ପ୍ରଥମେ ପାନ ମସଲା ଆଉ ଏବେ ରାମ ସେତୁ ପୋଷ୍ଟରକୁ ନେଇ ଟ୍ରୋଲ ହେଲେ ଅକ୍ଷୟ

ମୁମ୍ବାଇ: ବଲିଉଡ ଖିଲାଡି ବୟ ଅକ୍ଷୟ କୁମାର ଏବେ ପ୍ରାୟ ରହୁଛନ୍ତି ଚର୍ଚ୍ଚାରେ । ଅଭିନେତା ପ୍ରଥମେ ତମାଖୁ ବ୍ରାଣ୍ଡରର ବିଜ୍ଞାନ ଦେଇ ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ଫିଲ୍ମ ପୋଷ୍ଟରକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ ।
ନିକଟରେ ଅକ୍ଷୟ ତାଙ୍‌କ ଅପକମିଂ ଫିଲ୍ମ ‘ରାମ ସେତୁ’ର ପୋ୍‌ଟର ଶେୟାର କରିଛନ୍ତି । ଏଥର ରାମ ସେତୁର ଏହି ପୋଷ୍ଟରରେ ଅକ୍ଷୟ ହାତରେ ଏକ ଜଳନ୍ତା ମଶାଲ ଧରିଥିବା ବେଳେ ଜ୍ୟାକଲିନ ଏକ ଟର୍ଚ୍ଚ ଧରିଥିବା ଦେଖାଯାଇଛି । ପୋଷ୍ଟର ଦେଖି ଲାଗୁଛି ସମସ୍ତେ ମିଶି ଯେମିତି କିଛି କରିବା ଲକ୍ଷ୍ୟରେ ଅଛନ୍ତି । ଏଥିରେ ସମସ୍ତଙ୍କର ଇଣ୍ଟେନସ୍ ଲୁକ ଦେଖିବାକୁ ମିଳିଛି । ପୋଷ୍ଟରଟି ଶେୟାର ହେବା ପରେ ପରେ ଭାଇରାଲ ହେବାରେ ଲାଗିଛି ।
ରାମସେତୁର ପୋଷ୍ଟରକୁ ନେଇ ଟ୍ରୋଲ ହୋଇଛନ୍ତି ଅକ୍ଷୟ । ଏହାକୁ ନେଇ ଜଣେ ଦର୍ଶକ କମେଣ୍ଟରେ ଲେଖିଛନ୍ତି, ଯଦି ଜ୍ୟାକଲିନ ଟର୍ଚ୍ଚ ଧରିଛନ୍ତି ତେବେ ଅକ୍ଷୟ ମଶାଲ ଧରିବାର ଆବଶ୍ୟକତା ବି ନାହିଁ । ବ୍ୟାଟେରି ବାଲା ଟର୍ଚ୍ଚ ନ ନେଇ ଅକ୍ଷୟ ଏମିତି କାହିଁକ ନିଷ୍ୱତ୍ତି ନେଇଛନ୍ତି । ଅବଶ୍ୟ ଏହା କେବଳ ବଲିଉଡରେ ଦେଖିବାକୁ ମିଳେ ।
ରାମସେତୁ ମୁଭି ଚଳିତ ବର୍ଷ ଦୀପାବଳିରେ ରିଲିଜ୍ ହେବାର ଯୋଜନା ରହିଛି । ଏଥିରେ ଅକ୍ଷୟ୍‌ଙ୍କ ସହ ଜ୍ୟାକଲିନ ଫର୍ନାଡିଜ, ନୁସରତ ଭରୁଚା ଓ ଅନ୍ୟମାନେ ରହିଛନ୍ତି । ଅକ୍ଷୟଙ୍କ ମୁଭି ପୃଥ୍ୱିରାଜ ଏବେ ପାଇପ ଲାଇନରେ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବଲିଉଡ୍‌ରେ ୧୧ ବର୍ଷ ପୂରଣ କଲେ ଜ୍ୟାକଲିନ

ମୁମ୍ବାଇ: ବଲିଉଡ୍‌ ନାୟିକା ଜ୍ୟାକଲିନ ଫର୍ଣ୍ଣାଡିଜ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ୧୧ ବର୍ଷ ପୂରଣ କରିଛନ୍ତି। ୨୦୦୯ରେ ‘ଆଲାଦିନ’ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ପାଦ ରଖିଥିଲେ...

