ଆଲିଆଙ୍କ ଅଭିନୟ ଦେଖି ଏମିତି କହିଲେ ସାମନ୍ଥା
ମୁମ୍ବାଇ: ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ‘ଗଙ୍ଗୁବାଈ କାଠିଆୱାଡ଼ି’ ଏବେ ବକ୍ସ ଅଫିସରେ ଦମଦାର ପ୍ରଦର୍ଶନ କରୁଛି। ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଆଲିଆ ଭଟ୍ଟଙ୍କ ଚରିତ୍ରକୁ ଦର୍ଶକ ପ୍ରଶଂସା କରିଛନ୍ତି। ଫିଲ୍ମକୁ ଦେଖିବା ପାଇଁ ପ୍ରେକ୍ଷାଳୟ ଆଗରେ ଭିଡ ଜମୁଛି।…
ଆଲିଆ ଭଟ୍ଟଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ବକ୍ସ ଅଫିସରେ ହିଟ୍ ସାବ୍ୟସ୍ତ ହୋଇଛି। ଫିଲ୍ମ ଦେଖିବା ପରେ ସମସ୍ତେ ଆଲିଆଙ୍କ ଅଭିନୟକୁ ପ୍ରଶଂସା କରିଛନ୍ତି। ଆଲିଆଜାତୀୟ ପୁରସ୍କାର ପାଇବାକୁ ଯୋଗ୍ୟ ବୋଲି ପ୍ରଶଂସକମାନେ କହୁଛନ୍ତି। ନିରୀହ ଦେଖାଯାଉଥିବା ଆଲିଆଙ୍କ…
ଆସିଲା ‘ବଚ୍ଚନ ପାଣ୍ଡେ’ ମୁଭିର ନୂଆ ଗୀତର ଟିଜର
ମୁମ୍ବାଇ: ଇଭିଲ ସଙ୍ଗ ‘ମାର ଖାଏଗା’ରେ ଦର୍ଶକଙ୍କ ସାମ୍ନାରେ ହିରୋ ଅକ୍ଷୟ କୁମାରଙ୍କୁ ‘ବଚ୍ଚନ ପାଣ୍ଡେ’ ଭୂମିକାରେ ଉପସ୍ଥାପନ କରାଯିବା ପରେ ନିର୍ମାତା ଏବେ ସାଜିଦ ନାଡିୟାଡୱାଲାଙ୍କ ବହୁ ପ୍ରତିକ୍ଷିତ ଆକ୍ସନ କମେଡିର ଦ୍ୱିତୀୟ ଗୀତ ‘ମେରି ଜାନ ମେରି ଜାନ’…
ମାର୍ଚ୍ଚରେ ଓଟିଟି ସହ ପ୍ରେକ୍ଷାଳୟରେ ମଧ୍ୟ ରିଲିଜ୍ ହେବ ଏହି ସବୁ ଫିଲ୍ମ
ଦେଶରେ କୋଭିଡ୍ ସଂକ୍ରମଣ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି। ସେନେଇ ଅନେକ ଫିଲ୍ମ ମାର୍ଚ୍ଚରେ ରିଲିଜ୍ ହେବା ପାଇଁ ପ୍ରସ୍ତୁତ ହେଲେଣି। ମାର୍ଚ୍ଚ ମାସରେ ଅନେକ ଫିଲ୍ମ ପ୍ରେକ୍ଷାଳୟକୁ ଆସୁଛି। ପ୍ରଭାସଙ୍କ ରାଧା ଶ୍ୟାମ ଠାରୁ ଆରମ୍ଭ କରି ଏସ୍.ଏସ୍…
ଏପ୍ରିଲ ନୁହେଁ ମେ’ରେ ରିଲିଜ ହେବ କଙ୍ଗନାଙ୍କ ଧାକଡ଼
ମୁମ୍ବାଇ: ନିଜର ଅଭିନୟ ହେଉ ଅବା ବେକାବୁ ବୟାନ ସବୁ ପାଇଁ ଚର୍ଚ୍ଚାରେ ରହୁଥିବା ବଲିଉଡ ନାୟିକା କଙ୍ଗନା ରାନାୱତଙ୍କ ଫିଲ୍ମ ଧାକଡ଼କୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି । ପୂର୍ବରୁ ଶୁଣିବାକୁ ମିଳିଥିଲା କି ‘ଧାକଡ଼’ ଚଳିତ ବର୍ଷ…
ମୁଁ ଅସୁସ୍ଥ: ବିଗ୍ ବି
ମୁମ୍ବାଇ: ମେଗାଷ୍ଟାର ଅମିତାଭ ବଚ୍ଚନ ୮୦ ବର୍ଷରେ ମଧ୍ୟ କଠିନ ପରିଶ୍ରମ କରନ୍ତି । ଏହି ବୟସରେ ସେ ୧୨ ଘଣ୍ଟା କାମ କରିବା ବ୍ୟତୀତ ସୁପର ଆକ୍ଟିଭ ବିଗ୍ ବି ଜିମ୍ ଯାଇ ଝାଳ ବୁହାଇଥାନ୍ତି। ପ୍ରଶଂସକମାନେ ସେମାନଙ୍କ ମେଗାଷ୍ଟାର…
