣ୍ଡନଙ୍କର ଶୁକ୍ରବାର ଦେହାନ୍ତ ହୋଇଛି। ଏ ନେଇ ରବିନା ଇନଷ୍ଟାଗ୍ରାମରେ ତାଙ୍କ ବାପାଙ୍କ ସହ ଏକ ଫଟୋ ଶେୟାର କରି ଏହାର ସୂଚନା ଦେଇଛନ୍ତି। ଶେୟାର କରି ଲେଖିଛନ୍ତି,…

ବଡ ପରଦାରେ ଆସିବାକୁ ଯାଉଛି ରଣବୀରଙ୍କ ଏହି ଫିଲ୍ମ

ବଲିଉଡ୍‌ ଅଭିନେତା ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ଶ୍ୟାମଶେରାର ରିଲିଜ୍‌ ତାରିଖ ଘୋଷଣା ହୋଇଯାଇଛି। ଫିଲ୍ମଟି ଜୁଲାଇ ୨୨ରେ ବଡ ପରଦାକୁ ଆସିବାକୁ ଯାଉଛି। ବହୁ ଦିନର ବ୍ୟବଧାନ ପରେ ରଣବୀରଙ୍କୁ ଦେଖିବାକୁ ପାଇବେ ଦର୍ଶକ। ଫିଲ୍ମକୁ କରଣ ମାଲହୋତ୍ରା ନିର୍ଦ୍ଦେଶନା…

ରଣବୀରଙ୍କୁ ବିବାହ କରିସାରିଛନ୍ତି ଆଲିଆ!

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ନିଜ ଫିଲ୍ମ ଗଙ୍ଗୁବାଇ କାଠିଆଓ୍ବାଡିକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଇତିମଧ୍ୟରେ ନିଜ ପ୍ରେମିକ ତଥା ବଲିଉଡ୍‌ ରଣବୀର କପୁରଙ୍କୁ ନେଇ ଦେଇଥିବା ବୟାନ ଯୋଗୁ ପୁଣିଥରେ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଆଲିଆଙ୍କ…

ଆଜି ରିଲିଜ୍‌ ହେବ ଦୀପିକାଙ୍କ ଫିଲ୍ମ ‘ଗେହରାୟିଆଁ’

ମୁମ୍ବାଇ: ଅପେକ୍ଷାର ଘଟିଲା ଅନ୍ତ। ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଗେହରାଇୟାଁ’ ଶୁକ୍ରବାର ରିଲିଜ୍‌ ହେବାକୁ ଯାଉଛି। ଯାହାକୁ ଦେଖିବାକୁ ଦର୍ଶକ ଆଗ୍ରହର ସହ ଅପେକ୍ଷା କରି ରହିଥିଲେ। ତେବେ ଆଜି ରାତି ୧୨ଟାରେ ଫିଲ୍ମଟି ଓଟିଟି ପ୍ଲାର୍ଟଫର୍ମରେ ଷ୍ଟ୍ରିମିଂ କରିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?