ମନୋରଞ୍ଜନ

ଡେବ୍ୟୁ ପୂର୍ବରୁ ଏହି ନିର୍ଦ୍ଦେଶକଙ୍କ ଉପରେ ରାଗି ଯାଇଥିଲେ ସୁସ୍ମିତା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛନ୍ତି। ସେ ନିଜର ଚମତ୍କାର ତଥା ସୁନ୍ଦର ଫଟୋ ଏବଂ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ଏସବୁ ମଧ୍ୟରେ ସୁସ୍ମିତା ଟ୍ବିଙ୍କଲ୍‌ ଖାନାଙ୍କ…

ପ୍ରଖ୍ୟାତ ନୃତ୍ୟଶିଳ୍ପୀ ଶୀଲା ବାଜଙ୍କ ପରଲୋକ

ହିନ୍ଦୀ ସିନେମାର ପ୍ରଖ୍ୟାତ ନୃତ୍ୟଶିଳ୍ପୀ ଶୀଲା ବାଜଙ୍କ ଦେହାନ୍ତ ହୋଇଛି। ସେ ମୁମ୍ବାଇରେ ଶେଷନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ସେ ଅତି କମରେ ୪୦ଟି ବଲିଉଡ ଫିଲ୍ମରେ କାମ କରିଥିଲେ। ସେ ଅଧିକାଂଶ ଫିଲ୍ମରେ…

ରଣବୀରଙ୍କ ସହ କାମ କରି ଖୁସି ଅଛନ୍ତି ବାଣୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ବାଣୀ କପୁର ତାଙ୍କ ଅଗାମୀ ଫିଲ୍ମ ‘ଶମଶେରା’ର ରିଲିଜ ପାଇଁ ପ୍ରସ୍ତୁତ ହୋଇଗଲେଣି । ଏହି ମୁଭିରେ ସେ ରଣବୀରଙ୍କ ସହ କାମ କରି ଖୁବ୍ ଖୁସି ଅଛନ୍ତି । ଆଉ ବାଣୀ କୁହନ୍ତି ଫିଲ୍ମର ନିର୍ଦ୍ଦେଶକ…

ବିବାହ ନ କରି ବି ଏକାଠି ରହି ହେବ: କିଆରା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନିଙ୍କ ଏକ ବୟାନ ଏବେ ଚର୍ଚ୍ଚାର ପରିସରକୁ ଆସିଯାଇଛି । କିଆରା କହିଛନ୍ତି ବିବାହ ବିନା ଜଣେ ୱେଲ ସେଟେଲ ହୋଇ ପାରିବ । ତେବେ ଅଭିନେତ୍ରୀଙ୍କ ଏହି ବୟାନ ସିଧାସାଳଖ ତାଙ୍କ ପୁରୁଷ ବନ୍ଧୁଙ୍କ…

ଫ୍ୟୁଜନ କରି ପ୍ରସିଦ୍ଧ

କେନ୍ଦୁଝର,୩୦ା୬: ୟୁଟ୍ୟୁବରେ କେନ୍ଦୁଝର ଜିଲା ବଡ଼ବିଲ ଅଞ୍ଚଳର ଜିତୁ ଶର୍ମା ନାମକ ଜଣେ ଯୁବକଙ୍କ ଏକ ଧାର୍ମିକ ସଙ୍ଗୀତ ଭିଡିଓ ଧମାକା କରିଛି। ଏହା ଶିବଙ୍କ ସ୍ତୋତ୍ରକୁ ନେଇ ପ୍ରସ୍ତୁତ ହୋଇଛି। ଗତ ପ୍ରାୟ ଦୁଇ ମାସରେ ଏହାର ଦର୍ଶକ ସଂଖ୍ୟା…

‘ସୋସିଆଲ ମିଡିଆ ବିନା ମୁଁ ଭଲ ଅଛି’

ମୁମ୍ବାଇ: ପ୍ରଶଂସକମାନେ ଦୀର୍ଘଦିନ ଧରି ଅଭିନେତା ରଣବୀର କପୁରଙ୍କ ଇନ୍‌ଷ୍ଟାଗ୍ରାମ ଡେବ୍ୟୁକୁ ଅପେକ୍ଷା କରି ରହିଛନ୍ତି। କରଣ ଜୋହର କହିଛନ୍ତି, ରଣବୀର ସୋସିଆଲ ମିଡିଆରେ ଅଛନ୍ତି କିନ୍ତୁ ନିଜର ପରିଚୟ ଲୁଚାଇ ରଖିଛନ୍ତି। ସେ ଅନ୍ୟମାନଙ୍କ ପ୍ରୋଫାଇଲ ଦେଖନ୍ତି କିନ୍ତୁ ନିଜେ…

‘ପାପ ବଢ଼ିଲେ ହୁଏ ସର୍ବନାଶ’

ମୁମ୍ବାଇ,୩୦।୬: ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ ଏବେ ରାଜ୍ୟ ନୂଆ ସରକାର ଗଢିବା ପାଇଁ ଭାଜପା ପସ୍ତୁତ ହେଉଛି। ଏହି ସମୟରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଏକ ଭିଡିଓ ଶେୟାର କରି ଉଦ୍ଧବଙ୍କ ଉପରେ ରାଗ…

ଫିସ୍‌ ବଢାଇଲେ ଶାହିଦ

ମୁମ୍ବାଇ: ବଲିଉଡ ଅଭିନେତା ଶାହିଦ କପୁର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ନିକଟରେ ତାଙ୍କ ଫିଲ୍ମ ‘ଜର୍ସି’ ରିଲିଜ ହୋଇଥିଲା। ଯାହାକି ବକ୍ସ ଅଫିସରେ ଭଲ ଆୟ କରିପାରି ନ ଥିଲା। କହିବାକୁ ଗଲେ ଏହା ଫ୍ଲପ୍‌…

‘ସ୍ବାମୀଙ୍କୁ ବହୁତ ସୁଯୋଗ ଦେଇଛି, ଏବେ ଚାହୁଁଛି ଛାଡପତ୍ର’

ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ରାଜୀବ ସେନ ତାଙ୍କ ବିବାହ ପରଠାରୁ ଚର୍ଚ୍ଚାରେ ରହିଆସୁଛନ୍ତି। ରାଜୀବ ୨୦୧୯ରେ ଅଭିନେତ୍ରୀ ଚାରୁ ଆସୋପାଙ୍କୁ ବିବାହ କରିଥିଲେ। ବିବାହର ମାତ୍ର କିଛି ଦିନ ପରେ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲେ। ଉଭୟଙ୍କ…

ଦୀପିକାଙ୍କ ପାଇଁ ଗର୍ବିତ ଅର୍ଜୁନ-ମଲାଇକା

ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ନିକଟରେ ନିଜର ୩୭ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ସେ ପ୍ରେମିକା ମଲାଇକା ଆରୋରାଙ୍କ ସହ ପ୍ୟାରିସ ଯାଇଥିଲେ। ସେଠାରେ ଉଭୟ କିଛି ଦିନ ଛୁଟି କାଟି ମୁମ୍ବାଇ ଫେରିଛନ୍ତି। ପ୍ୟାରିସ୍‌ରେ ଛୁଟି କାଟୁଥିବାବେଳେ…

‘ପାଗଳ ପ୍ରେମୀ’ଙ୍କ ନୂଆ ଲୁକ୍‌

ଭୁବନେଶ୍ୱର: ନୂଆ ଫିଲ୍ମରେ ନୂଆ ଗେଟ୍‌ଅପ୍‌। ହଠାତ ଯିଏ ଦେଖିବ ପାଗଳଟିଏ ବୋଲି କହିବ। ବେଳାଭୂମିରେ ଥିବା ଭଙ୍ଗା ଟିଣ ଛପର ଘର ଛାଇତଳେ ବସିଛନ୍ତି ସେ। ଆମେ କହୁଛୁ ଓଲିଉଡର ପାଗଳ ପ୍ରେମୀ ସବ୍ୟସାଚୀ ମିଶ୍ରଙ୍କ କଥା। ନିଜର ଆଗାମୀ…

‘କଫି ଓ୍ବିଥ୍‌ କରଣ’ର ଗୋଟିଏ ଏପିସୋଡ ପାଇଁ ଏତିକି ଟଙ୍କା ଚାର୍ଜ କରନ୍ତି କରଣ

ବଲିଉଡ୍‌ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଦ୍ୱାରା ଆୟୋଜିତ ‘କଫି ଓ୍ବିଥ୍‌ କରଣ’ ଲୋକପ୍ରିୟ ସେଲିବ୍ରିଟି ଚାଟ ଶୋ’ ମଧ୍ୟରୁ ଅନ୍ୟତମ। ଏହା ୨୦୦୪ରେ ଆରମ୍ଭ ହୋଇଥିଲା। ଧୀରେ ଧୀରେ ଏହା ଲୋକପ୍ରିୟତା ହାସଲ କରିଥିଲା। ମାର୍ଚ୍ଚ ୨୦୧୯ରେ ଶୋ’ର ଷଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?