ମନୋରଞ୍ଜନ

ସୋନମ ମା’ ହେବାକୁ ଯାଉଥିବା ଜାଣିବା ପରେ କାନ୍ଦି ପକାଇଥିଲେ ଅନିଲ

ମୁମ୍ବାଇ: ବଲିଉଡ ନାୟିକା ସୋନମ କପୁର ଏବେ ତାଙ୍କ ପ୍ରେଗନେନସି ପିରିୟଡକୁ ଏନଜୟ କରୁଛନ୍ତି । ସୋସିଆଲ ମିଡିଆରେ ଆକ୍ଟିଭ ଥିବା ଏହି ନାୟିକା ସମୟ ସମୟରେ ଭିନ୍ନ ଭିନ୍ନ ଫଟୋ ଅପଲୋଡ କରି ପ୍ରଶଂସକଙ୍କ ମନ ଜିଣୁଛନ୍ତି । ଅଭିନେତ୍ରୀ…

ଅଭିନେତା ଜୋ ତୁରକେଲଙ୍କ ପରଲୋକ

ୱାଶିଂଟନ,୨।୭: ହଲିଉଡ ଅଭିନେତା ଜୋ ତୁରକେଲଙ୍କର ଶନିବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ସେ କାର୍ଲିଫର୍ଣ୍ଣିଆର ସେଣ୍ଟ ଜନ୍ସ ହସ୍ପିଟାଲରେ କିଛି ଦିନ ହେବ ଚିକିତ୍ସିତ ହେଉଥିଲେ। ସେହିଠାରେ…

ସିନ୍ଦେଙ୍କୁ ନେଇ ଏମିତି କହିଲେ କଙ୍ଗନା

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ଶିବସେନାର ଉଦ୍ଧବ ଠାକରେ ନେତୃତ୍ୱାଧୀନ ମହାରାଷ୍ଟ୍ର ସରକାରକୁ ନେଇ ବିବାଦରେ ଥିଲେ। ବର୍ତ୍ତମାନ କଙ୍ଗନା ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅଭିନେତ୍ରୀ ତାଙ୍କ ଇନ୍‌ଷ୍ଟା ଷ୍ଟୋରୀରେ ତାଙ୍କ ସଫଳତାକୁ ନେଇ ତାଙ୍କୁ…

କରନ୍‌ଙ୍କୁ ଝଟ୍‌କା: ଶୋ’କୁ ଆସିବାକୁ ମନା କଲେ ଦୁଇ ଟଲିଉଡ୍‌ ଷ୍ଟାର!

ବମ୍ବେ: ଆଉ ଛଅ ଦିନର ଅପେକ୍ଷା। ଡିଜ୍‌ନୀ ପ୍ଲସ୍‌ ହଟ୍‌ଷ୍ଟାରରେ ପ୍ରସାରିତ ହେବ ‘କଫି ଉଇଥ୍‌ କରନ୍‌ ୭’। ଶୋ’କୁ ଆଉ ଦିନ କେଇଟା ଥିବା ବେଳେ ପ୍ରଥମ ଅତିଥି କିଏ ହେବ ସେନେଇ ସସ୍‌ପେନ୍ସ ଜାରି ରହିଛି। ଏହି ସିଜନରେ…

୨ ମାସ ପୂର୍ବରୁ ଆଲିଆ ଗର୍ଭବତୀ ଥିବା କହିଥିଲେ ଜଣେ ମହିଳା, ବ୍ୟାନ ହୋଇ ଯାଇଥିଲା ଆକାଉଣ୍ଟ

ଅଭିନେତ୍ରୀ ଆଲିଆ ଭଟ୍ଟ ବିବାହର ମାତ୍ର ୨ ମାସ ପରେ ସେ ଗର୍ଭବତୀ ଥିବା ଜଣାଇଥିଲେ। ଏହି ଖୁସି ଖବର ଶୁଣିବା ପରେ ତାଙ୍କ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମାତ୍ର ଏହି ବିଷୟରେ ଜଣେ ମହିଳା ଆଗରୁ ସୂଚନା ଦେଇଥିଲେ। ଏପ୍ରିଲ…

ବହୁଦିନ ପରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ପୁଣି ଫେରିବେ ନର୍ଗିସ

ଅଭିନେତ୍ରୀ ନର୍ଗିସ ଫାଖରୀ ବଲିଉଡ୍‌ରୁ ବ୍ରେକ୍‌ ନେଇଯାଇଥିଲେ। ଏପରି ନ କରିବାକୁ ତାଙ୍କୁ ଅନେକ ଜଣ ବୁଝାଇଥିଲେ। କାରଣ ବ୍ରେକ୍‌ ନେବାପରେ କଳାକାରଙ୍କୁ କେବଳ ଦର୍ଶକ ନୁହଁନ୍ତି, ବରଂ ନିର୍ମାତା ନିର୍ଦ୍ଦେଶକମାନେ ମଧ୍ୟ ଭୁଲିଯାଆନ୍ତି। ନର୍ଗିସଙ୍କ ସହ ଠିକ୍‌ ସେଇଆ ହିଁ…

