ମନୋରଞ୍ଜନ

‘ଦ କଶ୍ମୀର ଫାଇଲ୍ସ’: ୭୦୦ରୁ ଅଧିକ ପୀଡ଼ିତ ପରିବାରଙ୍କ କାହାଣୀ..

ମୁମ୍ବାଇ,୧୦।୩ : ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ଦ କଶ୍ମୀର ଫାଇଲ୍ସ ଫିଲ୍ମ ଏବେ ବେଶ୍‌ ଚର୍ଚ୍ଚାରେ ରହିଛି। ଏହା ପଛର କାରଣ ହେଉଛି ଚଳଚ୍ଚିତ୍ରର ବିଷୟବସ୍ତୁ। ଏହି ଚଳଚ୍ଚିତ୍ରଟି କଶ୍ମୀରୀ ପଣ୍ଡିତମାନଙ୍କ ଉପରେ ନିର୍ମିତ। ଏହି ଚଳଚ୍ଚିତ୍ରରେ ୧୯୯୦ରେ କଶ୍ମୀରର ହିଂସା…

୧୦୦ କୋଟି କ୍ଲବରେ ‘ଗଙ୍ଗୁବାଇ କାଠିଆଓ୍ବାଡି’

ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ଗଙ୍ଗୁବାଇ କାଠିଆଓ୍ବାଡି’ ବକ୍ସ ଅଫିସ୍‌ରେ ସୁପର୍‌ହିଟ୍‌ ସାବ୍ୟସ୍ତ ହୋଇଛି। ଆଲିଆ ଭଟ୍ଟଙ୍କ ଅଭିନୀତ ଏହି ଫିଲ୍ମ ରିଲିଜ୍‌ର ୨ ସପ୍ତାହ ଭିତରେ ୧୦୦ କୋଟି ଟଙ୍କା ଆୟ କରିଛି। କରୋନା କାଳରେ ୪ର୍ଥ ଫିଲ୍ମ ଭାବେ…

ପ୍ରଶ୍ନ ବୁଝି ନ ପାରି ସଠିକ୍‌ ଉତ୍ତର ଦେଇଥିଲେ ସୁସ୍ମିତା, ଜିତିଥିଲେ ମିସ୍‌ ୟୁନିଭର୍ସ ଟାଇଟଲ

ମୁମ୍ବାଇ: ୧୯୯୪ରେ ମିସ୍‌ ୟୁନିଭର୍ସ ଟାଇଟଲ ଜିତିଥିବା ସୁସ୍ମିତା ସେନ୍‌ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା। ପରେ ଯୁକ୍ତା ମୁଖୀ, ଲାରା ଦତ୍ତା ଏବଂ ନିକଟରେ ହର୍ନାଜ ସାନ୍ଧୁ ଏହି ଟାଇଟଲ ଜିତି ସମଗ୍ର ଦେଶର ନାଁ ରଖିଛନ୍ତି। ଏହି ଟାଇଟଲ…

ତୁଟିଲା ବିବାଦ, କପିଲଙ୍କ ଶୋ’ରେ ନଜର ଆସିବେ ଅକ୍ଷୟକୁମାର

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାର ଏବଂ କମେଡି କିଙ୍ଗ୍‌ କପିଲ ଶର୍ମାଙ୍କ ମଧ୍ୟରେ ତିକ୍ତତା ଥିବା ଖବର ଶୁଣିବାକୁ ମିଳିଥିଲା। କିନ୍ତୁ ଅକ୍ଷୟ କୁମାରଙ୍କୁ ପୁଣି ଥରେ ‘ଦ କପିଲ ଶର୍ମା ଶୋ’ରେ ଦେଖିବାକୁ ମିଳିଥିଲା। ଏଥର ସେ ଜ୍ୟାକଲିନ ଫର୍ନାଣ୍ଡିଜ,…

୧୫ ବର୍ଷରେ ଏମିତି ବଦଳିଗଲେ ‘ତାରେ ଜାମିନ ପର’ ଶିଶୁ କଳାକାର, ଜାଣନ୍ତୁ କ’ଣ କରନ୍ତି ଏବେ

ଫିଲ୍ମର କାହାଣୀ ସହିତ କେତେକ କଳାକାର ମଧ୍ୟ ଆମ ହୃଦୟରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରନ୍ତି । ୨୦୦୭ର ମନସ୍ତାତ୍ତ୍ୱିକ ଫିଲ୍ମ ‘ତାରେ ଜାମିନ ପର’ରେ ଖୁବ୍‌ କମ୍‌ କଥା କହିଥିବା ଶିଶୁ କଳାକାର ଇଶାନ ଆଶ୍ୱସ୍ଥି ତାଙ୍କ ଅଭିନୟ…

ଏହି ଦିନ ରିଲିଜ୍‌ ହେବ ସିଦ୍ଧାର୍ଥ-ରଶ୍ମିକାଙ୍କ ଫିଲ୍ମ ‘ମିଶନ ମଜ୍‌ନୁ’

ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଶେରଶାହାରେ ଦମଦାର ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିଲେ। ବର୍ତ୍ତମାନ ତାଙ୍କର ଆଉ ଏକ ଫିଲ୍ମ ‘ମିଶନ ମଜ୍‌ନୁ’ ଜୁନ୍‌ ୧୦ରେ ପ୍ରେକ୍ଷାଳୟରେ ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଶାନ୍ତନୁ ବାଗ୍‌ଚି। ସିଦ୍ଧାର୍ଥଙ୍କ…

ବିବାଦରେ କପିଲ: ଶୋ’କୁ ଆସିବାକୁ ମୁହେଁମୁହେଁ ମନାକଲେ

କମେଡି କିଙ୍ଗ କପିଲ ଶର୍ମା ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି। କପିଲଙ୍କ ନାଁରେ ଆସିଛି ବଡ଼ ଅଭିଯୋଗ। ବଡ଼ ଷ୍ଟାରକାଷ୍ଟ ନ ଥିବାରୁ କପିଲ ତାଙ୍କ ଶୋ’ରେ ଫିଲ୍ମମେକର ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ପ୍ରମୋଶନ ପାଇଁ ମନା କରି ଦେଇଛନ୍ତି।…

ଆଖି ନ ଫିଟୁଣୁ ପୁଷ୍ପା ଆକ୍ସନ କଲେ ନବଜାତକ, ଭିଡିଓ ଦେଖିଲେ…

‘ଫିଲ୍ମ ପୁଷ୍ପା’କୁ ଦର୍ଶକଙ୍କ ଖୁବ୍‌ ପ୍ରଶଂସା ମିଳିଛି। ଫିଲ୍ମର ହିରୋ ଅଲ୍ଲୁ ଅର୍ଜୁନଙ୍କ ଡାଏଲଗକୁ ଖୁବ୍‌ ଭଲ ପାଇବା ମିଳିବା ସହ ସମସ୍ତେ ତାଙ୍କ ଆକ୍ସନ ଓ ଡାଏଲଗକୁ ନେଇ ନିଜ ନିଜର ଭିଡିଓ କରୁଛନ୍ତି। ବଡ଼ବଡ଼ ତାରକାଙ୍କଠାରୁ ଆରମ୍ଭ କରି…

ଦିବ୍ୟା-ବରୁଣଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ବରୁଣଙ୍କ ବାପା

ଅଭିନେତ୍ରୀ ତଥା ବିଗ୍‌ବସ ବିଜେତା ଦିବ୍ୟା ଅଗ୍ରୱାଲ ଓ ବରୁଣ ସୁଦ୍‌ଙ୍କର ବ୍ରେକଅପ ହୋଇଛି । ଦୁହେଁ ଦୀର୍ଘ ୪ବର୍ଷ ଧରି ପ୍ରେମ ସମ୍ପର୍କରେ ଥିଲେ । କେବଳ ଏତିକି ନୁହେଁ, ଚଳିତ ବର୍ଷ ମଧ୍ୟ ସେମାନଙ୍କର ବିବାହ କରିବା ନେଇ…

ଶାଶୁଙ୍କ କୋଳରେ କଟ୍ରିନା

ବମ୍ବେ: ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ନିଆରା ଢ଼ଙ୍ଗରେ ପରିବାରର ମହିଳାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବଲିଉଡ୍‌ ଅଭିନେତା ବିକ୍କି କୌଶଲ। ସ୍ତ୍ରୀ କଟ୍ରିନା ଏବଂ ମା’ ବୀଣାଙ୍କର ଏକ ସୁନ୍ଦର ଫଟୋ ସେ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏଥିରେ…

ରାଷ୍ଟ୍ରପତି କିଏ କହିପାରିଲେନି

ବମ୍ବେ: ସେଲିବ୍ରିଟି ସିନା ହେଲେ ସାଧାରଣ ଜ୍ଞାନ ନାହିଁ। ସୋସିଆଲ ମିଡିଆରେ ବିଭିନ୍ନ ପ୍ରସଙ୍ଗରେ ମୁଣ୍ଡ ପୁରାଇ ବିବାଦକୁ ଚାଲି ଆସୁଥିଲେ ହେଁ ଦେଶର ରାଷ୍ଟ୍ରପତିଙ୍କ ନାମ କହିପାରିଲେନାହିଁ। ଏଭଳି କିଛି ଦେଖିବାକୁ ମିଳିଛି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ଡିଜିଟାଲ…

୧୫ ବର୍ଷ ପରେ ନେଲେ ବଡ଼ ନିଷ୍ପତ୍ତି

ବମ୍ବେ: ନିକଟରେ ବଡ଼ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚମକାଇଛନ୍ତି ଗାୟକ ଆଦିତ୍ୟ ନାରାୟଣ । ସେ ରିଆଲିଟି ଶୋ’ ‘ସା ରେ ଗା ମା ପା’ର ହୋଷ୍ଟିଂ ଛାଡ଼ିଛନ୍ତି । ଇନ୍‌ଷ୍ଟାଗ୍ରାମରେ ଏକ ଭାବବିହ୍ବଳ ପୋଷ୍ଟ ଲେଖି ସେ ଏନେଇ କରିଛନ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri