ମନୋରଞ୍ଜନ

ରାହୁଲଙ୍କ ଅସ୍ତ୍ରୋପଚାର ସଫଳ

ଭାରତୀୟ କ୍ରିକେଟର କେ.ଏଲ ରାହୁଲ ଏବେ ଅସ୍ତ୍ରୋପଚାର ପାଇଁ ଜର୍ମାନୀରେ ଅଛନ୍ତି। ତାଙ୍କୁ ସହ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ଆଥିଆ ଶେଟ୍ଟୀ ମଧ୍ୟ ଅଛନ୍ତି। ନିକଟରେ ରାହୁଲ ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ନିଜ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି। ସେ…

ଓସ୍କାର ପ୍ୟାନେଲରେ ସାମିଲ ହେବାକୁ କାଜୋଲ-ସୂର୍ଯ୍ୟାଙ୍କୁ ନିମନ୍ତ୍ରଣ

ବମ୍ବେ: ଓସ୍କାର ପ୍ୟାନେଲରେ ସାମିଲ ହେବେ ବଲିଉଡ ଅଭିନେତ୍ରୀ କାଜୋଲ। ଏଥିପାଇଁ ତାଙ୍କୁ ଆମନ୍ତ୍ରିତ କରାଯାଇଛି। ମଙ୍ଗଳବାର ଦ ଏକାଡେମି ଅଫ ମୋଶନ ପିକ୍ଚର ଆର୍ଟସ ଆଣ୍ଡ ସାଇନ୍ସେଜ ତରଫରୁ ଜାରି କରାଯାଇଥିବା ୨୦୨୨ର କ୍ୟାଟାଗୋରୀ ପାଇଁ ଅତିଥି ତାଲିକାରେ ଅନ୍ତର୍ଭୁକ୍ତ…

ଅଭିନେତ୍ରୀ ସ୍ବରା ଭାସ୍କରଙ୍କୁ ହତ୍ୟା ଧମକ

ବଲିଉଡ୍‌ ଅଭିନେତ୍ରୀ ସ୍ବରା ଭାସ୍କରଙ୍କୁ ହତ୍ୟା ଧମକ ମିଳିଛି। ଚିଠି ମାଧ୍ୟମରେ ଏହି ଧମକ ଦିଆଯାଇଥିବା ଜଣାପଡିଛି। ସ୍ବରା ସଭରକରଙ୍କୁ ଅପମାନିତ କରିଥିବାରୁ ତାଙ୍କୁ ହତ୍ୟା କରାଯିବାକୁ ଏହି ଚିଠିରେ ଧମକ ମିଳିଛି। ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି।…

‘ସତର୍କ ରୁହନ୍ତୁ, ନଚେତ୍‌ ଧୋକା ଖାଇବେ’

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ ଶୋ’ ‘କୌନ୍‌ ବନେଗା କରୋଡ଼ପତି-୧୪’ର ଶୁଟିଂ ଶେଷ ହୋଇଛି। ସୋନି ଟିଭିରେ ଦର୍ଶକମାନେ ବିଗ୍‌ ବି ପ୍ରତିଯୋଗୀମାନଙ୍କ ସହିତ କୌତୂହଳପୂର୍ଣ୍ଣ ପ୍ରଶ୍ନ ଏବଂ ଉତ୍ତର କରୁଥିବା ଦେଖିବାକୁ ପାଇବେ। ଶୋ’ ନିର୍ମାତା ଦର୍ଶକଙ୍କୁ ଏପ୍ରିଲରେ…

ରିଲିଜ ପୂର୍ବରୁ କୋଟି କୋଟି ଟଙ୍କା ବ୍ୟବସାୟ କଲା ଶାହାରୁଖଙ୍କ ‘ଜଓ୍ବାନ’

ବମ୍ବେ: ୨୦୨୩ରେ ରିଲିଜ ହେବ କିଙ୍ଗ ଖାନ୍‌ ଶାହାରୁଖଙ୍କ ଦୁଇଟି ବଡ଼ ଫିଲ୍ମ। ଦକ୍ଷିଣ ଭାରତୀୟ ଫିଲ୍ମନିର୍ମାତା ଏଟଲିଙ୍କ ଫିଲ୍ମ ‘ଜଓ୍ବାନ’ରେ ତାଙ୍କର ଦମ୍‌ଦାର ଅଭିନୟ ଦେଖିବାକୁ ମିଳିବ। ନିକଟରେ ଫିଲ୍ମର ଟିଜର ରିଲିଜ ହୋଇଥିଲା। ଏହା ପ୍ରଶଂସକଙ୍କୁ ବେଶ ପସନ୍ଦ…

ସିଦ୍ଧୁଙ୍କ ଭଳି ମାରିଦେବାକୁ ମନୁଙ୍କୁ ମିଳିଛି ଧମକ, ୧୦ ଲକ୍ଷ ନ ଦେଲେ…

ବମ୍ବେ: ‘ବିଗ ବସ-୧୦’ ପ୍ରତିଯୋଗୀ ମନୁ ପଞ୍ଜାବୀଙ୍କୁ ହତ୍ୟା ଧମକ। ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ଭଳି ତାଙ୍କୁ ମଧ୍ୟ ଜୀବନରେ ମାରିଦେବାକୁ ଧମକ ମିଳିଛି। ଏନେଇ ମନୁ ଟୁଇଟରରେ ଏକ ପୋଷ୍ଟ ଶେୟାର କରି ସୂଚନା ଦେଇଛନ୍ତି। ୪ ଘଣ୍ଟା…

