ମଲାଇକାଙ୍କ ସହ ସମ୍ପର୍କକୁ ନେଇ ଏମିତି କହିଲେ ଅର୍ଜୁନ

ଅଭିନେତା ଅର୍ଜୁନ କପୁର ଏବଂ ମଲାଇକା ଆରୋରା ବଲିଉଡ୍‌ର ଚର୍ଚ୍ଚିତ ଯୋଡିଙ୍କ ମଧ୍ୟରୁ ଅନ୍ୟତମ। ନିଜଠାରୁ ବୟସରେ ବଡ଼ ମଲାଇକାଙ୍କ ସହ ସମ୍ପର୍କକୁ ନେଇ ଅର୍ଜୁନ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ତେବେ ସମ୍ପର୍କକୁ ନେଇ ଚର୍ଚ୍ଚା ହେବା ପରେ ସେମାନେ ମୁହଁ ଖୋଲିଛନ୍ତି। ଏକ ସାକ୍ଷାତକାରରେ ଅର୍ଜୁନ ମଲାଇକାଙ୍କ ସହ ଜଡିତ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଯାହାକୁ ନେଇ ଖୁବ ଆଲୋଚନା ହୋଇଛି।
ଯେତେବେଳେ ଅର୍ଜୁନଙ୍କୁ ସବୁ ସମୟରେ ମଲାଇକାଙ୍କ ସହ ଛିଡା ହୋଇଛନ୍ତି ବୋଲି ପ୍ରଶ୍ନ କରାଯାଇଥିଲା । ସେକହିଥିଲେ, ହଁ, ସେ ମୋ ସହ ଏବଂ ମୁଁ ତାଙ୍କ ସହ ସବୁ ବେଳେ ଅଛି ଆଉ ରହିିବି । ସୋସିଆଲ ମିଡିଆ ଯୋଗୁ ସବୁକିଛି ଅତ୍ୟଧିକ ଖରାପ ହୋଇଯାଇଥିଲା । ଚାଲିଥିବା ଗୁଜବ କଥା, ଅସୁବିଧା ଥିବା ସମୟରେ ଆମେ ଆମ ସମ୍ପର୍କରେ ଏ ସବୁକୁ ଆଣି ନଥିଲୁ । ଏହା ବ୍ୟତୀତ ପରସ୍ପରକୁ ସହଯୋଗ କରିଥିଲୁ । ଏହା ସହ ଅର୍ଜୁନ ଆହୁରି କହିଛନ୍ତି, ‘ଅନେକ ଦିନ ଧରି ଆମ ଜୀବନ ନର୍କ ହୋଇ ଯାଇଥିଲା। ଆମେ ବହୁତ ସମସ୍ୟା ଦେଇ ଗତି କରିଥିଲୁ। କିନ୍ତୁ ସେ ସମୟରେ ମଲାଇକାଙ୍କ ସହ ଛିଡ଼ା ହେବା ପାଇଁ ମୁଁ କଦାପି ଖରାପ ଅନୁଭବ କରି ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ୫ ବର୍ଷ ଆକ୍ସନ ଫିଲ୍ମ କରିବେ ଖୀଲାଡି ହିରୋ

ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଟ୍ରେଲର ଇତିମଧ୍ୟରେ ରିଲିଜ୍‌ ହୋଇଯାଇଛି। ଏଥିରେ ଖୀଲାଡି କିଙ୍ଗ୍‌ ଅକ୍ଷୟ କୁମାରଙ୍କୁ ଆକ୍ସନ ଅବତାରରେ ଦେଖିବାକୁ ମିଳୁଛି। ଫିଲ୍ମରେ...

ଅଜୟ ଦେବଗନଙ୍କ ଅବିକଳ ଚେହେରା

ମୁମ୍ବାଇ: ସୋସିଆଲ ମିଡିଆରେ ବଲିଉଡ୍‌ ସେଲିବ୍ରିଟିମାନଙ୍କ ପରି କିଛି ଲୋକଙ୍କ ଚେହେରା ମେଳ ଖାଉଥିବା ଦେଖିଥିବେ ନିଶ୍ଚିତ। ପୂର୍ବରୁ କରିସ୍ମା କପୁର, କରୀନା କପୁର, ରାଣୀ...