ସ୍ବୟଂବର ରଚିବେ ମିକା
ପ୍ରସିଦ୍ଧ ଗାୟକ ମିକା ସିଂ ୪୪ ବର୍ଷ ବୟସରେ ମଧ୍ୟ ସିଙ୍ଗ୍ଲ ଅଛନ୍ତି। ଯଦିଓ ତାଙ୍କ ନାମ କିଛି ଯୁବତୀଙ୍କ ସହ ଯୋଡାଯାଇଛି, କିନ୍ତୁ ସେ ଏବେ ବି ଅବିବାହିତ ଅଛନ୍ତି। ତେବେ ସେ ଏବେ ସ୍ବୟବଂର ରଚିବାକୁ ନିଷ୍ପତ୍ତି ନେଇଛନ୍ତି।…
ଭୁବନେଶ୍ୱରରେ ଫିଲ୍ମ ଶୁଟିଂ କରୁଛନ୍ତି କପିଲ ଶର୍ମା
ଭୁବନେଶ୍ୱର,୨୮ା୨(ବ୍ୟୁରୋ): ବଲିଉଡ୍ର କମେଡି କିଙ୍ଗ୍ କପିଲ ଶର୍ମା ଫିଲ୍ମ ଶୁଟିଂ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଓଡ଼ିଆ ସିନେ ନିର୍ମାତା ନନ୍ଦିତା ଦାସଙ୍କ ସହ ସେ ଶୁଟିଂ କରୁଛନ୍ତି । ଖଣ୍ଡଗିରି ଅଞ୍ଚଳର ବିଭିନ୍ନ ସ୍ଥାନରେ ଶୁଟିଂ ଆରମ୍ଭ ହୋଇଛି।…
ଦିୱାଲିରେ ରିଲିଜ ହେବ ‘ଆଦିପୁରୁଷ’!
ମୁମ୍ବାଇ: କରୋନା ମହାମାରୀକୁ ନେଇ ଦୀର୍ଘ ପ୍ରାୟ ୨ ବର୍ଷ ହେବ ବନ୍ଦ ପଡିଥିବା ସିନେମା ହଲ ପୁଣିଥରେ ଚଳଚଞ୍ଚଳ ହୋଇ ଉଠିଛି । ୧୧ ଅଗଷ୍ଟ ୨୦୨୨ରେ ଅଭିନେତା ଆମିର ଖାଁଙ୍କ ଅଭିନୀତ ଫିଲ୍ମ ‘ଲାଲ ସିଂ ଚଢା’ ରିଲିଜ…
ଗର୍ଲଫ୍ରେଣ୍ଡଙ୍କ ପାଇଁ ପ୍ରଥମ ପୋଷ୍ଟ କଲେ ହ୍ରିତିକ୍
ବଲିଉଡ ଅଭିନେତା ହ୍ରିତିକ ରୋଶନ ପୁଣି ପ୍ରେମରେ ପଡିଛନ୍ତି। ଅଭିନେତ୍ରୀ ତଥା ଗାୟିକା ସବା ଆଜାଦଙ୍କ ସେ ଡେଟ୍ କରୁଥିବା ଚର୍ଚ୍ଚା ହେଉଛି। ହ୍ରିତିକ୍ ଗର୍ଲଫ୍ରେଣ୍ଡଙ୍କ ପାଇଁ ପ୍ରଥମ ପୋଷ୍ଟ ମଧ୍ୟ କରିଛନ୍ତି। ହ୍ରିତିକ ରୋଶନ ତାଙ୍କ ଇନଷ୍ଟା ଷ୍ଟୋରିରେ ସବା…
ଏହି ଅଭିନେତାଙ୍କୁ ୨୦ଥର ଚାପୁଡା ମାରିଥିଲେ ଆଲିଆ
ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ବକ୍ସ ଅଫିସରେ ହିଟ୍ ହୋଇଛି। ଫିଲ୍ମକୁ ଦର୍ଶକ ବେଶ୍ ପ୍ରଶଂସା କରିଛନ୍ତି। ଟିଜର ରିଲିଜ ହେବା ପରଠାରୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଏହି ଫିଲ୍ମରେ ଅଭିନେତା ଶାନ୍ତନୁ ମହେଶ୍ୱରୀ…
ସଲମାନଙ୍କ ଏହି ଅଭିନେତ୍ରୀ ଏବେ ୩ ପିଲାର ମା’, ଆଜି ବି କମିନି ଗ୍ଲାମର
ମୁମ୍ବାଇ: ସାଉଥ୍ ଅଭିନେତ୍ରୀ ବିଜୟଲକ୍ଷ୍ମୀ, ଯିଏ କି ରମ୍ଭା ନାମରେ ବେଶ୍ ଜଣାଶୁଣା ସେ ୧୦୦ରୁ ଅଧିକ ଦକ୍ଷିଣ ଭାରତୀୟ ଏବଂ ବଲିଉଡ୍ ଫିଲ୍ମରେ ଅଭିନୟ କରିଛନ୍ତି। ବର୍ତ୍ତମାନ ସେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇ ପରିବାରକୁ ଅଧିକ ଧ୍ୟାନ ଦେଉଛନ୍ତି।…

