ମନୋରଞ୍ଜନ

ଇତିହାସ ରଚିଲା ‘୮୩’

ବମ୍ବେ: ବକ୍ସ ଅଫିସରେ ଇତିହାସ ରଚିଛି ସୁପରଷ୍ଟାର ରଣବୀର ସିଂ ଏବଂ ଦୀପିକା ପାଦ୍ୟୁକୋନ୍‌ ଅଭିନୀତ ଫିଲ୍ମ ‘୮୩’। ୨୦୨୧ ଡିସେମ୍ବର ୨୪ରେ ଏହା ରିଲିଜ ହୋଇଥିଲା। ଏହାପରେ ଏକାଧିକ ବଡ଼ ବଜେଟ୍‌ ଫିଲ୍ମ ରିଲିଜ ହୋଇଥିଲେ ହେଁ ବ୍ୟବସାୟ ଉପରେ…

କ୍ରିସ୍‌ ବ୍ରାଉନଙ୍କ ନାମରେ ମହିଳାଙ୍କୁ ନିଶାଦେଇ ବଳାତ୍କାର ଅଭିଯୋଗ

ପୁଣି ବିବାଦରେ ସିଙ୍ଗର ତଥା ପପ୍‌ ଗାୟକ କ୍ରିସ ବ୍ରାଉନ । ଜଣେ ମହିଳାଙ୍କୁ ବଳାତ୍କାର ମାମଲାରେ ତାଙ୍କ ବିରୋଧରେ ମାମଲା ଦାୟର ହୋଇଛି । ଏହାକୁ ନେଇ କ୍ରିସ୍‌ଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ପୀଡିତା କହିଛନ୍ତି, କ୍ରିସ…

ଟାଟା ଗ୍ରୁପ ଉପରେ ତିଆରି ହେବ ୱେବ ସିରିଜ

ମୁମ୍ବାଇ: ବଲିଉଡ ଫିଲ୍ମ ନିର୍ମାତାମାନେ ଏବେ ଯୋଜନା କରିଛନ୍ତି ଏକ ୱେବ ସିରିଜ ଟାଟା ଗ୍ରୁପ ଉପରେ ପ୍ରସ୍ତୁତ କରିବେ । ସମସ୍ତଙ୍କୁ ଜଣା ଟାଟା ବହୁତ ବଡ ଗ୍ରୁପ କେବଳ ଦେଶ କାହିଁକି ବିଦେଶରେ ବି ଏହା ଖୁବ୍ ଜଣାଶୁଣା…

ଏତେ ରାଗ ଲାଗୁଥିଲା ଯେ, ଟିଭି ଭାଙ୍ଗି ଦେଇଥାନ୍ତି; କିଛି ଏଭଳି କହି ଜବାବ ରଖିଲେ…

ବମ୍ବେ: ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ଚଳିତ ବର୍ଷ ବିଗ୍‌ବସ୍‌-୧୫ ସିଜନ୍‌ର ଅନ୍ତ ହେବାକୁ ଯାଉଛି। ଶନିବାର ଏବଂ ରବିବାର ଏହାର ଫିନାଲେ ଏପିସୋଡ ପ୍ରସାରିତ ହେବ, ଯାହା ପରେ କିଏ ବିଜେତା ହେବ ତାହା ସ୍ପଷ୍ଟ ହୋଇଯିବ। ଏହା…

୧୬ରେ ବିବାହ, ୧୭ରେ ମା’; ୨ ବର୍ଷରେ ଛାଡ଼ପତ୍ର; ଚର୍ଚ୍ଚାରେ ଥିଲା ‘କୋମଲିକା’ଙ୍କ ଜୀବନ

ବମ୍ବେ: ନାୟିକା ନୁହେଁ ବରଂ ଖଳନାୟିକା ଭାବେ ଖ୍ୟାତି ଅର୍ଜନ କରିଛନ୍ତି ଲୋକପ୍ରିୟ ଟେଲି ଅଭିନେତ୍ରୀ ଉର୍ବଶୀ ଢ଼ୋଲକିଆ। ଆଜି ବି ଦର୍ଶକ ତାଙ୍କର ଚରିତ୍ର ‘କୋମଲିକା’କୁ ବେଶ୍‌ ପସନ୍ଦ କରନ୍ତି। ଅଭିନୟକୁ ନେଇ ଉର୍ବଶୀ ଯେତେ ଚର୍ଚ୍ଚିତ ତା’ଠାରୁ ଅଧିକ…

ବିବାହ ଗୁଜବକୁ ନେଇ ମୁହଁ ଖୋଲିଲେ ଆହାନ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁନୀଲ ସେଟ୍ଟିଙ୍କ ପୁଅ ଆହାନ ସେଟ୍ଟୀଙ୍କର ଫିଲ୍ମ ରିଲିଜ୍‌ ହୋଇଛି । ପ୍ରଥମ ଥର ପାଇଁ ସେ ବଲିଉଡ୍‌ରେ ଡେବ୍ୟୁ କରିଛନ୍ତି । ଏହାରି ଭିତରେ ସେ ତାଙ୍କ ଲଭ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଆହାନ…

