ଫିଲ୍ମକୁ ବାଏ ବାଏ କହିବେ ଅମିର ଖାନ୍!
ମୁମ୍ବାଇ: ବଲିଉଡ୍ ଅଭିନେତା, ପ୍ରଡ୍ୟୁସର ତଥା ନିର୍ଦ୍ଦେଶକ ଅମିର ଖାନ୍ଙ୍କ ଫିଲ୍ମ ‘ଲାଲ୍ ସିଂ ଚଢ଼ା’ ଦେଖିବାକୁ ପ୍ରଶଂସକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମଟି ଚଳିତବର୍ଷ ଅଗଷ୍ଟ ୧୧ରେ ବଡ଼ ପରଦାରେ ମୁକ୍ତିଲାଭ କରିବାର ଯୋଜନା ରହିଛି। ।…
ହାଲୁୱା, ବିରିୟାନିକୁ ବାୟ ବାୟ
ମୁମ୍ବାଇ: ବଲିଉଡ ବେବୋ କରିନା କପୁର ଖାଁ ଏବେ ବ୍ୟାକଟୁ ଫର୍ମ ଆସିଯାଇଛନ୍ତି । ଅର୍ଥାତ୍ ସେ ଏବେ ଅଏଲି ଫୁଡ ଛାଡି ନିଜ ଫିଟନେସ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ସେଥିପାଇଁ ସେ ଏବେ ଇନଷ୍ଟାଗ୍ରାମରେ ଯୋଗ କରୁଥିବାର…
ବାହାଘର ପାଇଁ ଶପିଙ୍ଗ ଆରମ୍ଭ କଲେଣି ଆଲିଆ!
ମୁମ୍ବାଇ: ବଲିଉଡରେ ଏବେ ଚାଲିଛି ବିବାହର ଋତୁ । ଜଣକ ପରେ ଜଣେ ସେଲିବ୍ରିଟି ବିବାହ ବନ୍ଧନରେ ବାନ୍ଧି ହୋଇ ଯାଉଛନ୍ତି । ଏବେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ବଲିଉଡ୍ କପୁଲ ରଣବୀର କପୁର ଓ ଆଲିଆ ଭଟ୍ଟ ।…
ଶମିତାଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ରାକେଶ
ବିଗ ବସ ଓଟିଟିର ଖ୍ୟାତି ଅର୍ଜନ କରିଥିବା ତଥା ବଲିଉଡ ଅଭିନେତ୍ରୀ ଶମିତା ସେଟ୍ଟୀ ଓ ଅଭିନେତା ରାକେଶ ବାପତ୍ଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଚାଲିଛି। ଶୋ’ରୁ ବାହାରିବା ପରେ ଦୁହିଁଙ୍କୁ ପ୍ରାୟ ଏକାଠି ଦେଖିବାକୁ ମିଳିଥିଲା । ନିକଟରେ ସେମାନଙ୍କ…
ବୋଲ୍ଡ ଲୁକ୍ରେ ଜ୍ୟାକ୍ଲିନ
ମୁମ୍ବାଇ: ଅଭିନେତ୍ରୀ ଜ୍ୟାକଲିନ୍ ଫର୍ନାଡିଜ ଇନ୍ଷ୍ଟାଗ୍ରାମରେ ନିଜର କିଛି ବୋଲ୍ଡନେସ ଫଟୋ ଶେୟାର କରିଛନ୍ତି। ଯାହା ଦେଖି ପ୍ରଶଂସକ ପାଗଳ ହୋଇଯାଇଛନ୍ତି। ଏଥିରେ ସେ ଲିଓପାର୍ଡ ବା ଚିତାବାଘ ପ୍ରିଣ୍ଟର ଏକ ଡ୍ରେସ୍ ପିନ୍ଧି ପୋଜ ଦେଇଥିବା ଦେଖିବାକୁ ମିଳିଛି। ସେ…
ସମିତାଙ୍କୁ ପ୍ରେମିକା ବଦଳରେ ଭଲ ବନ୍ଧୁ ବୋଲି କହିଲେ ରାକେଶ
ବମ୍ବେ: ପ୍ରେମିକା ବଦଳରେ ଅଭିନେତ୍ରୀ ସମିତା ସେଟ୍ଟୀଙ୍କୁ ଭଲ ବନ୍ଧୁ କହି ଚର୍ଚ୍ଚାରେ ଅଭିନେତା ରାକେଶ ବାପଟ। ବିଗ୍ବସ୍ରେ ପରସ୍ପରକୁ ଭେଟିଥିଲେ ଦୁହେଁ। ସେବେଠାରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଧିରେ ଧିରେ ଆଗକୁ ବଢ଼ିଥିଲା। ଶୋ’ ଶେଷ ହେବା ପରେ ସେମାନେ…
‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା
ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି। ଭୋପାଳବାସୀଙ୍କ ବିରୋଧରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଭୋପାଳବାସୀଙ୍କୁ ଲୋକେ ଅନେକ ସମୟରେ ସମଲିଙ୍ଗୀ ଭାବନ୍ତି ବୋଲି ବିବେକ…
ଅଭିନୟକୁ ଅଲ୍ବିଦା କହିଲେ ଅନୁପମା ଫେମ୍ ଏହି ଅଭିନେତ୍ରୀ
ବମ୍ବେ: ଅଭିନୟ ଜଗତକୁ ଅଲ୍ବିଦା କହିଲେ ଆଉ ଜଣେ ଅଭିନେତ୍ରୀ। ଆଧ୍ୟାତ୍ମିକ କାରଣରୁ ଟେଲିଭିଜନର ପ୍ରସିଦ୍ଧ ଧାରାବାହିକ ‘ଅନୁପମା’ ଫେମ ଅଭିନେତ୍ରୀ ନନ୍ଦିନୀ ଓରଫ ଅନଘା ଭୋସଲେ ଟେଲିଭିଜନଜଗତ ଛାଡୁଥିବା ନେଇ ଆଧିକାରିକ ଭାବେ ଘୋଷଣା କରିଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମରେ…
ଶିଳ୍ପାଙ୍କ ସହ ଠୁମ୍କା ଲଗାଇଲେ ଶେହନାଜ
ମୁମ୍ବାଇ: ବଲିଉଡ୍ ନାୟିକା ଶିଳ୍ପା ସେଟ୍ଟି ଏବେ ତାଙ୍କ ଟକ ଶୋ’ ‘ଶେପ ଅଫ ୟୁ’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଇତିମଧ୍ୟରେ ଶିଳ୍ପାଙ୍କ ଶୋ’ରେ ଶେହନାଜ ଗିଲ ପହଞ୍ଚିଛନ୍ତି । ଯାହାକୁ ନେଇ ପୁଣିଥରେ ଶୋ’ ଚର୍ଚ୍ଚାକୁ ଆସିଛି…
ସମ୍ପତ୍ତି ତାଲିକାରେ ବଡ ବଡ ସେଲିବ୍ରିଟିଙ୍କୁ ବି ପଛରେ ପକାଇବେ ପ୍ରକାଶ ରାଜ
ମୁମ୍ବାଇ: ବଲିଉଡରୁ ଆରମ୍ଭ କରି ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ପ୍ରକାଶ ରାଜଙ୍କର ରହିଛି ଏକ ସ୍ୱତନ୍ତ୍ର ପରିଚୟ । ନିଜର ଅଭିନୟ ମାଧ୍ୟମରେ ସେ ତିଆରି କରିଛନ୍ତି ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ । ୨୬ ମାର୍ଚ୍ଚରେ ଜନ୍ମ ନେଇଥିବା…
ଜାଣନ୍ତୁ ପ୍ରଥମ ଦିନରେ କେତେ ଆୟ କରିଛି ଫିଲ୍ମ‘ଆର୍ଆର୍ଆର୍’
ବହୁ ପ୍ରତୀକ୍ଷିତ ଫିଲ୍ମ‘ଆର୍ଆର୍ଆର୍’ ଶୁକ୍ରବାର ରିଲିଜ୍ ହୋଇଯାଇଛି। ନିର୍ଦ୍ଦେଶକ ରାଜାମୌଲିଙ୍କ ଏହି ଫିଲ୍ମକୁ ଦେଖିବାକୁ ସିନେମା ହଲ୍ରେ ଭିଡ ଦେଖିବାକୁ ମିଳିଥିଲା। ତେବେ ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି। ପ୍ରଥମ ଦିନରେ ହିନ୍ଦୀ ଭର୍ସନରେ ୧୮ କୋଟି…
ଧମାଲ କରୁଛି ରାଜାମୌଲିଙ୍କ ଫିଲ୍ମ ‘ଆର୍ଆର୍ଆର୍’, ପ୍ରଥମ ଦିନରେ ହାଉସ୍ଫୁଲ୍
ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆର୍ଆର୍ଆର୍’ ରିଲିଜ୍ ହେବା ପରେ ଧୁମ ମଚାଉଛି। ପ୍ରଥମ ଦିନରେ ଫିଲ୍ମକୁ ଦେଖିବାକୁ ଲୋକଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଯିଏ ଦେଖୁଛି ସିଏ କହୁଛି ମାଷ୍ଟର ପିସ ସିନେମା । ନିର୍ଦ୍ଦେଶକ ରାଜାମୌଲିଙ୍କ ବାହୁବଳୀ…

