ବଲିଉଡ୍ରେ ଧମାଲ କରିବେ ଖୁସି!
ମୁମ୍ବାଇ: ବଲିଉଡର ଏଭରଗ୍ରୀନ ନାୟିକା ଶ୍ରୀଦେବି ଓ ନିର୍ଦ୍ଦେଶକ ବୋନି କପୁରଙ୍କ ସାନ ଝିଅ ଖୁସି କପୁର ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ବଡ ଝିଅ ଜାହ୍ନବୀ କପୁର ଫିଲ୍ମ ‘ଧଡକ’ ମାଧ୍ୟମରେ ବଲିଉଡରେ ଏଣ୍ଟ୍ରି କରିଥିବା ବେଳେ ଏବେ…
ମୋଦିଙ୍କୁ ଇମ୍ପ୍ରେସ କଲେ ତାଞ୍ଜାନିଆ ସୋସିଆଲ ମିଡିଆ ଷ୍ଟାର କିଲି ପଲ
ନୂଆଦିଲ୍ଲୀ,୨୭ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ରେ ତାଞ୍ଜାନିଆର ଲୋକପ୍ରିୟ ସୋସିଆଲ ମିଡିଆ ଷ୍ଟାର କିଲି ପଲଙ୍କର ପ୍ରଶଂସା କରିଛନ୍ତି । ବଲିଉଡର ଜଣାଶୁଣା ଗୀତକୁ ଗୁଣୁଗୁଣାଇ ଭିଡିଓ କରିଥିବା ତାଞ୍ଜାନିଆର ସୋସିଆଲ…
କାହିଁକି ସୁସ୍ମିତାଙ୍କୁ ପାଗଳ ବୋଲି ଭାବିଥିଲେ ମ୍ୟାନେଜର, କାରଣ ଜାଣିଲେ…
ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନ ନିଜର ଅଭିନୟରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି। କିଛିଦିନ ହେବ ବଡ଼ ପରଦାଠାରୁ ଦୂରରେ ଥିବା ସୁସ୍ମିତା ୱେବ ସିରିଜ ‘ଆର୍ଯ୍ୟା’ ଜରିଆରେ ପୁଣିଥରେ ଅଭିନୟ ଦୁନିଆକୁ ଏଣ୍ଟ୍ରି କରିଥିଲେ। ଆଉ ଏଥିରେ ଦର୍ଶକେ ତାଙ୍କ ଅଭିନୟକୁ…
ହାର୍ଦ୍ଦିକଙ୍କ ପରେ ଏହି କ୍ରିକେଟରଙ୍କ ପ୍ରେମରେ ପଡ଼ିଥିଲେ ଉର୍ବଶୀ
ବଲିଉଡ ଜଣେ ଜଣାଶୁଣା ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜର ଲୁକ ଓ ଅଭିନୟ ପାଇଁ ପ୍ରାୟତଃ ଲାଇମ୍ଲାଇଟରେ ରୁହନ୍ତି। କମ ବୟସରେ ସେ ଅଭିନୟ ଜଗତରେ ପାଦ ଦେଇଥିଲେ। ଉର୍ବଶୀ ଜାତୀୟ ସ୍ତରରେ ଜଣେ ବାସ୍କେଟ ବଲ ଖେଳାଳୀ ମଧ୍ୟ। ସୋସିଆଲ…
‘ରାମାୟଣ’ର ଲକ୍ଷ୍ମଣଙ୍କ ଷ୍ଟାଇଲ୍ ଦେଖି ପ୍ରଶଂସକ କହିଲେ…
ମୁମ୍ବାଇ: ରାମାନନ୍ଦ ସାଗରଙ୍କ ସିରିଏଲ ‘ରାମାୟଣ’ରେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିଥିବା ଅଭିନେତାମାନେ ଲକ୍ଡାଉନ୍ ପରେ ପୁଣି ଲାଇମ୍ଲାଇଟ୍କୁ ଆସିଥିଲେ। ‘ରାମାୟଣ’ରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନିଲ ଲହେରୀଙ୍କ ପ୍ରଶଂସକ ସେହି ଦିନଠାରୁ ବଢ଼ିବାରେ ଲାଗିଛନ୍ତି। ସୁନିଲ ସୋସିଆଲ…
ରିୟାଲିଟି ଶୋ’ରେ ଅଧିକ ଫି’ ଚାର୍ଜ କରୁଛନ୍ତି ଏହି କପଲ
ମୁମ୍ବାଇ: ଟିଭି ଏବଂ ଫିଲ୍ମ ଜଗତର ସେଲିବ୍ରିଟିମାନେ ସେମାନଙ୍କ ସାଥୀମାନଙ୍କ ସହିତ ରିୟାଲିଟି ଶୋ’ସ୍ମାର୍ଟ ଯୋଡ଼ି’ର ମଞ୍ଚରେ ନଜର ଆସିବେ। ଆଜି ଅର୍ଥାତ୍ ୨୬ ଫେବୃୟାରୀରୁ ଷ୍ଟାର୍ ପ୍ଲସରେ ଏହି ଶୋ’ ପ୍ରଦର୍ଶିତ ହେବ। ଶୋ’ରେ ସେମାନଙ୍କର ପ୍ରିୟ କପଲଙ୍କୁ ଦେଖିବାକୁ…
