ମନୋରଞ୍ଜନ

ଅଭିଯୋଗ ଆଣିଲେ ଗଙ୍ଗୁବାଈଙ୍କ ପୁଅ

ମୁମ୍ବାଇ୧୬।୨: ଫେବୃଆରୀ ୨୫ରେ ରିଲିଜ ହେବାକୁ ଥିବ ବଲିଉଡ୍‌ ଚଳଚ୍ଚିତ୍ର ଗଙ୍ଗୁବାଈ କାଥିଆଓ୍ବାଡି ବିରୋଧରେ ଅଭିଯୋଗ ଆଣିଛନ୍ତି ଗଙ୍ଗୁବାଈଙ୍କ ପୁଅ ବାବୁ ରାଓଜୀ ଶାହା। ଗଙ୍ଗବାଈଙ୍କ ଭଳି ଜଣେ ସମାଜସେବୀଙ୍କୁ ଫିଲ୍ମରେ ଦେହଜୀବୀ ଦର୍ଶାଯାଇଥିବାରୁ ସେ ଆପତ୍ତି ଉଠାଇଛନ୍ତି। ଏ ନେଇ…

ଦୁର୍ଘଟଣାରେ ଚାଲିଗଲା ଲୋକପ୍ରିୟ ଅଭିନେତାଙ୍କ ଜୀବନ

ଚଣ୍ଡିଗଡ଼,୧୫।୨: ସଡ଼କ ଦୁର୍ଘଟଣାରେ ଆଖି ବୁଜିଲେ ଲୋକପ୍ରିୟ ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ। ମଙ୍ଗଳବାର ସେ ନିଜ ବନ୍ଧୁମାନଙ୍କ ସହ ସ୍କର୍ପିଓରେ ଦିଲ୍ଲୀରୁ ପଞ୍ଜାବ ଫେରୁଥିଲେ। ସିଙ୍ଘୁ ସୀମା ନିକଟ କୁଣ୍ଡଳି ମାନସର ରାଜପଥରେ ତାଙ୍କ ଗାଡ଼ି ଦୁର୍ଘଟଣାର ଶିକାର ହୋଇଥିଲା।…

ପରଲୋକରେ ଭେଟେରାନ କଣ୍ଠଶିଳ୍ପୀ ସନ୍ଧ୍ୟା ମୁଖାର୍ଜୀ

କୋଲକାତା,୧୫।୨: କୋକିଳକଣ୍ଠୀ ଲତା ମଙ୍ଗେସକରଙ୍କ ପରେ ଆଉ ଜଣେ ଲୋକପ୍ରିୟ ଗାୟିକା ଦୁନିଆରୁ ବିଦାୟ ନେଇଛନ୍ତି। ୯୦ ବର୍ଷ ବୟସରେ ଭେଟେରାନ ବଙ୍ଗାଳୀ ଗାୟିକା ସନ୍ଧ୍ୟା ମୁଖାର୍ଜୀଙ୍କ ମଙ୍ଗଳବାର ପରଲୋକ ଘଟିଛି। ଚଳିତ ବର୍ଷ ୭୩ତମ ଗଣତନ୍ତ୍ର ଦିବସ ଅବସରରେ ଭାରତ…

ବର୍ଲିନ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଗଙ୍ଗୁବାଇ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଅପକମିଂ ଫିଲ୍ମ ‘ଗଙ୍ଗୁବାଇ କାଠିଆଓ୍ବାଡି’ର ଓ୍ବାର୍ଲଡ ପ୍ରିମିୟର ୭୨ତମ ବର୍ଲିନ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ହେବାକୁ ଯାଉଛି । ‘ଗଙ୍ଗୁବାଇ କାଠିଆଓ୍ବାଡି’ର ଏହି ଫେଷ୍ଟିଭାଲରେ ସ୍ପେଶାଲ ସ୍କ୍ରିନିଂ ପାଇଁ ନୋମିନେଟ କରାଯାଇଛି । ମହାମାରୀ ସମୟରେ…

ରିଲିଜ୍‌ ତାରିଖ ବଦଳାଇଲେ ନିର୍ମାତା

ମୁମ୍ବାଇ: ବଲିିଉଡ୍‌ ଅଭିନେତା ଅମିର ଖାନ ଏବଂ କରିନା କପୁରଙ୍କ ଫିଲ୍ମ ‘ଲାଲ ସିଂ ଚଢା’ର ରିଲିଜ୍‌ ଅପେକ୍ଷାରେ ଦର୍ଶକ। ଫରେଷ୍ଟ ଗୁମ୍ପର ହିନ୍ଦୀ ରିମେକ ହୋଇଥିବା ଏହି ଫିଲ୍ମଟି ୧୪ ଏପ୍ରିଲରେ ମୁକ୍ତିଲାଭ କରିବାକୁ ସ୍ଥିର ହୋଇଥିଲା। ତେବେ ନିର୍ମାତା…

ପୁଣି ପରଦାକୁ ଫେରୁଛି ଏକତା କପୁରଙ୍କ ସୁପରହିଟ ସିରିଏଲ୍‌

ମୁମ୍ବାଇ: ଟିଭି ପରଦାରେ ପ୍ରସାରିତ ହେଉଥିବା ଏକତା କପୁରଙ୍କ ବେଶ୍‌ ଲୋକପ୍ରିୟ ଧାରାବାହିକ ‘କଁ୍ୟୁକି ଶାଶ କଭି ବୋହୁ ଥି’ ପୁଣି ଥରେ ପରଦାକୁ ଫେରୁଛି। ସେହି ସମୟରେ ଏକ ଦଶନ୍ଧୀ ଧରି ଘରେ ଘରେ ବେଶ୍‌ ପରିଚିତ ଓ ଲୋକପ୍ରିୟ…