ମହେଶ ବାବୁଙ୍କ ମା ଅଭିନେତ୍ରୀ ଇନ୍ଦିରା ଦେବୀଙ୍କ ପରଲୋକ…

ହାଇଦ୍ରାବାଦ, ୨୮।୯ : ସୁପରଷ୍ଟାର ମହେଶ ବାବୁଙ୍କ ମା ଏବଂ ଅଭିନେତ୍ରୀ ଇନ୍ଦିରା ଦେବୀଙ୍କର ଦେହାନ୍ତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ସୁପରଷ୍ଟାରଙ୍କ ମା ଗତ...

ରାସ୍ତାରେ ବେଲୁନ୍‌ ବିକୁଥିବା ଦେଢ ବର୍ଷର ପିଲାକୁ କୋଳେଇ ନେଲେ ନୁଶରତ୍‌, ଫଟୋ ଭାଇରାଲ

ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ଏମ୍‌ପି ନୁଶରତ୍‌ ଜାହାଁଙ୍କ ଇନଷ୍ଟାଗ୍ରାମର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋରେ ନୁଶରତ୍‌ ଫୁଟପାଥ୍‌ରେ ବୁଲୁଥିବା...

‘ଆରଆରଆର’ ଗୋଲଡେନ ଗ୍ଲୋବସ୍‌ ପୁରସ୍କାର ପାଇଁ ମନୋନୀତ

ମୁମ୍ବାଇ: ନିର୍ଦ୍ଦେଶକ ଏସ ଏସ ରାଜାମୌଲିଙ୍କ ଫିଲ୍ମ‘ଆରଆରଆର’ ବର୍ତ୍ତମାନ ଚଳିତ ବର୍ଷ ବିଗ୍‌ ବଜେଟ୍‌ ଚଳଚ୍ଚିତ୍ର। ଯାହା ବକ୍ସ ଅଫିସରେ ଧମାକାଦାର ଆୟ କରି ସମସ୍ତ...

ପରଲୋକରେ ଲୋକପ୍ରିୟ ନିର୍ଦ୍ଦେଶକ, ହ୍ରିତିକ୍‌ଙ୍କ ଅଜା ଓମ୍‌ ପ୍ରକାଶ

ମୁମ୍ବାଇ: ଲୋକପ୍ରିୟ ନିର୍ଦ୍ଦେଶକ ତଥା ଅଭିନେତା ହ୍ରିତିକ୍‌ ରୋଶନଙ୍କ ଅଜା ଓମ୍‌ ପ୍ରକାଶଙ୍କ ବୁଧବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା।...

‘ଲକ୍‌ଅପ୍‌’ ୱିନରଙ୍କୁ କଙ୍ଗନାଙ୍କ ଯାଦୁ କି ଝପ୍ପି

ମୁମ୍ବାଇ: ଶୋ’ ଲକ୍‌ଅପ୍ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଥିଲା ଖୁବ୍ ଚର୍ଚ୍ଚାରେ । ପ୍ରତିଦିନ କଣ୍ଟେଷ୍ଟାଣ୍ଟଙ୍କ ସମ୍ପର୍କରେ ନୂଆ ନୂଆ କଥା ଜାଣିବାକୁ ମିଳୁଥିଲା ।...

କଙ୍ଗନାଙ୍କ ୱେଡିଂ ପ୍ଲାନିଂ

ମୁମ୍ବାଇ: ବଲିଉଡ୍‌ରେ ଏବେ ବିବାହର ଚର୍ଚ୍ଚା ଚାଲିଛି । କ୍ୟାଟ୍ରିନା କୈଫ ଭିକ୍କି କୌଶଲ ତ ପୁଣି ରାଜକୁମାର ରାଓ ଓ ପତ୍ରଲେଖା ଏମାନେ ଏବେ...

Advertisement
Archives

Model This Week