ମନୋରଞ୍ଜନ

ଆଉଥରେ ବିବାହ କରିବେ କି କରିସ୍ମା, ବିବାହକୁ ନେଇ କହିଲେ ଏପରି….

କରିସ୍ମା କପୁର ୯୦ ଦଶକର ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ । ତାଙ୍କ ଅଭିନୟର ଯାଦୁରେ ସେ କୋଟି କୋଟି ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଦୁଇ ସନ୍ତାନର ମା’ ହେବା ସତ୍ତ୍ବେ ନିଜର ସୌନ୍ଦର୍ଯ୍ୟ ଏବଂ ଫିଟନେସ୍‌ ଲାଗି ଖୁବ ଚର୍ଚ୍ଚାରେ ଥାଆନ୍ତି…

ସଂସ୍କୃତ ରାଷ୍ଟ୍ରୀୟ ଭାଷା ହେବା ଉଚିତ: କଙ୍ଗନା

ବମ୍ବେ: ବିଗତ କିଛି ଦିନ ଧରି ହିନ୍ଦୀ ଭାଷାକୁ ନେଇ ବିତର୍କ ଜାରି ରହିଛି। ଏହି ପ୍ରସଙ୍ଗରେ ଅଭିନେତା ଅଜୟ ଦେବଗନ ଏବଂ କିଚା ସୁଦୀପ ମୁହାଁମୁହିଁ ହୋଇଥିଲେ। ହେଲେ ପରେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଥିଲା। ଏବେ ଏହି ବିବାଦରେ…

ତାପସୀଙ୍କ ପୋଷ୍ଟରେ ଏମିତି କମେଣ୍ଟ ଦେଲେ ପ୍ରେମିକ

ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ ପ୍ରାୟତହଃ ଚର୍ଚ୍ଚାରେ ରହିଥାନ୍ତି। ବ୍ୟକ୍ତିଗତ ଜୀବନ ହେଉ କିମ୍ବା ବୃତ୍ତିଗତ ସେ ସବୁବେଳେ ଆଲୋଚନାରେ ରୁହନ୍ତି । ସେ ତାଙ୍କର ସୁନ୍ଦର ଅଭିନୟ ପାଇଁ ଦର୍ଶକଙ୍କ ହୃଦୟ ଜିତି ପାରିଛନ୍ତି । ଗତ କିଛି ଦିନ…

ଶୋ’ ଛାଡ଼ିଲେ ନିମ୍ରିତ୍‌

ବମ୍ବେ: ଶୋ’ ଛାଡ଼ିବେ ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ନିମ୍ରିତ୍‌ କୌର ଅହ୍ଲୁଓ୍ବାଲିଆ। ‘ଛୋଟି ସର୍ଦ୍ଦାର୍‌ନୀ’ରେ ସେ ମୁଖ୍ୟ ନାୟିକା ଚରିତ୍ରରେ ନଜର ଆସୁଥିଲେ। ଧାରାବାହିକର କାହାଣୀ ବେଶ ନିଆରା ଥିବାରୁ ଦର୍ଶକଙ୍କୁ ବେଶ ପସନ୍ଦ ଆସୁଥିଲା। ନିମ୍ରିତ୍‌ ନିଜର ଅଭିନୟରେ…

ଅଡୁଆରେ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଅମିଶା ପଟେଲ ବର୍ତ୍ତମାନ ଅଡୁଆରେ। ଅମିଶା ଓ ତାଙ୍କ ବିଜନେସ ପାର୍ଟନର କୁନାଲ ଗୁମରଙ୍କ ବିରୋଧରେ ଠକେଇ ଅଭିଯୋଗ ହୋଇଛି। ଉଭୟଙ୍କ ନାଁରେ ମାମଲା ରୁଜୁ ହୋଇଥିବା ଜଣାପଡିଛି। ଏହି ମାମଲା ହାଇକୋର୍ଟରେ ପହଞ୍ଚିଥିବା କୁହାଯାଇଛି। ଫିଲ୍ମର ପ୍ରମୋଶନ…

ନୂଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ ପ୍ରିୟଙ୍କା

ମୁମ୍ବାଇ: ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ତାଙ୍କ ନୂଆ ପୋଷ୍ଟ ଲାଗି ପୁଣି ଥରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି। ଅଭିନେତ୍ରୀଙ୍କ କୁଲ୍‌ ଲୁକ୍‌ ଦେଖି ତାଙ୍କ ପ୍ରଶଂସକମାନେ ପୁଣି ଥରେ କୁଲ୍‌ ହୋଇଯାଇଛନ୍ତି। ତାଙ୍କ ନୂଆ ଫଟୋ ଏବଂ ଭିଡିଓରେ,…

