ମନୋରଞ୍ଜନ

ପଞ୍ଚଭୂତରେ ବିଲୀନ ବାପି ଦା’

କିମ୍ବଦନ୍ତୀ ସଜ୍ଞୀତଜ୍ଞ ବାପି ଲାହିରୀଙ୍କୁ ତାଙ୍କ ପ୍ରିୟଜନଙ୍କ ଉପସ୍ଥିତିରେ ମୁମ୍ବାଇର ଭିଲେ ପାର୍ଲେରେ ଅନ୍ତିମ ସଂସ୍କାର କରାଯାଇଛି। ତାଙ୍କ ପୁଅ ବପ୍ପା ଲାହିରୀ ବାପାଙ୍କୁ ମୁଖାଗ୍ନି ଦେଇଥିଲେ। ଅଭିନେତ୍ରୀ ବିଦ୍ୟା ବାଲାନ, ଭୂଷଣ କୁମାର, ଶକ୍ତି କପୁର, ସୁନୀଲ ପାଲ, ଶାନ,…

ବାପି ଦାଙ୍କୁ ଶେଷ ସମ୍ମାନ ଜଣାଇଲେ ସେଲିବ୍ରିଟି…

ମୁମ୍ବାଇ,୧୭।୨ : ଡିସ୍କୋ କିଙ୍ଗ୍‌ ବାପି ଲାହିରୀଙ୍କ ଅନ୍ତିମ ସଂସ୍କାର ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତାଙ୍କର ଶେଷ ଯାତ୍ରା ଗୁରୁବାର ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇ ମୁମ୍ବାଇର ଓ୍ବିଲେ ପାର୍ଲରେ ଅବସ୍ଥିତ ପୱନ ହଂସ ଶ୍ମଶାନ ଘାଟରେ ପହଞ୍ଚିଛି।…

ଆପାର୍ଟମେଣ୍ଟ କିଣିଲେ କାଜୋଲ, ଦାମ୍‌ ଜାଣିଲେ…

ବଲିଉଡ୍‌ ଅଭିନେତ୍ରୀ କାଜୋଲ ଜୁହୁର ଅନନ୍ୟା ବିଲ୍ଡିଂରେ ୨ଟି ଆପାର୍ଟମେଣ୍ଟ କିଣିଛନ୍ତି। ବର୍ତ୍ତମାନ ତାଙ୍କର ଆଲିଶାନ ବଙ୍ଗଳାରେ ଜୁହୁର ଏହି ୨ଟି ଫ୍ଲାଟଗୁଡିକ ମଧ୍ୟ ସାମିଲ ହୋଇଗଲା । ଉଭୟ ଫ୍ଲାଟ ଗୁଡିକ ବିଳାସପୂର୍ଣ୍ଣ ସହ ମହଙ୍ଗା ଅଟେ। ଏହାର ମୋଟ…

ଶେଷ ଯାତ୍ରା ଆରମ୍ଭ…

ମୁମ୍ବାଇ,୧୭।୨ : ଡିସ୍କୋ କିଙ୍ଗ୍‌ ବାପି ଲାହିରୀଙ୍କ ଅନ୍ତିମ ସଂସ୍କାର ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତାଙ୍କର ଶେଷ ଯାତ୍ରା ଗୁରୁବାର ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇଛି। ମୁମ୍ବାଇର ଓ୍ବିଲେ ପାର୍ଲରେ ଅବସ୍ଥିତ ପୱନ ହଂସ ଶ୍ମଶାନ ଘାଟରେ ଅନୁଷ୍ଠିତ…

ତାଣ୍ଡବ କରିବେ ସଞ୍ଜୟ

ମୁମ୍ବାଇ: ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ୮୦ ଦଶକରୁ ବଲିଉଡରେ କାମ କରୁଥିବା ବେଳେ ଦିନକୁ ଦିନ ଏଠାରେ ତାଙ୍କ ଡିମାଣ୍ଡ ବଢିବାରେ ଲାଗିଛି । ବଲିଉଡ ଇଣ୍ଡଷ୍ଟ୍ରିର ନିର୍ମାତା-ନିର୍ଦ୍ଦେଶକ ଆଖି ବନ୍ଦ କରି ସଞ୍ଜୟଙ୍କ ଉପରେ କୋଟି କୋଟି ଟଙ୍କାର…

ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଥିଲା ବାପି ଲାହିରିଙ୍କ ପୁରୁଣା ସମ୍ପର୍କ

ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରିଙ୍କ ଦେହାନ୍ତ ହୋଇଛି। ମାତ୍ର ୬୯ ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । କିଛି ଦିନ ଧରି ସେ ଅସୁସ୍ଥ ଥିବା ବେଳେ ଶେଷରେ…

କାହିଁକି ପୁଳା ପୁଳା ସୁନା ପିନ୍ଧୁଥିଲେ ବାପି ଦା’

ବଲିଉଡ୍‌ର ପ୍ରଖ୍ୟାତ ସଜ୍ଞୀତଜ୍ଞ ବାପି ଲାହିରିଙ୍କ ପରଲୋକ ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କର ପରଲୋକ ସଙ୍ଗୀତ ଶିଳ୍ପ ପାଇଁ ଏକ ବଡ଼ କ୍ଷତି । ୭୦ରୁ ୮୦ ଦଶକରେ ସେ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ରାଜ କରୁଥିଲେ।…

କେମିତି ଚାଲିଗଲା ଦୀପ ସିଦ୍ଧୁଙ୍କ ଜୀବନ: ପୂରା ଘଟଣା ବଖାଣିଲେ ପ୍ରେମିକା

ପଞ୍ଜାବୀ ଅଭିନେତା-ଗାୟକ ଦୀପ ସିଦ୍ଧୁ ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଦୁର୍ଘଟଣାବେଳେ ତାଙ୍କ ସହ ତାଙ୍କ ପ୍ରେମିକା ରୀନା ରାୟ ମଧ୍ୟ ଥିଲେ। ସେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ରୀନା ଏବଂ ଦୀପ ଏକାଠି ଭାଲେଣ୍ଟାଇନ ଡେ…

ଭିନ୍ନ ଅନ୍ଦାଜରେ ନଜର ଆସିଲେ ସୁହାନା

ବଲିଉଡ୍‌ ଅଭିନେତା ଶାହାରୁଖ ଖାନଙ୍କ ଝିଅ ସୁହାନା ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସୋସିଆଲ ମିଡିଆରେ ସେ ବେଶ୍‌ ସକ୍ରିୟ। ସୁହାନାଙ୍କର ମଧ୍ୟ ଫ୍ୟାନ ଫଲୋର୍ସ କିଛି କମ୍‌ ନୁହନ୍ତି। ସେ ନୂଆ ନୂଆ ଫଟୋ ଭିଡିଓ ଶେୟାର କରି…

ସୁନା କପ୍‌ରେ ଚା’ ପିଉଥିଲେ ବାପି

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରୀଙ୍କ ୬୯ ବର୍ଷ ବୟସରେ ପରଲୋକ ଘଟିଛି। ମଙ୍ଗଳବାର ଜୁହୁର କ୍ରିଟି କେୟାର ହସ୍ପିଟାଲରେ ସେ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।…

ଦିଲ୍‌ ମେ ହୋ ତୁମ୍‌…

ମୁମ୍ବାଇ, ୧୬।୨ : ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରୀଙ୍କ ପରଲୋକ ମଙ୍ଗଳବାର ରାତି ସାଢ଼େ ୧୧ଟାରେ ମୁମ୍ବାଇର ଜୁହୁସ୍ଥିତ କ୍ରିଟି କେୟାର ହସ୍ପିଟାଲରେ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ହସ୍ପିଟାଲର ନିର୍ଦ୍ଦେଶକ…

ପରଲୋକରେ ବଲିଉଡ୍‌ର ଡିସ୍କୋ କିଙ୍ଗ୍‌ ବାପି ଲାହିରୀ

ମୁମ୍ବାଇ,୧୬।୨: ଚଳିତ ମାସରେ ସଙ୍ଗୀତ ଜଗତକୁ ଗୋଟିଏ ପରେ ଗୋଟିଏ ବଡ଼ ଧକ୍କା ମିଳିଛ। ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କ ପରେ ବଲିଉଡ୍‌ ଲୋକପ୍ରିୟ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରୀଙ୍କ ପରଲୋକ ଘଟିଛି। ୬୯ ବର୍ଷ ବୟସରେ ମୁମ୍ବାଇର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?