ରିଲିଜ ହେଲା ‘ଗଙ୍ଗୁବାଇ କାଠିୟାୱାଡି’ର ନୂଆ ଗୀତ

ମୁମ୍ବାଇ: ‘ଗଙ୍ଗୁବାଇ କାଠିୟାୱାଡି’ମୁଭିର ଦ୍ୱିତୀୟ ଗୀତ ଜବ ସଇୟାଁ ରିଲିଜ ହୋଇଯାଇଛି । ଗୀତଟି ଶ୍ରୁତି ମଧୁର ହୋଇଥିବା ବେଳେ ‘ଢୋଲିଡା’ରେ ଗରବା କରୁଥିବା ବେଳେ ଆଲିଆ ଭଟ୍ଟ ଆଖିରେ ଆଖିରେ ପ୍ରେମର ଇସାରା କରୁଛନ୍ତି । ଏହା ରିଲିଜ୍ ହେବା…

ଗର୍ଲ ଫ୍ରେଣ୍ଡଙ୍କୁ କେବେ ବିବାହ କରିବେ ନାହିଁ ଅର୍ଜୁନ ରାମପାଲ

ମୁମ୍ବାଇ: ଅଭିନେତା ଅର୍ଜୁନ ରାମପାଲ ଏବେ ଲିଭଇନ୍ ରିଲେସନଶିପରେ ଅଛନ୍ତି । ସେ ଓ ତାଙ୍କ ଗର୍ଲ ଫ୍ରେଣ୍ଡ ଗେବ୍ରିଏଲା ଡେମୋଟ୍ରିଏଡ୍‌ସଙ୍କୁ ବଲିଉଡର ଚର୍ଚ୍ଚତ କପୁଲ ବୋଲି କୁହାଯାଇଥାଏ । ଏହି କପୁଲ ଏକ ପୁତ୍ର ସନ୍ତାନ ଏରିକଙ୍କ ଅଭିଭାବକ ଅଟନ୍ତି…

ଲୁଚି ଛପି ବିବାହ କଲେ ଏହି ଅଭିନେତା

ଭାଲେଣ୍ଟାଇନ୍ସ ଡେ’ରେ ବଲିଉଡ ଅଭିନେତା ବିକ୍ରାନ୍ତ ମାସେ ଗର୍ଲଫ୍ରେଣ୍ଡ ଶୀତଲ ଠାକୁରଙ୍କୁ ବିବାହ କରିଛନ୍ତି । ‘ର୍ମିଜାପୁର’ ଓ ଛପକ ଫେମ ବିକ୍ରାନ୍ତ ମାସେ ଫେବୃୟାରୀ ୧୪ରେ ଶୀତଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। କେବଳ ଉଭୟ ପରିବାରର ସଦସ୍ୟ…

ଡେଞ୍ଜର ଲୁକ୍‌ରେ ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡ୍‌ର ଆକ୍ସନ ମାଷ୍ଟର ଅକ୍ଷୟ କୁମାର ଗୋଟିଏ ପରେ ଗୋଟିଏ ନିଜ ଫିଲ୍ମର ଲୁକ୍‌ ଶେୟାର କରିବା ସହ ରିଲିଜ୍‌ ଡେଟ୍‌ ମଧ୍ୟ ଘୋଷଣା କରିଛନ୍ତି। କିଛି ଦିନ ପୂର୍ବରୁ ଅକ୍ଷୟ କୁମାର ଫିଲ୍ମ ପୃଥ୍ବୀରାଜର ରିଲିଜ ଡେଟ୍‌ ଘୋଷଣା…

ଯନ୍ତ୍ରଣା ବଖାଣିଲେ ଡ୍ରାମା କୁଇନ୍

ଅଭିନେତ୍ରୀ ରାଖୀ ସାୱନ୍ତ ତାଙ୍କ ସ୍ବାମୀ ରିତେଶଙ୍କଠାରୁ ଅଲଗା ହୋଇଛନ୍ତି। ସେମାନେ ସେମାନଙ୍କର ତିନି ବର୍ଷର ବିବାହକୁ ଭାଙ୍ଗି ଦେଇଛନ୍ତି। ଭାଲେଣ୍ଟାଇନ୍ସ ଡେ’ର ଗୋଟିଏ ଦିନ ପୂର୍ବରୁ ରବିବାର ଦିନ ରାଖୀ ରିତେଶଙ୍କଠାରୁ ଅଲଗା ହେବାର ଘୋଷଣା କରିଥିଲେ। ବିବାହ ଭାଙ୍ଗିବାପରେ…

ମଲାଇକାଙ୍କ ସହ ସମ୍ପର୍କକୁ ନେଇ ଏମିତି କହିଲେ ଅର୍ଜୁନ

ଅଭିନେତା ଅର୍ଜୁନ କପୁର ଏବଂ ମଲାଇକା ଆରୋରା ବଲିଉଡ୍‌ର ଚର୍ଚ୍ଚିତ ଯୋଡିଙ୍କ ମଧ୍ୟରୁ ଅନ୍ୟତମ। ନିଜଠାରୁ ବୟସରେ ବଡ଼ ମଲାଇକାଙ୍କ ସହ ସମ୍ପର୍କକୁ ନେଇ ଅର୍ଜୁନ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ତେବେ ସମ୍ପର୍କକୁ ନେଇ ଚର୍ଚ୍ଚା ହେବା ପରେ ସେମାନେ ମୁହଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?