ହ୍ରିତିକ୍‌ଙ୍କ ଲୁକ୍‌ ଦେଖି ଫିଦା ହେଲେ କ୍ୟାଟ୍ରିନା,ଫଟୋ ଶେୟାର କରି ଲେଖିଲେ…

ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଲୁକ୍‌ ଏବଂ ଅଭିନୟକୁ ନେଇ ଚର୍ଚ୍ଚାରେ ଥାନ୍ତି। ନିକଟରେ ଅଭିନେତା ବିକି କୌଶଲଙ୍କ ସହ ତାଙ୍କ ବିବାହ ହୋଇଥିଲା। ହେଲେ ଏବେ ବିକିଙ୍କ ବଦଳରେ ଅଭିନେତା ହ୍ରିତିକ୍‌ ରୋଶନଙ୍କୁ ପ୍ରଶଂସା କରୁଛନ୍ତି କ୍ୟାଟ୍‌। ସେ ହ୍ରିତିକ୍‌…

କେଶ ନ ଥିବାରୁ ଫିଲ୍ମ ମିଳିଲାନି

ବମ୍ବେ: ବଲିଉଡ୍‌ଜଗତର ଲାଜକୁଳା ଅଭିନେତାଙ୍କ ମଧ୍ୟରୁ ଅକ୍ଷୟ ଖନ୍ନା ଜଣେ। ଚଳଚ୍ଚିତ୍ର ‘ହିମାଳୟ ପୁତ୍ର’ ଜରିଆରେ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ହେଲେ ଏହାପରେ ତାଙ୍କୁ ଦୁଇ ବର୍ଷ ଯାଏ ଫିଲ୍ମ ମିଳି ‘ଦିଲ ଚାହ୍‌ତା ହେ’ ଚଳଚ୍ଚିତ୍ରରେ ବଡ଼…

ପ୍ରଥମ ବିବାହ ବିଷୟରେ ଲୁଚାଇଥିଲେ ଚାରୁ! ଏବେ ପଠାଇଲେ ଲିଗାଲ ନୋଟିସ୍‌

ବମ୍ବେ: ମାତ୍ର ତିନି ବର୍ଷର ବୈବାହିକ ସମ୍ପର୍କ। ବାଟ ଅଲଗା କରିବାକୁ ମନସ୍ଥ କରିସାରିଲେଣି ଦୁହେଁ। ଆମେ କହୁଛୁ ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ରାଜୀବ ଏବଂ ତାଙ୍କ ଅଭିନେତ୍ରୀ ସ୍ତ୍ରୀ ଚାରୁ ଅସୋପାଙ୍କ ବିଷୟରେ। ଟେଲିଜଗତର ଚର୍ଚ୍ଚିତ ଯୋଡ଼ି…

କଙ୍ଗନାଙ୍କ ପରି ଝିଅ ଚାହାନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରାନାୱତ କିଛି ନା କିଛି କାରଣ ପାଇଁ ଥାଆନ୍ତି ଚର୍ଚ୍ଚାରେ । ନିକଟରେ ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମଧ୍ୟରେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଥିଲେ । ଆଉ କହିଥିଲେ ପାପ ବଢିଲେ…

‘ଆନିମଲ’ରେ ନଜର ଆସିବେ ରଶ୍ମିକା

ମୁମ୍ବାଇ: ରଶ୍ମିକା ମନ୍ଧାନାଙ୍କ ଭାଗ୍ୟ ଏବେ ଚମକୁଛି । ଗୋଟିଏ ପରେ ଗୋଟିଏ ବଡ ପ୍ରୋଜେକ୍ଟ ଏବେ ରଶ୍ମିକାଙ୍କ ହାତରେ । ଯେବେ ତାଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା’କୁ ସଫଳତା ମିଳିଲା ସେବେଠାରୁ ରଶ୍ମିକା ଆଉ ପଛକୁ ଫେରି ଚାହିଁ ନାହାନ୍ତି…

ପ୍ରିୟଙ୍କାଙ୍କ ଅନ୍ଧବିଶ୍ୱାସ

ବଲିଉଡ୍‌ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଲୋକପ୍ରିୟ ଟକ୍‌ ଶୋ ‘କଫି ଓ୍ବିଥ୍‌ କରଣ’ର ସପ୍ତମ ସିଜନ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଚଳିତ ସିଜିନ୍‌ରେ କିଛି କଳାକାର ଶୋ’ରେ ଡେବ୍ୟୁ କରିବାକୁ ଯାଉଥିବାବେଳେ ଅନ୍ୟ କିଛି କଳାକାର ପୁଣିଥରେ ଶୋ’ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?