ହ୍ୟାଣ୍ଡ ବ୍ୟାଗକୁ ନେଇ ଟ୍ରୋଲ ହେଲେ ଦିଶା

ମୁମ୍ବାଇ: ଟାଇଗର ର୍ଶଫଙ୍କ ଫିଲ୍ମ ‘ହିରୋପନ୍ତି ୨’ ଶୁକ୍ରବାର ଫାଇଡେ ରିଲିଜରେ ସାମିଲ ହେବାକୁ ଯାଉଛି । ଏହା ଟାଇଗରଙ୍କ ପାଇଁ ଖୁବ୍ ଗୁରୁତ୍ୱ ରଖେ । କାରଣ ଏହାର ପ୍ରଥମଭାଗରୁ ହିଁ ସେ ବଲିଉଡରେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ…

ରିୟଲ ଲାଇଫ୍‌ରେ ମୋଦିଙ୍କୁ ରାମ ବୋଲି ଭାବନ୍ତି ଅଭିନେତ୍ରୀ, ଜାଣନ୍ତୁ କାରଣ…

ରମାନନ୍ଦ ସାଗରଙ୍କ ରାମାୟଣରେ ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖଲିଆ ତାଙ୍କ ଭୂମିକା ପାଇଁ ବେଶ୍‌ ପ୍ରଶଂସନୀୟ। ତାଙ୍କ ସହ ଅରୁନ ଗୋଭିଲ ରାମଙ୍କ ଭୂମିକାରେ ନଜର ଆସିଥିଲେ। କିନ୍ତୁ ରିୟଲ ଲାଇଫରେ ଦୀପିକା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାମ ବୋଲି…

ଓଟିଟିରେ ରିଲିଜ୍‌ ହେବ ‘ଆଚାର୍ଯ୍ୟ’!

ସାଉଥ୍‌ ଅଭିନେତା ଚିରଞ୍ଜୀବୀ ଏବଂ ରାମ ଚରଣଙ୍କ ଅଭିନୀତ ଫିଲ୍ମ‘ଆଚାର୍ଯ୍ୟ’ ଆଜି ପ୍ରେକ୍ଷାଳୟରେ ରିଲିଜ୍‌ ହେବାକୁ ଯାଉଛି। ତେବେ ଫିଲ୍ମଟି ଆଗାମୀ କିଛି ସପ୍ତାହ ମଧ୍ୟରେ ଓଟିଟିରେ ରିଲିଜ୍‌ ହେବା ନେଇ କୁହାଯାଉଛି। ଏ ନେଇ ଏକ ସରକାରୀ ଘୋଷଣା ହେବାର…

ବଲିଉଡ୍‌ରେ ଡେବ୍ୟୁ କରିବେ ଶେହନାଜ୍‌

ବିଗ ବସ ୧୩ ପରଠାରୁ ଅଭିନେତ୍ରୀ ଶେହନାଜ ଗିଲ ସବୁଆଡେ ଚର୍ଚ୍ଚାରେ ଅଛନ୍ତି। ଶୋ’ ପରେ ଶେହନାଜ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ବିଗ ବସ୍‌ରେ ଦର୍ଶକଙ୍କ ସହ ଶୋ’ର ହୋଷ୍ଟ ସଲମାନ ଖାନ ମଧ୍ୟ ଶେହନାଜଙ୍କୁ ପସନ୍ଦ…

ଆଜି ରିଲିଜ୍‌ ହେବ ‘ହିରୋପନ୍ଥି-୨’

ବଲିଉଡ୍‌ ଷ୍ଟାର୍‌ ଟାଇଗର ଶ୍ରଫ ଏବଂ ତାରା ସୁତାରିଆଙ୍କ ଅଭିନୀତ ଫିଲ୍ମ ‘ହେରୋପନ୍ଥି- ୨’ ଶୁକ୍ରବାର ରିଲିଜ୍‌ ହେବାକୁ ଯାଉଛି। ଅହମ୍ମଦ ଖାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ପ୍ରମୋଶନ ପାଇଁ ସମସ୍ତେ ଲାଗି ପଡିଛନ୍ତି। ବର୍ତ୍ତମାନ ଫିଲ୍ମର ଗୀତଗୁଡ଼ିକ ମଧ୍ୟ ରିଲିଜ୍‌…

ହିନ୍ଦୀ ଭାଷା ବିବାଦକୁ ନେଇ ମୁହଁ ଖୋଲିଲେ ସୋନୁ

ମୁମ୍ବାଇ: କନ୍ନଡ ସୁପରଷ୍ଟାର କିଚ୍ଚା ସୁଦିପ ଏବେ ଖୁବ୍ ଚର୍ଚ୍ଚାରେ । ହିନ୍ଦୀ ରାଷ୍ଟ୍ରୀୟ ଭାଷାକୁ ନେଇ ସେ ଦେଇଥିବା ବିବାଦୀୟ ବୟାନ ମଧ୍ୟରେ ଏବେ ସାଉଥ ଓ ନର୍ଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି ହୋଇଛି । କିଚ୍ଚା ସୁଦିପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?