ମନୋରଞ୍ଜନ

ରେକର୍ଡ ଭାଙ୍ଗିଲା ‘କେଜିଏଫ୍‌-୨’, ବକ୍ସ ଅଫିସରେ ଆୟ ଜାଣିଲେ…

ବହୁ ପ୍ରତୀକ୍ଷିତ ଫିଲ୍ମ‘କେଜିଏଫ୍‌-୨’ ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିଛି। ରକିଂ ଷ୍ଟାର ୟଶଙ୍କ ଦମଦାର ଅଭିନୟକୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। ଏପ୍ରିଲ ୧୪ରେ ରିଲିଜ୍‌ ହୋଇଥିବା ଫିଲ୍ମକୁ ନେଇ ଏବେ ବି କ୍ରେଜ୍‌ ରହିଛି। ଫିଲ୍ମକୁ ଦେଖିବାକୁ ସିନେମା…

ପାନ ମସଲା ବିଜ୍ଞାପନକୁ ପ୍ରତ୍ୟାଖ୍ୟାନ କରି ଚର୍ଚ୍ଚାରେ ଅଭିନେତା

ବହୁ ପ୍ରତୀକ୍ଷିତ ଫିଲ୍ମ‘କେଜିଏଫ୍‌-୨ ରିଲିଜ୍‌ ହେବା ପରେ ଚର୍ଚ୍ଚାରେ ରକିଂ ଷ୍ଟାର୍‌ ୟଶ। ତାଙ୍କ ଅଭିନୟକୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ନିକଟରେ ସେ ଏକ ମିଲିୟନ ଡଲାରର ପାନ ମସଲା ବିଜ୍ଞାପନକୁ ପ୍ରତ୍ୟାଖ୍ୟାନ କରି ଚର୍ଚ୍ଚାରେ ଅଛନ୍ତି। ଅନେକ ଅଭିନେତାଙ୍କ…

ଆଉ ନାହାନ୍ତି ଲୋକପ୍ରିୟ ଗାୟକ ତାଜ୍‌

ବମ୍ବେ: ଆଉ ନାହାନ୍ତି ବଲିଉଡ୍‌ର ଲୋକପ୍ରିୟ ଗାୟକ ତାଜ୍‌। ୫୪ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ନିକଟରେ ସେ କୋମାରୁ ସୁସ୍ଥ ହୋଇଥିଲେ। ଯାହା ସୂଚନା ରହିଛି ଶୁକ୍ରବାର ଅର୍ଥାତ ୨୯ ଏପ୍ରିଲରେ ତାଙ୍କର ମୃତ୍ୟୁ ଘଟିଛି। କଥିତ ଭାବେ…

ବିରାଟଙ୍କ ପୁଷ୍ପା ଡ୍ୟାନ୍ସ ଭିଡିଓ ଶେୟାର କଲେ ସାମନ୍ଥା

ମୁମ୍ବାଇ: ପୁଷ୍ପା ଫିଲ୍ମର ଗୀତରେ ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁ ଏବଂ ଅଭିନେତା ପ୍ରଭାସ ‘ଓ୍ବ ଓ୍ବ ଅଣ୍ଟାଓ୍ବା’ ଗୀତରେ ଡ୍ୟାନ୍ସ କରୁଥିଲେ। ଯାହାକୁ ଲୋକେ ଖୁବ୍‌ ପସନ୍ଦ କରିଥିଲେ। ଏହି ଦୁଇ ଅଭିନେତ୍ରୀ ଅଭିନେତାଙ୍କ ବ୍ୟତୀତ ଅଲୁ ଅର୍ଜୁନ ବି…

କ’ଣ ଦୁବାଇରେ କରିବେ ନିର୍ବନ୍ଧ? ଅର୍ଶୀ କହିଲେ…

ବମ୍ବେ: ଦେଶ ନୁହେଁ ବିଦେଶରେ ନିର୍ବନ୍ଧ କରିବାକୁ ମନ। ଏଥିପାଇଁ ଦୁବାଇକୁ ବାଛିଛନ୍ତି ବିଗ୍‌ ବସ୍‌ ଫେମ୍‌ ଅର୍ଶୀ ଖାଁ। କିଛି ଏଭଳି ଚର୍ଚ୍ଚା କିଛି ଦିନ ହେବ ଲାଗି ରହିଥିଲା। ହେଲେ ଏବେ କଥାକୁ ଖଣ୍ଡନ କରିଛନ୍ତି ନିଜେ ଅର୍ଶୀ।…

ପ୍ରଥମେ ପାନ ମସଲା ଆଉ ଏବେ ରାମ ସେତୁ ପୋଷ୍ଟରକୁ ନେଇ ଟ୍ରୋଲ ହେଲେ ଅକ୍ଷୟ

ମୁମ୍ବାଇ: ବଲିଉଡ ଖିଲାଡି ବୟ ଅକ୍ଷୟ କୁମାର ଏବେ ପ୍ରାୟ ରହୁଛନ୍ତି ଚର୍ଚ୍ଚାରେ । ଅଭିନେତା ପ୍ରଥମେ ତମାଖୁ ବ୍ରାଣ୍ଡରର ବିଜ୍ଞାନ ଦେଇ ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ଫିଲ୍ମ ପୋଷ୍ଟରକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ । ନିକଟରେ ଅକ୍ଷୟ ତାଙ୍‌କ…

ଜୁଲାଇ ୧୫ରେ ପରଦାକୁ ଆସିବ ‘ସାବାସ ମିଠୁ’

ବମ୍ବେ: ଜୁଲାଇ ୧୫ରେ ରିଲିଜ ହେବ ଭାରତୀୟ ମହିଳା କ୍ରିକେଟ ଟିମର ଅଧିନାୟକ ମିତାଲି ରାଜଙ୍କ ବାୟୋପିକ୍‌ ‘ସାବାସ ମିଠୁ’। ଟୁଇଟ୍‌ କରି ମିତାଲି ଫିଲ୍ମର ରିଲିଜ ତାରିଖ ଘୋଷଣା କରିଛନ୍ତି। ଅଭିନେତ୍ରୀ ତାପସୀ ପନ୍ନୁ ଚଳଚ୍ଚିତ୍ରରେ ମିତାଲିଙ୍କ ଭୂମିକାରେ ନଜର…

ରାକେଶ ମାରିଆଙ୍କ ବାୟୋପିକ ନିର୍ମାଣ କରିବେ ରୋହିତ ସେଟ୍ଟି

ମୁମ୍ବାଇ: ସିଂଘମ, ଚେନ୍ନାଇ ଏକ୍ସପ୍ରେସ ଓ ବ୍ଲକବଷ୍ଟର ହିଟ ଗୋଲମାଲ ଫ୍ରାଞ୍ଚାଇଜର ନିର୍ଦ୍ଦେଶକ ରୋହିତ ସେଟ୍ଟି ପୂର୍ବତନ ପୋଲିସ କମିଶନର ରାକେଶ ମାରିଆଙ୍କ ବାୟୋପିକ୍ ନିର୍ମାଣ କରିବାକୁ ଯାଉଛନ୍ତି । ଏଥିପାଇଁ ରୋହିତ ସେଟ୍ଟି ରିଲାଏନ୍ସ ଏଣ୍ଟରଟେନମେଣ୍ଟ ସହ ହାତ ମିଳାଇଛନ୍ତି…

ସ୍ବାମୀଙ୍କ ନାଁର ଟାଟୁ ହଟାଇଲେ ରାଖୀ, କହିଲେ ଏମିତି

ଡ୍ରାମାକୁଇନ୍‌ ରାଖୀ ସାଓ୍ବନ୍ତ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି, ସେ ଚର୍ଚ୍ଚାରେ ରହିବା ପାଇଁ କୌଣସି ଉପାଉ ଛାଡ଼ନ୍ତି ନାହିଁ। ବୃତ୍ତିଗତ ଜୀବନ ହେଉ କିମ୍ବା ବ୍ୟକ୍ତିଗତ ଅନେକ ସମୟରେ ସେ ଚର୍ଚ୍ଚାକୁ ଆସିଥାନ୍ତି। ବର୍ତ୍ତମାନ ସେ ତାଙ୍କ ବୈବାହିକ ଜୀବନକୁ ନେଇ…

ଜ୍ୟାକଲିନ୍‌ଙ୍କ ୭.୨୭ କୋଟିର ସମ୍ପତ୍ତି ଜବତ

ମୁମ୍ବାଇ,୩୦।୪: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜଙ୍କ ପାଇଁ ଅଡ଼ୁଆ ବଢ଼ିଛି। ଜ୍ୟାକଲିନଙ୍କ ୭.୨୭ କୋଟିର ସମ୍ପତ୍ତି ଜବତ ହୋଇଛି। ସୁକେଶ ଚନ୍ଦ୍ରଶେଖର ମାମଲାରେ ଇଡି ପକ୍ଷରୁ ଜ୍ୟାକଲିନ୍‌ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଜବତ ହୋଇଥିବା ଏହି ସମ୍ପତ୍ତି ମଧ୍ୟରେ ୭.୧୨…

ପ୍ରେମୀଯୁଗଳ ପିଇଛନ୍ତି ପରସ୍ପରର ରକ୍ତ

ଓ୍ବାଶିଂଟନ: ଇଂଲିଶ ଫିଲ୍ମ ଅଭିନେତ୍ରୀ ମେଗାନ ଫକ୍ସ ନିଜ ବ୍ୟକ୍ତିଗତ ସମ୍ପର୍କକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ କଥା ପ୍ରକାଶ କରିଛନ୍ତି। ନିକଟରେ ସେ ଦେଇଥିବା ଏକ ସାକ୍ଷାତ୍‌କାରରେ କହିଛନ୍ତି ଯେ, ଯେତେବେଳେ ବୟଫେଣ୍ଡ ମେସିନ୍‌ ଗନ୍‌ କେଲୀ ତାଙ୍କୁ ପ୍ରେମ ନିବେଦନ…

ଖୁବ୍‌ଶୀଘ୍ର ୧୦୦୦ କୋଟି ଛୁଇଁବ ‘କୋଜିଏଫ୍‌-୨’

ଫିଲ୍ମ ଷ୍ଟାର୍‌ ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କୋଜିଏଫ୍‌-୨’ ରିଲିଜ୍‌ ହେବା ପରେ ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିଛି। ଫିଲ୍ମକୁ ଦେଖିବାକୁ ଦର୍ଶକଙ୍କ ନାହିଁ ନ ଥିବା ଭିଡ ଦେଖିବାକୁ ମିଳୁଛି। ବର୍ତ୍ତମାନ ଫିଲ୍ମଟି ୧୬ ଦିନରେ ମୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?