ମନୋରଞ୍ଜନ

ପ୍ରଥମଥର ପାଇଁ ବାୟୋପିକରେ କାମ କରିବେ ବିଦ୍ୟୁତ

ମୁମ୍ବାଇ: ବଲିଉଡ ଆକ୍ସନ ଷ୍ଟାର ବିୁଦ୍ୟୁତ ଜାମୱାଲ ତାଙ୍କର ପ୍ରଥମ ବାୟୋପିକ ‘ଶେର ସିଂହ ରାଣା’ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି । ବିନୋଦ ଭାନୁଶାଳୀଙ୍କ ଦ୍ୱାରା ନିର୍ମିତ ଏହାର ନିର୍ଦ୍ଦେଶନା ଦେଇଛନ୍ତି ନାରାୟଣ ସିଂହ । ଏହା ଏକ ଥ୍ରିଲର…

ପ୍ରତିବର୍ଷ ମାଆ ହେବାକୁ ଚାହାନ୍ତି ଭାରତି!

ମୁମ୍ବାଇ: କମେଡି କୁଇନ୍ ଭାରତିଙ୍କୁ କିଏ ବା ନ ଜାଣେ । ତାଙ୍କର ଭଲ କମିକ ଟାଇମିଂ ପାଇଁ ସେ ଦର୍ଶକଙ୍କ ନିକଟରେ ବେଶ ପରିଚିତ । ଏବେ କିନ୍ତୁ ସେ ତାଙ୍କ କମେଡିକୁ ନେଇ ଯେତିକି ପରିଚିତ ତା’ଠାରୁ ଅଧିକ…

୫୦୦ କୋଟି କ୍ଲବ୍‌ରେ ସାମିଲ୍‌ ହେଲା ‘ଆର୍‌ଆର୍‌ଆର୍‌’

ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ‘ଆର୍‌ଆର୍‌ଆର୍‌’ ୨୫ ମାର୍ଚ୍ଚରେ ପ୍ରେକ୍ଷାଳୟରେ ରିଲିଜ୍‌ ହୋଇଯାଇଛି। ଫିଲ୍ମକୁ ଦେଖିବାକୁ ଦର୍ଶକଙ୍କ ନାହିଁ ନ ଥିବା ଭିଡ଼ ହେଦଖିବାକୁ ମିଳୁଛି। ଫିଲ୍ମଟି ବ୍ଲକ୍‌ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି। ୩ଦିନ…

ଓସ୍କାର ବିଜେତା ୱିଲ ସ୍ମିଥଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ଓସ୍କାର ବିଜେତା ୱିଲ ସ୍ମିଥ ଜଣେ ସଫଳ ଅଭିନେତା, ଚଳଚ୍ଚିତ୍ର ନିର୍ମାତା ଏବଂ ରାପର୍‌। ତାଙ୍କ ନାମ ଦୁନିଆର ସବୁଠାରୁ ପ୍ରସିଦ୍ଧ ଏବଂ ଲୋକପ୍ରିୟ ସେଲିବ୍ରିଟିମାନଙ୍କ ମଧ୍ୟରେ ଗଣାଯାଏ। ନିକଟରେ ଶେଷ ହୋଇଥିବା ୯୪ ତମ ଏକାଡେମୀ ପୁରସ୍କାରରେ ୱିଲ ସ୍ମିଥ…

ପ୍ରିୟଙ୍କାଙ୍କୁ ନେଇ ଏମିତି କହିଲେ ରାମଚରଣ

ମୁମ୍ବାଇ: ମେଗାଷ୍ଟାର ଚିରଞ୍ଜୀବୀଙ୍କ ପୁଅ ରାମଚରଣଙ୍କ ଅଭିନୀତ ଫିଲ୍ମ‘ଆର୍‌ଆର୍‌ଆର’ଏବେ ଚର୍ଚ୍ଚାରେ। ଏହି ଫିଲ୍ମରେ ରାମ୍‌ ଚରଣ ଅଲୁ ସୀତାରାମ ରାଜୁ (RRR ରେ ରାମ ଚରଣ) ଭୂମିକାରେ ଚମତ୍କାର ଅଭିନୟ କରିଛନ୍ତି। ଯାହା ପ୍ରକୃତରେ ଦେଖିବା ଯୋଗ୍ୟ। କାହା ସହିତ ରାମ…

ପିଭିଆର୍‌, ଆଇନକ୍ସର ମିଶ୍ରଣ

ନୂଆଦିଲ୍ଲୀ,୨୮।୩: ଦେଶର ପ୍ରମୁଖ ମଲ୍ଟିପ୍ଲେକ୍ସ ଇଣ୍ଡଷ୍ଟ୍ରୀ ମଧ୍ୟରେ ଏକ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଭାରତର ଦୁଇ ସର୍ବବୃହତ୍‌ ମଲ୍ଟିପ୍ଲେକ୍ସ ଇଣ୍ଡଷ୍ଟ୍ରୀ ପିଭିଆର୍‌ ଲିମିଟେଡ୍‌ ଏବଂ ଆଇନକ୍ସ ଲିଜର ଲିମିଟେଡ୍‌ ମଧ୍ୟରେ ମିଶ୍ରଣ ହୋଇଯାଇଛି। ରବିବାର ଉକ୍ତ ମିଶ୍ରଣ ପ୍ରସ୍ତାବକୁ ଉଭୟ…

ଆସିବ ‘ଦ କେରଳ ଷ୍ଟୋରି’