ହ୍ବିଲ୍‌ ଚେୟାର୍‌ରେ ବସି ବ୍ୟାୟାମ କରୁଛନ୍ତି ଶିଳ୍ପା, ଭାଇରାଲ ହେଉଛି ଭିଡିଓ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କିଏ ବା ନ ଜଣେ। ନିଜର ଫିଟ୍‌ନେସ୍‌କୁ ନେଇ ସେ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ନିକଟରେ ଏକ ଫିଲ୍ମର...

ଗୋଟିଏ ଫିଲ୍ମରେ ଭିନ୍ନ ଭିନ୍ନ ଲୁକ୍‌ରେ ନଜର ଆସିଛନ୍ତି ଏସବୁ ଅଭିନେତା

ବଲିଉଡ୍‌ର କିଛି ଅଭିନେତାଙ୍କୁ ଗୋଟିଏ ଫିଲ୍ମରେ ଭିନ୍ନଭିନ୍ନ ଲୁକ୍‌ରେ ଦେଖିବାକୁ ମିଳିଛି। ବୁଧବାର ରିଲିଜ ହୋଇଥିବା ଫିଲ୍ମ ‘ଭାରତ’ରେ ସଲମାନଙ୍କୁ ୧୮ ବର୍ଷର ଲୁକ୍‌ଠାରୁ ଆରମ୍ଭ...

ବିବାହ ପୂର୍ବରୁ ଫାଷ୍ଟ ଲୁକ୍ ଶେୟାର କଲେ କାଜଲ

ମୁମ୍ବାଇ: ବଲିଉଡ୍ ନାୟିକା କାଜଲ ଅଗ୍ରୱାଲ ୩୦ ଅକ୍ଟୋବରରେ ବିବାହ ବେଦୀରେ ବସିବାକୁ ଯାଉଛନ୍ତି । ସେ ତାଙ୍କର ଲଙ୍ଗ ଟର୍ମ ବୟଫ୍ରେଣ୍ଡ ଗୌତମ କିଚଲୁଙ୍କ...

ପ୍ରତ୍ୟେହ ୧୨-୧୪ ଘଣ୍ଟା କାମ କରନ୍ତି ବିଗ୍‌-ବି: କେବିସି-୧୨ ପାଇଁ କବିତା ଲେଖି କହିଲେ ମନକଥା

ବମ୍ବେ: ମହାମାରୀ କରୋନାକୁ ହରାଇବା ପରେ ପୁଣି ଥରେ କର୍ମକ୍ଷେତ୍ରକୁ ଫେରିଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ। ସେ ଏବେ ରିଆଲିଟି ଶୋ’ ‘କୌନ ବନେଗା...

ଦୁଇ କପ୍‌ ଚା’ରୁ ସକାଳ ଆରମ୍ଭ

ଶ୍ରଦ୍ଧା କପୁର ଏବେ ବଲିଉଡ୍‌ର ଅନ୍ୟତମ ବ୍ୟସ୍ତ ନାୟିକା। ଚଳିତ ମାସରେ ରିଲିଜ ହେବାକୁ ଯାଉଥିବା ବିଗ୍‌ ବଜେଟ ଫିଲ୍ମ ‘ଶାହୋ’ରେ ସେ ପ୍ରଭାସଙ୍କ ଅପୋଜିଟ୍‌ରେ...

ଇଣ୍ଡିଆନ୍‌ ଆଇଡଲ୍‌ ୧୧ରେ ଓଡିଆ ଝିଅ ଚେଲ୍‌ସି

ଭୁବନେଶ୍ୱର:ପୁଣି ଜାତୀୟସ୍ତରୀୟ ରିଆଲିଟି ଶୋ’ରେ ଆସିବେ ଓଡ଼ିଆ ଝିଅ ଚେଲ୍‌ସି ବେଉରା। ସୋନି ଟିଭି ପକ୍ଷରୁ ପ୍ରସାରିତ ଇଣ୍ଡିଆନ୍‌ ଆଇଡଲ୍‌-୧୧ରେ ଚେଲ୍‌ସି ଭାଗ ନେଇଛନ୍ତି। ଏହି...

ବିବାହ ବନ୍ଧନରେ ଆଉ ଜଣେ ଅଭିନେତ୍ରୀ: ପ୍ରେମିକଙ୍କ ହାତ ଧରିଲେ…

ବମ୍ବେ: ବିବାହ ବନ୍ଧନରେ ଆଉ ଜଣେ ଅଭିନେତ୍ରୀ। ପ୍ରେମିକ ଗୌରବ ବର୍ମାଙ୍କ ହାତ ଧରିଛନ୍ତି ଅଭିନେତ୍ରୀ ସମତା ଅଞ୍ଚନ। ଉଭୟଙ୍କର ବିବାହର ଅନେକ ଫଟୋ ଏବଂ...

Advertisement
Archives

Model This Week