ପାନ ମସଲା ବିଜ୍ଞାପନକୁ ପ୍ରତ୍ୟାଖ୍ୟାନ କରି ଚର୍ଚ୍ଚାରେ ଅଭିନେତା

ବହୁ ପ୍ରତୀକ୍ଷିତ ଫିଲ୍ମ‘କେଜିଏଫ୍‌-୨ ରିଲିଜ୍‌ ହେବା ପରେ ଚର୍ଚ୍ଚାରେ ରକିଂ ଷ୍ଟାର୍‌ ୟଶ। ତାଙ୍କ ଅଭିନୟକୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ନିକଟରେ ସେ ଏକ ମିଲିୟନ ଡଲାରର ପାନ ମସଲା ବିଜ୍ଞାପନକୁ ପ୍ରତ୍ୟାଖ୍ୟାନ କରି ଚର୍ଚ୍ଚାରେ ଅଛନ୍ତି। ଅନେକ ଅଭିନେତାଙ୍କ ପରେ ୟଶ ମଧ୍ୟ ଶରୀର ପାଇଁ କ୍ଷତିକାରକ ଥିବା ଏହି ବିଜ୍ଞାପନ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପାନ ମସଲା ବିଜ୍ଞାପନ କରୁଥିବା ଅଭିନେତାଙ୍କୁ ଫ୍ୟାନ୍ସ ସମାଲୋଚନା କରୁଛନ୍ତି । ସୋସିଆଲ ମିଡ଼ିଆରେ ଏହାକୁ ନେଇ ବିଶେଷ ଚର୍ଚ୍ଚା ହେଉଛି । ଏହି ସମସ୍ତ ଦିଗକୁ ନଜରରେ ରଖି ୟଶ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନ୍‌ଙ୍କ ପିଲାଦିନର ଫଟୋ ଭାଇରାଲ: ହ୍ୟାଣ୍ଡସମ୍‌ ହଙ୍କ୍‌ଠାରୁ କିଛି କମ୍‌ ନ ଥିଲେ ଭାଇଜାନ୍‌

ଦବଙ୍ଗ ଖାନ୍‌ ସଲମାନ ଜଣେ ସୁପରଷ୍ଟାର। ସେ ସବୁବେଳେ ନିଜ ପରିବାର ତଥା ଭାଇମାନଙ୍କ ସହ ମିଶି ରହିଥାନ୍ତି। ତେବେ ସୋସିଆଲ ମିଡିଆରେ ତାଙ୍କର ଏକ...

ବାପାଙ୍କ କଥାମାନି ଜୟାଙ୍କୁ ବିବାହ କରିଥିଲେ ଅମିତାଭ

ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ବିଗ୍‌ବି ଅମିତାଭ ବଚ୍ଚନଙ୍କର ଜୁନ୍‌ ୩ ଅର୍ଥାତ୍‌ ଆଜି ହେଉଛି ବିବାହ ବାର୍ଷିକୀ। ନିଜ ଜୀବନର ସମସ୍ତ ଛୋଟ...

ଅସହାୟଙ୍କୁ ରାଶନ ସାମଗ୍ରୀ ବାଣ୍ଟିଲେ ରିଚା

ମୁମ୍ବାଇ: କରୋନା ଭାଇରସ୍‌ ସଂକ୍ରମଣ ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ବହୁଲୋକ କାମ ନ ଥିବାରୁ ଖାଇବାକୁ ପାଉନାହାନ୍ତି। ଏମାନଙ୍କୁ...

ନିଲାମ ହେବାକୁ ଯାଉଛି ବିଦ୍ୟାଙ୍କ ଶାଢ଼ି: ଜାଣନ୍ତୁ କିପରି କରିବେ ଆବେଦନ

ମୁମ୍ବାଇ: ବଲିଉଡ୍‌ ଡାର୍ଟି ଗର୍ଲ ବିଦ୍ୟା ବାଲାନଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନିକଟରେ ମିଳିଥିବା ସୂଚନା ଅନୁସାରେ ତାଙ୍କର ସମ୍ବଲପୁରୀ ବାନ୍ଧ...

ବିପାଶାଙ୍କୁ ଶକ୍ତ ଚାପୁଡା ମାରିଥିଲେ କରୀନା

ବଲିଉଡ ଅଭିନେତ୍ରୀ ବିପାଶା ବସୁ ଆଜି ୪୩ ବର୍ଷରେ ପଦାର୍ପଣ କରିଛନ୍ତି। ବିପାଶା କେବଳ ଅଭିନୟ ନୁହେଁ, ତାଙ୍କ ଫିଟନେସକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥା’ନ୍ତ।...

ଆଗରେ ‘ରାଧେ ଶ୍ୟାମ’

ଆଲିଆ ଭଟ୍ଟଙ୍କ ଅଭିନୀତ ‘ଗଙ୍ଗୁବାଇ କାଠିଆୱାଡି’ ଫେବୃଆରୀରେ ମୁକ୍ତିଲାଭ କରିଥିଲା। ଏହା ସହିତ ତେଲୁଗୁର ଅନେକ ଫିଲ୍ମ ମଧ୍ୟ ପରଦାକୁ ଆସିଥିଲା। ବର୍ତ୍ତମାନ ମାର୍ଚ୍ଚର ପାଳି...

ଦୀପିକା, ସିନ୍ଧୁଙ୍କୁ ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ,୨୨।୧୦: ବଲିଉଡ୍‌ କୁଇନ୍‌ ଦୀପିକା ପାଦୁକୋନ ନିଜ ଅଭିନୟ ପାଇଁ ବେଶ୍‌ ପରିଚିତ। ଏହାସହ ସୋସିଆଲ ଇସ୍ୟୁକୁ ନେଇ ସେ ଖୋଲାଖୋଲି ଚର୍ଚ୍ଚା କରିଥାଆନ୍ତି। ତେବେ...

ଜୀବନର ଶେଷ ସମୟରେ ଇୟରଫୋନ୍‌ ମଗାଇ ଏହି କଳାକାରଙ୍କ ଗୀତ ଶୁଣୁଥିଲେ ଲତା

ନିଜ କୋକିଳ ସ୍ବରର ଯାଦୁରେ ସମସ୍ତଙ୍କୁ ମୁଗ୍ଧ କରିଦେଉଥିବା ଲତା ମଙ୍ଗେସକର ଆଉ ନାହାନ୍ତି। ସେ ତାଙ୍କ ଜୀବନରେ ସଙ୍ଗୀତ ଠାରୁ ଅଧିକ ଆଉ କାହାକୁ...

Advertisement
Archives

Model This Week