ସ୍ତ୍ରୀଙ୍କ କମେଣ୍ଟ୍‌କୁ ଅପେକ୍ଷା କରିଥିଲେ ରଣବୀର, ଶେଷରେ…

ବଲିଉଡ୍‌ ଅଭିନେତା ରଣବୀର ସିଂ ସୋସିଆଲ ମିଡିଆରେ ସ୍ତ୍ରୀ ଦୀପିକା ପାଦୁକୋନଙ୍କ ସହ ବହୁତ ମଜା କରନ୍ତି। ପରସ୍ପରର ଗୋଡ ଟାଣିବାଠାରୁ ଆରମ୍ଭ କରି ପରସ୍ପର ଉପରେ ପ୍ରେମ ବର୍ଷା କରିବାକୁ ଉଭୟ ଆଦୌ ପଛାନ୍ତି ନାହିଁ। ନିକଟରେ ରଣବୀର ଇନଷ୍ଟାଗ୍ରାମରେ…

କୋଚିଂ ଦେବା ବେଳେ ଛାତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ଏହି ଅଭିନେତା, ଫିଲ୍ମ କାହାଣୀଠାରୁ କମ୍‌ ନୁହେଁ…

ବମ୍ବେ: ଫିଲ୍ମଷ୍ଟାରଙ୍କ ଫିଲ୍ମି ଲଭ୍‌ଷ୍ଟୋରୀ। ଛାତ୍ରୀଙ୍କ ପ୍ରେମରେ ପଡ଼ି କରିଛନ୍ତି ବିବାହ। ଆମେ କହୁଛି ଅଭିନେତା ଆର୍‌ ମାଧବନଙ୍କ କଥା। ଚଳଚ୍ଚିତ୍ର ’ରେହଦା ହେ ତେରେ ଦିଲ୍‌ମେ’ରେ ନିଜ ପ୍ରେମକୁ ପାଇବାକୁ ସଂଘର୍ଷ କରୁଥିବା ଦେଖାଯାଇଥିଲା। ଠିକ୍‌ ସେଭଳି ଢ଼ଙ୍ଗରେ ତାଙ୍କୁ…

ଏହି ଦିନ ରିଲିଜ୍‌ ହେବ କ୍ୟାଟ୍ରିନାଙ୍କ ଫିଲ୍ମ

କ୍ୟାଟ୍ରିନା କୈଫ, ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ଇଶାନ ଖଟ୍ଟରଙ୍କ ଅଭିନୀତ ‘ଫୋନ ଭୁତ୍‌’ ଅକ୍ଟୋବର ୭ରେ ରିଲିଜ୍‌ ହେବ। ଏହାକୁ ନେଇ ସୋସିଆଲ ମିଡିଆରେ ଫିଲ୍ମର ପୋଷ୍ଟର ଶେୟାର କରି କ୍ୟାଟ୍ରିନା ସୂଚନା ଦେଇଛନ୍ତି। ଏହି ପୋଷ୍ଟର ଶେୟାର କରି କ୍ୟାଟ୍‌…

ଖୁସି ଖବର ଦେବା ପରେ କାହିଁକି ରାଗିଲେ ଆଲିଆ

ଅଭିନେତ୍ରୀ ଆଲିଆ ଭଟ୍ଟ ନିକଟରେ ପ୍ରଂଶସକଙ୍କୁ ଏକ ଖୁସି ଖବର ଦେଇଥିଲେ। ସେ ଗର୍ଭବତୀ ଥିବା ଜଣାଇଥିଲେ। ପ୍ରଂଶସକ ତାଙ୍କୁ ଏ ନେଇ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ। ଏହି ସମୟରେ, ଏକ ମିଡିଆ ରିପୋର୍ଟକୁ ଦେଖିବା ପରେ ଆଲିଆ ଖୁବ ରାଗି…

ଏଭଳି ଭାବେ ଆଲିଆଙ୍କୁ ପ୍ରପୋଜ୍‌ କରିଥିଲେ ରଣବୀର!

ବମ୍ବେ: ପ୍ରଥମେ ବିବାହ ଆଉ ଏବେ ମାତାପିତା ହେବାକୁ ଯାଉଥିବା ନେଇ ଘୋଷଣା କରି ଚର୍ଚ୍ଚାରେ ବଲିଉଡର ଅନ୍ୟତମ ଲୋକପ୍ରିୟ ଯୋଡ଼ି ଆଲିଆ ଭଟ୍ଟ-ରଣବୀର କପୁର। ଏହାକୁ ନେଇ ପ୍ରଶଂସକଙ୍କଠାରୁ ଆରମ୍ଭ କରି ସାଥୀ କଳାକାର ବେଶ ଖୁସି ଅଛନ୍ତି। ଉଭୟଙ୍କ…

ଜୁଲାଇ ୧ରେ ଓଟିଟିରେ ରିଲିଜ୍‌ ହେବ ‘ସମ୍ରାଟ ପୃଥ୍ବୀରାଜ’

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ’ ବଡ଼ ପରଦାରେ ରିଲିଜ ହେବା ପରେ ଏବେ ଖୁବ୍‌ଶୀଘ୍ର ଏହା ଓଟିଟିରେ ରିଲିଜ ହେବାକୁ ଯାଉଛି। ଜୁଲାଇ ୧ରେ ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?