ମନୋରଞ୍ଜନ

ବିବାହ ପରେ ପ୍ରଶଂସକଙ୍କୁ ଖୁସି ଖବର ଦେଲେ କ୍ୟାଟ୍ରିନା

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ବିବାହ ପରେ ସେ ତାଙ୍କର ପ୍ରଥମ ଫିଲ୍ମ ରିଲିଜ ହେବା ନେଇ ଘୋଷଣା କରିଛନ୍ତି। ଏହି ଫିଲ୍ମଟି ହେଉଛି ‘ଫୋନ ଭୂତ’ । ଏ ନେଇ ସୋସିଆଲ ମିଡିଆରେ କ୍ୟାଟ୍ରିନା…

ସେଲିବ୍ରିଟିଙ୍କୁ ନେହୁରା ହେଉଛନ୍ତି କରନ୍‌ ଜୋହର୍‌

ବମ୍ବେ: ବଲିଉଡର ଲୋକପ୍ରିୟ ଫିଲ୍ମନିର୍ମାତା ମଧ୍ୟରୁ କରନ୍‌ ଜୋହର ଅନ୍ୟତମ। ବ୍ୟକ୍ତିଗତ ଜୀବନ ହେଉ ଅଥବା ଚଳଚ୍ଚିତ୍ର, ବିବାଦରେ ରହିଥାନ୍ତି ସେ। ଏସବୁ ସତ୍ତ୍ୱେ ତାଙ୍କ ଫିଲ୍ମରେ କାମ କରିବାକୁ କଳାକାରମାନେ ଚାହିଁ ରହିଥାନ୍ତି। ହେଲେ ଏବେ ଏମିତି ସମୟ ଆସିଛି…

ବାଜପେୟୀଙ୍କ ଉପରେ ନିର୍ମାଣ ହେବ ବାୟୋପିକ୍‌

ବମ୍ବେ: ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୀବନକାହାଣୀ ଉପରେ ନିର୍ମାଣ ହେବ ଚଳଚ୍ଚିତ୍ର। ପ୍ରଯୋଜକ ସନ୍ଦୀପ ସିଂହ ଏହାର ପୋଷ୍ଟର ଶେୟାର କରି ବାୟୋପିକ୍‌ ନେଇ କରିଛନ୍ତି ଘୋଷଣା। ଇନଷ୍ଟାଗ୍ରାମରେ ସନ୍ଦୀପ ଲେଖିଛନ୍ତି, ବାଜପେୟୀ ଭାରତର ରାଜନୈତିକ ଇତିହାସର ମହାନ…

ଫେରିବେ ମଲ୍ଲିକା

ମୁମ୍ବାଇ: କିଛିଦିନର ବିରତି ପରେ ଏବେ ପୁଣିଥରେ ବଡ ପରଦାକୁ ଫେରିଛନ୍ତି ବଲିଉଡ ବୋଲ୍ଡ କୁଇନ ମଲ୍ଲିକା ଶେରାୱତ । ଫିଲ୍ମ ‘ଆରକେ’ରେ ତାଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମ ଜଣେ ଚିନ୍ତିତ ନିର୍ଦ୍ଦେଶକ(ଆରକେ)ଙ୍କ କାହାଣୀ ଉପରେ ପର୍ଯ୍ୟବେଶିତ ।…

ଜ୍ୟାକ୍‌ଲିନଙ୍କୁ ୮ ଘଣ୍ଟା ଜେରା

ନୂଆଦିଲ୍ଲୀ,୨୮।୬: ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ନାଣ୍ଡିଜ୍‌ଙ୍କୁ ୮ ଘଣ୍ଟା ଜେରା କରିଛି ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)। କନ୍‌ ମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖର ମନି ଲଣ୍ଡରିଂ ମାମଲାରେ ପୁଣି ଇଡି ଜ୍ୟାକଲିନଙ୍କୁ ଜେରା କରିଛି। ଏ ମାମଲାରେ ଜ୍ୟାକଲିନଙ୍କୁ ୨ରୁ ୩ ଥର ଇଡି ପଚରାଉଚରା…

ଜୁଲାଇ ୪ରେ କୋର୍ଟରେ ହାଜର ହେବେ କଙ୍ଗନା

ମୁମ୍ବାଇ,୨୮ ।୬: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ସେ ପ୍ରାୟ ସବୁ ବିଷୟକୁ ନେଇ ନିଜର ବୟାନ ଦେଇଥାଆନ୍ତି ଯେଉଁଥିରେ ବିବାଦ ଉପୁଜିଥାଏ । ହେଲେ ଏଥିରେ ସେ ପଛଘୁଞ୍ଚା ଦେଇ ନ ଥାଆନ୍ତି…