ଇଣ୍ଡଷ୍ଟ୍ରିରେ ସାମନ୍ଥାଙ୍କ ୧୨ ବର୍ଷ: ଫଟୋ ଶେୟାର କରି କହିଲେ ଏମିତି
ସାଉଥ୍ ସୁନ୍ଦରୀ ସାମନ୍ଥା ରୁଥ ପ୍ରଭୁ ତାଙ୍କ ଅଭିନୟରେ ଲକ୍ଷ ଲକ୍ଷ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି। ସାମନ୍ଥା ସୋସିଆଲ ମିଡିଆରେ ପ୍ରାୟତଃ ସକ୍ରିୟ। ସେ ତାଙ୍କ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିବାକୁ ବେଶ ପସନ୍ଦ କରନ୍ତି। ସାଉଥ ସିନେମାରେ ୧୨…
ଗଙ୍ଗୁବାଇ କାଠିଆୱାଡି ପ୍ରଥମ ଦିନରେ ରୋଜଗାର କଲା ଏତିକି କୋଟି, ଜାଣିଲେ…
ବହୁ ବାଦ ବିବାଦ ପରେ ଶୁକ୍ରବାର ଫିଲ୍ମ ‘ଗଙ୍ଗୁବାଇ ‘କାଠିଆୱାଡି’ ରିଲିଜ ହୋଇଥିଲା। ଏହା ବକ୍ସ ଅଫିସରେ ଧମାଲ ମଚାଇଛି। ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମଟି ପ୍ରଥମ ଦିନରେ ଖୁବ କଲେକ୍ସନ କରିଛି। ପ୍ରଥମ ଦିନରେ ପ୍ରାୟ ୧୦କୋଟି ଟଙ୍କାର ବ୍ୟବସାୟ…
ସବୁକିଛି ଯୋଜନା ଅନୁସାରେ ହୁଏନା
ବମ୍ବେ: ଆହତ ହୋଇଛନ୍ତି ଅଭିନେତ୍ରୀ ରୁବିନା ଦିଲେକ। ତାଙ୍କର ବାମ କାନ୍ଧରେ ଆଘାତ ଲାଗିଛି। ନିଜର ସୋସିଆଲ ଆକାଉଣ୍ଟରେ ଫଟୋ ଶେୟାର କରି ରୁବିନା ଏନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି। ତାଙ୍କ ପଛ ପଟ ବାମ କାନ୍ଧରେ ହିଲିଂ ଟେପ୍ ଲଗାଯାଇଛି। ନିଜର…
ସବାଙ୍କ ସହ ରିଲେସନଶିପକୁ ସ୍ୱୀକାର କଲେ ହ୍ରିତିକ!
ମୁମ୍ବାଇ: ବଲିଉଡ ଅଭିନେତା ହ୍ରିତିକ ରୋଶନ ଆଜିକାଲି ତାଙ୍କ ଅଭିନୟକୁ ନେଇ ଯେତିକି ଚର୍ଚ୍ଚାକୁ ଆସୁ ନାହାନ୍ତି ତା’ଠାରୁ ଅଧିକ ଚର୍ଚ୍ଚାକୁ ଆସୁଛନ୍ତି ତାଙ୍କ ପର୍ସନାଲ ଲାଇଫକୁ ନେଇ । ହ୍ରିତିକ କୁଆଡେ ଏବେ ପ୍ରେମରେ ପଡିଛନ୍ତି ବୋଲି ଆଲୋଚନା ହେଉଛି…
ମୋ ମ୍ୟାନେଜର ଭାବୁଥିଲେ ମୁଁ ପାଗଳ: ସୁସ୍ମିତା ସେନ
ମୁମ୍ବାଇ: ବଲିଉଡ ନାୟିକା ସୁସ୍ମିତା ସେନ ତାଙ୍କ ଅଭିନୟ ପାଇଁ ବେଶ ପରିଚିତ । ନିଜର ବଳିଷ୍ଠ ଅଭିନୟ ମାଧ୍ୟମରେ ସେ ତିଆରି କରିପାରିଛନ୍ତି ନିଜର ଏକ ସ୍ୱତନ୍ତ୍ର ପରିଚୟ । ଏହି ନାୟିକା କାମକୁ ନେଇ ବେଶ୍ ଚୁଜି ।…
ପ୍ରଥମ ଥର ପାଇଁ ଏକାଠି କାମ କରିବେ ହ୍ରିତିକ୍- ଦୀପିକା
ବଲିଉଡ ଅଭିନେତା ହ୍ରିତିକ୍ ରୋଶନ ଏବଂ ଦୀପିକା ପାଦୁକୋନ ପ୍ରଥମ ଥର ପାଇଁ ସ୍କ୍ରିନ ଶେୟାର କରିବାକୁ ପ୍ରସ୍ତୁତ। ଦୁହିଁଙ୍କୁ ଫିଲ୍ମ ‘ଫାଇଟର’ ରେ ଏକାଠି ଦେଖିବାକୁ ପାଇବେ ଦର୍ଶକ। ଅଭିନେତାଙ୍କ ଜନ୍ମଦିନରେ ଏହି ଫିଲ୍ମର ଘୋଷଣା କରାଯାଇଥିଲା। ସେହି ଦିନଠାରୁ…