୨୦ ହଜାର ସ୍କ୍ରିନରେ ରିଲିଜ ହେବ ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’

ମୁମ୍ବାଇ: ହିନ୍ଦୀରେ ସବୁଠାରୁ ଅଧିକ ବ୍ୟବସାୟ କରିଥିବା ‘ବାହୁବଳି-ଦ କନକ୍ଲୁଜନ’ ପରେ ଏବେ ଅଭିନେତା ପ୍ରଭାସଙ୍କ ଫିଲ୍ମ ଏହି ରେକର୍ଡ ଭାଙ୍ଗିବ କି ନା ତାକୁ ନେଇ ଚାଲିଛି ଚର୍ଚ୍ଚା । ଶନିବାର ମୁମ୍ବାଇ ଫିଲ୍ମ ଜଗତରେ ସାରା ଦିନ ଚର୍ଚ୍ଚା…

ଦିନରେ ମାଲାୟଲମ୍‌ ରାତିରେ ବଙ୍ଗାଳି ରୀତିନୀତିରେ ବିବାହ କଲେ ମୌନି

ବିବାହ ବନ୍ଧନରେ ବାନ୍ଧି ହେଲେ ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତ୍ରୀ ମୌନୀ ରୟ। ବ୍ୟବସାୟୀ ସୁରଜ ନାମ୍ବିଆଙ୍କ ହାତ ଧରିଛନ୍ତି ସେ। ଦିନରେ ମାଲାୟଲମ୍‌ ରାତିରେ ବଙ୍ଗାଳି ରୀତିନୀତିରେ ଉଭୟ ବିବାହ କରିଛନ୍ତି। ଅନେକ ଦିନ ଧରି ଚାଲିଥିବା ଡେଟ୍‌ ବିବାହରେ…

‘ମୁଁ ଟିସୁ ପେପର୍‌ ନୁହେଁ’: କାନ୍ଦିକାନ୍ଦି ଏମିତି କହିଲେ ରାଖୀ…

ବମ୍ବେ: ଡ୍ରାମା କୁଇନ୍‌ ରାଖୀ ସାୱନ୍ତ ଲୋକପ୍ରିୟ ରିଆଲିଟି ଶୋ’ ବିଗ ବସ -୧୫ରୁ ବାହାରି ଯାଇଛନ୍ତି । ସେ ବିଗ ବସ୍‌ରୁ ବାହାରିବା ପରେ ତାଙ୍କ ପ୍ରଶଂସକଙ୍କୁ ଝଟକା ଲାଗିଥିଲା ବେଳେ ସେମାନେ ଦୁଃଖ ପ୍ରକାଶ କରିଛନ୍ତି। କାହିଁକି ନା…

ଶେଷରେ ମାଗିଲେ କ୍ଷମା

ବମ୍ବେ: ଭଗବାନଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିବା ପରେ କ୍ଷମା ମାଗିଛନ୍ତି ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଶ୍ୱେତା ତିଓ୍ବାରୀ। ତାଙ୍କ ଅନ୍ତଃବସ୍ତ୍ର ସାଇଜ୍‌ ଭଗବାନ ନେଉଛନ୍ତି ବୋଲି ସେ କହିଥିଲେ। ଏହାକୁ ନେଇ ଶ୍ୱେତାଙ୍କ ନାମରେ ଭୋପାଳର…

ଓଟିଟିରେ ଡେବ୍ୟୁ କରିବେ ଭାଗ୍ୟଶ୍ରୀଙ୍କ ଝିଅ

ମୁମ୍ବାଇ: ଓଟିଟି ପ୍ଲାଟ ଫର୍ମରେ ପୁଣିଥରେ ଧମାଲ ମଚେଇବାକୁ ଆସୁଛନ୍ତି ହୁମା କୁରେସି । ତାଙ୍କର ନୂଆ ୱେବ ସିରିଜ ‘ମିଥ୍ୟା’ ଖୁବଶୀଘ୍ର ଫ୍ଲୋରକୁ ଶୁଟ୍ ପାଇଁ ବାହାରିବ । ‘ମିଥ୍ୟା’ ୨୦୧୯ର ସିରିଜ ‘ଚିଟ’ର ଏକ ମୂଳ ରୂପାନ୍ତର ।…

ମଲାଇକାଙ୍କ ୱିକନେସ୍‌

ମୁମ୍ବାଇ: ବଲିଉଡ୍ ବୋଲ୍ଡ କୁଇନ୍ ମଲାଇକା ଆରୋରା କିଛି ନା କିଛି କାରଣ ପାଇଁ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । ତାଙ୍କର ବୋଲ୍ଡ ଫଟୋ ଶୁଟ ହେଉ ଅବା ରିଲେସନଶିପ ଏହାକୁ ନେଇ ଅଧିକାଂଶ ସମୟରେ ସେ ଚର୍ଚ୍ଚାରେ ରହିଥାଆନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?