୬ବର୍ଷ ପରେ ପୁୁଣି ପରଦାକୁ ଫେରିବେ କରନ

ଅଭିନେତା କରନ ୱାହି ପ୍ରାୟ ୬ ବର୍ଷ ଧରି ଟିଭି ପରଦାରୁ ଦୂରେଇ ରହିଛନ୍ତି। ସେ ଖୁବ ଶୀଘ୍ର ‘ଚନ୍ନା ମେରେୟା’ ସହିତ ଛୋଟ ପରଦାକୁ ଫେରିବେ ବୋଲି ଜଣାପଡ଼ିଛି। ତେବେ ଯେତେବେଳେ କରନଙ୍କୁ ପଚରାଯାଇଥିଲା, ସେ କେତେ ଶୋ’ ରିଜେକ୍ଟ…

ଖୁସିଖବର ଦେବା ପରେ ଡିପି ବଦଳାଇଲେ ଆଲିଆ

ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ। ଏହି ଗୁଡନ୍ୟୁଜ୍‌ ସେ ନିଜେ ପ୍ରଶଂସକଙ୍କ ଶେୟାର କରିଛନ୍ତି। ଏହି ଘୋଷଣା ପରେ ସେ ନିଜ ଇନ୍‌ଷ୍ଟାଗ୍ରାମ ଡିପି ମଧ୍ୟ ବଦଳାଇ ଦେଇଛନ୍ତି। ରଣବୀର କପୁରଙ୍କୁ ବିବାହ କରିବା ପରେ ଆଲିଆ…

ଜ୍ୟାକ୍‌ଲିନଙ୍କୁ ଇଡିର ଜେରା

ନୂଆଦିଲ୍ଲୀ, ୨୮।୬: ବଲିଉଡ୍‌ ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ନାଣ୍ଡିଜ୍‌ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁଖ୍ୟାଳୟରେ ହାଜର ହୋଇଛନ୍ତି। କନ୍‌ ମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖର ମନି ଲଣ୍ଡରିଂ ମାମଲାରେ ଇଡି ଜ୍ୟାକ୍‌ଲିନ୍‌ଙ୍କୁ ଜେରା କରିଛି। ଏ ମାମଲାରେ ଜ୍ୟାକଲିନଙ୍କୁ ୨ରୁ ୩ ଥର…

ଆଲିଆଙ୍କ ପାଇଁ ଇମୋଶନାଲ ପୋଷ୍ଟ ଲେଖିଲେ କରନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ସୋମବାର ସକାଳୁ ସକାଳୁ ତାଙ୍କ ପ୍ରଶଂସକଙ୍କୁ ଏକ ଗୁଡ ନ୍ୟୁଜ ଦେଇଛନ୍ତି । ଅଲଟ୍ରା ସାଉଣ୍ଡ ହେଉଥିବାର ଏକ ଫଟୋ ଶେୟାର କି ସେ ମା’ ହେବାକୁ ଯାଉଥିବା କଥା ଜଣାଇଥିଲେ । ଆଉ…

ଓକିଲ ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ର କୁଲ୍‌ ଅଭିନେତ୍ରୀ ଇଶା ଗୁପ୍ତା ନିଜ ପାଇଁ ଏକ ବିଶେଷ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ମୁଁ ଦୁଃଖିତ ଯେ, ପିଲାଦିନେ କୌଣସି କଥା ବୁଝିବା କ୍ଷମତା ମୋ’ ପାଖରେ ନ ଥିଲା। ନିକଟରେ ଏକ ସାକ୍ଷାତକାରରେ ସେ…

ଗୁଡ୍‌ନ୍ୟୁଜ୍‌ ଦେଲେ ଆଲିଆ

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରି ପ୍ରଶଂସକଙ୍କୁ ସେ ଏହି ଖୁସି ଖବର ଦେଇଛନ୍ତି। ଆଲିଆ ହସ୍ପିଟାଲରୁ ଅଲଟ୍ରାସାଉଣ୍ଡର ଫଟୋ ଶେୟାର କରିଛନ୍ତି। ସେ ଅଲଟ୍ରାସାଉଣ୍ଡର ପରଦାରେ ଏକ ହୃଦୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?