ନୂଆଦିଲ୍ଲୀ, ୨୮।୩: କଶ୍ମୀର ପଣ୍ଡିତଙ୍କ ଉପରେ ଅତ୍ୟାଚାରର କାହାଣୀକୁ ନେଇ ନିର୍ମିତ ଫିଲ୍ମ ‘ ଦ କାଶ୍ମୀର ଫାଇଲ୍ସ’ ବକ୍ସ ଅଫିସ୍‌ରେ ରେକର୍ଡ କରିଛି। ସିନେମାଟି ବାସ୍ତବ ଘଟଣା ଉପରେ ଆଧାରିତ ହୋଇଥିବାରୁ ଲୋକେ ଏଥିରେ ଅଧିକ ପ୍ରଭାବିତ ହୋଇଛନ୍ତି। ଏହା…

ଓସ୍କାର ମଞ୍ଚରେ ଝଗଡା: ସ୍ତ୍ରୀଙ୍କୁ କମେଣ୍ଟ କରିବାରୁ ଉପସ୍ଥାପକଙ୍କୁ ମୁଥ ମାରିଲେ ପ୍ରସିଦ୍ଧ ଅଭିନେତା

କାଲିଫର୍ନିଆ,୨୮।୩: ୨୦୨୨ ଓସ୍କାର ପୁରସ୍କାର ବିତରଣ ମଞ୍ଚରେ ଏକ ରୋଚକ ଘଟଣା ଘଟିଥିଲା। ପ୍ରସିଦ୍ଧ ଅଭିନେତା ୱିଲ ସ୍ମିଥ ଉପସ୍ଥାପକ କ୍ରିସ ରକ୍‌ଙ୍କୁ ମୁଥ ମାରିଥିଲେ। ସ୍ମିଥ୍‌ଙ୍କ ସ୍ତ୍ରୀଙ୍କୁ ନେଇ କମେଣ୍ଟ କରିବା ରକ୍‌ଙ୍କୁ ମହଙ୍ଗା ପଡିଥିଲା। ଡକ୍ୟୁମେଣ୍ଟାରୀ ଫିଚର୍‌ ପାଇଁ…

ଓସ୍କାର ପୁରସ୍କାର: ‘କୋଡା’ ଶ୍ରେଷ୍ଠ ଫିଲ୍ମ, ୱିଲ ସ୍ମିଥ ଶ୍ରେଷ୍ଠ ଅଭିନେତା

କାଲିଫର୍ନିଆ,୨୮।୩:କାଲିଫର୍ନିଆର ଲସ ଆଞ୍ଜେଲ୍ସରେ ଥିବା ଡଲବି ଥିଏଟରରେ ଓସ୍କାର ପୁରସ୍କାର ବିତରଣ ଉତ୍ସବ ଚାଲିଛି। ସର୍ବଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର୍‌ ବର୍ଗରେ ‘ଦ ସମର୍‌ ଅଫ ସୋଲ’ ଓସ୍କାର ପାଇଛି। ଭାରତୀୟ ଫିଲ୍ମ ‘ରାଇଟିଙ୍ଗ୍‌ ଓ୍ବିଥ୍‌ ଫାୟାର୍‌’ ଏହି ବର୍ଗରେ ମନୋନୀତ ହୋଇଥିଲା।…

ବହୁପ୍ରତିକ୍ଷୀତ ଫିଲ୍ମ ‘କେଜିଏଫ୍‌-୨’ର ଟ୍ରେଲର୍‌ ରିଲିଜ୍‌

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଫିଲ୍ମ କେଜିଏଫ୍‌-ଚାପ୍ଟର-୧ର ସଫଳତା ପରେ, ଦର୍ଶକମାନେ ଏହି ଫିଲ୍ମର ଦ୍ୱିତୀୟ ଭାଗକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିଛି। ଆଜି ଫିଲ୍ମର ଦ୍ୱିତୀୟ ଭାଗର ଟ୍ରେଲର ରିଲିଜ ହୋଇଛି। ଅଭିନେତା ୟଶଙ୍କ…

ଆଶ୍ୱାସନା ଦେଲେ ଅନୁଷ୍କା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା କ୍ରିକେଟ୍‌ର ଜଣେ ବଡ଼ ପ୍ରଶଂସକ। ଭାରତୀୟ ପୁରୁଷ ହେଉ କିମ୍ବା ମହିଳା କ୍ରିକେଟ ଦଳର ପ୍ରତ୍ୟେକ ମ୍ୟାଚ୍‌ ସେ ଦେଖନ୍ତି। ମହିଳା ଦିନିକିଆ ବିଶ୍ୱକପ୍‌ରେ ଭାରତୀୟ କ୍ରିକେଟ୍‌ ଦଳ ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ହୋଇ ସେମିଫାଇନାଲ୍‌…

‘କଶ୍ମୀର ଫାଇଲ୍ସ’ ଫିଲ୍ମ ଦେଖି ସଲମାନ କହିଲେ…

ମାର୍ଚ୍ଚ ୧୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଫିଲ୍ମ ‘କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ସୁପରହିଟ୍‌ ହୋଇଛି। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୧୯୯୦ରେ କଶ୍ମୀରୀ ପଣ୍ଡିତଙ୍କ ଅସହାୟ ଯନ୍ତ୍ରଣା ଉପରେ ଆଧାରିତ। ଫିଲ୍ମର କାହାଣୀ ଦର୍ଶକଙ୍କ ହୃଦୟକୁ ଛୁଇଁଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?