ମନୋରଞ୍ଜନ

ସାମାଜିକ କାର୍ଯ୍ୟ କରି ଚର୍ଚ୍ଚାରେ ଏହି ପ୍ରସିଦ୍ଧ ଗାୟିକା

ବଲିଉଡର ଗାୟିକା ପଲକ ମୁଛଲ ତାଙ୍କର ସୁମଧୁର ସ୍ବର ପାଇଁ ଜଣାଶୁଣା। ଏହା ସହିତ ସେ ନିଜର ସାମାଜିକ କାର୍ଯ୍ୟ ପାଇଁ ମଧ୍ୟ ଚର୍ଚ୍ଚାରେ ଥାନ୍ତି। ପଲକ ଆଜି ୩୦ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୯୦ ମସିହା ମାର୍ଚ୍ଚ ୩୦ରେ…

୪୩ ବର୍ଷ ବୟସରେ କନିଆଁ ହେବାକୁ ସଜ

ବମ୍ବେ: ୪୩ ବର୍ଷ ବୟସରେ ପୁଣି କନିଆଁ ହେବାକୁ ସଜ ହେଲେଣି ବଲିଉଡର ପ୍ରସିଦ୍ଧ ଗାୟିକା କନିକା କପୁର। କନିକା ତାଙ୍କ ଦୀର୍ଘଦିନର ପ୍ରେମିକ ତଥା ଏନ୍‌ଆର୍‌ଆଇ ବ୍ୟବସାୟୀ ଗୌତମଙ୍କୁ ବିବାହ କରିବାକୁ ଯାଉଛନ୍ତି। ଆସନ୍ତା ମେ’ ୨୦ରେ ଦୁହେଁ ହାତକୁ…

ଚାପୁଡା ଖାଇବା ପରେ ବଦଳିଗଲା କ୍ରିସ ରକଙ୍କ ଭାଗ୍ୟ

ଚଳିତବର୍ଷ ଓସ୍କାର ବିତରଣ ଉତ୍ସବରେ ଏକ ବିବାଦୀୟ ଘଟଣା ଘଟିଥିଲା। ଏହି ସମାରୋହକୁ ହୋଷ୍ଟିଂ କରୁଥିବା କ୍ରିସ ରକଙ୍କୁ ଶକ୍ତ ଚାପୁଡା ମାରିଥିଲେ ଅଭିନେତା ୱିଲ ସ୍ମିଥ। ଏହି ବିବାଦ ସମଗ୍ର ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଛି। ଏହି ଘଟଣା ପରେ…

ଖୁବ୍‌ଶୀଘ୍ର ଆଲିଆ ହେବେ ମିସେସ୍‌ କପୁର

ବମ୍ବେ: ଦୀର୍ଘଦିନରୁ ପରସ୍ପରକୁ ଡେଟ୍‌ କରୁଛନ୍ତି ବଲିଉଡ୍‌ ଅଭିନେତା ରଣବୀର କପୁର-ଅଭିନେତ୍ରୀ ଆଲିଆ ଭଟ୍ଟ। ଲଗାତାର ଭାବେ ଉଭୟଙ୍କ ବିବାହକୁ ନେଇ ଖବର ଶୁଣିବାକୁ ମିଳୁଛି। ହେଲେ ସେମାନେ ବ୍ୟକ୍ତିଗତ ଭାବେ କୌଣସି ଘୋଷଣା କରି ନ ଥିବାରୁ ଉକ୍ତ ଖବର…

ଦ କପିଲ ଶର୍ମା ଶୋ’ ଛାଡିଲେ ସୁମୋନା!

ଦ କପିଲ ଶର୍ମା ଶୋ’ ବନ୍ଦ ହେବା ନେଇ କିଛି ଦିନ ହେଲାଣି ଚର୍ଚ୍ଚା ଜୋର ଧରିଛି। ପ୍ରଯୋଜକଙ୍କ ପକ୍ଷରୁ ଶୋ’ ବନ୍ଦ ହେଉଥିବା ନେଇ କୌଣସି ସୂଚନା ଦିଆଯାଇ ନ ଥିବା ବେଳେ ବର୍ତ୍ତମାନ ଶୋ’କୁନେଇ ଏକ ନୂଆ ଖବର…

ରାଗିଛନ୍ତି ଆଲିଆ

ବଲିଉଡର ଆଗଧାଡିର ଅଭିନେତ୍ରୀ ଆଲିଆ ଭଟ୍ଟ ଫିଲ୍ମ ‘ଆର୍‌ଆର୍‌ଆର୍‌’ ସହିତ ଦକ୍ଷିଣ ସିନେମା ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଛନ୍ତି। ଏହି ଫିଲ୍ମଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ବକ୍ସ ଅଫିସରେ ଫିଲ୍ଟଟି ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ‘ଆର୍‌ଆର୍‌ଆର୍‌’ରେ ଚରିତ୍ର କମ୍‌ ଥିବାରୁ ଆଲିଆ ଖୁସି…

ପଠାନ ଫିଲ୍ମକୁ ଦେଶର ସବୁଠାରୁ ବଡ ଇଭେଣ୍ଟ ଫିଲ୍ମ କରିବାକୁ ଚାହୁଁଛନ୍ତି ନିର୍ଦ୍ଦେଶକ

ମୁମ୍ବାଇ: ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ନିକଟରେ ଶାହାରୁଖ ଖାଁ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ପଠାନ’ର ସ୍ପେନ ସିଡ୍ୟୁଲ ପୁରା କରିଛନ୍ତି । ସେ କହିଛନ୍ତି ପଠାନ ଫିଲ୍ମକୁ ସେ ଦେଶର ସବୁଠାରୁ ବଡ ଇଭେଣ୍ଟ ଫିଲ୍ମ କରିବାକୁ ଚାହୁଁଛନ୍ତି…

ସବୁ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ଆର୍‌ଆର୍‌ଆର୍‌

ମୁମ୍ବାଇ: ଚଳିତ ସପ୍ତାହ ଫିଲ୍ମ ପ୍ରେମୀଙ୍କ ପାଇଁ ବଡ ଖୁସିର ସପ୍ତାହ ଥିଲା । କାରଣ ଏସଏସ ରାଜମୌଳିଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଆର୍‌ଆର୍‌ଆର୍‌’ ଶେଷରେ ରିଲିଜ ହୋଇଯାଇଛି । ଏହା ରିଲିଜର ପ୍ରଥମ ସପ୍ତାହ ଶେଷରେ ୫୦୦ କୋଟି ଟଙ୍କା…

କେଜିଏଫ୍‌-୨ ପାଇଁ କିଏ ନେଇଛନ୍ତି କେତେ ଟଙ୍କା

କେଜିଏଫ୍‌-୧ର ସଫଳତା ପରେ ଦର୍ଶକ ଏହି ଫିଲ୍ମର ଦ୍ୱିତୀୟ ଭାଗକୁ ଦେଖିବା ପାଇଁ ଚାହିଁ ବସିିଛନ୍ତି। ୨୦୧୮ରେ ଏହି ଫିଲ୍ମର ପ୍ରଥମ ଭାଗ ରିଲିଜ ହୋଇଥିଲା। ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଦ୍ୱିତୀୟ ଭାଗ ଏପ୍ରିଲ ୧୪ରେ ମୁକ୍ତିଲାଭ କରିବାକୁ…

‘ମୁଁ ସର୍ବଧାରଣରେ କ୍ଷମା ମାଗୁଛି’

ଲସ୍‌ ଏଞ୍ଜେଲ୍ସ,୨୯।୩: ଓସ୍କାର ଭାବେ ଜଣାଶୁଣା ଏକାଡେମୀ ପୁରସ୍କାର ଉତ୍ସବରେ ଉପସ୍ଥାପକ ଖ୍ରିସ ରକଙ୍କୁ ହଲିଉଡ୍‌ ଅଭିନେତା ଓ୍ବିଲ ସ୍ମିଥ୍‌ ଷ୍ଟେଜ ଉପରେ ମୁଥା ମାରିବା ଘଟଣା ଏବେ ଜଙ୍ଗଲରେ ନିଆଁ ଭଳି ବ୍ୟାପୁଛି। ଏହି ପୁରସ୍କାର ତଦାରଖ କରୁଥିବା ସଂସ୍ଥା…

ହୋଷ୍ଟ କଲେ ୩ ମହିଳା

ଲସ୍‌ ଏଞ୍ଜେଲ୍ସ: ଚଳିତ ବର୍ଷ ଓସ୍କାର ସମାରୋହକୁ ପ୍ରଥମ ଥର ପାଇଁ ୩ ମହିଳା ହୋଷ୍ଟ କରିଛନ୍ତି। ରେଜିନା ହଲ, ଏମି ଶ୍ଚୁମର ଏବଂ ଓ୍ବାଣ୍ଡା ସାଇକ୍ସ ୯୪ତମ ଓସ୍କାର କାର୍ଯ୍ୟକ୍ରମରେ ଅତିଥି ସତ୍କାରକ ସାଜିଥିଲେ। ଦୁଇ ବାନ୍ଧବୀଙ୍କ ସହ ଏହି…

ଦୀପିକାଙ୍କୁ ଟାଇମ୧୦୦ ଇଫେକ୍ଟ ଆୱାର୍ଡ

ମୁମ୍ବାଇ: ବଲିଉଡ୍‌ ନାୟିକା ଦୀପିକା ପାଦୁକୋନ ତାଙ୍କ ଅଭିନୟ ଦୁନିଆରେ ସଫଳ ଅଭିନେତ୍ରୀ ଭାବେ ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି। ତେବେ ଦିପିକାଙ୍କ ମାନସିକ ସ୍ବାସ୍ଥ୍ୟ ସଚେତନତା ପାଇଁ ଟାଇମ୧୦୦ ଇଫେକ୍ଟ ଆୱାର୍ଡର ନିଜ ନାମରେ କରିନେଇଛନ୍ତି। ଏନେଇ ନିଜେ ଦୀପିକା ସୋସିଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?